Excuse Me Odisha

ଯାହା କହିବୁ ସତ କହିବୁ

କେବଳ ଏହାକୁ ଥରେ ଲଗାନ୍ତୁ,ଅର୍ଶ (Piles) ଶୁଖିକି ଝଡ଼ିଯିବ,ଦେଖନ୍ତୁ କେମିତି ଲଗାଇବେ ?

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ବହୁତ ସ୍ଵାଗତ ଜଣାଉଛୁ। ଆଜିକାଲି ପୋଷଣ ଅଭାବରୁ ଅନେକ ଲୋକେ ଅସୁସ୍ଥ ହେଉଛନ୍ତି।ଅର୍ଶ ଏଭଳି ଗୋଟିଏ ସମସ୍ୟା, ଯାହାଦ୍ଵାରା ମଳ ଦ୍ଵାରରେ ଛୋଟ ଛୋଟ ମାଂସ ପିଣ୍ଡୁଳା ସଦୃଶ ହୋଇଯାଇଥାଏ ଏବଂ ମଳ ତ୍ୟାଗ କରିବା ସମୟରେ ଅର୍ଶରୁ ରକ୍ତ ପଡିଥାଏ। ଅର୍ଶ ଯୋଗୁଁ ବହୁତ କଷ୍ଟ ସହିବାକୁ ପଡିଥାଏ ଓ ଏହାର ଉପଚାର ପାଇଁ ଲୋକଙ୍କୁ ଅପରେସନ ଓ ବହୁତ ଦାମର ମେଡ଼ିସିନର ସେବନ କରିବାକୁ ପଡ଼ିଥାଏ।

ଅର୍ଶ ରୋଗକୁ ଭଲ କରିବା ପାଇଁ ଆମେ ଆଜି ଆପଣଙ୍କୁ ଏକ ପ୍ରାକୃତିକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛି।ଯଦି ଆପଣ ଏହି ଉପଚାରକୁ କେବଳ ୩ ଦିନ ପ୍ରୟୋଗ କଲେ, ଆପଣଙ୍କର ଅର୍ଶ ରୋଗ ସବୁଦିନ ପାଇଁ ଭଲ ହୋଇଯିବ।

ଆପଣଙ୍କୁ ସର୍ବଦା ନିଜର ପେଟ କିପରି ଭାବରେ ସଫା ରହିବ, ସେହି ବିଷୟରେ ଧ୍ୟାନ ଦେବା ଆବଶ୍ୟକ।କାରଣ ଆମ ଶରୀରରେ ସଠିକ ଢଙ୍ଗରେ ଖାଦ୍ୟ ହଜମ ହେବା ଦ୍ଵାରା ଆମ ଶରୀର ସୁସ୍ଥ ରହିବ। କିନ୍ତୁ ଯଦି ଆମ ଶରୀରରେ ଖାଦ୍ୟ ଠିକ ଭାବରେ ହଜମ ନହେଲେ ଅନେକ ପ୍ରକାରର ସମସ୍ୟା ଦେଖା ଦେଇଥାଏ।

ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ –

ପ୍ରଥମ ଉପାୟ ହେଉଛି, ପେଟକୁ ସର୍ବଦା ସଫା କରିବା ପାଇଁ ଉଷୁମ କ୍ଷୀରରେ କାଷ୍ଟର ତେଲ ମିଶାଇ ସେବନ କରନ୍ତୁ।ଉଷୁମ କ୍ଷୀରରେ କାଷ୍ଟର ତେଲ ମିଶାଇ ସେବନ କଲେ, ପେଟ ସଫା ହୋଇଯାଇଥାଏ। ଏହାସହିତ ଆପଣ ସର୍ବଦା ପ୍ରଚୁର ପରିମାଣରେ ପାଣି ମଧ୍ୟ ପୁଅନ୍ତୁ। ତେବେ ଏହା ଛଡା ଆପଣ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ। ଏହାଦ୍ବାରା ଆପଣଙ୍କ ଶରୀରରେ ସବୁ ଅପରିଷ୍କାର ପଦାର୍ଥ ମଳ ଓ ପରିସ୍ରା ଦେଇ ବାହାରି ଯିବ।

ଦ୍ଵିତୀୟ ଉପାୟଟି ହେଉଛି, ଆପଣ ଧଳା ପିଆଜ ନେଇ ଏହାର ରସ ବାହାର କରନ୍ତୁ। ତାପରେ ଏଥିରେ ଅଦାର ରସ ମିଶାଇ ଦିଅନ୍ତୁ। ଏହାପରେ ସେଥିରେ ଗୋଟେ ତୁଳାକୁ ବୁଡାଇ ଅର୍ଶ ହୋଇଥିବା ସ୍ଥାନରେ ଲଗାନ୍ତୁ। ଏଭଳି କରିବା ଦ୍ୱାରା ଆପଣଙ୍କର ଅର୍ଶ ଧୀରେ ଧୀରେ ଶୁଖି ଝଡ଼ିଯିବ। କିନ୍ତୁ ଆପଣଙ୍କୁ ସର୍ବଦା ନିଜର ଖାଦ୍ୟ ପ୍ରଣାଳୀ ଉପରେ ଧ୍ୟାନ ଦେବା ଆବଶ୍ୟକ।କେବେବି ମସଲା ଯୁକ୍ତ ଖାଦ୍ୟର ସେବନ କରନ୍ତୁ ନାହିଁ। ଶେଷରେ ଦେଖିବେ ଆପଣଙ୍କୁ ନିଶ୍ଚିତ ଭାବରେ ସୁଫଳ ମିଳିବ।

ତେବେ ବନ୍ଧୁଗଣ, ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *