Excuse Me Odisha

ଯାହା କହିବୁ ସତ କହିବୁ

ଶନିବାର ଦିନ ଜନ୍ମ ହୋଇଥିବା ଲୋକ ନିଶ୍ଚୟ ପଢ଼ନ୍ତୁ ! ଜାଣନ୍ତୁ ତାଙ୍କର ସ୍ୱଭାବ !

ସେୟାର୍ କରନ୍ତୁ

ଆଜି ଆମେ ଜାଣିବା ଶନିବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତିଙ୍କର ବ୍ୟକ୍ତିତ୍ୱ କେମିତି ହୋଇଥାଏ। ଶନିବାର ଦିନ ଭଗବାନ ଶନିଙ୍କ ଦିନ ମାନାଯାଏ। ଶନିବାର ଦିନ ମନୁଷ୍ୟ ଉପରେ ଭଗବାନ ଶନିଦେବଙ୍କର ପ୍ରଭାବ ସାମାନ୍ୟତମ ରହିଥାଏ। ଯେଉଁ ଲୋକମାନଙ୍କର ଜନ୍ମ ଶନିବାର ଦିନ ହୋଇଛି ସେମାନଙ୍କର ଲକି ନମ୍ବର ହେଉଛି ୩,୬,୯ ଏବଂ ଲକି କଲର ହେଉଛି କଳା ଏବଂ ଲାଲ। ଲକି ଦିନ ହେଉଛି ଶନିବାର ଏବଂ ମଙ୍ଗଳବାର ଦିନ।

ଏବେ ଆସନ୍ତୁ ଜାଣିବା ଶନିବାର ଦିନ ଜନ୍ମ ହୋଇଥିବା ଲୋକଙ୍କର ସ୍ଵଭାବ ବିଷୟରେ।

ଏହି ଦିନରେ ଜନ୍ମ ହୋଇଥିବା ଲୋକ କଥାରେ ପକା ହୋଇଥାନ୍ତି। ଏମାନେ ନିଜର ଦେଇଥିବା କଥା କେବେବି ଠକନ୍ତି ନାହିଁ। ଏମାନେ ନିଜ ଜୀବନରେ ବହୁତ କଷ୍ଟରେ ସାମ୍ନା କରିଥାନ୍ତି ଅନ୍ତରେ ଏମାନଙ୍କର ହିଁ ବିଜୟୀ ହୋଇଥାଏ। ଶନିବାର ଦିନ ଜନ୍ମ ଲୋକଙ୍କୁ ବହୁତ ସମ୍ଭାଳି ସମ୍ଭାଳି ଚାଲିବାର ଅଭ୍ୟାସ ଥାଏ। ଯେଉଁ ଦ୍ୱାରା ଏମାନେ କେବେ କେବେ ଆଳସ୍ୟ ହୋଇଯାନ୍ତି। ଏମାନଙ୍କର ବହୁତ କମ ସାଙ୍ଗ ଥାନ୍ତି। ଆଉ ଯେତିକି ସାଙ୍ଗ ଥାନ୍ତି ସେମାନଙ୍କ ପାଇଁ ସେମାନେ ବହୁତ ସଚୋଟ ହୋଇଥାନ୍ତି। ଏହି ଦିନ ଜନ୍ମିତ ଲୋକ ଟିକେ ରାଗ ସ୍ୱାଭାବର ହୋଇଥାନ୍ତି।

ଏମାନଙ୍କୁ ରାଗ ବହୁତ ଜଲଦି ଆସିଯାଏ। ଏମନଙ୍କର ଲୋକଙ୍କ ସହ ଝଗଡା ବି ବହୁତ ଜଲଦି ହୋଇଯାଏ। ତା ସହିତ ଏମାନଙ୍କୁ ନିଜ କଥାର ପଶ୍ଚତାପବି ବହୁତ ଜଲଦି ହୋଇଯାଏ। ଏହି ଦିନରେ ଜନ୍ମ ହୋଇଥିବା ଲୋକ ଦେଖିବାକୁ ବହୁତ ଆକର୍ଷିତ ହୋଇଥାନ୍ତି। ଏମାନେ ଲୋକଙ୍କୁ ପ୍ରଥମ ଦେଖାରେ ହିଁ ପସନ୍ଦ ଆସିଯାନ୍ତି। ଏମାନେ ବହୁତ ଫେସନଲେବଲ ବି ହୋଇଥାନ୍ତି। ଏମାନେ ଜୀବନରେ ନିଜର ଏକ ଅଲଗା ପରିଚୟ ବନାଇଥାନ୍ତି। ଶନିବାର ଦିନ ଜନ୍ମିତ ଲୋକ ସାମାନ୍ୟତଃ ହସ ମଧୁର ହୋଇଥାନ୍ତି। ତା ସହିତ ଏମାନେ ବହୁତ ଫ୍ରାଙ୍କ ନେଚର ର ହୋଇଥାନ୍ତି।

ଏମାନେ ସାମାନ୍ୟ ବାଲାର ମନ କେମିତି ଜିତିବେ ତାହା ଭଲ ଭାବରେ ଜାଣିଥାନ୍ତି। ସେଥିପାଇଁ ଏମାନଙ୍କୁ ବହୁତ ଲୋକ ପସନ୍ଦ କରିଥାନ୍ତି। ଏହି ବାରରେ ଜନ୍ମିତ ଲୋକ ଅନ୍ୟ ମାନଙ୍କୁ ସାହାର୍ଯ୍ୟ କରିଥାନ୍ତି। ଗରିବ ମାନଙ୍କୁ ସାହାର୍ଯ୍ୟ କରିବା ଏମାନଙ୍କୁ ବହୁତ ପସନ୍ଦ ଅଟେ। ଏହି ଦିନ ଲୋକଙ୍କୁ ଶିକ୍ଷାର ବହୁତ ବାଧା ଆସିଥାଏ କିନ୍ତୁ ଏମାନେ ନିଜ ପରିଶ୍ରମରେ ବହୁତ ଶିକ୍ଷା ପ୍ରାପ୍ତ କରିଥାନ୍ତି। ଏମାନଙ୍କ ଜୀବନରେ କେତେବି କଷ୍ଟ ଆସୁ ହସ ମୁଖ କାରଣରୁ ଏମାନେ ବିଚଳିତ ହୋଇନଥାନ୍ତି।

ଶନିବାର ଦିନ ଜନ୍ମିତ ଲୋକଙ୍କ ସ୍ୱାସ୍ଥ୍ୟ କେମିତି ଥାଏ।

ଏହି ଦିନ ଜନ୍ମିତ ଲୋକଙ୍କୁ ହାଡ଼ ରୋଗ ଶାରୀରିକ ଦୁର୍ବଳତା ଆଖି ସମ୍ବଦ୍ଧିୟ ସମସ୍ୟା କର୍ଣ ରୋଗ ପିଠି ପେନ ବା ଗୋଡ଼ ସମ୍ବଦ୍ଧିୟ ରୋଗ ହୋଇପାରେ।

ଏବେ ଆସନ୍ତୁ ଜାଣିବା ଶନିବାର ଦିନ ଜନ୍ମ ଲୋକଙ୍କ କ୍ୟାରିୟର ବିଷୟରେ।

ଏହି ବାରରେ ଜନ୍ମିତ ଲୋକଙ୍କର ଏହି କ୍ଷମତା ହୋଇଥାଏ କି ସେମାନଙ୍କୁ ଯେଉଁ ବି କ୍ଷେତ୍ରରେ କାମ କରିବାର ଅବସର ପ୍ରାପ୍ତ ହୋଇଥାଏ ସେମାନେ ସେହି କ୍ଷେତ୍ରରେ ଦକ୍ଷ ହୋଇଯାନ୍ତି ଅର୍ଥାତ ସେମାନେ ସେହି କାମକୁ ବହୁତ ଜଲଦି ଶିଖି ଯାଆନ୍ତି। ଶନିବାର ଦିନ ଜନ୍ମିତ ଲୋକ ନିଜ କାର୍ଯ୍ୟରେ ବହୁତ ସଚୋଟ ହୋଇଥାନ୍ତି। ଏମାନେ ନିଜ କାମକୁ ବହୁତ ଭଲ ଭାବରେ କରିଥାନ୍ତି। ସେଥିପାଇଁ ଅଫିସରେ ଏମାନେ ସମସ୍ତଙ୍କର ବହୁତ ପ୍ରିୟ ହୋଇଥାନ୍ତି।

ଶନିବାର ଦିନ ଜନ୍ମିତ ଲୋକ କେବେବି କାହାରିକୁ ଧକା ଦିଅନ୍ତି ନାହିଁ। ଏମାନେ ପ୍ରେମ ପ୍ରଦର୍ଶନ ବି କରନ୍ତି ନାହିଁ। ଏମାନଙ୍କର ଏଫିୟର ବହୁତ କମ ହିଁ ଥାଏ ଆଉ ଏମାନେ ଯାହାକୁ ବି ଭଲ ପାଆନ୍ତି ସେମାନଙ୍କ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥାନ୍ତି।

ଶନିବାର ଦିନ ଜନ୍ମିତ ଲୋକଙ୍କୁ ବଡ଼ ଘରର ସମ୍ବଦ୍ଧ ରଖୁଥିବା ଜୀବନସାଥୀ ମିଳିଥାଏ। ଏମାନଙ୍କର ରାଗ ପାଇଁ ଏମାନଙ୍କ ରିଲେସନ୍ସିପରେ ଅଳ୍ପ ଟିକେ ପ୍ରବ୍ଲେମ ଆସିଥାଏ। କିଛି ସମୟ ପରେ ଏହାକୁ ଠିକ ବି କରିଦିଅନ୍ତି। ଏହି ବାରରେ ଜନ୍ମିତ ଲୋକଙ୍କର ବୈବାହିକ ଜୀବନ ଖୁସିରେ ଅତିବାହିତ ହୋଇଥାଏ ଆଉ ଏମାନଙ୍କୁ ବହୁତ ଆକର୍ଷିତ ବାଲା ଜୀବନସାଥୀ ମିଳିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *