Excuse Me Odisha

ଯାହା କହିବୁ ସତ କହିବୁ

ରାତିରେ ଯଦି ଏହି ୫ଟି ସ୍ବପ୍ନ ଦେଖୁଛନ୍ତି,ତା ହେଲେ ମ-ରିଗଲେ ବି କାହା ଆଗରେ ପ୍ରକାଶ କରନ୍ତୁ ନାହିଁ ! ଭାଗ୍ୟ ବଦଳିଯିବ !

ସେୟାର୍ କରନ୍ତୁ

ବନ୍ଧୁଗଣ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ।ପ୍ରାୟତଃ ଆମେ ସମସ୍ତେ ଶୋଇଥିବା ସମୟରେ ଅନେକ ସ୍ୱପ୍ନ ଦେଖିଥାଉ। ଏହି ସ୍ବପ୍ନ ଆମେ ଦିନରେ କିମ୍ବା ରାତିରେ ଦେଖି ଥାଉ।କିନ୍ତୁ ସେହି ସ୍ବପ୍ନ ଗୁଡ଼ିକ ମଧ୍ୟରୁ ପ୍ରାୟତଃ କିଛି ସ୍ବପ୍ନ ଆମର ମନେ ରହି ନଥାଏ। ଆଉକିଛି ସ୍ଵପ୍ନ ଏପରି ଥାଏ, ଯାହାକୁ ଆମେ କେବେ ମଧ୍ୟ ଭୁଲି ପାରି ନଥାଉ। ସ୍ବପ୍ନ ଦେଖିବା ଏକ ପ୍ରାକୃତିକ ପ୍ରକ୍ରିୟା ଅଟେ।

ଯେଉଁ ସ୍ୱପ୍ନ ଆମର ମନେ ରହିଥାଏ କିମ୍ବା ଆମକୁ ବିଚଳିତ କରି ଦେଇଥାଏ, ଆମେ ସେହି ସ୍ୱପ୍ନ ବିଷୟରେ ଅନ୍ୟମାନଙ୍କ ଆଗରେ ପ୍ରକାଶ କରି ଦେଇଥାଉ। ଶାସ୍ତ୍ର ଅନୁସାରେ କୌଣସି ବ୍ୟକ୍ତି ନିଜର ସ୍ବପ୍ନ ବିଷୟରେ ଅନ୍ୟମାନଙ୍କ ଆଗରେ ପ୍ରକାଶ କରିବା ଉଚିତ ନୁହେଁ। ସ୍ବପ୍ନ ଆମକୁ ଭବିଷ୍ୟତରେ ହେବାକୁ ଥିବା ଶୁଭ ଫଳ ବିଷୟରେ ସଂକେତ ଦେଇଥାଏ।ଅନ୍ୟମାନଙ୍କ ଆଗରେ ନିଜ ସ୍ବପ୍ନ ବିଷୟରେ ପ୍ରକାଶ କରିବା ଦ୍ୱାରା ଶୁଭଫଳ ମିଳି ନଥାଏ। ଆସନ୍ତୁ କେଉଁ ୫ଟି ସ୍ବପ୍ନ କାହା ଆଗରେ ପ୍ରକାଶ କରିବା ଉଚିତ ନୁହେଁ, ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

୧/ ପ୍ରକୃତି ସହିତ ଜଡିତ ସ୍ୱପ୍ନ –

ଯଦି ଆପଣ ନିଜ ସ୍ଵପ୍ନରେ ପ୍ରକୃତି ସହିତ ଜଡିତ କୌଣସି ସ୍ୱପ୍ନ ଦେଖନ୍ତି, ତାହେଲେ ଏହା ଅନ୍ୟମାନଙ୍କୁ କୁହନ୍ତୁ ନାହିଁ। ଆମେ ଅନେକ ସମୟରେ ସ୍ୱପ୍ନରେ ସମୁଦ୍ର, ପାହାଡ, ଗଛଲତା, ନଦୀ ଆଦି ଏପରି ଅନେକ ପ୍ରାକୃତିକ ଜିନିଷ ଦେଖିଥାଉ। ଏହି ସ୍ୱପ୍ନର ଦେଖିବାର ଅର୍ଥ ଆପଣଙ୍କୁ ଭବିଷ୍ୟତରେ ବହୁତ ବଡ଼ ଖୁସି ଖବର ମିଳିବାର ସମ୍ଭାବନା ରହିଛି। ଏହି ସ୍ବପ୍ନ ଅନ୍ୟମାନଙ୍କ ଆଗରେ ପ୍ରକାଶ କରିବା ଦ୍ୱାରା ଏହି ଶୁଭ ଫଳ ମିଳି ନପାରେ।

୨/ ମୃ-ତ୍ୟୁ ସମ୍ବନ୍ଧୀୟ ସ୍ୱପ୍ନ –

ମୃ-ତ୍ୟୁ ହେଉଥିବାର ସ୍ବପ୍ନ ଦେଖିଲେ ପ୍ରତ୍ୟେକ ଲୋକ ବିଚଳିତ ହୋଇ ଯାଇଥାନ୍ତି। ଯଦି ଆପଣ ସ୍ୱପ୍ନରେ ନିଜର କିମ୍ବା ଅନ୍ୟ କୌଣସି ବ୍ୟକ୍ତିର ବା ପଶୁପକ୍ଷୀଙ୍କ ମୃ-ତ୍ୟୁ ହେବାର ଦେଖନ୍ତି, ତାହେଲେ ବିଚଳିତ ନହୋଇ ଶାନ୍ତ ରୁହନ୍ତୁ।ଏହି ସ୍ବପ୍ନ ଦେଖିବାର ଅର୍ଥ ହେଉଛି ଆପଣଙ୍କର ସବୁ ସମସ୍ୟାର ସମାଧାନ ହେବାକୁ ଯାଉଛି। ଏହି ସ୍ବପ୍ନକୁ ଅନ୍ୟମାନଙ୍କ ଆଗରେ ପ୍ରକାଶ କରନ୍ତୁ ନାହିଁ।

୩/ ସର୍ପ ଦଂ-ଶନ ସମ୍ବନ୍ଧୀୟ ସ୍ବପ୍ନ –

ଯଦି ଆପଣ ନିଜ ସ୍ଵପ୍ନରେ ସର୍ପ ସମ୍ବନ୍ଧୀୟ କୌଣସି ସ୍ୱପ୍ନ ଦେଖନ୍ତି, ତାହେଲେ ବୁଝି ନିଅନ୍ତୁ ଯେ ଆପଣଙ୍କୁ ଭବିଷ୍ୟତରେ ବ୍ୟବସାୟ ଓ ବାଣିଜ୍ୟକୁ ନେଇ କୌଣସି ବଡ଼ ସଫଳତା ମିଳିବାକୁ ଯାଉଛି।ଅଚାନକ ଆପଣଙ୍କୁ ଧନଲାଭ ହେବ।ତେଣୁ ଏପରି ସ୍ୱପ୍ନ ଅନ୍ୟମାନଙ୍କ ସହିତ ଆଲୋଚନା କରନ୍ତୁ ନାହିଁ।

୪/ ସ୍ଵପ୍ନରେ ଭଗବାନଙ୍କ ଦର୍ଶନ –

ଯଦି ଆପଣ ନିଜ ସ୍ୱପ୍ନରେ ଭଗବାନଙ୍କୁ ଦର୍ଶନ କରନ୍ତି, ତାହେଲେ ବୁଝି ଯାଆନ୍ତୁ ଯେ ଖୁବ ଶୀଘ୍ର ଆପଣଙ୍କ ଜୀବନ ଉଜ୍ୱଳମୟ ହେବାକୁ ଯାଉଛି।ଏହି ସ୍ବପ୍ନ ଆପଣଙ୍କୁ ଭବିଷ୍ୟତରେ ସଫଳତା ମିଳିବାର ସଂକେତ ଦେଇଥାଏ। ତେଣୁ ଏହି ସ୍ୱପ୍ନ ବିଷୟରେ ଅନ୍ୟମାନଙ୍କ ସହିତ ଆଲୋଚନା କରନ୍ତୁ ନାହିଁ।

୫/ ମାଛ ସମ୍ବନ୍ଧୀୟ ସ୍ୱପ୍ନ –

ଯଦି ଆପଣ ସ୍ୱପ୍ନରେ ମାଛ ପହଁରୁଥିବା, କୌଣସି ବ୍ୟକ୍ତି ମାଛ ଧରୁଥିବାର ବା ମାଛ ଖାଉଥିବାର ଦେଖିବେ, ତାହେଲେ ବୁଝି ଯାଆନ୍ତୁ ଯେ ଆପଣଙ୍କୁ ଅଚାନକ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି। କିନ୍ତୁ ଏପରି ସ୍ୱପ୍ନ ଅନ୍ୟମାନଙ୍କ ସହିତ ଆଲୋଚନା କରନ୍ତୁ ନାହିଁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ପୋଷ୍ଟଟି ଆପଣଙ୍କୁ ପସନ୍ଦ ଆସିଥିବ। ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *