Excuse Me Odisha

ଯାହା କହିବୁ ସତ କହିବୁ

ମାସିକଧର୍ମ ହେବାର କେତେ ଦିନ ମଧ୍ୟରେ ସମ୍ବନ୍ଧ ରଖିଲେ,ପୁଅ ହେବ ନା ଝିଅ ହେବ ଜାଣିହେବ ?

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ।ବିବାହ ପରେ ପ୍ରାୟତଃ ସମସ୍ତେ ପିତାମାତା ହେବା ପାଇଁ ଇଚ୍ଛା କରିଥାନ୍ତି। ପ୍ରତ୍ୟେକ ଦମ୍ପତିଙ୍କୁ ସନ୍ତାନ ସୁଖ ପ୍ରାପ୍ତ କରିବା ଏକ ନିଆରା ଅନୁଭୂତି ପ୍ରଦାନ କରିଥାଏ। କିଛି ଲୋକଙ୍କୁ ସନ୍ତାନ ସୁଖ ମିଳି ନଥାଏ। ସନ୍ତାନ ସୁଖ ପାଇବା ପାଇଁ ଜଣେ ମହିଳାଙ୍କୁ ଗର୍ଭ ଧାରଣ କରିବା ପାଇଁ ପଡ଼ିଥାଏ।

ସମସ୍ତେ ଜାଣିଥିବେ ଯେ କୌଣସି ଦମ୍ପତିଙ୍କ ମଧ୍ୟରେ ଶାରୀରିକ ସଂପର୍କ ସ୍ଥାପନ ଦ୍ଵାରା ମହିଳା ଜଣକ ଗର୍ଭବତୀ ହୋଇ ଥାଆନ୍ତି। ଅଧିକାଂଶ ଦମ୍ପତ୍ତିଙ୍କ ମନରେ ଏହା ଜାଣିବାକୁ ଆଗ୍ରହ ରହିଥାଏ ଯେ ତାଙ୍କର ସନ୍ତାନ କଣ ହେବ, ପୁଅ ହେବ ବା ଝିଅ ହେବ? କିନ୍ତୁ ଅନେକ ଲୋକେ ପୁଅ ସନ୍ତାନ ଆଶା କରିଥାନ୍ତି। ପୂର୍ବ କାଳରେ କନ୍ୟା ସନ୍ତାନ ଗର୍ଭରେ ଥିବା ଜାଣି, ଅଲଟ୍ରାସାଉଣ୍ଡ କରି ଏହାକୁ ନଷ୍ଟ କରି ଦେଉଥିଲେ। କିନ୍ତୁ ଏବେ ଅଧିକାଂଶ ଲୋକଙ୍କର ମାନସିକତାରେ ପରିବର୍ତ୍ତନ ଆସିଲାଣି। ସେମାନେ କନ୍ୟା ସନ୍ତାନ ପ୍ରତି ମଧ୍ୟ ସମାନ ଭାବରେ ଆଗ୍ରହ ରଖୁଛନ୍ତି।

ଆଜିର ଲେଖାରେ ଆମ ଜାଣି ପାରିବେ କି ଏପରି କେଉଁ ଲକ୍ଷଣ ରହିଛି, ଯାହାଦ୍ଵାରା ଆପଣଙ୍କର ଗର୍ଭସ୍ଥ ଶିଶୁଟି ପୁତ୍ର ସନ୍ତାନ ବୋଲି ଆପଣ ଜାଣିପାରିବେ। ଯଦି କୌଣସି ଗର୍ଭବତୀ ମହିଳା କାମ କରିବା ସମୟରେ ତାଙ୍କୁ କଷ୍ଟ ଅନୁଭବ ହେଉ ନଥିବ କିମ୍ବା ଅଳସୁଆ ବା ଲାଗୁ ନଥିବ, ତାହେଲେ ବୁଝି ନିଅନ୍ତୁ ଯେ ତାଙ୍କର ଗର୍ଭସ୍ଥ ଶିଶୁଟି ପୁତ୍ର ସନ୍ତାନ ଅଟେ। ଗର୍ଭବତୀ ମହିଳାଙ୍କର ଛୋଟ ପେଟ ବାହାରିବା ମଧ୍ଯ ପୁତ୍ର ସନ୍ତାନ ହେବାର ଲକ୍ଷଣ ଅଟେ ଏବଂ ଗର୍ଭବତୀ ମହିଳାଙ୍କର ନାଭି ଓଲଟି ହୋଇ ବାହାରକୁ ବାହାରି ଥିଲେ, ପୁତ୍ର ସନ୍ତାନ ହେବାର ସଂକେତ ଦେଇଥାଏ।

କୌଣସି ଗର୍ଭବତୀ ମହିଳା ସର୍ବଦା ଖୁସିରେ ରହିବା ଏବଂ ଆନନ୍ଦ ଅନୁଭବ କରିବା ମଧ୍ଯ ପୁତ୍ର ସନ୍ତାନ ହେବାର ସଂକେତ ଦେଇଥାଏ। ଏହାଛଡ଼ା ଯଦି ଗର୍ଭବତୀ ମହିଳାଙ୍କର ପେଟ ଗୋଲ ହୋଇ ଆଗକୁ ବଢ଼ି ଯାଇଛି ଏବଂ ତାଙ୍କୁ ଅଧିକ ଖଟା ଖାଦ୍ୟ ଖାଇବାକୁ ଇଚ୍ଛା ହେଉଛି, ତେବେ ବୁଝି ନିଅନ୍ତୁ ଯେ ଏହା ପୁତ୍ର ସନ୍ତାନ ପ୍ରାପ୍ତି ହେବାର ସଂକେତ ଅଟେ।

ତେବେ ବନ୍ଧୁଗଣ, ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *