Excuse Me Odisha

ଯାହା କହିବୁ ସତ କହିବୁ

ମରିଗଲେ ବି ରାତିରେ ଏହି ସମୟରେ ସ୍ୱାମୀ-ସ୍ତ୍ରୀ ଶାରୀରିକ ସମ୍ପର୍କ ବନାନ୍ତୁ ନାହିଁ । ଆସିବ ଅକାଳ ମୃ-ତ୍ୟୁ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମରିଗଲେ ବି ରାତିରେ ଏହି ସମୟରେ ସ୍ୱାମୀ-ସ୍ତ୍ରୀ ଶାରୀରିକ ସମ୍ପର୍କ ବନାନ୍ତୁ ନାହିଁ। ଆସିବ ଅକାଳ ମୃ-ତ୍ୟୁ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି କାମ ବିଷୟରେ ଜଣେଇବୁ ଯାହାକୁ ମହିଳା ମାନଙ୍କୁ କରିବାର ନାହିଁ। ଘରର ସୁଖ ଶାନ୍ତି ପାଇଁ ମହିଳା ମାନଙ୍କୁ ରାତିରେ ଏହି କାମ କରିବାର ନାହିଁ। ଘରର ମହିଳାମାନେ ଏମିତି କିଛି କାମ କରିଥାନ୍ତି ଯାହା ଅଜାଣତରେ ପୁରା ଘରକୁ କ୍ଷ-ତି ପହଞ୍ଚାଇ ଥାଏ। ଏହାର ସିଧା ପ୍ରଭାବ ପରିବାରର ଲୋକମାନଙ୍କ ସ୍ୱାସ୍ଥ୍ୟ ଏବଂ ଆର୍ଥିକ ସ୍ଥିତି ଉପରେ ପଡିଥାଏ।

ତେବେ ଆସନ୍ତୁ ଜାଣିବା ଏମତି କେଉଁ କାମ ଅଛି ଯାହା ମହିଳା ମାନଙ୍କୁ ରାତି ସମୟରେ ଭୁଲରେ ବି କରିବାର ନାହିଁ। ଯାହା ଦ୍ୱାରା ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ ଆଉ ଦେହ ବି ଖରାପ ହୋଇଥାଏ। ତେବେ ଆସନ୍ତୁ ଜାଣିବା ସେହି କାମ ବିଷୟରେ।

ପ୍ରଥମ କାମ। ସୂର୍ଯ୍ୟାସ୍ତ ପରେ ଦିଅନ୍ତୁ ନାହିଁ କ୍ଷୀର ଦହି। ସୂର୍ଯ୍ୟାସ୍ତ ପରେ ଯଦି କୌଣସି ବାହାର ବ୍ୟକ୍ତି କ୍ଷୀର କିମ୍ବା ଦହି ମାଗେ ତ ଆପଣ ଭୁଲରେ ବି ଦିଅନ୍ତୁ ନାହିଁ। ଏମିତି କରିବା ଦ୍ୱାରା ସେହି ଘରର ଲକ୍ଷ୍ମୀ ବାହାରକୁ ଚାଲିଯାନ୍ତି। ରାତିରେ ଶୋଇବା ପୂର୍ବରୁ କିଚେନ ରୁମକୁ ସଫା କରି ଶୋଇବା ଦରକାର। ଘରେ ଧନ ବୈଭବ ଏବଂ ଲକ୍ଷ୍ମୀ ପ୍ରାପ୍ତି ହୋଇଥାଏ।

ଦ୍ୱିତୀୟ କାମ। ରାତିରେ ଶୋଇବା ପୂର୍ବରୁ ଅଇଁଠା ବାସନ ରଖି ଶୁଅନ୍ତୁ ନାହିଁ। ରାତିରେ ଶୋଇବା ପୂର୍ବରୁ ମହିଳା ମାନଙ୍କୁ ଅଇଁଠା ବାସନ ଧୋଇ ସଫା କରି ଶୋଇବା ଦରକାର। ଅଇଁଠା ବାସନ ପୁରା ରାତି କିଚେନରେ ରହିବା ଅଶାନ୍ତି ଓ ବିମାରୀକୁ ନିମନ୍ତ୍ରଣ କରିଥାଏ। ଅଇଁଠା ବାସନ ଘରକୁ ମା ଲକ୍ଷ୍ମୀଙ୍କୁ ବି ପ୍ରବେଶ କରିବାକୁ ଦିଏ ନାହିଁ। ଆଉ ଘରେ ଟଙ୍କାର ଅଭାବ ଦେଖା ଦେଇଥାଏ। ସେଥିପାଇଁ ବନ୍ଧୁଗଣ ରାତିରେ ଶୋଇବା ପୂର୍ବରୁ ଅଇଁଠା ବାସନ ଧୋଇ ସଫା କରି ଶୁଅନ୍ତୁ।

ତୃତୀୟ କାମ। ଚୁଟି ଖୋଲା କରି ଶୋଇବା ଭଲ ନୁହେଁ। ରାତିରେ ଶୋଇବା ସମୟରେ ପ୍ରାୟ ମହିଳାମାନେ ଚୁଟି ଖୋଲା କରି ଶୋଇ ଥାନ୍ତି। ଏମିତି କରିବା ଘରକୁ ନେଗେଟିଭ ଏନର୍ଜୀକୁ ଆମନ୍ତ୍ରଣ କରିଥାଏ। ଘରର ମହିଳା ମାନଙ୍କୁ ରାତିରେ ଚୁଟି ଖୋଲା କରି ଶୋଇବା ଭଲ ନୁହେଁ।

ଚତୁର୍ଥ କାମ। ରାତିରେ ସବୁ ରୁମରେ ରଖନ୍ତୁ ଲୁଣ। ସପ୍ତାହକୁ ଥରେ ରାତିରେ ଶୋଇବା ପୂର୍ବରୁ ଘରର ସବୁ ରୁମରେ ଲୁଣକୁ ଗୋଟେ ପେପର ଉପରେ ରଖି ଶୋଇଯାନ୍ତୁ। ସକାଳୁ ଉଠି କାହାରି ସହିତ କଥା ନହୋଇ ସର୍ବପ୍ରଥମେ ସେହି ଲୁଣକୁ କୌଣସି ନାଳରେ ପକେଇ ଦିଅନ୍ତୁ କିମ୍ବା ବାହାରେ ଫୋପାଡ଼ି ଦିଅନ୍ତୁ। ଏଥି ଦ୍ୱାରା ଘରର ସବୁ ନେଗେଟିଭ ଏନର୍ଜୀ ବାହାରକୁ ପଳେଇବ। ଯାହା ଦ୍ୱାରା ଘରେ ସୁଖ ଶାନ୍ତି ବନିରହିବ।

ପଞ୍ଚମ କାମ ଝାଡୁକୁ ଠିକ ଭାବେ ରଖନ୍ତୁ। ପ୍ରତ୍ୟକ ମହିଳା ମାନେ ରାତିରେ ଶୋଇବା ପୂର୍ବରୁ ଝାଡୁକୁ ଉତ୍ତର ଦିଗରେ ଲୁ-ଚାଇ ରଖିବା ଦରକାର। ଏମତି କଲେ ମା ଲକ୍ଷ୍ମୀ ଧନର ବର୍ଷା କରିଥାନ୍ତି।

ଷଷ୍ଠ କାମ। ପାଣି ମୁଣ୍ଡ ପାଖରେ ରଖନ୍ତୁ ନାହିଁ। ଯଦି ରାତିରେ ଆପଣ ପାଣି ମୁଣ୍ଡ ପାଖରେ ରଖୁଛନ୍ତି ତାହେଲେ ଭୁଲରେ ବି ମୁଣ୍ଡ ପାଖରେ ରଖନ୍ତୁ ନାହିଁ। ନଚେତ ଆପଣ ଘରୁ ମା ଲକ୍ଷ୍ମୀ ଚାଲିଯିବେ।

ସପ୍ତମ କାମ। ଏହି ସମୟରେ ସ୍ୱାମୀ-ସ୍ତ୍ରୀ ସ-ମ୍ବଦ୍ଧ ବନାନ୍ତୁ ନାହିଁ। ଶାସ୍ତ୍ର ଅନୁସାରେ ରାତି ୧୨ ଟା ପରେ ପର ଦିନ ଆରମ୍ଭ ହୋଇଥାଏ। ବ୍ରହ୍ମ ମୁହୂର୍ତ୍ତର ପୂର୍ବ ମୁହୂର୍ତ୍ତ ଆରମ୍ଭ ହୋଇଯାଏ। ଏହି ସମୟରେ ମନୁଷ୍ୟର ଆଧ୍ୟାତ୍ମିକ ଏବଂ ମାନ-ସିକ ଶକ୍ତି ଜାଗୃତ ହୋଇଯାଏ। ସେଥିପାଇଁ ରାତି ୩ ଟା ପରେ ବ୍ୟକ୍ତିକୁ ଶାରୀ-ରିକ ସ-ମ୍ବଦ୍ଧ ବନାଇବା ଉଚିତ ନୁହେଁ। ଏମିତି କଲେ ବ୍ୟକ୍ତିକୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *