Excuse Me Odisha

ଯାହା କହିବୁ ସତ କହିବୁ

ନୂଆବର୍ଷ ୨୦୨୨ ! ଘରକୁ ଆଣନ୍ତୁ ଜଲଦି ଏହି ୫ଟି ଜିନିଷ,ଘରେ ହେବ ଧନର ବର୍ଷା !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ନୂଆ ବର୍ଷ ୨୦୨୨ରେ ଘରକୁ ଆଣନ୍ତୁ ଏହି ୫ ଟି ଜିନିଷ ଧନର ବର୍ଷା ହେବ।

ବନ୍ଧୁଗଣ ନୂଆ ବର୍ଷ ୨୦୨୨ ଆରମ୍ଭ ହେବା ପାଇଁ ଆଉ ମାତ୍ର କେତୋଟି ଦିନ ରହିଲା । ସମସ୍ତଙ୍କର ମନରେ ଗୋଟିଏ ଇଛା ଥାଏ କି ନୂତନ ବର୍ଷଟି କିପରି ଭଲରେ ଏବଂ ଶୁଭରେ ବ୍ୟତୀତ ହେବ। ତେବେ ବନ୍ଧୁଗଣ ଏହି ପୋଷ୍ଟ ମାଧ୍ୟମରେ ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ ନୂଆବର୍ଷ ୨୦୨୨ ଆରମ୍ଭ ହେବା ପୂର୍ବରୁ ଘରକୁ କେଉଁ ଜିନିଷ ଆଣିଲେ ଆମର ଶୁଭ ହେବା ସହିତ ବର୍ଷ ସାରା ଟଙ୍କା ପଇସାର ଅଭାବ ଦେଖା ଦେଇନଥାଏ।

ଏମତି କୁହାଯାଏ କି ନୂଆ ବର୍ଷର ଆରମ୍ଭ ଯଦି ଭଲରେ କରାଯିବ ତେବେ ପୁରା ବର୍ଷ ଭଲରେ କଟିଥାଏ। ବନ୍ଧୁଗଣ ନୂଆବର୍ଷ ଆସିବା ପୂର୍ବରୁ ଏହି ୫ ଗୋଟି ଜିନିଷ ମଧ୍ୟରୁ କୌଣସି ବି ଗୋଟିଏ ଜିନିଷ ଘରକୁ ନେଇ ଆସନ୍ତୁ ଦେଖିବେ ଆପଣ ମାନଙ୍କ ଭାଗ୍ୟ ଚମକି ଉଠିବ। ମା ଲକ୍ଷ୍ମୀଙ୍କର କୃପାରୁ ଆପଣ ମାନଙ୍କର ପୁରା ବର୍ଷଟି ହସ ଖୁସିରେ ବ୍ୟତୀତ ହେବ। ତେବେ ଆସନ୍ତୁ ସେହି ୫ ଟି ଜିନିଷ ବିଷୟରେ ଜାଣିବା।

କଇଁଛର ମୂର୍ତି। ଘରକୁ ଏକ କଇଁଛର ମୂର୍ତିକୁ କିଣି ଆଣନ୍ତୁ ଆଉ କଇଁଛର ମୂର୍ତିକୁ ସୁଖ ଏବଂ ସମୃଦ୍ଧିର ପ୍ରତୀକ ମାନାଯାଇଥାଏ। ଯଦି ଆପଣଙ୍କର ଘରେ ଆଗରୁ ଅଛି ତେବେ ଆପଣଙ୍କୁ ଆଣିବା କିଛି ଆବଶ୍ୟକ ନାହିଁ ଏବଂ ନୂଆବର୍ଷ ଦିନ ସକାଳୁ ଉଠି ସ୍ନାନ କରି ଏହାକୁ ଗଙ୍ଗା ଜଳରେ ପବିତ୍ର କରିନିଅନ୍ତୁ ଏବଂ ଏହାକୁ ପୂଜା କରି ଏହାକୁ ତାର ସଠିକ ଜାଗାରେ ନିଶ୍ଚୟ ରଖିଦିଅନ୍ତୁ।

କାରଣ ଏହା ଆପଣଙ୍କର ଭାଗ୍ୟ ଏବଂ ସୌଭାଗ୍ୟକୁ ବଢାଇ ଦେଇଥାଏ ଏବଂ ସମସ୍ତ ନକରାତ୍ମକ ଶକ୍ତିକୁ ଆପଣଙ୍କର ଘରକୁ ଆସିବାରୁ ରୋକି ଥାଏ ଏବଂ ଯେଉଁ ନକରାତ୍ମକ ଶକ୍ତି ଆପଣଙ୍କର ଘରେ ରହିଥାଏ ତାକୁ କାଢି ଦେଇଥାଏ। ପ୍ରାଚୀନ କାଳରେ କଇଁଛର ମୂର୍ତିକୁ ଘରର ମୁଖ୍ୟ ଦ୍ୱାରରେ ଟାଙ୍ଗି ଥାନ୍ତି।

ନଡ଼ିଆ। ଏହି ବର୍ଷ ଯଦି ନଡ଼ିଆ ଭାଙ୍ଗି ଆରମ୍ଭ କରାଯାଏ ତେବେ ବହୁତ ଶୁଭ ହୋଇଥାଏ। ଏହା ଦ୍ବାରା ଆପଣ ମାନଙ୍କର ସଫଳତାର ରାସ୍ତା ବି ଖୋଲି ଯାଇଥାଏ। ଘରୁ ସବୁ ନକରାତ୍ମକ ଉର୍ଜା ବାହାରି ଯାଇଥାଏ ଏବଂ ସକରାତ୍ମକ ଉର୍ଜା ଆସିଥାଏ। ଘରେ ହେଉ କିମ୍ବା କୌଣସି ମନ୍ଦିରରେ କେଉଁଠି ବି ନଡ଼ିଆ ଭାଙ୍ଗି ପାରିବେ।

ମୟୁର ପଙ୍ଖ। ଯଦି ଆପଣ ସବୁବେଳେ ଧନର ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତି ତେବେ ଏହି ନୂଆବର୍ଷ ଦିନ ଘରକୁ ମୟୁର ପଙ୍ଖ ନିଶ୍ଚୟ ଆଣନ୍ତୁ। ଧ୍ୟାନ ରଖିବେ ଯେ କିଣିବା ସମୟରେ ଭଗବାନ ଶ୍ରୀକୃଷ୍ଣଙ୍କର ନାମ ନିଶ୍ଚୟ ନେବେ। ଏମିତି କରିବା ଦ୍ୱାରା କାର୍ଯ୍ୟରେ ସଫଳତା ମିଳିଥାଏ। ଆଉ ସବୁ କାମ ଭଲରେ ହୋଇଥାଏ।

ଶ୍ରୀ ଗଣେଶଙ୍କର ଫୋଟ। ଭଗବାନ ଗଣେଶଙ୍କୁ ବିଘ୍ନ ହର୍ତା ବୋଲି କୁହାଯାଇଥାଏ। ଯିଏ ସବୁ ଦୁଃଖ କଷ୍ଟକୁ ଦୂର କରିଥାନ୍ତି ତା ସହିତ ସେ ସମସ୍ତ ପ୍ରକାରର ମଙ୍ଗଳ ମଧ୍ୟ କରିଥାନ୍ତି। ଯଦି ଆପଣ କୌଣସି ସମସ୍ୟାରେ ଫସି ଯାଇଛନ୍ତି ତେବେ ନୂଆବର୍ଷ ଦିନ ଭଗବାନ ଗଣେଶଙ୍କର ଫୋଟ ଘରକୁ ଆଣି ନୂଆବର୍ଷ ଦିନହିଁ ପୂଜାପାଠ କରନ୍ତୁ ତ ସମ୍ପୂର୍ଣ ଘରେ ଭଗବାନ ଗଣେଶଙ୍କର ଆଶୀର୍ବାଦ ଏବଂ କୃପା ଆପଣଙ୍କ ଉପରେ ବର୍ଷିବ। ଆଉ ଆପଣଙ୍କୁ ଖୁସି ପ୍ରଦାନ କରିବେ।

ପେଙ୍ଗ ସୁଇଙ୍ଗ ଆଇଟମ ।ବନ୍ଧୁଗଣ ଟଙ୍କା ପଇସା ଏମତି ଏକ ଜିନିଷ ଅଟେ ଯାହା ପ୍ରତ୍ୟକ ମନୁଷ୍ୟ ଚାହିଁଥାଏ ଏହି ନୂଆବର୍ଷରେ ଯଦି ଆପଣଙ୍କୁ କେହି ଲାଫିଙ୍ଗ ବୁଦ୍ଧ ଉପହାର ଦେଉଛି ତ ବୁଝିଯାଅନ୍ତୁ ଯେ ଆପଣଙ୍କର ଭାଗ୍ୟ ବଦଳିଗଲା। ଲାଫିଙ୍ଗ ବୁଦ୍ଧ ସେତେବେଳେ କାମ କରିଥାନ୍ତି ଯେତେବେଳେ ଆପଣଙ୍କୁ କେହି ଉପହାର ଦେଇଥାନ୍ତି। ଯେଉଁ ଘରେ ଲାଫିଙ୍ଗ ବୁଦ୍ଧ ଥାଏ ସେହି ଘରେ କେବେବି ଧନର ଅଭାବ ହୋଇନଥାଏ।

ବଜରଙ୍ଗୀ ବାଲୀଙ୍କ ପ୍ରତିମା। ଶାସ୍ତ୍ର ଅନୁସାରେ ଏମିତି କୁହାଯାଏ ଯେ ଘରେ ଭଗବାନ ହନୁମାନଙ୍କର ଫୋଟ ବା ଚିତ୍ର ନିଶ୍ଚୟ ରଖିବା ଉଚିତ। ନୂଆବର୍ଷ ଦିନ ବଜରଙ୍ଗୀ ବାଲୀଙ୍କ ପ୍ରତିମାକୁ ନେଇକି ଆସନ୍ତୁ ଏବଂ ଘରର ମୁଖ୍ୟ ଦ୍ୱାର ପାଖରେ ଲଗେଇ ଦିଅନ୍ତୁ। ଏମିତି କରିବା ଦ୍ୱାରା ମଙ୍ଗଳ ଶନି ଏବଂ ଭୁତ ପ୍ରେତଙ୍କର ଦୋଷ ଲାଗିନଥାଏ। ବଜରଙ୍ଗୀ ବାଲୀ ଆପଣଙ୍କର ଘରେ କୌଣସି ପ୍ରକାରର କଷ୍ଟକୁ ଆସିବାକୁ ଦେଇ ନଥାନ୍ତି। ଯାହା ଦ୍ୱାରା ଆପଣଙ୍କର ଭାଗ୍ୟ ଚମକି ଉଠିଥାଏ।

ଯଦି ଆପଣ ଚାହୁଁଛନ୍ତି ଆପଣଙ୍କର ମାନ ସମ୍ମାନ ପ୍ରତିଷ୍ଠା ବଢୁ ବୋଲି ତ ଆପଣ ନିଶ୍ଚିତ ଭାବେ ମା ଲକ୍ଷ୍ମୀଙ୍କର ଚରଣ ପାଦୁକା ଘରକୁ କିଣିକି ଆଣନ୍ତୁ ଏବଂ ଏହା ସହଜରେ ରୁପା ରଙ୍ଗର ମିଳିଯାଇଥାଏ ଏବଂ ଏହାକୁ ନୂଆବର୍ଷରେ କିଣି ଆଣି ଠାକୁର ଘରେ ରଖିଦିଅନ୍ତୁ ଏବଂ ଏହାକୁ ରଖିବା ଦ୍ୱାରା ଘରକୁ ଧନ ଆସିବାର ମାର୍ଗ ଖୋଲି ଯାଇଥାଏ ଏବଂ ଆପଣ ମାଲାମାଲ ମଧ୍ୟ ହୋଇଯାଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *