Excuse Me Odisha

ଯାହା କହିବୁ ସତ କହିବୁ

10 ଟଙ୍କା ମାଗିଲେ 10 କୋଟି ମିଳିବ,ବାସ ଏହି ସଂଖ୍ୟାକୁ ଲେଖି ପାଖରେ ରଖନ୍ତୁ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୧୦ ଟଙ୍କା ମାଗିଲେ ୧୦ ଲକ୍ଷ ମିଳିବ ଏହି ନମ୍ବରକୁ ହାତରେ ଲେଖି ପାଖରେ ରଖନ୍ତୁ।

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଗୋଟେ ସଂଖ୍ୟା ଜଣାଇବାକୁ ଯାଉଛୁ ଯେଉଁ ସଂଖ୍ୟା ଅତ୍ୟନ୍ତ ଶକ୍ତିଶାଳୀ ଅଟେ। ବହୁତ ଚମତ୍କାରୀ ଗୁଣ ବିଶିଷ୍ଟ ସଂଖ୍ୟା ଅଟେ। ଏହା ବହୁତ ପ୍ରଭାବଶାଳୀ ଅଟେ। ଏହି ସଂଖ୍ୟାଟି ଏପରି ଭାବରେ ଯୋଡ଼ା ଯାଇଛି ଏହି ସଂଖ୍ୟା ମଧ୍ୟରେ ସମସ୍ତ ଶକ୍ତି ବିଦ୍ୟମାନ ରହିଅଛି। ଯଦି କୌଣସି ବ୍ୟକ୍ତି ଏହି ସଂଖ୍ୟାଟିକୁ ପାଖରେ ରଖି ନିଅନ୍ତି ତେବେ ଆପେ ଆପେ ସେହି ବ୍ୟକ୍ତିର ପାଖକୁ ଟଙ୍କାର ସୁଅ ଛୁଟି ଥାଏ ଅର୍ଥାତ କୌଣସି ସ୍ଥାନରେ ଟଙ୍କା ପଇସା ଅଟକି ରହିଥିଲେ ତାହା ସବୁ ତୁରନ୍ତ ମିଳିଯାଇଥାଏ।

ଯେତିକି ଟଙ୍କା ଆବଶ୍ୟକ ଥାଏ ତାହା ଠାରୁ ଢେର ଅଧିକ ଟଙ୍କା ମିଳିଯାଇଥାଏ। ଅନେକ ଲୋକ ଅନେକ ପ୍ରକାରର ପରିସ୍ଥିତିରେ ଫସି ଯାଇଥାନ୍ତି ଏହି କ୍ଷେତ୍ରରେ ସେମାନେ ଅନ୍ୟକୁ ସାହାର୍ଯ୍ୟ ମାଗିଥାନ୍ତି କିଛି ଚେଷ୍ଟା ମଧ୍ୟ କରିଥାନ୍ତି ତ ଏହି କ୍ଷେତ୍ରରେ ସେ ୧୦ ଟଙ୍କା ଚାହୁଁଥିଲେ ତାଙ୍କୁ ହଜାର ଟଙ୍କା ମିଳିଯାଇଥାଏ। ଏଥିପାଇଁ ସେହି ସଂଖ୍ୟାଟିକୁ ଲେଖି ସର୍ବଦା ନିଜ ପାଖରେ ରଖିବାର ଅଛି। ଏହାର ଚମତ୍କାରୀତା ଆପଣଙ୍କୁ ହଠାତ ଦେଖାଯାଇଥାଏ। ଆଜି ଆମେ ଆପଣଙ୍କୁ ଏହିପରି ଚମତ୍କାରୀ ନମ୍ବରଟିଏ ଜଣାଇବାକୁ ଯାଉଛୁ।

ଏହି ନମ୍ବରଟିକୁ ସର୍ବଦା ଲେଖି ନିଜ ପାଖରେ ରଖିଦିଅନ୍ତୁ। ଆପଣଙ୍କର ଆଶା ଆଂକାକ୍ଷ ଠାରୁ ଅଧିକ ଟଙ୍କା ପଇସା ମିଳିବାକୁ ଲାଗିବ। ଆପଣଙ୍କର ସମସ୍ତ କାମ ଖୁସି ଖୁସିରେ ହୋଇଯିବ। ଲାଲ କିତାବ ଓ ଅଙ୍କ ଶାସ୍ତ୍ର ଅନୁସାରେ ଯଦି ଆପଣ ଏହି ଅଙ୍କଟିକୁ ଯେପର୍ଯ୍ୟନ୍ତ ପାଖରେ ରଖିଥିବେ ଆପଣଙ୍କ ସେ ପର୍ଯ୍ୟନ୍ତ ଧନର ସମସ୍ୟା ଦେଖାଦେବ ନାହିଁ ବା ଧନର ଅଭାବ ଦେଖାଦେବ ନାହିଁ। ଟଙ୍କା ପଇସା ଆପେ ଆପେ ଆସିବାକୁ ଲାଗିବ।

ଏହି ଅଙ୍କ ବା ସଂଖ୍ୟାଟିକୁ ଆପଣ କିପରି ଏବଂ କେଉଁଥିରେ ଲେଖିବେ।

ଆପଣ ଏକ ଭୋଜ ପତ୍ରଟିଏ ଆଣନ୍ତୁ ଏବଂ ଏହାକୁ କୁକୁମ ଦ୍ୱାରା ଲେଖନ୍ତୁ କିମ୍ବା ଧଳା କାଗଜ ଟିଏ ନେଇ ପାରିବେ। ଆପଣ କାଗଜଟିକୁ ଏମିତି ନେବା ଉଚିତ ଯେମିତି ଆପଣଙ୍କର ପର୍ସରେ କିମ୍ବା ପକେଟରେ ସହଜରେ ରହିବ। ଭଲ କାଗଜ ଟିଏ ନିଅନ୍ତୁ ଚିରା ଫଟା କିମ୍ବା ଜାକି ଜୁକି ଯେପରି ହୋଇନଥିବ ଏହା ପ୍ରତି ଆପଣ ଧ୍ୟାନ ରଖିବେ ଏହାକୁ ଧଳା କିମ୍ବା ନୂଆ ରୁମାଲରେ ମଧ୍ୟ ଲେଖି ପାରିବେ। ଆପଣଙ୍କୁ ଯେପରି ସୁବିଧା ହେବ ସେପରି ନିଅନ୍ତୁ। ଏହାର ପ୍ରଭାବ ବହୁତ ଭଲ ରହିଥାଏ ଯଦି ଭୁଜ ପତ୍ରରେ କୁକୁମ ଦ୍ୱାରା ଲେଖା ଯାଇଥାଏ।

ତେବେ ଆସନ୍ତୁ ଜାଣିନେବା ସେହି ସଂଖ୍ୟାଟି କଣ ଅଟେ।ଏହି ସଂଖ୍ୟା ମଧ୍ୟରୁ ପ୍ରଥମଟି ହେଉଛି ୧। ଯାହାକି ସୂର୍ଯ୍ୟଙ୍କର ପ୍ରତୀକ ହୋଇଥାଏ ଏବଂ ପର ସଂଖ୍ୟାଟି ୯। ଯାହାକି ନବଗ୍ରହଙ୍କର ପ୍ରତୀକ ହୋଇଥାଏ। ଏହା ପରେ ସଂଖ୍ୟାଟି ହେଉଛି ୨୭। ୨୭ ସଂଖ୍ୟାଟି ୨୭ ନକ୍ଷତ୍ରକୁ ଦର୍ଶାଇଥାଏ। ଶେଷରେ ୯ ସଂଖ୍ୟାଟି ଯାହାକି ୧ ଠାରୁ ୮ ପର୍ଯ୍ୟନ୍ତ ସମସ୍ତ ସଂଖ୍ୟା ମାନଙ୍କର ଶକ୍ତିକୁ ନେଇ ବିଦ୍ୟମାନ ଅଟେ। ଏହି ସଂଖ୍ୟାଟି ସମସ୍ତ ସଂଖ୍ୟା ମାନଙ୍କୁ ନେଇ ସୃଷ୍ଟି ହୋଇ ଅଛି। ଏଥିରେ ନବ ଗ୍ରହ ୨୭ ନକ୍ଷତ୍ର ସୂର୍ଯ୍ୟଙ୍କର ଶକ୍ତି ସମାହିତ ହୋଇଥାଏ।

ସୁର୍ଯ୍ୟ ସେହି ଶକ୍ତି ଅଟନ୍ତି ଯିଏକି ମଣିଷକୁ ଟଙ୍କା ପଇସା ଧନ ଐଶ୍ୱର୍ଯ୍ୟ ମାନ ସମ୍ମାନ ଓ ଆରୋଗ୍ୟତା ପ୍ରଦାନ କରିଥାନ୍ତି। ସୌଭାଗ୍ୟ ପ୍ରଦାନ କରିଥାନ୍ତି। ଏହି ଶକ୍ତିଶାଳୀ ଅଙ୍କଟିକୁ ଯେଉଁ ବ୍ୟକ୍ତି ପାଖରେ ରଖିଥାଏ ସର୍ବଦା ବିଶ୍ୱାସ ଓ ଶ୍ରଦ୍ଧାର ସହକାରେ ରଖିଥାଏ ତେବେ ଏହିପରି ବ୍ୟକ୍ତିଙ୍କ ପାଖକୁ ଟଙ୍କା ପଇସା ସର୍ବଦା ଆପେ ଆସିଥାଏ ଏବଂ ଭବିଷ୍ୟତରେ ଏହି ବ୍ୟକ୍ତି ଜଣଙ୍କ ସବୁଠାରୁ ଧନବାନ ବ୍ୟକ୍ତି ହୋଇଯାନ୍ତି। ତେବେ କିପରି ଲେଖିବେ। କୁକୁମ ଦ୍ୱାରା ଲେଖି ପାରିବେ। ଏହାର ଅଭାବରେ ନାଲି ରଙ୍ଗର ପେନରେ ମଧ୍ୟ ଲେଖି ପାରିବେ।

ପ୍ରଥମେ ଲେଖିବେ ୧ ୯ ୨୭ ୯। ତେବେ ୧ ତଳେ ଲେଖିବେ ସୁର୍ଯ୍ୟ। ୯ ତଳେ ଲେଖିବେ ଗ୍ରହ। ୨୭ ତଳେ ଲେଖିବେ ନକ୍ଷତ୍ର ଏବଂ ୯ ତଳେ ଲେଖିବେ ଅଙ୍କ। ଏହିପରି ଭାବରେ ଏହାକୁ ଲେଖିବେ। ଏହାକୁ କୌଣସି ବି ଦିନ ଲେଖିପାରିବେ। କିନ୍ତୁ ଏହାର ଗୁଣ ଅଧିକ ହୋଇଥାଏ ଯଦି ରବିବାର ଦିନ ଲେଖା ଯାଏ। କୌଣସି ବି ସମୟରେ ଏହାକୁ ଲେଖିପାରିବେ କିନ୍ତୁ ସୁର୍ଯ୍ୟ ଉଦୟ ଠାରୁ ସୂର୍ଯ୍ୟାସ୍ତ ହେବା ପର୍ଯ୍ୟନ୍ତ। ଅର୍ଥାତ ଦିନ ବେଳା ଲେଖା ହୋଇଥାଏ।ବଏହାକୁ ଲେଖି ଆପଣଙ୍କର ପାଖରେ ରଖନ୍ତୁ। ଯେତେବେଳେ ଆପଣଙ୍କୁ କିଛି ଆବଶ୍ୟକତା ହେବ ସେତେବେଳେ ଏହାକୁ ଖୋଲି ଦେଖିନେବେ। ଆପଣଙ୍କର ସମସ୍ତ କାର୍ଯ୍ୟ ତୁରନ୍ତ ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *