Excuse Me Odisha

ଯାହା କହିବୁ ସତ କହିବୁ

ନୂତନ ବର୍ଷ ୨୦୨୨ ଜାନୁଆରୀରେ ଏହି ୬ଟି ରାଶିର ଲୋକେ ହେବାକୁ ଯାଉଛନ୍ତି ମହାଭାଗ୍ୟଶାଳୀ ! ଜାଣନ୍ତୁ କେଉଁ କେଉଁ ରାଶି !

ସେୟାର୍ କରନ୍ତୁ

ବନ୍ଧୁଗଣ, ଅଳ୍ପଦିନ ପରେ ୨୦୨୧ ମସିହା ସମାପ୍ତ ହୋଇ ୨୦୨୨ ମସିହା ଆରମ୍ଭ ହେବାକୁ ଯାଉଛି।ଏହି ନୂଆବର୍ଷରେ ୧୨ ଗୋଟି ରାଶିର ଲୋକଙ୍କ ଉପରେ ଅନେକ ପ୍ରଭାବ ପଡ଼ିବା ସହିତ ସେମାନଙ୍କର ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

୨୦୨୨ ମସିହାରେ ଯେଉଁ ରାଶିର ଲୋକଙ୍କ ଜୀବନ ପରିବର୍ତ୍ତନ ହେବାକୁ ଯାଉଅଛି, ସେହି ରାଶିର ଲୋକଙ୍କ ଜୀବନରେ ଚାଲିଥିବା ସବୁ ସମସ୍ୟାର ସମାଧାନ ହୋଇଯିବ। ଏମାନଙ୍କୁ କେବେ ମଧ୍ୟ ଧନର ଅଭାବ ହେବ ନାହିଁ।ଘରର ଆର୍ଥିକ ସ୍ଥିତି ସୁଦୃଢ ରହିବ। ଏମାନଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ହେବାପାଇଁ ଯାଉଛି।

ଏହି ରାଶିର ଲୋକଙ୍କ ଉପରେ ସର୍ବଦା ଦେବୀ ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ରହିବ। ଏହାଦ୍ବାରା ଏମାନେ ସମସ୍ତ କାର୍ଯ୍ୟରେ ସଫଳତା ଅର୍ଜନ କରିବେ।କିଛି ନୂଆ ବ୍ୟବସାୟ ଆରମ୍ଭ କରି ପାରନ୍ତି। ଏମାନଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବ। ବ୍ୟବସାୟରେ ଲାଭବାନ ହେବେ। ଏମାନଙ୍କର ଅଟକି ରହିଥିବା ଟଙ୍କା ମଧ୍ୟ ଫେରସ୍ତ ମିଳିବ।

ଏହି ରାଶିର ଲୋକେ ଯେଉଁ ସ୍ଥାନରେ ନିବେଶ କରିଥିବେ, ନିଶ୍ଚିତ ଭାବରେ ଲାଭବାନ ହେବେ। ଏହାସହିତ ଏମାନଙ୍କୁ ଚାକିରି କ୍ଷେତ୍ରରେ ପଦୋନ୍ନତୀ ମିଳିବା ସହିତ ପ୍ରଶଂସିତ ମଧ୍ୟ ହେବେ।ଯେଉଁ ଲୋକମାନେ ଚାକିରି ଖୋଜୁଛନ୍ତି, ସେମାନଙ୍କୁ ନିଶ୍ଚିତ ଭାବରେ ଆଶାନୁରୂପ ଚାକିରି ମିଳିବାର ସମ୍ଭାବନା ରହିଛି। ଛାତ୍ରଛାତ୍ରୀ ମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବଡ଼ ମଣିଷ ହେବେ ଏବଂ ଗୌରବ ଅର୍ଜନ କରିବେ।

ଏହାସହିତ ସେମାନେ ଆଗାମୀ ସମୟରେ ଅନେକ ପ୍ରବେଶିକା ପରୀକ୍ଷାରେ ମଧ୍ୟ କୃତକାର୍ଯ୍ୟ ହେବେ।ଏହି ରାଶିର ଲୋକଙ୍କର ବୈବାହିକ ଜୀବନ ସୁଖମୟ ହେବ। ଏହାସହିତ ଏମାନଙ୍କୁ ସର୍ବଦା ପରିବାର ଲୋକଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ।

ସମାଜରେ ଏହି ରାଶିର ଲୋକଙ୍କର ମାନସମ୍ମାନ ବୃଦ୍ଧି ହେବ। ପ୍ରତ୍ୟେକ କାର୍ଯ୍ୟରେ ପରିବାର ଲୋକଙ୍କ ଠାରୁ ସହଯୋଗ ଓ ସମର୍ଥନ ପ୍ରାପ୍ତ କରିବେ। ଏହାସହିତ ସମାଜରେ ଲୋକମାନେ ଏମାନଙ୍କୁ ଅନୁସରଣ କରିବେ।ସମ୍ପର୍କୀୟଙ୍କ ସହିତ ଉତ୍ତମ ସମ୍ବନ୍ଧ ସ୍ଥାପନ ହେବ।ସମାଜରେ ଏମାନେ ନିଜର ଏକ ପ୍ରତିଷ୍ଠା ସ୍ଥାପନ କରିବେ।ତେବେ ବନ୍ଧୁଗଣ ୨୦୨୨ ମସିହାରେ ଯେଉଁ ରାଶି ଗୁଡ଼ିକର ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି, ସେହି ଭାଗ୍ୟଶାଳୀ ରାଶି ଗୁଡ଼ିକ ହେଉଛି – କୁମ୍ଭ ରାଶି, କନ୍ୟା ରାଶି, ସିଂହ ରାଶି, ମିଥୁନ ରାଶି, ବୃଷ ରାଶି ଓ କର୍କଟ ରାଶି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *