Excuse Me Odisha

ଯାହା କହିବୁ ସତ କହିବୁ

ଆସନ୍ତା କାଲି ସକାଳୁ ଉଠି କହିଦିଅନ୍ତୁ ଏହି ୨ ଅକ୍ଷର ବିଶିଷ୍ଟ ମନ୍ତ୍ର ! ଆଉ ଏତେ ଟଙ୍କା ଆସିବ ଯେ ସମ୍ଭାଳି ପାରିବେନି ଆପଣ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ କାଲି ସକାଳୁ ଉଠି କହିଦିଅନ୍ତୁ ଏହି ୨ ଅକ୍ଷର ମନ୍ତ୍ର ଏତେ ଟଙ୍କା ଆସିବ ସମ୍ଭାଳି ପାରିବେନି ଆପଣ

ବନ୍ଧୁଗଣ ସକାଳୁ ଉଠିବା ମାତ୍ରେ ଏହି ମନ୍ତ୍ର ୩ ଥର କହିଦିଅନ୍ତୁ ହୋଇଯିବେ ମାଲାମାଲ। ପଇସା କମେଇବା ପାଇଁ ଯେକୌଣସି କାମ ବି କରିପାରେ କାରଣ ସଂସାରରେ ପଇସାକୁ ଅତ୍ୟଧିକ ମହତ୍ୱ ଦିଆଯାଇଥାଏ। ଯଦି ଆପଣଙ୍କର ପଇସା ନାହିଁ ତେବେ ଆପଣଙ୍କୁ କେହିବି ଚିହ୍ନନ୍ତି ନାହିଁ ଆଉ ଯଦି ଆପଣଙ୍କ ପାଖରେ ପଇସା ଅଛି ତେବେ ଆପଣଙ୍କୁ ଅନେକ ଲୋକମାନେ ସମ୍ମାନ ଦେଇଥାନ୍ତି। ସମାଜରେ ଆପଣଙ୍କର ଇଜତ ରହିଥାଏ ଏବଂ ଲୋକମାନେ ଆପଣଙ୍କୁ ସପଟ ମଧ୍ୟ କରିଥାନ୍ତି। କିନ୍ତୁ ପଇସା କମେଇବା ମଧ୍ୟ ଆଜିକାଲି ସହଜ ନୁହେଁ।

ବାସ୍ତୁଶାସ୍ତ୍ର ଅନୁସାରେ ମଧ୍ୟ ଏମିତି ଅନେକ ବିଧି ବିଧାନ କୁହାଯାଇଛି ଯାହାକୁ କରିବା ଦ୍ୱାରା ଆମେ ଆମର ଇନକମକୁ ମଧ୍ୟ ବଢ଼େଇପାରିବା। ଯଦି ଆପଣ ଧାର ଉଧାର ବା କରଜ କରିଛନ୍ତି ଏବଂ କରଜ ମୁକ୍ତ ହେବା ପାଇଁ ଚାହୁଁଛନ୍ତି ତେବେ ଏହି ବାସ୍ତରଶାସ୍ତ୍ରରେ ମଧ୍ୟ ଏମିତି ଅନେକ ଉପାୟ ବିଷୟରେ କୁହାଯାଇଛି। ଯାହାର ସଠିକ ଭାବରେ ଉପଯୋଗ କରି ଆପଣ ମଧ୍ୟ କରଜରୁ ମୁକ୍ତି ପାଇପାରିବେ। ତେଣୁ ବାସ୍ତୁଶାସ୍ତ୍ର ଅନୁସାରେ ଯଦି ଆପଣ ଏହିସବୁ କାର୍ଯ୍ୟ କରନ୍ତି ତେବେ ଆପଣଙ୍କୁ କେବେବି ଟଙ୍କାର ଅଭାବ ରହିବ ନାହିଁ।

କୁହାଯାଏ ଯେ ଯଦି ବାସ୍ତୁଶାସ୍ତ୍ର ଅନୁସାରେ କିଛି କାମ କରାଯାଏ ନାହିଁ ତେବେ ଆମର ଘରେ ମଧ୍ୟ ଦରିଦ୍ରତା ବାସ କରିବାରେ ଲାଗେ। ଏଣୁ ଆମେ ଯେତେ ରୋଜଗାର କଲେ ବି ମଧ୍ୟ କମ ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଏମିତି ଅନେକ କାର୍ଯ୍ୟ ରହିଛି ଯାହାକୁ କରିବା ବହୁତ ସହଜ ଅଟେ ଏବଂ ବହୁତ ଲାଭକାରୀ ମଧ୍ୟ ଅଟେ। ତେଣୁ ଏହିସବୁ ଉପାୟ କରିବା ମାତ୍ରେ ହିଁ ଆମର ଜୀବନରେ ସବୁ କଷ୍ଟ ଏବଂ ଅସୁବିଧା ମଧ୍ୟ ଦୂର ହୋଇଥାଏ। ତେଣୁ ସକାଳୁ ଉଠି ଏହି ମନ୍ତ୍ରକୁ ଜପ କରନ୍ତୁ। ଯଦି ଆପଣ କରଜ ମୁକ୍ତି ଚାହୁଁଛନ୍ତି କିମ୍ବା ଚାହୁଁଛନ୍ତି ଯେ ଆପଣଙ୍କୁ କେବେବି ପଇସାର ଅଭାବ ନଆସୁ ତେବେ ଏହି ମନ୍ତ୍ରକୁ ପ୍ରତିଦିନ ଜପ କରନ୍ତୁ।

ଏହି ମନ୍ତ୍ର ବହୁତ ଚମତ୍କାରୀ ମନ୍ତ୍ର ଅଟେ। ଏହାର ଜପ କରିବା ମାତ୍ରେ ହିଁ ଆପଣଙ୍କର ସବୁ ଅସୁବିଧା ମଧ୍ୟ ଦୂର ହୋଇଯାଇଥାଏ। ସେହି ମନ୍ତ୍ରଟି ହେଉଛି। କରାଗ୍ରେ ବସତି ଲକ୍ଷ୍ମୀ କରମଧ୍ୟେ ସ୍ୱରସ୍ୱତୀ କରମୂଳେ ତୁ ଗୋବିନ୍ଦ ପ୍ରଭାତେ କର ଦର୍ଶନମ। କିନ୍ତୁ ମନେ ରଖନ୍ତୁ ଯେ ଯଦି ଆପଣ ଏହି ମନ୍ତ୍ରକୁ ଜପ କରୁଛନ୍ତି ତେବେ ଆପଣଙ୍କର ଦୁଇ ହାତର ପାପୁଲି ଆପଣଙ୍କର ସାମ୍ନାରେ ରହିବା ନିହାତି ଦରକାର ଏବଂ ଆପଣ ଆପଣଙ୍କର ନିଜର ହାତକୁ ଦେଖି ଏହି ମନ୍ତ୍ରର ଜପ କରିବାକୁ ପଡିବ। ପ୍ରତିଦିନ ସକାଳୁ ଉଠିବା ମାତ୍ରେ ପ୍ରଥମେ ଆପଣ ନିଜର ଦୁଇ ହାତର ପାପୁଲିକୁ ଦେଖି ଏହି ମନ୍ତ୍ରଟିକୁ କହିଦିଅନ୍ତୁ ନିଶ୍ଚୟ ଭାବେ ଆପଣ ଦିନେ ନାଁ ଦିନେ ଧନୀ ହେବାରେ ଲାଗିବେ ଏବଂ ଟଙ୍କା ପଇସା ଧନ ରତ୍ନରେ ଆପଣ ରାଜ କରିବେ। ଏମିତି କଲେ ଆପଣଙ୍କ ଘରେ କେବେବି ଦରିଦ୍ରତା ଦେଖାଦେବ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *