Excuse Me Odisha

ଯାହା କହିବୁ ସତ କହିବୁ

ନୂଆବର୍ଷ ୨୦୨୨ ଆଉ ରହିଲା ଅଳପ ଦିନ,ତା ପୂର୍ବରୁ ଘରକୁ ଆଣନ୍ତୁ ଏହି ୫ଟି ଜିନିଷ ! ଘରେ ହେବ ଧନର ବର୍ଷା !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ନୂଆ ବର୍ଷ ୨୦୨୨ରେ ଘରକୁ ଆଣନ୍ତୁ ଏହି ଜିନିଷ ବଢିବ ଧନ।

ବନ୍ଧୁଗଣ ନୂଆ ବର୍ଷ ୨୦୨୨ ଆରମ୍ଭ ହେବା ପାଇଁ ଆଉ ମାତ୍ର କେତୋଟି ଦିନ ରହିଲା।ବସମସ୍ତଙ୍କର ମନରେ ଗୋଟିଏ ଇଛା ଥାଏ କି ନୂତନ ବର୍ଷଟି କିପରି ଭଲରେ ଏବଂ ଶୁଭରେ ବ୍ୟତୀତ ହେବ। ତେବେ ବନ୍ଧୁଗଣ ଏହି ପୋଷ୍ଟ ମାଧ୍ୟମରେ ଜଣେଇବୁ ନୂଆବର୍ଷ ୨୦୨୨ ଆରମ୍ଭ ହେବା ପୂର୍ବରୁ ଘରକୁ କେଉଁ ଜିନିଷ ଆଣିଲେ ଆମର ଶୁଭ ହୋଇଥାଏ ଏବଂ ତା ସହିତ ବର୍ଷ ସାରା ଟଙ୍କା ପଇସାର ଅଭାବ ଦେଖା ଦେଇନଥାଏ।

ଏମିତି କୁହାଯାଏ କି ନୂଆ ବର୍ଷର ଆରମ୍ଭ ଯଦି ଭଲରେ କରାଯିବ ତେବେ ପୁରା ବର୍ଷ ଭଲରେ କଟିଥାଏ। ନୂଆ ବର୍ଷ ଆସିବା ପୂର୍ବରୁ ଏହି ୬ ଟି ଜିନିଷ ମଧ୍ୟରୁ କୌଣସି ଗୋଟିଏ ଜିନିଷ ଘରକୁ ନେଇଆସନ୍ତୁ ଦେଖିବେ ଆପଣ ମାନଙ୍କର ଭାଗ୍ୟ ଚମକି ଉଠିବ। ମା ଲକ୍ଷ୍ମୀଙ୍କର କୃପାରୁ ଆପଣଙ୍କର ପୁରା ବର୍ଷଟି ହସ ଖୁସିରେ ବ୍ୟତୀତ ହେବ। ତେବେ ଆସନ୍ତୁ ଜାଣିବା ସେହି ୫ ଗୋଟି ଜିନିଷ ବିଷୟରେ।

ଭଗବାନ ଗଣେଶଙ୍କର ମୂର୍ତ୍ତି। ଭଗବାନ ଗଣେଶଙ୍କୁ ବିଘ୍ନ ହାରକ କୁହାଯାଏ। ଯିଏ ସବୁ ଦୁଃଖ କଷ୍ଟକୁ ଦୂର କରିଥାନ୍ତି। ଯଦି ଆପଣ କେଉଁ ସମସ୍ୟାରେ ଫସି ଯାଇଛନ୍ତି ତେବେ ନିଆବର୍ଷରେ ଭଗବାନ ଗଣେଶଙ୍କର ମୂର୍ତି ନିଶ୍ଚୟ ଆଣନ୍ତୁ। ଏହା ଦ୍ବାରା ଭଗବାନ ଗଣେଶ ଆପଣଙ୍କ ଜୀବନରେ ସବୁ ଦୁଃଖ କଷ୍ଟକୁ ସମାପ୍ତ କରି ଆପଣଙ୍କୁ ଖୁସି ପ୍ରଦାନ କରିବେ। ନୂଆବର୍ଷ ଦିନ ହିଁ ଭଗବାନ ଗଣେଶଙ୍କର ମୂର୍ତ୍ତିକୁ ପୂଜାପାଠ କରନ୍ତୁ। ଦେଖିବେ ଭଗବାନ ଗଣେଶ ଆପଣଙ୍କର ଧୀରେ ଧୀରେ ସବୁ ସମସ୍ୟା ଦୂର କରିଦେବେ।

ନଡ଼ିଆ। ନୂଆବର୍ଷରେ ଯଦି ନଡ଼ିଆ ଭାଙ୍ଗି ଆରମ୍ଭ କରାଯାଏ ତେବେ ବହୁତ ଶୁଭ ହୋଇଥାଏ। ଏହା ଦ୍ବାରା ଆପଣଙ୍କର ସଫଳତାର ରାସ୍ତା ବି ଖୋଲିଯାଇଥାଏ। ଘରୁ ସବୁ ନକରାତ୍ମକ ଉର୍ଜା ବାହାରି ଯାଇଥାଏ ଏବଂ ସକାରାତ୍ମକ ଉର୍ଜା ଘର ଭିତରକୁ ପ୍ରବେଶ କରିଥାଏ। ଘରେ ହେଉ କିମ୍ବା କୌଣସି ମନ୍ଦିରରେ ହେଉ କେଉଁଠି ବି ନଡିଆ ଭାଙ୍ଗି ପାରିବେ।

ମୟୁର ପଙ୍ଖ। ବନ୍ଧୁଗଣ ଆପଣ ବି ଯଦି ସବୁବେଳେ ଧନର ସମସ୍ୟାକୁ ନେଇ ଚିନ୍ତିତ ରହୁଛନ୍ତି ତାହେଲେ ଏହି ନୂଆବର୍ଷ ଦିନ ଘରକୁ ମୟୁର ପଙ୍ଖ ନିଶ୍ଚୟ ଆଣନ୍ତୁ। ଧ୍ୟାନ ରଖିବେ ଯେ କିଣିବା ସମୟରେ ଭଗବାନ ଶ୍ରୀକୃଷ୍ଣଙ୍କର ନାମ ନିଶ୍ଚୟ ନେବେ। ଏମତି କରିବା ଦ୍ୱାରା କାର୍ଯ୍ୟର ସଫଳତା ମିଳିଥାଏ ଏବଂ ସବୁ କାମ ଭଲରେ ହୋଇଥାଏ।

ମନୀପ୍ଲାଣ୍ଟ ଗଛ। ଏହି ନୂଆବର୍ଷରେ ଆପଣ କୌଣସି ବି ମନୀପ୍ଲାଣ୍ଟ ଗଛ ଘରକୁ କିଣି ନେଇଆସନ୍ତୁ। ବନ୍ଧୁଗଣ ଏହି ମନୀପ୍ଲାଣ୍ଟ ଗଛ ଘରକୁ ସୁଖ ସମୃଦ୍ଧି ଆଣିଥାଏ। ଯଦି ଆପଣ ବି ଟଙ୍କାର ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତି ତେବେ ନୂଆବର୍ଷରେ ଏହି ଗଛ ମଧ୍ୟରୁ କୌଣସି ବି ଗୋଟିଏ ଗଛ ଘରେ ଲଗାନ୍ତୁ ଦେଖିବେ ଆପଣଙ୍କର ପୁରା ବର୍ଷଟି ଆନନ୍ଦର ସହିତ କଟିବ।

ପେଙ୍ଗସୁଇଙ୍ଗ ଆଇଟମ। ବନ୍ଧୁଗଣ ଟଙ୍କା ପଇସା ଏମିତି ଏକ ଜିନିଷ ଅଟେ ଯାହା ପ୍ରତ୍ୟକ ମନୁଷ୍ୟ ଚାହିଁଥାନ୍ତି। ଏହି ନୂଆବର୍ଷରେ ଯଦି ଆପଣଙ୍କୁ କିଏ ଲାଫିଙ୍ଗବୁଦ୍ଧ ଗିପ୍ଟ ଦେଉଛି ତ ତେବେ ବୁଝିନିଅନ୍ତୁ ଯେ ଆପଣଙ୍କର ଭାଗ୍ୟ ବଦଳିଗଲା। ଲାଫିଙ୍ଗବୁଦ୍ଧ ସେତେବେଳେ କାମ କରିଥାନ୍ତି ଯେତେବେଳେ ଆପଣଙ୍କୁ କେହି ଗିପ୍ଟ ଦେଇଥାନ୍ତି। ଯେଉଁ ଘରେ ଲାଫିଙ୍ଗବୁଦ୍ଧ ଥାଏ ସେହି ଘରେ କେବେବି ଧନର ଅଭାବ ହୋଇନଥାଏ।

ଭଗବାନ ହନୁମାନଙ୍କର ପ୍ରତିମା। ଶାସ୍ତ୍ର ଅନୁସାରେ ଏମିତି କୁହାଯାଏ ଯେ ଘରେ ଭଗବାନ ହନୁମାନଙ୍କର ଫୋଟ ବା ଚିତ୍ର ଅବଶ୍ୟ ରଖିବା ଉଚିତ। ନୂଆବର୍ଷରେ ଭଗବାନ ହନୁମାନଙ୍କର ପ୍ରତିମାକୁ ନେଇ ଆସନ୍ତୁ ଏବଂ ଘରର ମୁଖ୍ୟ ଦ୍ୱାର ପାଖରେ ଲଗାନ୍ତୁ। ଏମିତି କରିବା ମଙ୍ଗଳ ଶନି ଏବଂ ଭୁତ ପ୍ରେତଙ୍କର ଦୋଷ ଲାଗିନଥାଏ। ଭଗବାନ ହନୁମାନ ଆପଣଙ୍କର ଘରେ କୌଣସି ପ୍ରକାରର କଷ୍ଟକୁ ଆସିବାକୁ ଦେଇନଥାନ୍ତି। ଯାହା ଦ୍ୱାରା ଆପଣଙ୍କର ଭାଗ୍ୟ ଚମକିଯାଏ।

ବନ୍ଧୁଗଣ ଶାସ୍ତ୍ରରେ ମୟୁର ପକ୍ଷୀକୁ ବହୁତ ମହତ୍ୱପୂର୍ଣ୍ଣ ବିଷୟ ବର୍ଣ୍ଣିତ ଅଛି ଏବଂ ମୟୁର ପକ୍ଷୀକୁ ବହୁତ ପବିତ୍ର ମାନିଥାନ୍ତି। ଭଗବାନ ଶ୍ରୀକୃଷ୍ଣଙ୍କ ମୁକଟରେ ମୟୁର ପକ୍ଷୀ ସଭା ପାଇଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ କୌଣସି ବି ଶୁଭ କାର୍ଯ୍ୟରେ ଯଦି ମୟୁର ପକ୍ଷୀ ଘରକୁ ଆଣନ୍ତି ତେବେ ସେହି କାର୍ଯ୍ୟ ସଫଳ ହୋଇଥାଏ। ଏହି ମୟୁର ପକ୍ଷୀକୁ ରଖିବାର ସ୍ଥାନ ପୂର୍ବ ଦିଗ ଉତ୍ତର ଦିଗ ଏବଂ ଉତ୍ତର ପୂର୍ବ କୋଣ ବା ଐଶ୍ଵଣ୍ୟ କୋଣ ଅତ୍ୟନ୍ତ ଶୁଭଦାୟକ ହୋଇଥାଏ। ମୟୁର ପକ୍ଷୀ ସକରାତ୍ମକ ଉର୍ଜାକୁ ବହୁତ ଶୀଘ୍ର ବୃଦ୍ଧି କରିଥାଏ। ଯାହା ଫଳରେ କି ଘରର ସମସ୍ତ ପ୍ରକାରର କଷ୍ଟ ଦୂର ହୋଇଥାଏ। ଏଥିପାଇଁ ନୂଆବର୍ଷରେ ମୟୁର ପକ୍ଷୀକୁ ଘରକୁ ନିଶ୍ଚୟ ଆଣନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *