Excuse Me Odisha

ଯାହା କହିବୁ ସତ କହିବୁ

ସକାଳୁ ଉଠି କହି ଦିଅନ୍ତୁ ଏହି ୨ଟି ଅକ୍ଷର ବିଶିଷ୍ଟ ମନ୍ତ୍ର ! ଜୀବନରେ ଆସିଯିବ ବଡ଼ ପରିବର୍ତ୍ତନ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସକାଳୁ ଉଠି କହି ଦିଅନ୍ତୁ ଏହି ୨ ଟି ଅକ୍ଷର ମନ୍ତ୍ର। ଜୀବନରେ ଆସିଯିବ ବଡ଼ ପରିବର୍ତ୍ତନ।

ବନ୍ଧୁଗଣ ସକାଳୁ ସକାଳୁ ଉଠି ଉଚାରଣ କରିଦିଅନ୍ତୁ ଏହି ମନ୍ତ୍ର। ହୋଇଯିବେ କୋଟିପତି। ସକାଳୁ ଉଠିବା ମାତ୍ରେ ଏହି ୩ ଟି ମନ୍ତ୍ର ୩ ଥର କହିଦିଅନ୍ତୁ ଆପଣ ମଧ୍ୟ ମାଲାମାଲ ହେବେ। ଆପଣ ମଧ୍ୟ ପଇସା କମେଇବା ପାଇଁ ଯେକୌଣସି କାମ ବି କରିପାରନ୍ତି। କାରଣ ସଂସାରରେ ପଇସାକୁ ଅଧିକ ମହତ୍ୱ ଦିଆଯାଇଥାଏ। ଯଦି ଆପଣଙ୍କ ପାଖରେ ପଇସା ନାହିଁ ତାହେଲେ ଆପଣଙ୍କୁ କେହିବି ଚିହ୍ନନ୍ତି ନାହିଁ। ଆଉ ଯଦି ଆପଣଙ୍କ ପାଖରେ ଅଛି ତେବେ ଆପଣଙ୍କୁ ଅନେକ ଲୋକ ସମ୍ମାନ ଦେଇଥାନ୍ତି। ସମାଜରେ ଆପଣଙ୍କର ଇଜତ ରହିଥାଏ।

ଲୋକମାନେ ଆପଣଙ୍କୁ ସପଟ ମଧ୍ୟ କରିଥାନ୍ତି କିନ୍ତୁ ପଇସା ରୋଜଗାର କରିବା ଏତେ ସହଜ କଥା ନୁହେଁ। ବାସ୍ତୁଶାସ୍ତ୍ର ଅନୁସାରେ ଏମିତି ବିଧି ବିଧାନ କୁହାଯାଇଛି ଯାହାକୁ କରିବା ଦ୍ୱାରା ଆମେ ଆମର ରୋଜଗାର ବଢ଼େଇ ପାରିବା। ଯଦି ଆପଣ ଧାର ଉଧାର ବା କରଜ କରିଛନ୍ତି ତେବେ ଆପଣ କରଜ ମୁକ୍ତ ହେବା ପାଇଁ ଚାହୁଁଛନ୍ତି ତେବେ ଏହି ବାସ୍ତୁଶାସ୍ତ୍ରରେ ବି ମଧ୍ୟ ଅନେକ ଏମିତି ଉପାୟ କୁହାଯାଇଛି।

ଯାହାର ସଠିକ ଉପଯୋଗ କରି ଆପଣ ମଧ୍ୟ କରଜ ମୁକ୍ତ ହୋଇପାରିବେ। ତେବେ ବାସ୍ତୁଶାସ୍ତ୍ର ଅନୁସାରେ ଯଦି ଆପଣ ଏହିସବୁ କାର୍ଯ୍ୟ କରନ୍ତି ତେବେ ଆପଣଙ୍କୁ କେବେବି ଟଙ୍କାର ଅଭାବ ଦେଖାଯିବ ନାହିଁ। କୁହାଯାଏ ଯଦି ବାସ୍ତୁଶାସ୍ତ୍ର ଅନୁସାରେ କିଛି କାମ କରାଯାଏ ତେବେ ଆମ ଘରେ ବହୁତ ଧନ ଆସିଥାଏ।

ଯଦି ବାସ୍ତୁଶାସ୍ତ୍ର ଆପଣ ମାନନ୍ତି ନାହିଁ ତେବେ ଦରିଦ୍ରତା ବାସ କରିବାକୁ ଲାଗେ ତେଣୁ ଆମେ ରୋଜଗାର ଯେତେ କରିଲେ ମଧ୍ୟ କମ ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଏମିତି ଅନେକ କାର୍ଯ୍ୟ ରହିଛି ଯାହାକୁ କେବେବି କରିବା ବହୁତ ସହଜ ଅଟେ ଏବଂ ବହୁତ ଲାଭକାରୀ ମଧ୍ୟ ଅଟେ। ତେଣୁ ଏହିସବୁ କାମ କରିବା ମାତ୍ରେ ହିଁ ଆପଣଙ୍କ ଜୀବନର ସମସ୍ତ କଷ୍ଟ ଅସୁବିଧା ମଧ୍ୟ ଦୂର ହୋଇଥାଏ। ତେଣୁ ସକାଳୁ ଉଠି ମନ୍ତ୍ର ଜପ କରନ୍ତୁ।

ଯଦି ଆପଣ କରଜ ମୁକ୍ତ ଚାହୁଁଛନ୍ତି କିମ୍ବା ଆପଣ ଚାହୁଁଛନ୍ତି କେବେ ଆପଣଙ୍କର ପଇସାର ଅଭାବ ନଆସୁ ତେବେ ଏହି ମନ୍ତ୍ରକୁ ଆପଣ ପ୍ରତିଦିନ ଜପ କରିବା ଦରକାର।

ଏହି ମନ୍ତ୍ର ମଧ୍ୟ ବହୁୟ ଚମତ୍କାରୀ ମନ୍ତ୍ର ଅଟେ। ଏହାର ଜପ କରିବା ମାତ୍ରେ ହିଁ ଆପଣଙ୍କର ଅସୁବିଧା ଦୂର ହୋଇଯାଏ। ତେବେ ଏହି ଖାସ ମନ୍ତ୍ରଟି ହେଉଛି। କର ଅଗ୍ରେ ବସତି ଲକ୍ଷ୍ମୀ କରେ ମଧ୍ୟ ସ୍ୱରସ୍ୱତୀ କର ମୂଳତେ ଗୋବିନ୍ଦ ପ୍ରଭାତେ କର ଦର୍ଶନମ। ଏହି ମନ୍ତ୍ରକୁ ଆପଣ ସକାଳେ ଉଚାରଣ କରିବେ କିନ୍ତୁ ମନେରଖନ୍ତୁ ଯଦି ଆପଣ ଏହି ମନ୍ତ୍ରକୁ ଜପ କରୁଛନ୍ତି ତେବେ ଆପଣ ନିଜ ହାତର ଦୁଇ ହାତ ପାପୁଲିକୁ ନିଜ ସାମ୍ନାରେ ରହିବା ନିହାତି ଆବଶ୍ୟକ। ଆପଣ ନିଜ ହାତକୁ ଦେଖି ଏହି ମନ୍ତ୍ର ଜପ କରିବାକୁ ପଡିବ।

ପ୍ରତିଦିନ ସକାଳେ ଉଠିବା ମାତ୍ରେ ପ୍ରଥମେ ଆପଣ ନିଜର ଦୁଇ ହାତ ପାପୁଲିକୁ ଦେଖି ଏହି ମନ୍ତ୍ର କରି କୁହନ୍ତୁ ଏବଂ ଦେଖିବେ ଦିନେ ନାଁ ଦିନେ ଆପଣ ନିଶ୍ଚୟ କୋଟିପତି ହୋଇପାରିବେ। ଏହାକୁ କରିବା ଦ୍ୱାରା ମଧ୍ୟ ଆପଣଙ୍କ ଘରକୁ କେବେବି ଦରିଦ୍ରତା ଆସିବ ନାହିଁ। ଆପଣଙ୍କୁ କେବେବି ଧନର ଅଭାବ ମଧ୍ୟ ହେବନାହିଁ। ଏହା ସହିତ ଏହା କରିବା ଦ୍ୱାରା ମା ଲକ୍ଷ୍ମୀ ଆପଣଙ୍କ ଘର ଉପରେ ସର୍ବଦା କୃପାଦୃଷ୍ଟି ବନାଇ ରଖିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *