Excuse Me Odisha

ଯାହା କହିବୁ ସତ କହିବୁ

ଭାଗ୍ୟଶାଳୀ ଲୋକମାନେ କେଉଁ ମାସରେ ଜନ୍ମ ହୋଇଥାନ୍ତି।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଭାଗ୍ୟଶାଳୀ ଲୋକମାନେ କେଉଁ ମାସରେ ଜନ୍ମ ହୋଇଥାନ୍ତି।

ବନ୍ଧୁଗଣ କେତେଥର ଏମିତି ହୋଇଥାଏ କି ଆପଣ କେଉଁ ଜିନିଷକୁ ପାଇବା ପାଇଁ ଅଧିକ ଚେଷ୍ଟା କରିଥାନ୍ତି କିନ୍ତୁ ତାହା ଆପଣଙ୍କୁ ମିଳିନଥାଏ। ଆଉ କେତେ ଜଣ ଏମିତି ହୋଇଥାନ୍ତି ଯିଏକି କିଛି ପରିଶ୍ରମ କରିନଥାଏ ଆଉ ତାକୁ ସେହି ଜିନିଷ ପ୍ରଥମେ ମିଳିଯାଏ। ଏହି କଥାର ସିଧା କନେକ୍ସନ ଆପଣଙ୍କ ଭାଗ୍ୟ ସହିତ ହୋଇଥାଏ। ଆପଣ କେତେବି ମଡେନ ଚିନ୍ତା ଧାରାର ହୋଇଥାନ୍ତୁ ନାଁ କାହିଁକି କିନ୍ତୁ ଗୋଟେ କଥା ତ ଆପଣଙ୍କୁ ମାନିବାକୁ ପଡିବ କି ଏହି ଦୁନିଆର କିଛି ଲୋକ ଏମିତି ଥାନ୍ତି ଯେଉଁମାନେ ଉପରରୁ ନିଜର ଭାଗ୍ୟ ଭଲ ଲେଖିକି ଆଣିଥାନ୍ତି।

ସେମାନଙ୍କୁ ନିଜ ଜୀବନରେ ବହୁତ କିଛି ବହୁତ ସହଜରେ ମିଳିଯାଇଥାଏ। ତ ପ୍ରଶ୍ନ ଉଠିଥାଏ କି କେମିତି ଜାଣିବେ ଆପଣ ଭାଗ୍ୟଶାଳୀ ଅଟନ୍ତି ନାଁ ନାହିଁ। ଏହାର ଉତ୍ତର ବହୁତ ସହଜ ଅଟେ। ପ୍ରକୃତରେ ଆପଣଙ୍କର ଭାଗ୍ୟ ଆପଣଙ୍କ ଜନ୍ମ ନେବା ସମୟ ପରସ୍ପର ସହିତ ପୁରା ଗମ୍ଭୀର ସମ୍ବଦ୍ଧ ରଖିଥାନ୍ତି। ଆପଣ କେଉଁ ସମୟ କେଉଁ ଦିନ ବା କେଉଁ ମାସରେ ଜନ୍ମ ହୋଇଛନ୍ତି ଏହା ଆପଣଙ୍କ ଭାଗ୍ୟ ବିଷୟରେ ବହୁତ କିଛି କହିଥାଏ। ଆଜି ଆମେ ଏହି ବିଷୟରେ ବିସ୍ତାର ରୂପରେ ଜାଣିବା।

ପ୍ରଥମ କଥା। ଯେଉଁ ଲୋକମାନଙ୍କ ଜନ୍ମ ସୋମବାର କିମ୍ବା ଗୁରୁବାର ଦିନ ହୋଇଥାଏ ସେମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି। ଏମିତି ବ୍ୟକ୍ତି ଯେଉଁ ଜାଗାରେ ନିଜର ହାତ ରଖିଥାନ୍ତି ସେହି କାମ ଚୁଟକିରେ ହୋଇଯାଏ। ଏମିତି ବ୍ୟକ୍ତି ମାନଙ୍କ ଜୀବନରେ ବାଧା ବହୁତ କମ ଆସିଥାଏ।

ଦ୍ୱିତୀୟ କଥା। ଯେଉଁ ମାନଙ୍କ ଜନ୍ମ ସକାଳୁ ଶୀଘ୍ର ହୋଇଥାଏ ସେହି ବ୍ୟକ୍ତି ମାନଙ୍କ ଭାଗ୍ୟର ମାମଲାର ସବୁଠୁ ଆଗରେ ରହିଥାଏ। ଖାସ କରି ଯେଉଁ ଲୋକ ଜନ୍ମ ସକାଳ ୪ ଟା ପାଖାପାଖି ହୋଇଥାଏ ସେମାନଙ୍କ ଭାଗ୍ୟ ସବୁଠୁ ଅଧିକ ପ୍ରବଳ ହୋଇଥାଏ। ଏମିତି ବ୍ୟକ୍ତି ନିଜର ଭାଗ୍ୟର ବଳରେ ବଡ଼ରୁ ବଡ଼ ସମସ୍ୟାକୁ ଟାଳି ଦେଇଥାଏ। ଏହି ଲୋକ ମାନଙ୍କର ଭାଗ୍ୟ ଏତେ ଭଲ ଥାଏ କି ଏମାନେ ଯେଉଁ ଘରେ ରହିଥାନ୍ତି ଯେଉଁମାନଙ୍କ ପାଖରେ ରହିଥାନ୍ତି ସେମାନେ ବି ସେହି ସମୟ ପାଇଁ ଭାଗ୍ୟଶାଳୀ ହୋଇଯାନ୍ତି।

ଜୁନ ଏବଂ ଅଗଷ୍ଟରେ ଜନ୍ମ ନେଇଥିବା ଲୋକମାନଙ୍କର ଭାଗ୍ୟ ଉପରୁ ଲେଖିକି ଆଣିଥାନ୍ତି। ଏମିତି ଲୋକ କ୍ୟାରିୟର କ୍ଷେତ୍ରରେ ବହୁତ ସଫଳ ହୋଇଯାନ୍ତି। ଜୁନରେ ଜନ୍ମ ବ୍ୟକ୍ତି ଲୋକଙ୍କଠୁ ନିଜ କାମ ବିନେଇ ନେବାରେ ମାହୀର ହୋଇଥାନ୍ତି।

ମାସର ୨୫ ଏବଂ ୧୦ ତାରିଖରେ ଜନ୍ମ ନେଇଥିବା ବ୍ୟକ୍ତି ଟଙ୍କା ମାମଲାରେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ଏମାନଙ୍କ ପାଖକୁ ଟଙ୍କା ନିଜେ ଚାଲିକି ଆସିଥାଏ। ଏମାନଙ୍କୁ ଧନ କମେଇବା ପାଇଁ ପରିଶ୍ରମଠୁ ଅଧିକ ଭାଗ୍ୟ କାମରେ ଆସିଥାଏ।

ତେବେ ଏହା ଥିଲା ସେହି ଦିନ ମାସ ତାରିଖ ଯାହା ଏହା କହିଥାଏ କି ଆପଣ କେତେ ମାତ୍ରାରେ ଭାଗ୍ୟଶାଳୀ ଅଟନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *