Excuse Me Odisha

ଯାହା କହିବୁ ସତ କହିବୁ

ନୂଆବର୍ଷ 2022 ! ଏହି 5ଟି ରାଶିରେ ଧନର ବର୍ଷା ! ମାଲକ୍ଷ୍ମୀଙ୍କ କୃପା ପାଇବେ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ନୂଆବର୍ଷ ୨୦୨୨। ୫ ଟି ରାଶି ହେବେ ଧନୀ।

ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ୫ ଗୋଟି ରାଶି ମାନଙ୍କ ବିଷୟରେ ଯେଉଁମାନଙ୍କ ପାଇଁ ଏହି ୨୦୨୨ର ନୂଆବର୍ଷଟି ଅନେକ ଖୁସି ଆଣି କରି ଆସୁଅଛି। ଏହି ୫ ଗୋଟି ରାଶି ମାନଙ୍କ ପାଇଁ ଆସୁଛି ଖୁସିର ସମୟ। ଏମାନଙ୍କ ଜୀବନରେ ଏପରି କିଛି ପରିବର୍ତ୍ତନ ଆସିବ ଯାହାକି ଆପଣ ଆଗରୁ କେବେ ଚିନ୍ତା ବି କରିନଥିବେ। ଗ୍ରହ ମାନଙ୍କର ଚଳନ ସମୟରେ ଏପରି କିଛି ହୋଇଥାଏ କି ଆମେ ଯାହାବି ଯେତେବି ଚେଷ୍ଟା କରିଥାଉ ନାଁ କାହିଁକି ଯେତେବି ପ୍ରୟାସ କରିଥାଉ ନାଁ କାହିଁକି ବହୁତ ଅଧିକ ପରିଶ୍ରମ ସ୍ୱତେ ମଧ୍ୟ ସଫଳ ହୋଇପାରିନଥାଉ କିନ୍ତୁ ବେଳେବେଳେ ଏପରି ସମୟ ଆସିଥାଏ କିଛି ମାତ୍ର ପ୍ରୟାସ ଦ୍ୱାରା ହିଁ ଖୁବ ଅଳ୍ପ ହିଁ ପରିଶ୍ରମରେ ବହୁତ କିଛି ମିଳିଯାଇଥାଏ।

ଯାହାକି ଆଶା ଠାରୁ ଅଧିକ ମିଳିଯାଇଥାଏ। ତେବେ ସମସ୍ତ ଗ୍ରହ ମାନଙ୍କର ସପଟ ଆସନ୍ତା ନୂଆ ବର୍ଷରେ ଏହି ୫ ଗୋଟି ରାଶି ମାନଙ୍କ ଜୀବନରେ ଖୁସିର ବର୍ଷା କରିବାକୁ ଯାଉଅଛି। କେବଳ ଖୁସି ହିଁ ଖୁସି ଏମାନଙ୍କ ଜୀବନରେ ଆସିବାକୁ ଲାଗିବ। ଜ୍ୟୋତିଷ ବିଦ୍ୱାନ ମାନଙ୍କ କଥା ମାନିବା ତ ମନୁଷ୍ୟ ମାନଙ୍କ ଜୀବନରେ ତାଙ୍କର ଗ୍ରହମାନଙ୍କର ଚଳନ ବହୁତ ମହତ୍ୱ ରହିଥାଏ। ଗ୍ରହ ମାନଙ୍କ ଚଳନ କାରଣରୁ ହିଁ ମନୁଷ୍ୟଙ୍କ ଜୀବନରେ ସଫଳତା କିମ୍ବା ବିଫଳତା ଆସିଥାଏ। ଏହା ହିଁ କାରଣ ଅଟେକି ପ୍ରତ୍ୟକ ଜିନିଷ ପାଇଁ ଆଜିର ସମୟରେ ରାଶିଚକ୍ରକୁ ହିଁ ଦେଖାଯାଇଥାଏ।

ବ୍ୟକ୍ତିଙ୍କ ଉପରେ ଗ୍ରହ ମାନଙ୍କର ପ୍ରଭାବ ଅଲଗା ଅଲଗା ପ୍ରଭାବ ପଡିବା କାରଣରୁ ଏମିତି କୁହାଯାଉଛି କି ଜାଣି ନିଅନ୍ତୁ ବର୍ଷ ୨୦୨୨ ମସିହା ଆରମ୍ଭ ହେବା ମାତ୍ରେ ହିଁ ଏହି ୫ ଗୋଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଚମକିବାକୁ ଯାଉଅଛି ଭାଗ୍ୟର ତାଲା ଖୋଲିବାକୁ ଯାଉଅଛି ଏବଂ ଏପରି କିଛି ମିଳିଯିବ ଯାହା ଆପଣ କେବେବି ଆଶା କରିନଥିବେ। ତେବେ ଆସନ୍ତୁ ଜାଣିବା ସେହି ୫ ଗୋଟି ରାଶି ଯେଉଁମାନଙ୍କ ପାଇଁ ଆସୁଥିବା ଏହି ନୂଆ ବର୍ଷଟି ଅନେକ ଅନେକ ଖୁସି ହିଁ ଖୁସି ଆଣିକରି ଆସୁଅଛି। ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ।

ପ୍ରଥମେ ଆସନ୍ତୁ ଜାଣିବା କି କଣ ସବୁ ପରିବର୍ତ୍ତନ ଏମାନଙ୍କ ଜୀବନରେ ଆସିବାକୁ ଯାଉଅଛି। ପ୍ରତ୍ୟକ ଗ୍ରହ ମାନଙ୍କର ସପଟ ଆପଣଙ୍କର ଜୀବନକୁ ପୁର୍ଣ ରୂପରେ ବଦଳାଇବାକୁ ଯାଉଛନ୍ତି। ଯେଉଁ କାରଣରୁ କିଛି ରାଶି ସହିତ ଜଡ଼ିତ ବ୍ୟକ୍ତିଙ୍କର ଜୀବନ ସମ୍ପୂର୍ଣ ଭାବେ ବଦଳିଯିବ। ହଠାତ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟର ତାଲା ଖୋଲିବାକୁ ଯାଉଅଛି। ତାଙ୍କୁ ନୂଆ ନୂଆ ଖୁସିର ଖବର ଶୁଣିବାକୁ ବି ମିଳିବ। ଲମ୍ବା ସମୟ ଧରି ଆପଣ ଯେଉଁ ସମସ୍ୟା ମାନଙ୍କରେ ଘେରି ହୋଇ ରହିଥିଲେ ସେଥିରୁ ଆପଣଙ୍କୁ ମୁକ୍ତି ମିଳିବ। ଆପଣଙ୍କୁ ନୂଆ ନୂଆ ଅବସର ପ୍ରାପ୍ତ ହେବ।

ଯାହା ଆପଣଙ୍କୁ ଉନ୍ନତି ଆଡ଼କୁ ଅଗ୍ରସର କରାଇବ। ଏହି ଯୋଗ କାରଣରୁ ଆପଣଙ୍କର ନୂଆ ମିତ୍ର ସୃଷ୍ଟି ହେବେ ଯାହା ଆପଣଙ୍କ ପାଇଁ ଲାଭକାରୀ ସିଦ୍ଧ ହେବେ। ଆପଣଙ୍କୁ ସଠିକ ଦିଗ ଦେଖାଇବେ। ବ୍ୟାପାରି ମାନଙ୍କ ପାଇଁ ଆଗକୁ ଆସୁଥିବା ସମୟ ଅତ୍ୟନ୍ତ ହିଁ ଶୁଭ ରହିବାର ଅଛି। ଧନର ବର୍ଷା ପରି କିଛି ଯୋଗ ବନିବାକୁ ଯାଉଅଛି। ଧନ ଜନିତ ସମସ୍ୟା ରହିବ ନାହିଁ ଅର୍ଥାତ ଆପଣ ଧନ ଜନିତ ଅଭାବ ଅନୁଭବ କରିବେ ନାହିଁ। ଜୀବନସାଥୀଙ୍କ ସହିତ ଆପଣଙ୍କର ସମ୍ପର୍କ ବହୁତ ହିଁ ଭଲ ରହିବ।

ଦାମ୍ଫତ୍ୟ ଜୀବନରେ ଯାହାବି କିଛି କଷ୍ଟ ରହିଥିଲା ଯାହାବି କିଛି ସମସ୍ୟାମାନ ଚାଲୁଥିଲା ତାହା ଦୁରୀଭୂତ ହେବ। ଏହି ସମୟରେ ଆପଣଙ୍କୁ କୌଣସି ବି ଶୁଭ ଖବର ପ୍ରାପ୍ତ ହୋଇପାରେ ଯାହାର ଆପଣ ଅନେକ ଦିନ ଧରି ଅପେକ୍ଷା କରି ରହିଛନ୍ତି। ଭାଗ୍ୟର ସମ୍ପୂର୍ଣ ସହଯୋଗ ଆପଣଙ୍କୁ ପ୍ରାପ୍ତ ହେବ। ଯାହା ଆପଣଙ୍କୁ ଉନ୍ନତି ଆଡ଼କୁ ଅଗ୍ରସର କରାଇବ। ଆପଣଙ୍କର ଭାଗ୍ୟର ତାଲା ଖୋଲିବାକୁ ଯାଉଅଛି। ଆପଣଙ୍କର ଶୁଭ ସମୟର ଆରମ୍ଭ ହେବାକୁ ଯାଉଅଛି। ଯଦି ଆପଣ କୌଣସି ଯୋଜନା ପ୍ରସ୍ତୁତ କରି ରଖିଛନ୍ତି ତ ତାହା ଉପରେ କାର୍ଯ୍ୟ କରିବା ଆରମ୍ଭ କରିଦିଅନ୍ତୁ।

ଆପଣଙ୍କୁ ଲାଭ ହିଁ ଲାଭ ପ୍ରାପ୍ତ ହେବ। ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ମଧ୍ୟ ଆପଣଙ୍କୁ ପ୍ରାପ୍ତ ହେବ। ଚାକିରୀ ଏବଂ ବ୍ୟାପାର ଏହି ଦୁଇଟି ଯାକ କ୍ଷେତ୍ର ପାଇଁ ଆଗକୁ ଆସୁଥିବା ସମୟ ଆପଣଙ୍କ ପାଇଁ ଲାଭକାରୀ ରହିବ ଯେଉଁଥିପାଇଁ ଧନ ଲାଭର ଯୋଗ ବନୁଅଛି। ଯଦି ଆପଣ ଲମ୍ବା ସମୟ ଧରି ପ୍ରୋମସନର ଅପେକ୍ଷାରେ ଅଛନ୍ତି ତ ଏହି ସମୟରେ ଆପଣଙ୍କୁ ତାହା ପ୍ରାପ୍ତ ହୋଇପାରେ। ସମାଜରେ ଆପଣଙ୍କର ମାନ ସମ୍ମାନ ପ୍ରତିଷ୍ଠା ହେବ। ଲୋକମାନେ ଆପଣଙ୍କ ଠାରୁ ମାର୍ଗଦର୍ଶନ ପାଇ ନିଜକୁ ସୌଭାଗ୍ୟଶାଳୀ ମନେ କରିବେ। ବ୍ୟାପାରି ମାନଙ୍କୁ ବ୍ୟାପାର କ୍ଷେତ୍ରରେ ଅଧିକ ଧନ ଲାଭର ଯୋଗ ବନୁଅଛି।

ଏହି ଯୋଗର ପ୍ରଭାବରେ ଆପଣଙ୍କର ପାଖରେ ଧନ ଜନିତ ସମସ୍ୟା ରହିବ ନାହିଁ। ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ଆପଣଙ୍କୁ ପ୍ରାପ୍ତ ହେବ। ଯେଉଁ କାରଣରୁ ଆପଣ ପ୍ରତ୍ୟକ କ୍ଷେତ୍ରରେ ସଫଳତା ଲାଭ କରିବେ। ଆଗକୁ ଆସୁଥିବା ସମୟ ବହୁତ ଭଲ ରହିବାର ଅଛି ଶୁଭ ସମୟର ଆଗମନ ହେବାକୁ ଯାଉଅଛି।କୋର୍ଟ କଚେରୀ ବିଷୟରେ ନିଣ୍ଣୟ ଆପଣଙ୍କ ସପକ୍ଷରେ ରହିବ। ସ୍ୱାସ୍ଥ୍ୟ ଆପଣଙ୍କର ସମ୍ପୂର୍ଣ ଭଲ ରହିବ। ବ୍ୟାପାରି ମାନଙ୍କୁ ଲାଭ ମିଳିବ।

ଚାକିରୀ କ୍ଷେତ୍ରରେ ରହିଥିବା କୌଣସି ବି ବାଧା ବିଘ୍ନ ଦୁରୀଭୂତ ହେବ ଏବଂ ସମସ୍ୟା ମାନଙ୍କର ସହଜରେ ଆପଣ ସମାଧାନ କରିପାରିବେ। ତେବେ ଏବେ ଆସନ୍ତୁ ଜାଣିବା ସେହି ୫ ଗୋଟି ରାଶିଙ୍କ ବିଷୟରେ ଯେଉଁମାନଙ୍କ ପାଇଁ ଆସୁଥିବା ନୂଆ ବର୍ଷଟି ଅନେକ ଖୁସି ନେଇ କରି ଆସୁଅଛି। ବୃଷ ରାଶି, କର୍କଟ ରାଶି, କନ୍ୟା ରାଶି, ତୁଳା ରାଶି, କୁମ୍ଭ ରାଶି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *