Excuse Me Odisha

ଯାହା କହିବୁ ସତ କହିବୁ

ବାସ୍ତରୀ ବର୍ଷପରେ ୧୭ ତାରିଖରୁ ବଦଳିବାକୁ ଯାଉଛି ଏହି ୬ ଗୋଟି ରାଶିର ଭାଗ୍ୟ। ଦେଖନ୍ତୁ ଏଥିରେ ଆପଣଙ୍କ ରାଶି ନାହିଁ ତ ?

ସେୟାର୍ କରନ୍ତୁ

ଭଗବାନଙ୍କ ସୃଷ୍ଟିରେ ପ୍ରତ୍ୟେକ ମନୁଷ୍ୟକୁ ଭଲ ଓ ଖରାପ ପରିସ୍ଥିତି ଦେଇ ଗତି କରିବାକୁ ପଡିଥାଏ। ସମସ୍ତଙ୍କ ଜୀବନରେ କେବେ ଖୁସି ଆସିଥାଏ, ତ ଆଉ କେବେ ବହୁତ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡେ। ଜ୍ୟୋତିଷ ଶାସ୍ତ୍ରରେ ମଣିଷ ଜୀବନରେ ଘଟୁଥିବା ଘ-ଟଣା ସବୁ ଗ୍ରହ ମାନଙ୍କର ଚଳନ ଉପରେ ନିର୍ଭର କରିଥାଏ। ଜ୍ୟୋତିଷ ମାନଙ୍କ ଗଣନା ଅନୁସାରେ ୭୨ ବର୍ଷପରେ ଆଜିଠାରୁ ଏହି ୬ଟି ରାଶିର ଲୋକଙ୍କୁ ଉତ୍ତମ ପରିଣାମ ମିଳିବାକୁ ଯାଉଛି।

ଡିସେମ୍ବର ୧୭ ତାରିଖ ଠାରୁ ଏହି ୬ଟି ରାଶିର ଭାଗ୍ୟ ସମ୍ପୂର୍ଣ୍ଣ ଭାବରେ ବଦଳି ଯିବ।ଯେଉଁ ବ୍ୟକ୍ତି ଉପରେ ଦେବୀ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ରହିଥିବ, ସେମାନଙ୍କ ଜୀବନରେ ସବୁ ଦୁଃ-ଖକ-ଷ୍ଟ ଦୂର ହୋଇଯିବ। ସେହିପରି ଏହି ୬ଟି ରାଶିର ଲୋକଙ୍କ ଉପରେ ଭଗବାନ ବିଷ୍ଣୁ ଓ ଦେବୀ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ପଡ଼ିବାକୁ ଯାଉଛି। ତେବେ ବନ୍ଧୁଗଣ ଆସନ୍ତୁ, ସେହି ଭାଗ୍ୟଶାଳୀ ରାଶି ଗୁଡିକ ବିଷୟରେ ବିସ୍ତାର ରୂପରେ ଜାଣିବା।

ମେଷ ରାଶି –

ଏହି ରାଶିର ଲୋକଙ୍କ ଭାଗ୍ୟ ବଦଳିବା ସହିତ ଆଗାମୀ ସମୟ ସୁଖଦାୟକ ହେବାକୁ ଯାଉଛି। ଏମାନଙ୍କୁ ସର୍ବଦା ମାତାପିତାଙ୍କର ସହଯୋଗ ପ୍ରାପ୍ତ ହେବ। ସବୁ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବା ସହିତ ମାନସମ୍ମାନ ପ୍ରାପ୍ତ ହେବ। ସମୟ ସହିତ ଆପଣଙ୍କ ପରିସ୍ଥିତି ମଧ୍ୟ ବଦଳିବାର ସମ୍ଭାବନା ରହିଛି। ଅଚାନକ ଆପଣଙ୍କୁ ଧନ ପ୍ରାପ୍ତି ହେବାର ଯୋଗ ରହିଛି।

ସିଂହ ରାଶି –

ଏହି ରାଶିର ଲୋକମାନଙ୍କ ପାଇଁ ଆଗାମୀ ସମୟ ଅନୁକୂଳ ସାବ୍ୟସ୍ତ ହେବ। ଆପଣଙ୍କୁ ଅନେକ କ୍ଷେତ୍ରରେ ଲାଭ ପ୍ରାପ୍ତ ହେବାର ସମ୍ଭାବନା ରହିଛି। ଆପଣଙ୍କ ଉପରେ ସର୍ବଦା ଭଗବାନ ବିଷ୍ଣୁ ଓ ଦେବୀ ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ରହିବ। ବ୍ୟାପାର ଓ ବ୍ୟବସାୟରେ ଆପଣଙ୍କୁ ନିଶ୍ଚିତ ରୂପରେ ଲାଭ ପ୍ରାପ୍ତ ହେବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ସଫଳତା ଅର୍ଜନ କରିବେ। ପରିବାରରେ ଖୁସିର ବାତାବରଣ ଦେଖିବାକୁ ମିଳିବ।

କନ୍ୟା ରାଶି –

ଏହି ରାଶିର ଲୋକଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ପରିବାରର ଲୋକେ ସର୍ବଦା ଆପଣଙ୍କ ସପକ୍ଷରେ ରହିବେ। ଭଗବାନ ଶନିଦେବଙ୍କୁ ପୂଜାର୍ଚ୍ଚନା କରନ୍ତୁ, ଦେଖିବେ ଆପଣଙ୍କୁ ନିଶ୍ଚିତ ଭାବରେ ଲାଭ ମିଳିବ। ଏହି ରାଶିର ଲୋକଙ୍କୁ ବ୍ୟବସାୟରେ ଲାଭ ମିଳିବା ସହିତ ସମ୍ମାନ ବୃଦ୍ଧି ହେବ। ଅଚାନକ ଆପଣଙ୍କୁ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି।ଏହାସହିତ ଆପଣଙ୍କର ସବୁ ସମସ୍ୟା ଗୁଡ଼ିକର ସମାଧାନ ହୋଇଯିବ।

ତୁଳା ରାଶି –

ଏହି ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିପାରେ। ଆପଣଙ୍କୁ ବ୍ୟବସାୟରେ ଅଧିକ ଲାଭ ମିଳିବାର ଯୋଗ ରହିଛି। ସମାଜରେ ଆପଣ ନିଜର ଏକ ନୂଆ ପରିଚୟ ସୃଷ୍ଟି କରିବାରେ ସଫଳ ହେବେ ଏବଂ ମାନସମ୍ମାନ ବୃଦ୍ଧି ପାଇବ। ଅଚାନକ ଧନ ପ୍ରାପ୍ତି ହୋଇପାରେ। ପରିବାରରେ ସୁଖ ଶାନ୍ତି ବିରାଜମାନ କରିବ। ବହୁତ ଦିନ ପରେ ଆପଣ କୌଣସି ପୁରୁଣା ବନ୍ଧୁଙ୍କ ସହିତ ଦେଖାସାକ୍ଷାତ କରି ପାରନ୍ତି।ଚାକିରି କରୁଥିବା ଲୋକମାନଙ୍କର ପଦୋନ୍ନତୀ ହେବାର ସମ୍ଭାବନା ରହିଛି।

ଧନୁ ରାଶି –

ଏହି ରାଶିର ଲୋକମାନଙ୍କ ପାଇଁ ସମୟ ଅନୁକୂଳ ସାବ୍ୟସ୍ତ ହେବ ଏବଂ ଉତ୍ତମ ପରିଣାମ ପ୍ରାପ୍ତ ହେବ। ଆପଣଙ୍କର ଭାଗ୍ୟ ସୁଦୃଢ ହେବାକୁ ଯାଉଛି। ଆପଣଙ୍କର ସବୁ କାର୍ଯ୍ୟ ସଫଳ ହେବ। ଆପଣଙ୍କ ଘରୁ ସବୁ ନକା-ରାତ୍ମକ ଶକ୍ତି ଦୂର ହୋଇ ହସଖୁସିର ମାହୋଲ ରହିବ। ଘରର ଆର୍ଥିକ ସ୍ଥିତି ସୁଦୃଢ ହେବ

କୁମ୍ଭ ରାଶି –

ଏହି ରାଶିର ଲୋକଙ୍କୁ ଉତ୍ତମ ପରିଣାମ ପ୍ରାପ୍ତ ହେବ। ସବୁ କ୍ଷେତ୍ରରେ ଆପଣଙ୍କୁ ଲାଭ ମିଳିବ। ଅଚାନକ ଆପଣଙ୍କୁ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି। ଚାକିରି କରୁଥିବା ଲୋକମାନଙ୍କୁ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ଆପଣଙ୍କ ଜୀବନର ସବୁ ସମସ୍ୟା ଦୂର ହୋଇଯିବ। ଘରର ଆର୍ଥିକ ସ୍ଥିତି ସୁଦୃଢ ହେବ। ଶ-ତ୍ରୁ ଆପଣଙ୍କୁ ଭ-ୟ କରିବେ। ଆପଣ ନିଜ ସ୍ଵଭାବ ଦ୍ଵାରା ଅନ୍ୟମାନଙ୍କୁ ଆକ-ର୍ଷିତ କରି ପାରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *