Excuse Me Odisha

ଯାହା କହିବୁ ସତ କହିବୁ

ଶୁକ୍ରବାର ଦିନ ୫ ଟି ଗୁଜୁରାତି ଏହିଠାରେ ଜଳେଇ ଦିଅନ୍ତୁ ଚମିକିବ ଭାଗ୍ୟ। ହେବ ସବୁ ଇଛା ପୂରଣ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶୁକ୍ରବାର ଦିନ ୫ ଟି ଗୁଜୁରାତି ଏହିଠାରେ ଜଳେଇ ଦିଅନ୍ତୁ ଚମିକିବ ଭାଗ୍ୟ। ହେବ ସବୁ ଇଛା ପୂରଣ

ବନ୍ଧୁଗଣ ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କର ବାର ହୋଇଥାଏ। ଏହି ଦିନ ମା ଲକ୍ଷ୍ମୀଙ୍କର କୃପା ପାଇବା ହେତୁ ସବୁଠୁ ଅଧିକ ଉତ୍ତମ ଏବଂ ଖାସ କୁହାଯାଏ। ଖାସ କରି ସେହି ଲୋକମାନଙ୍କ ପାଇଁ କି ଯାହା ଜୀବନରେ ଶୁକ୍ର ଗ୍ରହ ଖରାପ ରହିଥାଏ ଏବଂ ଜୀବନରେ ଶୁକ୍ରଗ୍ରହ ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ। ସାଂସାରିକ ଜୀବନରେ ଜେକେହି ସାଂସାରିକ ସୁଖର କାମନା ରଖିଥାଏ ସେ ତାର ଶୁକ୍ରଗ୍ରହ ଅବଶ୍ୟ ହିଁ ବଳବାନ କରିବା କଥା। କାରଣ ଯଦି ଶୁକ୍ରଗ୍ରହ ବଳବାନ ନଥାଏ ତେବେ ସେ ବ୍ୟକ୍ତିର ଜୀବନରେ କୌଣସି ଭଲ ଜିନିଷ ଆସିନଥାଏ।

ତେବେ ଆଜିର ଏହି ପୋଷ୍ଟରେ କିଛି ଉପାୟ ଜଣେଇବୁ ଯାହା ବହୁତ ହିଁ ସରଳ ଏବଂ ସହଜ ଅଟେ। ଯେକେହି ଏହି ଉପାୟ ଶୁକ୍ରବାର ଦିନ କରିବେ ତାଙ୍କ ଜୀବନରେ ସୁଖ ସମୃଦ୍ଧିର କେବେବି ଅଭାବ ରହିବନାହିଁ। ଯାହା କାମନା କରିବେ ସେ ଜିନିଷ ତାଙ୍କ ପାଖରେ ଆସି ପହଁଚି ଯିବ। ସବୁଜ ଗୁଜୁରାତି ଏକ ମସଲା ଅଟେ। ଯାହା ଦେହରେ ଅଦ୍ଭୁତ ଶକ୍ତି ରହିଥାଏ। ଏହା କେତେକ ତନ୍ତ୍ର ସାଧନାରେ ବି ମଧ୍ୟ ବ୍ୟବହୃତ ହୋଇଥାଏ।

ଆପଣ ଶୁକ୍ରବାର ଦିନ ୮ଟି ସବୁଜ ଗୁଜୁରାତି ନେଇକି ମା ଲକ୍ଷ୍ମୀଙ୍କୁ ଭେଟ ଚଢେଇବେ ଏବଂ ଭେଟ ଚଢେଇବା ସମୟରେ ବର ଗଛର ପତ୍ରର ବ୍ୟବହାର କରିବେ। ତାପରେ କର୍ପୁରରେ ଏହି ସବୁଜ ଗୁଜୁରାତି ରଖିକରି ଜଳେଇବେ। ଏହା ପରେ ଏହି ଭସ୍ମକୁ ଶୁକ୍ରବାର ଦିନ ନିଜ ମଥାରେ ତିଳକ କରିବେ ଏହି ଭସ୍ମକୁ ନିଜ ମଥାରେ ଲଗେଇବେ ଅତି କମରେ ଅଧ ଘଣ୍ଟା ବସି କରି ଶ୍ରୀଙ୍ଗ ବିଜ ମନ୍ତ୍ରର ଜପ କରିବେ।

ଜେକେହି ଶୁକ୍ରବାର ଦିନ ଶ୍ରୀଙ୍ଗ ବୀଜ ମନ୍ତ୍ରର ଜପ ଅଧ ଘଣ୍ଟାଏ ବି କରିଥାଏ ତାର ଶୁକ୍ର ଗ୍ରହ ବଳବାନ ହୋଇଥାଏ ତା ସହିତ ଧନର ଯେତେବି ଅସୁବିଧା ଥାଏ ତାହାବି ଦୂର ହୋଇଥାଏ। ଧନ ତା ଆଡ଼କୁ ଆକର୍ଷିତ ହୋଇଥାଏ। ଶ୍ରୀଙ୍ଗ ବୀଜ ମନ୍ତ୍ର ଧନ ଆକର୍ଷଣର ବୀଜ ମନ୍ତ୍ର ଅଟେ। କେବଳ ଶୁକ୍ରବାର ଦିନ ଏହି ମହା ପ୍ରୟୋଗ କଲେ ହିଁ ସବୁ ସାଂସାରିକ ସୁଖ ପ୍ରାପ୍ତି ହୋଇଥାଏ।

ଦ୍ୱିତୀୟ ଜିନିଷ ହେଉଛି। ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କୁ ଖିରୀର ଭୋଗ ଅବଶ୍ୟ ଅର୍ପଣ କରିବେ। ଯେକେହି ବି ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କୁ ଖିରି ଭୋଗ ଲଗାଇଥାଏ ତା ଜୀବନରେ କ୍ଷୀରି ପରି ମଧୁରତା ଆସିଥାଏ। ଜୀବନରେ ଉନ୍ନତି ହୋଇଚାଲେ।

ଶୁକ୍ରବାର ଦିନ କୌଣସି ଅସ୍ତ ଗଛ ପାଖକୁ ଯାଇକି ତା ଚେରରେ ୮ ଟି ସବୁଜ ଗୁଜୁରାତି ଦବେଇ ଦେବେ ଏହା ଦ୍ବାରା ବି ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କର ଖାସ କୃପା ପ୍ରାପ୍ତ ହେବ। ଅସ୍ତ ଗଛକୁ ଭଗବାନ ବିଷ୍ଣୁଙ୍କର ସ୍ଥାନ ମନାଯାଏ ଏବଂ ଗୁଜୁରାତି ମା ଲକ୍ଷ୍ମୀଙ୍କର କାରକ ବସ୍ତୁ ଅଟେ। ଅସ୍ତ ଗଛ ଚେରରେ ୮ ଟି ସବୁଜ ଗୁଜୁରାତି ଅସ୍ତ ଗଛ ଚେରରେ ପୋତିକି ଆସିଲେ ବଡ଼ରୁ ବଡ଼ ଦୁର୍ଭାଗ୍ୟ ବି ସମାପ୍ତ ହୋଇଯାଏ। ଏହି ପ୍ରୟୋଗ ଦ୍ୱାରା ଧନ ପ୍ରାପ୍ତିର ସବୁ ମାର୍ଗ ଖୋଲି ଯାଇଥାଏ। ଏହିସବୁ ଉପାୟ ଶୁକ୍ରବାର ଦିନ କରିବା ଦ୍ୱାରା ସମସ୍ତ ସାଂସାରିକ ସୁଖ ମିଳିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *