Excuse Me Odisha

ଯାହା କହିବୁ ସତ କହିବୁ

ଝିଅମାନଙ୍କର ଚୁଟି ଦେଖି ଜାଣନ୍ତୁ,ତାଙ୍କର ଚରିତ୍ର ଆଉ ସ୍ୱଭାବ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଝିଅ ମାନଙ୍କର ବାଳ ଦେଖିକି ଜାଣନ୍ତୁ ଭଲ ନାଁ ଖରାପ।

ବନ୍ଧୁଗଣ ଆଜିର ଏହି ପୋଷ୍ଟରେ ଆମେ ଜାଣିବା ଝିଅ ମାନଙ୍କର କେଶ ଦେଖି ଜାଣନ୍ତୁ। ତାଙ୍କର ଚରିତ୍ର ଏବଂ ସ୍ଵଭାବ ବିଷୟରେ। ବନ୍ଧୁଗଣ ସାମୁଦ୍ରିକ ଶାସ୍ତ୍ର ଭାରତୀୟ ଜ୍ୟୋତିଷ ଶାସ୍ତ୍ରର ଏକ ପ୍ରମୁଖ ଅଙ୍ଗ ଅଟେ। ଏହାର ଆଧାରରେ ବିଭିନ୍ନ ଅଙ୍ଗକୁ ଦେଖି ସେ ବ୍ୟକ୍ତିଙ୍କ ବିଷୟରେ ପ୍ରମୁଖ ଭାବରେ ଜାଣିହେବ। କେଉଁ ଝିଅର କେଶ ବା ଚୁଟିକୁ ଦେଖି ତାଙ୍କର ସ୍ଵଭାବ ବିଷୟରେ କୁହାଯାଇପାରିବ। ତେବେ ଆସନ୍ତୁ ଜାଣିବା କେଉଁ ଝିଅର କେଶକୁ ଦେଖି ତାଙ୍କର ସ୍ୱଭାବ ଏବଂ ଚରିତ୍ର ବିଷୟରେ କିପରି ଜାଣିବା।

ବନ୍ଧୁଗଣ ଯଦି କେଉଁ ସ୍ତ୍ରୀର ଚୁଟି ଲମ୍ବା ଏବଂ କଳା ଗାଢା ହୋଇଥାଏ ତେବେ ସେ ସୌଭାଗ୍ୟବତୀ ହୋଇଥାନ୍ତି। ସ୍ୱାମୀଙ୍କର ପ୍ରିୟ ହୋଇଥାନ୍ତି ଏବଂ ଶାଶୁ ଶ୍ବଶୁରଙ୍କର ସେବା କରିବା ଭଳି ହୋଇଥାନ୍ତି।

ଯେଉଁ ସ୍ତ୍ରୀର କେଶ ଗୁଚ୍ଛା ହୋଇ ରହିଥାଏ ସେ ଅଧିକ ଚାଲାକ ତଥା ସ୍ୱାମୀଙ୍କୁ ନିଜ ହାତରେ ରଖିବାର ସ୍ଵଭାବ ରଖିଥାନ୍ତି। ସବୁବେଳେ ସ୍ୱାମୀଙ୍କୁ କଣ୍ଟ୍ରୋଲ ଭିତରେ ହିଁ ରଖିଥାଏ। ଏମାନେ ଶାଶୁ ଶ୍ବଶୁରଙ୍କ ପ୍ରତି ଅଧିକ ସ୍ନେହ ରଖିଥାନ୍ତି।

ଜାମୁ ରଙ୍ଗର କେଶ ଥିବା ଝିଅ। ଯେଉଁ ଝିଅର କେଶ ଜାମୁ ରଙ୍ଗର ହୋଇଥାଏ ସେମାନେ ସବୁବେଳେ ଉଚ୍ଚ ସ୍ଥାନ ପ୍ରାପ୍ତ କରିଥାନ୍ତି। ତଥା ସେମାନେ ଆକ୍ଟିଂ ଫ୍ୟାସନ ତଥା ପେଣ୍ଟିଂରେ ଅଧିକ ରୁଚି ରଖିଥାନ୍ତି।

ଆସନ୍ତୁ ଜାଣିବା ଅଧିକ ସୁନେଲି କେଶ। ଯେଉଁ ସ୍ତ୍ରୀର ଅଧିକ ସୁନେଲି ରଙ୍ଗର କେଶ ହୋଇଥାଏ ସେମାନେ ଅଳ୍ପ ଆୟୁ ବିଶିଷ୍ଟ ହୋଇଥାନ୍ତି। ତେବେ ସେମାନେ ଅଳ୍ପ ସମୟରେ ବହୁତ କିଛି ପାଇଯାଇଥାନ୍ତି।

ଯେଉଁ ସ୍ତ୍ରୀର ଚୁଟି ଆଗକୁ ଦୁଇ ପଟେ ଧଳା ରହିଥାଏ ସେମାନେ ରାଗି ସ୍ୱଭାବର ହୋଇଥାନ୍ତି ଏବଂ ସବୁବେଳେ ଝଗଡା ଲାଗି ପରିବାରରେ ନିଜର କଥା ରଖିବାକୁ ଚେଷ୍ଟା କରିଥାନ୍ତି।

ଯେଉଁ ଝିର ଆଗର ଚୁଟିରେ ଭୌଉଁରୀ ରହିଥାଏ ସେ ଚଞ୍ଚଳ ସ୍ଵଭାବର ହୋଇଥାନ୍ତି। ବିଳାସ ଜୀବନ ବଞ୍ଚିବାକୁ ଭଲ ପାଇଥାନ୍ତି ଏବଂ ନିଜର ସୁନ୍ଦରତା ପ୍ରତି ଅଧିକ ରୁଚି ରଖିଥାନ୍ତି। ଏମାନେ ଭବିଷ୍ୟତରେ ଚାକିରୀ କରିବାର ଅଧିକ ଚାନ୍ସ ଥାଏ।

ଯେଉଁ ଝିଅର କାନରେ ବାମ ପଟରେ ଚୁଟିରେ ଭୌଉଁରୀ ରହିଥାଏ ସେମାନେ ଅଧିକ ରାଗି ଏବଂ ଚିଡିଚିଡା ସ୍ୱଭାବର ହୋଇଥାନ୍ତି କିନ୍ତି ନିଜର ସନ୍ତାନର ପାଳନ ପୋଷଣ ବହୁତ ଭଲ ଭାବରେ କରିଥାନ୍ତି।

ଯେଉଁ ଝିଅର ଡାହାଣ କାନରେ ଚୁଟିରେ ଭୌଉଁରୀ ରହିଥାଏ। ସେମାନେ ଭାଗ୍ୟବତୀ ହୋଇଥାନ୍ତି ଏବଂ ନିଜର ସ୍ୱାମୀଙ୍କୁ ବହୁତ ଅଧିକ ଭଲ ପାଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *