Excuse Me Odisha

ଯାହା କହିବୁ ସତ କହିବୁ

ଗାଈକୁ ଭୁଲରେ ବି ଖାଇବାକୁ ଦିଅନ୍ତୁ ନାହିଁ ଏମିତି ରୁଟି, ମାସି ଆସିବ ଦୁର୍ଭାଗ୍ୟ !

ସେୟାର୍ କରନ୍ତୁ

ଆପଣ ମାନେ ଗାଈ କୁ ପାଳନ କରିବା ଓ ଗାଈ କୁ ରଖିବା ପଛରେ କଣ ଲାଭ ରହିଥାଏ ତାହା କେବେ ଭି ଜାଣି ନଥିବେ । ଆଜି ଏହି ସମ୍ବନ୍ଧ ରେ ଆମେ ଆପଣଙ୍କୁ ବହୁତ୍ କିଛି କହିବୁ । ଆପଣ ମାନେ ନିହାତି ଭାବରେ ଜାଣିଥିବେ ହିନ୍ଦୁ ଧର୍ମ ର ଲୋକେ ଗାଈ କୁ ଦେବତା ବୋଲି ମାନିଥାନ୍ତି । ଗାଈ ଦେହ ରେ ଆମ ଦେବତା ମାନେ ରହିଥାନ୍ତି ଅର୍ଥାତ୍ ସହସ୍ର ଦେବା ଦେବୀ ଆଦି ରହିଥାନ୍ତି ।

ଆପଣ ମାନେ ଆଉ ଗୋଟିଏ କଥା ମଧ୍ୟ ନିହାତି ଭାବରେ ଜାଣିଥିବେ କି ପ୍ରଭୁ ଶ୍ରୀକୃଷ୍ଣ ଙ୍କ ପ୍ରିୟ ଥିଲେ ଗାଈ ମାନେ । ସେ ଗାଈ କୁ ବହୁତ୍ ଖାଦ୍ୟ ଖାଇବା ପାଇଁ ଦେଇଥିଲେ ଓ ବହୁତ୍ ସ୍ନେହ ମଧ୍ୟ ଦେଇଥିଲେ । ଗାଈ ଗୋରୁ ମାନେ ପ୍ରଭୁ ଶ୍ରୀ କୃଷ୍ଣ ଙ୍କ ପ୍ରିୟ ଥିଲେ । ପ୍ରଭୁ ଯେତେବେଳେ ଯାଉଥିଲେ ନଦୀ ତୋଠା କୁ ସେତେବେଳେ ସାଙ୍ଗରେ ଗାଈ ଗୋରୁ ମାନଙ୍କୁ ନେଇ ଯାଇଥିଲେ ।

ତେବେ ଏବେ ସମୟରେ ବହୁତ୍ ଜଣ ଲୋକ ଏପରି ଅଛନ୍ତି ଯେଉଁ ମାନେ ମଣିଷ କୁ ତ ମଣିଷ ପରି ଦେଖୁ ନାହାନ୍ତି ଗାଈ ଗୋରୁ ଙ୍କୁ କଣ ସ୍ନେହ ଦେବେ । ଆଗ ସମୟରେ ଗାଁ ଗହଳି ରେ ସମସ୍ତ ଙ୍କ ଘରେ ଗୋଟିଏ ଗୋଟିଏ ଗୁହାଳ ରଖୁଥିବା ବେଳେ ୩-୪ ଟି ଗାଈ ରଖୁଥିଲେ । ହେଲେ ଏବେ ଗାଈ ଗୋରୁ ଆଉ କେହି ରଖୁନାହାନ୍ତି ।

ହେଲେ ଏବେ ସମସ୍ତ ବ୍ୟସ୍ତ ବହୁଳ ଜୀବନରେ ଗୋଟିଏ କଥା ନିହାତି ଭାବରେ ଜାଣିବା ଆବଶ୍ୟକ ଯଦି ଆପଣ ମାନେ ଗାଈ ଗୋରୁ କୁ ଘରେ ରଖି ତାହାର ସେବା ଯତ୍ନ କରି ପାରୁ ନାହାଁନ୍ତି ତେବେ ଆପଣ ମାନେ ଗାଈ ଗୋରୁ ଙ୍କୁ ଭଲ କରି ଖାଇବା ପାଇଁ ଦେଲେ ଭି ଆପଣ ଙ୍କ ର ଲାଭ ହୋଇ ପାରେ ଓ ଏହା ସହିତ ଆପଣ ଙ୍କ ପର ପୀଢ଼ି ଭି ଖୁସି ରେ ରହି ପାରନ୍ତି ।

ଆପଣ ମାନେ ଗୋଟିଏ କଥା ଜାଣିଛନ୍ତି କୁ ଆପଣଙ୍କ ବହୁତ୍ ପରିଶ୍ରମ କରୁଛନ୍ତି ବହୁତ୍ ଚେଷ୍ଟା କରିବା ପରେ ଭି ଆପଣଙ୍କ କାମ ଅଧା ରେ ଅଟକି ରହିଛି ତେବେ ଆପଣ ଗାଈ କି ଯଦି ଗୁଡ ଓ ରୁଟି ଖାଇବା ପାଇଁ ଦେଉଛନ୍ତି ତେବେ ଆପଣଙ୍କ ଅଧରେ ରହିଥିବା କାର୍ଯ୍ୟ ଜଲ୍ଦୀ ହେଇଯିବ । ଆପଣ ମଧ୍ୟ ଯଦି ଗାଈ କୁ ପ୍ରତିଦିନ ଖାଦ୍ୟ ଖାଇବା ପାଇଁ ଦେଉଛନ୍ତି ତେବେ ଆପଣ ଙ୍କ ଛୋଟ ବ୍ୟବସାୟ ଦିନ ନା ଦିନ ବଡ଼ ହୋଇ ଛିଡା ହେବ । ଆପଣ ବହୁତ୍ ଲାଭ ବାନ୍ ହେବେ । ଆପଣ ଙ୍କ ଚଲା ପଥ କୁସୁମିତ ହେବ । ତେବେ ଆପଣ ଏହି ଭଳି କାର୍ଯ୍ୟ କରନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *