Excuse Me Odisha

ଯାହା କହିବୁ ସତ କହିବୁ

ଆପଣଙ୍କ ଘରେ ଥିବା ଗୋଟିଏ ଲବଙ୍ଗ ଆପଣଙ୍କୁ ରାତାରାତି କରିଦେବ ଧନୀ ! ଏତେ ପଇସା ଆସିବ ଆପଣ ସମ୍ଭାଳି ପାରିବେ ନାହିଁ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଆପଣଙ୍କ ଘରେ ଥିବା ଗୋଟିଏ ଲବଙ୍ଗ ଆପଣଙ୍କୁ ରାତାରାତି ଧନୀ କରିଦେବ। ଏତେ ପଇସା ଆସିବ ଆପଣ ସମ୍ଭାଳି ପାରିବେ ନାହିଁ।

ବନ୍ଧୁଗଣ ଜୀବନରେ ଏମିତି ଏକ ମୋଡ଼ ଆସି ପହଁଚି ଯାଇଥାଏ ଯେଉଁଠାରେ ଆମକୁ ଲାଗେ କି ଆମର ପରିଶ୍ରମ ଅନୁସାରେ ଫଳ ମିଳୁନାହିଁ ତେବେ ବନ୍ଧୁଗଣ ଆଜି ଆମେ ଏପରି କିଛି ଅଦ୍ଭୁତ ଉପାୟ ବିଷୟରେ ଜଣେଇବୁ ଯାହା ଲବଙ୍ଗ ବିଷୟରେ ଏବଂ ଯେଉଁ ଉପାୟକୁ କରିବା ଦ୍ୱାରା ଆପଣଙ୍କ ଘରେ ଧନର ବର୍ଷା ନିଶ୍ଚୟ ହେବ। ଏହି ଉପାୟକୁ କରିବା ଦ୍ୱାରା ଆପଣଙ୍କ ଘରକୁ ଟଙ୍କା ପଇସା ଆସିବା ଆରମ୍ଭ ହୋଇଯିବ। ବନ୍ଧୁଗଣ ଆପଣଙ୍କୁ ପରିଶ୍ରମ କରିବାକୁ ପଡିବ କିନ୍ତୁ ଆପଣଙ୍କର ପରିଶ୍ରମର ସମ୍ପୂର୍ଣ ଫଳ ଆପଣଙ୍କୁ ମିଳିବ ଏବଂ ଏହା ସହିତ ଆପଣଙ୍କର ପରିଶ୍ରମର ଦୁଇଗୁଣା ଫଳ ମିଳିବ। ତେଣୁ ବନ୍ଧୁଗଣ ଆଜିର ଏକ ସହଜ ଉପାୟ ଯାହା ଲବଙ୍ଗର ଉପାୟ ବିଷୟରେ ଜଣେଇବୁ।

ବନ୍ଧୁଗଣ ଯଦି ଆପଣ ନିଜର ଭଲ କରିବାକୁ ଚାହୁଁଛନ୍ତି କିନ୍ତୁ ଆପଣଙ୍କର ଓଲଟା ବା ଭୁଲ ହୋଇଯାଉଛି ଯାହା ଫଳରେ ଆପଣ ଇନକମ ତ କରୁଛନ୍ତି କିନ୍ତୁ ପଇସା ଆପଣଙ୍କର ପାଖରେ ଜମାବି ରହୁନାହିଁ ସବୁବେଳେ ପର୍ସ ଖାଲି। ମୁଣ୍ଡରେ ବହୁତ ଟେନସନ। ତେଣୁ ଆଜି ଆମେ ଆପଣଙ୍କୁ ଏକ ଲବଙ୍ଗର ଉପାୟ ବିଷୟରେ ଜଣେଇବୁ ଚମତ୍କାରୀ ଉପାୟ ବିଷୟରେ ଜଣେଇବୁ। ଯାହାକୁ କରିବା ଦ୍ୱାରା ଆପଣଙ୍କୁ ନିଜର କଷ୍ଟରୁ ମୁକ୍ତି ମିଳିଯିବ ଏହା ସହିତ ଯଦି ଘରେ ଧନର ଅଭାବ ଦେଖାଦେଉଛି ତେବେ ତାହା ମଧ୍ୟ ଦୂର ହେବ। ଘରେ ପଇସା ଅଟକି ରହିବା ମଧ୍ୟ ଆରମ୍ଭ ହୋଇଯିବ।

ବନ୍ଧୁଗଣ ଆପଣମାନେ ଜାଣିଛନ୍ତି ଯେ ଲବଙ୍ଗ ଆମର ଭାରତୀୟ ମାନଙ୍କର ଖାଦ୍ୟର ବ୍ୟବହାର କରାଯାଇଥାଏ। ଏହାର ଉପଯୋଗରେ ଖାଦ୍ୟ ସ୍ୱାଦିଷ୍ଟ ହେବା ସହିତ କିଛି ଭିନ୍ନ ଗୁଣ ମଧ୍ୟ ଯୋଡି ହୋଇଯାଇଥାଏ। ଏହି ଲବଙ୍ଗ ମଧ୍ୟ ଅନେକ ଅସୁବିଧାକୁ ମଧ୍ୟ ଦୂର କରିଦେଇଥାଏ। ତେଣୁ ବନ୍ଧୁଗଣ ୨ ଟି କର୍ପୂର ଏବଂ ୧ ଟି ଲବଙ୍ଗ ଆଣନ୍ତୁ ଓ ଘରେ ପୂଜା କରିବା ସମୟରେ ଏହି ଲବଙ୍ଗ ଏବଂ କର୍ପୂରକୁ ଗୋଟିଏ ଛୋଟ ପାତ୍ରରେ ରଖି ଏକାଠି ଜଳାଇ ଦିଅନ୍ତୁ। ଏହା ଦ୍ବାରା ଆପଣଙ୍କର ସବୁ ଅଧା ରହିଥିବା କାର୍ଯ୍ୟ ହେଉନଥିବା କାର୍ଯ୍ୟ ସବୁ କଷ୍ଟ ଓ ସବୁ ସମସ୍ୟା ଓ ସବୁ ଅସୁବିଧା ମଧ୍ୟ ଦୂର ହୋଇଥାଏ।

ଯଦି ଘରେ ଧନର ଅଭାବ ଲାଗିଛି ଏବଂ ଏଥିପାଇଁ ଆପଣ ବହୁତ ଚିନ୍ତାରେ ଅଛନ୍ତି କିମ୍ବା କରଜରେ ବୁଡି ରହିଛନ୍ତି ତେବେ କରଜ ପାଇଁ ଏକ ବିଶେଷ ଉପାୟ ମଧ୍ୟ ରହିଛି ଏହାକୁ କରିବା ଦ୍ୱାରା ଆପଣଙ୍କର କରଜର ଭାର ମଧ୍ୟ କମିବାରେ ଲାଗିବ। ଆପଣ ଶନିବାର ଦିନ ୫ଟି ଲବଙ୍ଗ ଆଣନ୍ତୁ ଏବଂ ନିଜର ଛାତ କିମ୍ବା ଅଗଣାର ଚାରି ଦିଗକୁ ୪ ଟି ଲବଙ୍ଗ ଫୋପାଡ଼ି ଦିଅନ୍ତୁ ଓ ଶେଷଟି ନିଜର ମୁଣ୍ଡ ଉପରକୁ ଫୋପାଡ଼ି ଦିଅନ୍ତୁ ଏବଂ ଫେରି ଆସନ୍ତୁ ଏବଂ ଏହି ଉପାୟ ବିଷୟରେ କେବେବି କାହାରିକୁ କୁହନ୍ତୁ ନାହିଁ। ଏହାକୁ ୨୫ ଦିନ ପର୍ଯ୍ୟନ୍ତ କରିବା ଦ୍ୱାରା କରଜ କିମ୍ବା ଧନ ସମ୍ବଦ୍ଧିତ ସବୁ ସମସ୍ୟା ଦୂର ହୋଇଯାଇଥାଏ।

ଯଦି ଆପଣ ଲବଙ୍ଗର ଏହି ଉପାୟ ଗୁଡିକ ବିଶ୍ୱାସ ଏବଂ ଭରସାର ସହିତ କରିବେ ତେବେ ଆପଣଙ୍କର କଷ୍ଟମୟ ଜୀବନ ସୁଖରେ ପରିଣତ ହେବାକୁ ଲାଗିବ। ଆପଣଙ୍କର ସବୁ ଅସୁବିଧା ଧୀରେ ଧୀରେ ଦୂର ହେବାରେ ଲାଗିବ। ଆଉ ଯଦି ସମ୍ଭବ ହେବ ଏହି ଉପାୟ ଗୁଡିକ କରିବା ସମୟରେ ଭଗବାନ ବିଷ୍ଣୁଙ୍କର ନାମ ୨୧ ଥର ଲେଖାଏଁ ନିଅନ୍ତୁ। ଏହା ଆପଣଙ୍କ ପାଇଁ ବହୁତ ଭଲ ରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *