Excuse Me Odisha

ଯାହା କହିବୁ ସତ କହିବୁ

ନୂଆବର୍ଷ ୨୦୨୨ରେ ରାଜ କରିବେ ଏହି ୩ ରାଶି ! ଏଥିରେ ଆପଣଙ୍କର ରାଶି ନାହିଁ ତ !

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। ପ୍ରତ୍ୟେକ ଲୋକଙ୍କର ଆଗାମୀ ଜୀବନରେ କଣ ସବୁ ଘଟିବ ବା ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଇଛା ରହିଥାଏ।ଏଥିପାଇଁ ଲୋକେ ଜ୍ୟୋତିଷଙ୍କ ସହାୟତା ନେଇଥାନ୍ତି। ଜ୍ୟୋତିଷଙ୍କ ବିଦ୍ୟା ଆଧାରରେ କୌଣସି ବ୍ୟକ୍ତିର ଆଗାମୀ ଜୀବନରେ କଣ ଘଟିବା ପାଇଁ ଯାଉଛି, ତାହା ଅନୁମାନ କରି ଜାଣି ହୁଏ।

ସାଙ୍ଗମାନେ ୨୦୨୨ର ନୂଆବର୍ଷ ସମୟରେ ଦୀର୍ଘବର୍ଷ ପରେ ଗୋଟେ ରାଜଯୋଗ ବନିବାକୁ ଯାଉଛି। ଏହି ରାଜଯୋଗର ପ୍ରଭାବ ୩ ଗୋଟି ଭାଗ୍ୟଶାଳୀ ରାଶି ଉପରେ ପଡ଼ିବାକୁ ଯାଉଛି।ଏହି ରାଶିର ଲୋକେ ନିଶ୍ଚିତ ଭାବରେ ଧନ ପ୍ରାପ୍ତି କରିବେ ଏବଂ ଏମାନଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଆଲୋଚନା କରିବା।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୨୦୨୨ ମସିହା ନୂଆବର୍ଷରେ ଯେଉଁ ରାଜଯୋଗ ବନିବାକୁ ଯାଉଛି, ଏହାର ପ୍ରଭାବ ବୃଷ ଓ ସିଂହ ରାଶିର ଲୋକ ମାନଙ୍କ ଉପରେ ପଡ଼ିବ। ଏମାନଙ୍କୁ ବହୁତ ଧନସମ୍ପତ୍ତି ପ୍ରାପ୍ତ ହେବା ସହିତ ଏମାନେ ସବୁ କାର୍ଯ୍ୟରେ ସଫଳତା ହାସଲ କରିବେ। ୨୦୨୧ ମସିହାର ଶେଷ ସମୟ ଏମାନଙ୍କ ପାଇଁ ସୁଖଦାୟକ ରହିବ।୨୦୨୨ ନୂଆବର୍ଷ ଠାରୁ ଏହି ରାଶିର ଲୋକ ମାନଙ୍କର ଭାଗ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିବ। ଏମାନଙ୍କ ଉପରେ ସର୍ବଦା ଭଗବାନ ଶିବ ଏବଂ ଦେବୀ ଲକ୍ଷ୍ମୀଙ୍କର ବିଶେଷ କୃପାଦୃଷ୍ଟି ରହିବ। ଦେବୀ ଲକ୍ଷ୍ମୀଙ୍କ କୃପାରୁ ଏମାନଙ୍କୁ କୌଣସି ଗୁପ୍ତଧନ ପ୍ରାପ୍ତ ହୋଇପାରେ।ଅଧିକ ଶୁଭ ଫଳ ପ୍ରାପ୍ତ କରିବା ପାଇଁ ଏହି ରାଶିର ଲୋକଙ୍କୁ ସର୍ବଦା ଦେବୀ ଲକ୍ଷ୍ମୀଙ୍କର ଆରାଧନା କରିବା ଉଚିତ।

୨୦୨୨ର ନୂଆବର୍ଷରେ ଯେଉଁ ରାଜଯୋଗ ବନିବାକୁ ଯାଉଛି, ଏହାର ପ୍ରଭାବ କୁମ୍ଭ ରାଶିର ଲୋକଙ୍କ ଉପରେ ମଧ୍ୟ ପଡ଼ିବ।ଏହି ରାଶିର ଲୋକେ ଆଗାମୀ ୫ବର୍ଷ ପର୍ଯ୍ୟନ୍ତ ଭାଗ୍ୟଶାଳୀ ରହିବେ ଏବଂ ଉନ୍ନତି କରିବେ। ଏହି ରାଶିର ଲୋକେ କୌଣସି ବଡ଼ କାର୍ଯ୍ୟ କରିବା ପୂର୍ବରୁ ଭଗବାନ ଗଣେଶଙ୍କର ପୂଜାର୍ଚ୍ଚନା କରନ୍ତୁ, ଦେଖିବେ ନିଶ୍ଚିତ ଭାବରେ ସେହି କାର୍ଯ୍ୟରେ ସଫଳତା ଅର୍ଜନ କରିବେ। ବ୍ୟାପାର ବାଣିଜ୍ୟ ବୃଦ୍ଧି ହେବାର ସମ୍ଭାବନା ରହିଛି।ନୂଆବର୍ଷ ଆରମ୍ଭରୁ ହିଁ ଆପଣ କୌଣସି ସ୍ଥାନରୁ ଖୁସି ଖବର ପାଇ ପାରନ୍ତି। ଦେବୀ ଲକ୍ଷ୍ମୀଙ୍କ କୃପାରୁ ଆପଣ ସର୍ବଦା ଧନବାନ ହେବେ ଏବଂ ଘରେ ସର୍ବଦା ହସଖୁସିର ମାହୋଲ ରହିବ।

ଏଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *