Excuse Me Odisha

ଯାହା କହିବୁ ସତ କହିବୁ

ଶନିବାର ଦିନ ଚୁପଚାପ ପକେଇ ଦିଅନ୍ତୁ ଏହିଠାରେ ତେଲ, ଗରିବୀ ଓ ଦୁଃଖ ଭୁଲିଯିବ ଆପଣଙ୍କ ଘରର ରାସ୍ତା। !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶନିବାର ଦିନ ଚୁପଚାପ ପକେଇ ଦିଅନ୍ତୁ ଏହିଠାରେ ତେଲ ଗରିବୀ ଓ ଦୁଃଖ ଭୁଲିଯିବ ଆପଣଙ୍କ ଘରର ରାସ୍ତା।

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଶନିବାର ଦିନ ବହୁତ ସହଜ ଉପାୟ କରିବା ବିଷୟରେ ଜଣେଇବୁ। ଶନିଦେବଙ୍କ କୋପରୁ ଲୋକଙ୍କୁ କେତେ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ କିନ୍ତୁ ଯାହା ଉପରେ ଶନିଦେବଙ୍କ କୃପା ରହିଥାଏ ସେମାନଙ୍କୁ ସମସ୍ତ କ୍ଷେତ୍ରରେ ସଫଳତା ମିଳିଥାଏ। ବ୍ୟକ୍ତିଙ୍କ କୁଣ୍ଡଳୀରେ ସାଢେସାତି ବା ମହାଦୋଷା ହେବାରୁ ସଫଳତା ଆସିବାରେ ବାଧା ଆସିଥାଏ। ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଲୋକମାନେ ଶନିବାର ଦିନ ଅସ୍ତ ଗଛର ପୂଜା କରିଥାନ୍ତି। ଅସ୍ତ ଗଛରେ ଜଳ ଅର୍ପଣ କରିଥାନ୍ତି। କିଛି ଲୋକ ଶନିବାର ଦିନ କଳା କପଡା କଳା ରାଶି କଳା ବିରି ଶନିଦେବଙ୍କ ପସନ୍ଦ ଜିନିଷ ଦାନ କରିଥାନ୍ତି। ଆଜି ଆମେ ଆପଣଙ୍କୁ ସୋରିଷ ତେଲରେ କରାଯାଉଥିବା କିଛି ସହଜ ଉପାୟ ବିଷୟରେ ଜଣେଇବୁ ଯାହା କରିଲେ ଶନିଦେବଙ୍କୁ ପ୍ରସନ୍ନ କରିପାରିବେ ଏବଂ ସମସ୍ତ ଆସୁବିଧାରୁ ମୁକ୍ତି ପାଇପାରିବେ।

ଯେଉଁ ବ୍ୟକ୍ତିଙ୍କ ଉପରେ ଶନି ଦେବଙ୍କ ଶନିଦୋଷା ବା ସାଢେସାତି ଥାଏ ସେମାନେ ଶନିବାର ଦିନ କଳା ରଙ୍ଗର ବସ୍ତ୍ର ପିନ୍ଧନ୍ତୁ। ଲାଲ ଫୁଲ ବା ଲାଲ କପଡାର ଆଦୌ ବ୍ୟବହାର କରିବେ ନାହିଁ। ଲାଲ ରଙ୍ଗ ମଙ୍ଗଳଙ୍କର ପ୍ରତୀକ ଅଟେ। ମଙ୍ଗଳ ଶନିଙ୍କ ଶତ୍ରୁ ଗ୍ରହ ଅଟେ। ଶନିବାର ଦିନ ସନ୍ଧ୍ୟାରେ ସୂର୍ଯ୍ୟାସ୍ତ ପୂର୍ବରୁ ଗୋଟେ ସୋରିଷ ତେଲର ଦୀପ ବନାନ୍ତୁ ଦୀପରେ ଅଳ୍ପ କଳା ରାଶି ଏବଂ ଲୁହା କଣ୍ଟା ବନାନ୍ତୁ ଏବଂ ଏହି ଦୀପକୁ ନେଇ ଅସ୍ତ ଗଛ ମୂଳରେ ଜଳାନ୍ତୁ। ଦୀପ ଜଳାଇବା ସମୟରେ ଧ୍ୟାନ ରଖିବେ ନିଜ ମୁହଁ ପଶ୍ଚିମ ଦିଗ ଆଡ଼କୁ ରଖିବେ। ଶନିଦେବଙ୍କ ପୂଜାର ଦିଗ ପ୍ରତି ଧ୍ୟାନ ଦେବା ଉଚିତ। ଶନିଦେବ ପଶ୍ଚିମ ଦିଗର ସ୍ୱାମୀ ଅଟନ୍ତି ସେଥିପାଇଁ ଶନିଦେବଙ୍କ ପୂଜା ପଶ୍ଚିମ ଦିଗରେ ହିଁ କରାଯାଏ।

ଦୀପ ଜଳାଇବା ପରେ ଉଚ୍ଚ ସ୍ୱରରେ ହନୁମାନ ଚାଳିସାର ପାଠ କରନ୍ତୁ। ଯେଉଁ ବ୍ୟକ୍ତି ହନୁମାନଙ୍କର ପୂଜା କରିଥାନ୍ତି ଶନିଦେବ ସେମାନଙ୍କ ଉପରେ କେବେବି କୋପ କରିନଥାନ୍ତି। ଏହା ପରେ ସେହି ଠାରେ ବସି କରି ହେଉ ଅବା ଘରକୁ ଆସିକରି ଶନିଦେବଙ୍କର ଏହି ମନ୍ତ୍ରର ଜପ ୧୦୮ ଥର କରନ୍ତୁ। ମନ୍ତ୍ରଟି ହେଉଛି ଓମ ସମ ଶନିଶ୍ଚରାୟ ନମଃ। ଏହି ମନ୍ତ୍ରକୁ ରୁଦ୍ରାକ୍ଷ୍ୟ ମାଳାରେ ଜପ କରନ୍ତୁ। ଯଦି ଆପଣଙ୍କର ଜବ ହେଉନାହିଁ ବ୍ୟାପାରରେ ଉନ୍ନତି ହେଉନାହିଁ ବା ଜବରେ ଉନ୍ନତି ହେଉନି ବିବାହରେ ବାଧା ଆସୁଛି ଦାମ୍ଫତ୍ୟ ଜୀବନରେ ସମସ୍ୟା ଆସୁଛି ତେବେ ଏହି ଉପାୟ କରିବା ପୂର୍ବରୁ ଭଗବାନ ଗଣେଶଙ୍କର ଭଗବାନ ବିଷ୍ଣୁ ବା ମା ଲକ୍ଷ୍ମୀଙ୍କୁ ଶନିଦେବଙ୍କୁ ପ୍ରଣାମ କରି ନିଜର ମନସ୍କାମନା ପୁରଣ କରିବା ପାଇଁ ୪୧ ଦିନ କରିବା ପାଇଁ ସଂକଳ୍ପ କରନ୍ତୁ।

ଏହି ଉପାୟକୁ କରିବା ପୂର୍ବରୁ ଧ୍ୟାନ ରଖିବେ କି ସୂର୍ଯ୍ୟାସ୍ତ ପୂର୍ବରୁ କରିବେ। ସୂର୍ଯ୍ୟାସ୍ତ ପରେ ଦରିଦ୍ରର ବାସ ହୋଇଥାଏ। ଯଦି ଦୁର୍ଭାଗ୍ୟ ଆପଣଙ୍କର ପିଛା ଛାଡୁନାହିଁ ବା ଭାଗ୍ୟ ଭଲ ରହୁନି ତେବେ ଗୋଟେ ପାତ୍ରରେ ସୋରିଷ ତେଲ ନିଅନ୍ତୁ ଏବଂ ଏହି ତେଲରେ ନିଜ ମୁହଁ ଦେଖନ୍ତୁ ଏବଂ ଶନିଦେବଙ୍କୁ ପ୍ରାର୍ଥନା କରନ୍ତୁ କି ଶନିଦେବ ଆପଣଙ୍କର ଦୁର୍ଭାଗ୍ୟକୁ ଦୂର କରିବେ ଆପଣଙ୍କୁ ସବୁ ଦୋଷରୁ ମୁକ୍ତି କରିକି ସଫଳତା ଦିଅନ୍ତୁ ଏହା ପରେ ଏହି ତେଲକୁ କୌଣସି ଗରିବ ଲୋକଙ୍କୁ ଦାନ କରିଦିଅନ୍ତୁ। ଏହି ଉପାୟ ଶନିବାର ଦିନ କରିବେ। ଏହି ପ୍ରକାରର ଦାନକୁ ଛାୟା ଦାନ କୁହାଯାଏ। ଏହିପରି ଦାନ କରିବା ଦ୍ୱାରା ଦୁର୍ଭାଗ୍ୟ ଦୂର ହୋଇଥାଏ।

ଏବେ ଆସନ୍ତୁ ଜାଣିବା ଲବଙ୍ଗର ଏକ ଛୋଟ ଉପାୟ ଯାହାକୁ ଶନିବାର ଦିନ କରିକି ଆପଣ ନିଜ ଭାଗ୍ୟ ବଦଳାଇ ପାରିବେ।

ଯଦି ଆପଣଙ୍କ ଜୀବନରେ ଶତ୍ରୁ ବିରୋଧୀ ବହୁତ ହଇରାଣ କରୁଛନ୍ତି ତେବେ ଏଥିରେ ଗୋଟା ଲବଙ୍ଗ ୨ ଟି ମା ଦୁର୍ଗାଙ୍କୁ ଅର୍ପଣ କରନ୍ତୁ। ଯେଉଁ ଦିନ ଅର୍ପଣ କରିବେ ତାପର ଦିନ ଗୋଟେ ଲବଙ୍ଗ ପକେଟରେ ରଖନ୍ତୁ ଏବଂ ଅନ୍ୟଟିକୁ ଘରେ ପକେଇକି ଯାଆନ୍ତୁ। ଆପଣଙ୍କର ଶତ୍ରୁ ଚାହିଁଲେ ବି ଆପଣଙ୍କର କିଛି କରିପାରିବେ ନାହିଁ ଏହାକୁ ନିୟମିତ ଭାବରେ କରନ୍ତୁ। ଘରର ବାସ୍ତୁ ଦୂର କରିବା ପାଇଁ ଶନିବାର ସନ୍ଧ୍ୟାରେ ୫ ଟି ଲବଙ୍ଗ ଗୋଟିଏ କର୍ପୂର ଏବଂ ୩ ଟି ଗୁଜୁରାତି ନିଅନ୍ତୁ ଏବଂ ସବୁକୁ କର୍ପୁରରେ ଜଳେଇ ଦିଅନ୍ତୁ। ଏହାକୁ ଘର ସାରା ବୁଲାନ୍ତୁ। ଏହା ଦ୍ବାରା ଘରର ନକରାତ୍ମକତା ଦୂର ହୋଇଥାଏ।

ଯଦି ଜୀବନରେ ରାହୁ କେତୁ ଖରାପ ଅଛି, ବହୁତ ବାଧା ସମସ୍ୟା ଆସୁଛି ତେବେ ଶନିବାର ଦିନ ୫ ଟି ଲବଙ୍ଗ ନେଇ ଭଗବାନ ଶିବ ଲିଙ୍ଗରେ ଅର୍ପଣ କରିଦିଅନ୍ତୁ। ଏହି ଉପାୟ କିଛି ଦିନ କରନ୍ତୁ। ରାହୁ କେତୁର ପ୍ରଭାବ ଦୂର ହୋଇ ଜୀବନରେ ଖୁସି ଆସିବ। ଆପଣ ନିଜ ପକେଟରେ ଲବଙ୍ଗ ରଖିବା ଆରମ୍ଭ କରିଦିଅନ୍ତୁ। ଏହା ଦ୍ବାରା ଆକସ୍ମିକ ଦୁର୍ଘଟଣାରୁ ମୁକ୍ତି ପାଇପାରିବେ।

କେତେ ଥର ଏମିତି ହୋଇଥାଏ ପଇସା କମାଇ ଥାନ୍ତି କିନ୍ତୁ ତାହା ରହେନାହିଁ କିଛି ନାଁ କିଛି ହୋଇ ଖର୍ଚ୍ଚ ହୋଇଯାଇଥାଏ ସଞ୍ଚୟ ହୁଏ ନାହିଁ ତ ଏମିତିରେ ଆପଣ ପୂଜା ସ୍ଥଳରେ ମା ଲକ୍ଷ୍ମୀଙ୍କ ଫୋଟ ସାମ୍ନାରେ ଗୋଲାପ ପାଖୁଡାର ୨ ଟି ଲବଙ୍ଗ ରଖିକି ନିୟମିତ ଭାବରେ ମା ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ। ଯଦି ପ୍ରତିଦିନ କରି ପାରୁନାହାନ୍ତି ତେବେ ପ୍ରତି ଶୁକ୍ରବାର ଦିନ କରନ୍ତୁ। ଶନିବାର ଦିନ ୫ ଟି ଲବଙ୍ଗ ୫ ଟି କଉଡି ଲାଲ କପଡାରେ ଗୋଡ଼ାଇ ଧନ ରଖୁଥିବା ସ୍ଥାନରେ ରଖିଦିଅନ୍ତୁ ଏହା ଦ୍ବାରା ଘରକୁ ଧନ ଆସିଥାଏ ଏବଂ ଧନ ସଞ୍ଚୟ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *