Excuse Me Odisha

ଯାହା କହିବୁ ସତ କହିବୁ

ଏହି ୪ଟି ସ୍ୱପ୍ନ ଦେଖୁଛନ୍ତି କି | ଜାଣନ୍ତୁ ଏମାନଙ୍କ ପଛରେ ଥିବା ସମସ୍ତ ଭୟଙ୍କର କଥା !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣଙ୍କ ମାନଙ୍କୁ ଜଣେଇବୁ ଏହି ୪ ଟି ସ୍ୱପ୍ନ ଦେଖୁଛନ୍ତି କି ଭୟଙ୍କର କଥା।

ବନ୍ଧୁଗଣ ଆମେ ଶୋଇବା ସମୟରେ ବିଭିନ୍ନ ପ୍ରକାରର ସ୍ୱପ୍ନ ଦେଖିଥାଉ। ଯେମିତିକି କିଛି ଭୟଭୀତ କରିବା ଭଳି କିମ୍ବା କିଛି ଭଲ ସ୍ୱପ୍ନ ଦେଖିଥାଉ। ଆମେ ଯେଉଁ ସ୍ୱପ୍ନ ଦେଖିଥାଉ ତାହା ଅନ୍ୟ ମାନଙ୍କ ଆଗରେ ପ୍ରକାଶ କରିଦେଇଥାଉ କିନ୍ତୁ ଆଜିର ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣଙ୍କୁ ଏପରି ୪ ଟି ସ୍ୱପ୍ନ ବିଷୟରେ ଜଣେଇବୁ ଯାହା ଅନ୍ୟ ମାନଙ୍କ ଆଗରେ ପ୍ରକାଶ କରିବା ଉଚିତ ହୋଇନଥାଏ। ଏପରି କରିବା ଦ୍ୱାରା ମନୁଷ୍ୟ କୌଣସି କାମରେ ସଫଳ ହୋଇପାରିନଥାଏ।

ପ୍ରଥମ ସ୍ୱପ୍ନ। ଯଦି ଆପଣ ଶୋଇବା ସମୟରେ ନିଜର ମୃତ୍ୟୁ ବିଷୟରେ ସ୍ୱପ୍ନ ଦେଖୁଛନ୍ତି ତେବେ ଏହି କଥାକୁ ଅନ୍ୟ ଆଗରେ ପ୍ରକାଶ କରନ୍ତୁ ନାହିଁ। କାରଣ ଏହା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ। ଯଦି ଆପଣ କିଛି ଏପରି ସ୍ୱପ୍ନ ଦେଖୁଛନ୍ତି ତେବେ ଜାଣି ରଖନ୍ତୁ କି ଆପଣଙ୍କର ବହୁତ ବଡ଼ ସମସ୍ୟା ଦୂର ହେବାକୁ ଯାଉଛି। ଆଉ ଦୁଃଖର ଦିନ ଯାଇ ସୁଖର ଦିନ ଆସିବାକୁ ଯାଉଛି। ଯଦି ଆପଣ ଏହି ସ୍ୱପ୍ନ ବିଷୟରେ ଅନ୍ୟ ମାନଙ୍କ ଆଗରେ ପ୍ରକାଶ କରିଦେଉଛନ୍ତି ତେବେ ଏହି ସ୍ୱପ୍ନର ପ୍ରଭାବ ନଷ୍ଟ ହୋଇଯାଇଥାଏ। ସେଥିପାଇଁ ଏହି ସ୍ୱପ୍ନ ବିଷୟରେ ଭୁଲରେ ମଧ୍ୟ ଅନ୍ୟ ମାନଙ୍କ ଆଗରେ ପ୍ରକାଶ କରନ୍ତୁ ନାହିଁ।

ଦ୍ୱିତୀୟ ସ୍ୱପ୍ନ। ବନ୍ଧୁଗଣ ଯଦି ଆପଣ ଶୋଇବା ସମୟରେ ନିଜକୁ କୌଣସି ଜଙ୍ଗଲରେ ବୁଲୁଥିବାର ବା ନଦୀ ପାଖରେ ବସିଥିବାର ସ୍ୱପ୍ନ ଦେଖୁଛନ୍ତି ତେବେ ଏହି କଥା ଅନ୍ୟ ମାନଙ୍କ ଆଗରେ ପ୍ରକାଶ କରନ୍ତୁ ନାହିଁ। କାରଣ ଏହାର ଅର୍ଥ ଏହା ହୋଇଥାଏ ଯେ ଆପଣଙ୍କ ଜୀବନରେ ଖୁସି ଆସିବାକୁ ଯାଉଛି ଏବଂ ଆପଣ ବହୁତ ବଡ଼ କାମରେ ସଫଳତା ହାସଲ କରିବାକୁ ଯାଉଛନ୍ତି।

ତୃତୀୟ ସ୍ୱପ୍ନ। ଯଦି ଆପଣ ସ୍ୱପ୍ନରେ ଗାଈ ଏବଂ ତାର ବାଛୁରୀ ଏକା ସହିତ ଚରୁଥିବାର ଦେଖନ୍ତି ତେବେ ଜାଣି ରଖନ୍ତୁ କି ଆପଣ ଭବିଷ୍ୟତରେ କୋଟିପତି ହେବାର ଆଶଙ୍କା ରହିଛି। ଯଦି ଆପଣ ଏହି ସ୍ୱପ୍ନ ବିଷୟରେ ଅନ୍ୟ ମାନଙ୍କ ଆଗରେ ପ୍ରକାଶ କରିଦେଉଛନ୍ତି ତେବେ ଆପଣଙ୍କର ଆଶା ଆଶାରେ ହିଁ ରହିଯିବ। ଅର୍ଥାତ ଏହି ସ୍ଵପ୍ନର ପ୍ରଭାବ କମି ଯାଇଥାଏ। ସେଥିପାଇଁ ଭୁଲରେ ବି ଏହି ସ୍ୱପ୍ନ ବିଷୟରେ ଅନ୍ୟ ମାନଙ୍କ ଆଗରେ ପ୍ରକାଶ କରନ୍ତୁ ନାହିଁ।

ଚତୁର୍ଥ ସ୍ୱପ୍ନ। ଯଦି ଆପଣ ଶୋଇବା ସମୟରେ ସାପର ସ୍ୱପ୍ନ ଦେଖୁଛନ୍ତି ତେବେ ଜାଣିରଖନ୍ତୁ ଯେ ଆପଣଙ୍କର ଜୀବନରେ ମାନ ସମ୍ମାନର ବୃଦ୍ଧି ଘଟିବାକୁ ଯାଉଛି। ଆଉ ଯଦି ଆପଣ ଏହି ସ୍ୱପ୍ନ ବିଷୟରେ ଅନ୍ୟ ମାନଙ୍କୁ ଜଣାଇ ଦେଉଛନ୍ତି ତେବେ ଏହାର ପ୍ରଭାବ ନଷ୍ଟ ହୋଇଯାଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *