Excuse Me Odisha

ଯାହା କହିବୁ ସତ କହିବୁ

ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇ ଥାଏ ଏହି ଗୋଟିଏ ପତ୍ର ! ପାଖ ମାଡ଼ିବ ନାହିଁ ରୋଗ !

ସେୟାର୍ କରନ୍ତୁ

ବନ୍ଧୁଗଣ, ଆପଣଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। ପୃଥିବୀରେ ଏଭଳି କିଛି ଗଛ ଗୁଡ଼ିକ ରହିଛି, ଯାହାର ପତ୍ରକୁ ପ୍ରତିଦିନ ଖାଇବା ଦ୍ଵାରା ଆପଣଙ୍କୁ ୮୦ ବର୍ଷ ଯାଏଁ କୌଣସି ରୋଗ ହେବ ନାହିଁ। ଏହି ପତ୍ରକୁ ଖାଇବା ଦ୍ବାରା ଥଣ୍ଡା, କାଶ ଠାରୁ ଆରମ୍ଭ କରି କ୍ୟାନସର ପର୍ଯ୍ୟନ୍ତ ସବୁ ରୋଗ ଭଲ ହୋଇ ଯାଇଥାଏ। ଆଜି ଆମେ ଆପଣଙ୍କୁ ସେହି ପତ୍ର ବିଷୟରେ କହିବାକୁ ଯାଉଛୁ।

ଗୁଳୁଚି ଗଛ ପ୍ରାୟତଃ ସବୁ ସ୍ଥାନରେ ବଢ଼ିଥାଏ। ଗୁଳୁଚି ଗଛର ମୂଳ ଓ ପତ୍ର ଆମ ଶରୀର ପାଇଁ ବହୁତ ଲାଭଦାୟକ ଅଟେ। କିଛି ଲୋକେ ଗୁଳୁଚି ଗଛର ମୂଳକୁ ବ୍ୟବହାର କରି ଏହାର ପତ୍ରକୁ ଅଯଥା ଭାବି ବାହାରେ ଫୋପାଡି ଦେଇଥାନ୍ତି। କିନ୍ତୁ ଏଭଳି କରିବା ଉଚିତ ନୁହେଁ। ଗୁଳୁଚି ପତ୍ରରେ ପ୍ରଚୁର ପରିମାଣରେ ଔଷଧୀୟ ଗୁଣ ଭରି ରହିଛି।ଏହାକୁ ସେବନ କରିବା ଦ୍ୱାରା କୌଣସି ବ୍ୟକ୍ତିକୁ ୮୦ ବର୍ଷ ପର୍ଯ୍ୟନ୍ତ କିଛି ରୋଗ ହେବ ନାହିଁ।ତେବେ ସାଙ୍ଗମାନେ ଆସନ୍ତୁ ଜାଣିବା ଏହି ପତ୍ରର ଫାଇଦା ଓ ଏହାକୁ କିପରି ବ୍ୟବହାର କରିବେ।

– କ୍ୟାନସର ରୋଗ ପାଇଁ ଆଜି ପର୍ଯ୍ୟନ୍ତ କୌଣସି ଔଷଧ ପ୍ରସ୍ତୁତ ହୋଇ ପାରି ନାହିଁ। କିନ୍ତୁ ଯଦି ଆପଣ ଗୁଳୁଚିର ମୂଳ ଓ ପତ୍ରକୁ ପ୍ରତିଦିନ ସେବନ କରିବେ, ତାହେଲେ ନିଶ୍ଚିତ ଭାବରେ ଆପଣଙ୍କୁ କ୍ୟାନସର ଭଳି ବେମାରୀରୁ ମୁକ୍ତି ମିଳିବ।ପ୍ରତିଦିନ ଖାଲି ପେଟରେ ଗୋଟେ କିମ୍ବା ଦୁଇଟି ଗୁଳୁଚି ପତ୍ର ସେବନ କରନ୍ତୁ।

– ମୋଟାପଣ ବା ମେଦବହୁଳତାକୁ ଦୂର କରିବା ପାଇଁ ଗୁଲୁଚି ସେବନ କରନ୍ତୁ। ଏହାସହିତ ଆପଣ ବ୍ୟାୟାମ କରନ୍ତୁ, ଦେଖିବେ ଆପଣଙ୍କୁ ନିଶ୍ଚିତ ଭାବରେ ଲାଭ ମିଳିବ। ଆମ ଶରୀରରେ ଥିବା ବିନ୍ଧା ସମସ୍ୟା ମଧ୍ୟ ଦୂର ହୋଇ ଯାଇଥାଏ। ଆପଣ ପ୍ରତିଦିନ ସକାଳେ ଖାଲିପେଟରେ ୨ଟି ଗୁଳୁଚି ପତ୍ରର ସେବନ କରନ୍ତୁ ଏବଂ ଏହାକୁ ଖାଇଲା ପରେ ୪୫ ମିନିଟ ପର୍ଯ୍ୟନ୍ତ ଆପଣ ବ୍ୟାୟାମ ମଧ୍ୟ କରି ପାରିବେ। ଦେଖିବେ ଗୋଟେ ମାସଭିତରେ ଆପଣଙ୍କୁ ନିଶ୍ଚିତ ଭାବରେ ଉତ୍ତମ ପରିଣାମ ପ୍ରାପ୍ତ ହେବ।

– ଏହି ଗୁଳୁଚି ହୃଦରୋଗୀ ମାନଙ୍କ ପାଇଁ ଅଧିକ ଲାଭଦାୟକ ହୋଇଥାଏ। ଅଧିକାଂଶ ଡ଼ାକ୍ତର ମାନେ ହୃଦରୋଗୀ ମାନଙ୍କୁ ଗୁଳୁଚି ଗଛର ପତ୍ର ଓ ମୂଳକୁ ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି। ଏହାର ସେବନ କରିବା ଦ୍ୱାରା ଆପଣଙ୍କ ଶରୀରର କୋଲୋଷ୍ଟ୍ରୋଲର ସ୍ତର ନିୟନ୍ତ୍ରଣରେ ରହିଥାଏ। ଏହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଉତ୍ତମ ଅଟେ।

– ଗୁଳୁଚି ଗଛର ମୂଳ ଓ ପତ୍ର ସେବନ କଲେ, ଏହା ଶରୀରର ରକ୍ତକୁ ପରିଷ୍କାର କରିଥାଏ। ଗୁଳୁଚି ପତ୍ରରେ ପ୍ରଚୁର ପରିମାଣରେ ଔଷଧୀୟ ଗୁଣ ଭରି ରହିଛି। ଯାହାଦ୍ଵାରା ଆପଣଙ୍କ ଶରୀରରେ ଥିବା ଅପରିଷ୍କାର ରକ୍ତ ବାହାରି ଯାଇଥାଏ ଏବଂ ନୂଆ ରକ୍ତକଣିକା ସୃଷ୍ଟି ହୋଇଥାଏ।ଏହା ଶରୀର ପାଇଁ ଖୁବ୍ ଉପକାରୀ ଅଟେ।

– ଗୁଳୁଚି ପତ୍ର ସେବନ କରିବା ଦ୍ଵାରା ମୁହଁରେ ବ୍ରଣ ବାହାରି ନଥାଏ। ଶରୀରରେ ରକ୍ତ ଅପରିଷ୍କାର ହେଲେ ମୁହଁରେ ବ୍ରଣ ହୋଇଥାଏ। ଯଦି ଆପଣ ପ୍ରତ୍ୟେକଦିନ ଗୁଳୁଚି ପତ୍ରର ସେବନ କରିବେ, ତାହେଲେ ଆପଣଙ୍କୁ ନିଶ୍ଚିତ ରୂପରେ ସୁଫଳ ମିଳିବ।ଅର୍ଥାତ ଆପଣଙ୍କ ମୁହଁରେ ବ୍ରଣ ଛାଡ଼ିଯିବା ସହିତ ଆପଣଙ୍କ ଶରୀରର ରକ୍ତ ମଧ୍ୟ ପରିଷ୍କାର ହୋଇଯିବ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ। ତେବେ ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କ ସହିତ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *