Excuse Me Odisha

ଯାହା କହିବୁ ସତ କହିବୁ

ରାତିରେ ଜଳେଇ ଦିଅନ୍ତୁ ଏହି ୨ଟି ଜିନିଷ, ଗୋଟିଏ ମାସରେ ହୋଇଯିବେ କୋଟିପତି !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ରାତିରେ ଜଳେଇ ଦିଅନ୍ତୁ ଏହି ୨ ଟି ଜିନିଷ ୧ ମାସରେ କୋଟିପତି।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏମତି ଏକ ଉପାୟ ନେଇ ଆସିଛୁ ଯାହାକୁ କରିଲେ ଆପଣ ଧନବାନ ବ୍ୟକ୍ତି ହୋଇପାରିବେ। ଘରେ ଯଦି ଆପଣ ଏହି ୨ ଟି ଜିନିଷକୁ ଜଳାନ୍ତି ତେବେ ଆପଣଙ୍କୁ କୋଟିପତି ହେବାରୁ କେହି ବି ଅଟକାଇ ପାରିବେ ନାହିଁ।

ଜୀବନରେ ସବୁ ମନୁଷ୍ୟକୁ ଟଙ୍କା ପଇସାର ଦରକାର ପଡିଥାଏ ଏବଂ ଧନୀ ହେବାକୁ କିଏ ବା ଚାହିଁନଥାଏ। ତେଣୁ ସମସ୍ତେ ଖୁସିରେ ଜୀବନ କାଟିବାକୁ ଚାହିଁଥାନ୍ତି। ଭୋଗବିଳାସ କରିବାକୁ ଚାହିଁଥାନ୍ତି। ପଇସାର ଦରକାର ପଡିଥାଏ କିନ୍ତୁ ଆଜିର ସମୟରେ ଧନ କମାଇବା ସହଜ ହୋଇନଥାଏ। ଆଜିର ସମୟରେ ମନୁଷ୍ୟ ଅକ୍ଲାନ୍ତ ପରିଶ୍ରମ କଲା ପରେ ବି ଜୀବନ ବଞ୍ଚାଇବା ପାଇଁ ଅଳ୍ପ କିଛି କମାଇ ପାରିଥାଏ କିନ୍ତୁ ମନୁଷ୍ୟ ଭୋଗ ବିଳାସର ଜୀବନ ଅତିବାହିତ କରି ପାରିନଥାଏ। ତେଣୁ ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ଗୋଟିଏ ଉପାୟ ବିଷୟରେ ଜଣେଇବୁ ଯାହାକୁ କରି ଆପଣ ମାତ୍ର ୧ ଘଣ୍ଟାରେ ଏହି ୨ ଟି ଜିନିଷକୁ ଜଳାଇ କୋଟିପତି ହେବାର ଲକ୍ଷ୍ୟ ପାଇପାରିବେ।

ପ୍ରଥମେ ଆପଣ କର୍ପୂର ଏବଂ ଲବଙ୍ଗ ଆଣନ୍ତୁ। ଏହି ୨ ଟି ଜିନିଷକୁ ଜଳାଇ ଆପଣ କୋଟିପତି ମଧ୍ୟ ହୋଇପାରନ୍ତି। ଏହା ସହିତ ଆପଣଙ୍କର ଧନ ସମ୍ବଦ୍ଧିତ ସବୁ ସମସ୍ୟା ଏବଂ ଯଦି କରଜ ଭାର ରହିଛି ତେବେ ତାହା ମଧ୍ୟ ଦୂର ହୋଇପାରିବ। ଏହି କାର୍ଯ୍ୟ କରିବା ଦ୍ୱାରା ମଧ୍ୟ ସମସ୍ତ ଅଟକି ରହିଥିବା କାର୍ଯ୍ୟ ମଧ୍ୟ ଜୋରସୋରରେ ଚାଲୁ ହେବାକୁ ଲାଗିବ ଏବଂ ଆପଣଙ୍କର ସବୁ ମନସ୍କାମନା ଆଉ ସବୁ ଇଛା ପୂରଣ ହେବାକୁ ଲାଗିବ। ଧନ ସମ୍ବଦ୍ଧିତ ସମସ୍ୟାକୁ ଦୂର କରିବା ପାଇଁ ଏହି ଉପାୟ ବହୁତ ଲାଭକାରୀ ଅଟେ। ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ। ତେବେ ରାତ୍ର ସମୟରେ ଗୋଟିଏ ମାଟି ଦୀପ ଆଣନ୍ତୁ ଏବଂ ସେଥିରେ ଗୋଟିଏ କର୍ପୂର ଖଣ୍ଡ ଏବଂ ୫ ଟି ଲବଙ୍ଗ ପକାନ୍ତୁ ତାପରେ ଆପଣ କର୍ପୂର ସେହି ଖଣ୍ଡରେ ନିଆଁ ଲଗାଇ ଦିଅନ୍ତୁ।

ଯେତେବେଳେ ଆପଣ ଦେଖିବେ ସେହି କର୍ପୁରରେ ନିଆଁ ଲଗାଇବେ ତେବେ ସେହି କର୍ପୂର ଜଳିବା ସହିତ ଲବଙ୍ଗ ମଧ୍ୟ ଜଳିବ ଏବଂ ଦୁଇଟି ଯାକ ଜଳିବାର ଲାଗିବ। ତାପରେ ଏହାକୁ ସେହି ଜଳୁଥିବା ଅବସ୍ଥାରେ ଏହାକୁ ନେଇ ଆପଣ ଆପଣଙ୍କର ମୁଖ୍ୟ ଫାଟକର ସାମ୍ନାର ବାମ ପଟେ ରଖିଦିଅନ୍ତୁ। ଯାହା ଫଳରେ ଏହା ଆପଣଙ୍କର ଘରର ସବୁ ନକରାତ୍ମକ ଏବଂ ନେଗେଟିଭ ଉର୍ଜାକୁ ଦୂର କରିବା ସହିତ ଘରକୁ ଧନ ଆଣିବାର ସବୁ ରାସ୍ତା ଖୋଲିଦେଵ କାରଣ କର୍ପୂର ଜଳିବା ଦ୍ୱାରା ଘରକୁ ସବୁ ନକରାତ୍ମକ ଉର୍ଜା ଠାରୁ ଦୂର କରିଥାଏ। ଘରକୁ ଧନ ଆସିବାର ସବୁ ରାସ୍ତା ଖୋଲି ଦେଇଥାଏ।

ଯାହା ଦ୍ୱାରା ଆପଣଙ୍କର ଘରକୁ ଧନ ସମ୍ବଦ୍ଧିତ ସବୁ ଅସୁବିଧା ବା ଧନ ସମ୍ପତ୍ତି ଆସିବାର ସବୁ ରାସ୍ତା ଖୋଲିଯିବ ଏବଂ ଆପଣଙ୍କର ଘରୁ ସବୁ ଅଭାବ ମଧ୍ୟ ଦୂର ହୋଇଯିବ। ଘରକୁ ଟଙ୍କା ପଇସାର ଆଗମନ ହେବ। ଏହା ସହିତ ଘରେ ଧନ ସମ୍ପତ୍ତି ବା ଟଙ୍କା ପଇସା ସ୍ଥାୟୀ ରୂପରେ ବାସ କରିଥାଏ। ଏହା ସହିତ ମଧ୍ୟ ଘରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ ଏବଂ ଯେଉଁଠାରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ ସେଠାରେ କେବେବି ଧନ ସମ୍ପତ୍ତିର ଅଭାବ ରହିନଥାଏ। ସେହି ମନୁଷ୍ୟ ସର୍ବଦା ଭୋଗବିଳାସରେ ଜୀବନ କାଟିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *