Excuse Me Odisha

ଯାହା କହିବୁ ସତ କହିବୁ

ଦୁନିଆରେ ସବୁଠାରୁ ଅଧିକ ଭାଗ୍ୟଶାଳୀ ରାଶି ! ୨୦୨୨ ରୁ ୨୦୪୦ ପର୍ଯ୍ୟନ୍ତ ଭାଗ୍ୟ ଚମିକିବ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଦୁନିଆରେ ସବୁଠୁ ଅଧିକ ଭାଗ୍ୟଶାଳୀ ରାଶି। ୨୦୨୨ ରୁ ୨୦୪୦ ପର୍ଯ୍ୟନ୍ତ ଭାଗ୍ୟ ଚମିକିବ।

ବନ୍ଧୁଗଣ ଆଜିର ଏହି ପୋଷ୍ଟରେ ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ ଜଣାଇବାକୁ ଯାଉଛୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୨୦୨୨ ରୁ ୨୦୪୦ ପର୍ଯ୍ୟନ୍ତ ବହୁତ ଶୁଭ ରହିବ। ଏମାନଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ବର୍ଷିବ। ଏହି ରାଶି ମାନଙ୍କର ଭାଗ୍ୟ ୨୦୨୨ ରୁ ଖୁବ ଭଲ ରହିବ। ଏହି ରାଶି ମାନଙ୍କୁ ତାଙ୍କ କିବନରେ ବହୁତ ଗୁଡିଏ ସଫଳତା ମିଳିବ। ଏମାନଙ୍କ ଜାତକରେ ମଧ୍ୟ କେତେ ସାରା ରାଜଯୋଗ ବନୁଅଛି। ଏହି ରାଜଯୋଗର ଲାଭ ଆପଣଙ୍କୁ ଏବେ ମିଳିବାକୁ ଯାଉଛି। ଏହି ରାଶି ମାନଙ୍କର ଭକ୍ତି ପୂଜାପାଠକୁ ଦେଖିକି ମା ଲକ୍ଷ୍ମୀ ଏମାନଙ୍କ ଉପରେ ବହୁତ ପ୍ରସନ୍ନ ହୋଇଛନ୍ତି ଆଉ ଏହି ରାଶିର ଲୋକମାନେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିବେ।

ଆପଣ ମା ଲକ୍ଷ୍ମୀଙ୍କ କୃପାରୁ ଜୀବନରେ ଦୁଇଗୁଣା ଅଧିକ ବଢ଼ିବେ। ଜୀବନରେ ହେବାକୁ ଥିବା ପରିବର୍ତ୍ତନ ଆପଣଙ୍କ ପାଇଁ ବହୁତ ସୁନ୍ଦର ରହିବ। ଶିକ୍ଷା ସ୍ୱାସ୍ଥ୍ୟ ଦାମ୍ଫତ୍ୟ ଜୀବନ ଚାକିରୀ ବିଜନେସ କ୍ଷେତ୍ରରେ ଆପଣଙ୍କୁ ନୂଆ ଖୁସି ଖବର ମିଳିବାକୁ ଯାଉଛି। ଏହି ସମୟରେ ଆପଣ କୌଣସି ବି କାମକୁ ଧ୍ୟାନରେ କରନ୍ତୁ ଆଉ ଯାହାବି କରିବେ ଭାବି ଚିନ୍ତି କରନ୍ତୁ ନଚେତ ଆପଣଙ୍କର ହେବାକୁ ଥିବା କାମ ମଧ୍ୟ ବିଗିଡି ଯିବ। ଏହି ସମୟରେ ଆପଣଙ୍କୁ ସଫଳତା ମିଳିବ। ସମାଜରେ ଆପଣଙ୍କର ମାନ ସମ୍ମାନ ବଢିବ। ଆପଣଙ୍କ ବୈବାହିକ ଜୀବନରେ ଖୁସି ଆସିବାକୁ ଯାଉଛି।

ସନ୍ତାନ ପ୍ରାପ୍ତ ହୋଇପାରେ। ଭାଗ୍ୟ ଚମକିବା କାରଣରୁ ଆପଣଙ୍କର ସମସ୍ତ ଅଟକି ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ। ଅଫିସ କ୍ଷେତ୍ରର୍ଡ ପଦନ୍ନତି ପ୍ରାପ୍ତ ହେବ। ବେପାରରେ ଚାଲୁଥିବା ଅସୁବିଧା ଦୂର ହେବ। ଆପଣଙ୍କୁ ପ୍ରତିଯୋଗିତା ପରୀକ୍ଷାରେ ସଫଳତା ପ୍ରାପ୍ତି ହେବ। ମା ଲକ୍ଷ୍ମୀଙ୍କ କୃପାରୁ ଏହି ବର୍ଷ ଆପଣଙ୍କର ବହୁତ ଲାଭ ପ୍ରାପ୍ତି ହେବ। ଆଉ ଏହି ରାଶି ମାନଙ୍କୁ ବହୁତ ଶୁଭ ଫଳ ପ୍ରାପ୍ତି ହେବ। ତ ଆସନ୍ତୁ ସେହି ଭାଗ୍ୟଶାଳୀ ରାଶି କଣ କଣ ଯେଉଁମାନଙ୍କର ଭାଗ୍ୟ ୨୦୨୨ ରୁ ୨୦୪୦ ପର୍ଯ୍ୟନ୍ତ ଚମକିବାକୁ ଯାଉଛି।

ମିଥୁନ ରାଶି। ଆସୁବାକୁ ଥିବା ସମୟ ଏହି ରାଶିଙ୍କ ଉପରେ ମା ଲକ୍ଷ୍ମୀଙ୍କର ବିଶେଷ କୃପା ଦୃଷ୍ଟି ରହିବ। ଏବଂ ଆପଣଙ୍କୁ ୨୦୨୨ ରୁ ୨୦୪୦ ପର୍ଯ୍ୟନ୍ତ ସବୁ ଦୁଃଖର ନିବାରଣ ମଧ୍ୟ ହେବ। ମା ଲକ୍ଷ୍ମୀଙ୍କ କୃପାରୁ ଜୀବନରେ ଉନ୍ନତି କରିବେ। ଆଗକୁ ବଢି ଜୀବନରେ ଅନେକ ପ୍ରକାରର ଲାଭ ଆପଣଙ୍କୁ ପ୍ରାପ୍ତ ହେବ। ଜୀବନରେ ହେବାକୁ ଥିବା ପରିବର୍ତ୍ତନ ବହୁତ ଭଲ ରହିବ। ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କୁ ଧନ ପ୍ରାପ୍ତି ସହିତ ଖୁସି ମଧ୍ୟ ମିଳିବ। ଯେଉଁମାନଙ୍କର ବିବାହ ହୋଇ ପାରୁନଥିଲା ସେମାନଙ୍କର ବିବାହର ଯୋଗ ବନୁଛି। ଯେଉଁମାନେ ଚାକିରୀ ଖୋଜୁଥିଲେ ସେମାନଙ୍କୁ ଭଲ ଚାକିରୀ ସହିତ ଭଲ ଦରମା ମଧ୍ୟ ମିଳିବ। ଆପଣଙ୍କୁ ଏହି ସମୟରେ ସମସ୍ତ ପ୍ରକାରର ସାହାର୍ଯ୍ୟ ସହଯୋଗ ମିଳିବ। ଆପଣଙ୍କର ସବୁ କାର୍ଯ୍ୟ ସଫଳ ହେବ।

ସିଂହ। ଏହି ରାଶିଙ୍କର ସବୁ କଷ୍ଟ ମା ଲକ୍ଷ୍ମୀ ହରଣ କରିବେ। ୨୦୨୨ ରୁ ୨୦୪୦ ପର୍ଯ୍ୟନ୍ତ ଆପଣଙ୍କ ଭାଗ୍ୟ ଚମିକିବ। ଅନେକ ପ୍ରକାରର ଖୁସି ଖବର ପ୍ରାପ୍ତ ହେବ। ଆପଣଙ୍କ ଭାଗ୍ୟ ବଦଳିବାକୁ ଯାଉଛି। ଆପଣଙ୍କ ଜୀବନରେ ଅନେକ ପ୍ରକାରର ଖୁସି ଯେପରି ଧନର ବୃଦ୍ଧି ହେବ। କୋର୍ଟ କଚେରୀରେ ସଫଳତା ହାସଲ ହେବ। ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ବଢିବ। ଏହି ରାଶିର ଲୋକଙ୍କୁ ଏହି ସମୟରେ ନିଜ କଥା ଉପରେ କଣ୍ଟ୍ରୋଲ ରଖିବା ଉଚିତ। ଆପଣ ଯେତିକି କମ କଥା କହିବେ ସେତିକି ଭଲ। ଆପଣ ଯେତେ ଅଧିକ ପରିଶ୍ରମ କରିବେ ସେତିକି ଅଧିକା ଲାଭ ପାଇବେ।

କନ୍ୟା ରାଶି। ଏହି ରାଶିର ଜାତକ ମାନେ ୨୦୨୨ ରୁ ୨୦୪୦ ପର୍ଯ୍ୟନ୍ତ ଖୁସିରେ ରହିବେ। ଆପଣ ସବୁ ଶୁଭ ରାଶି ମାନଙ୍କ ମଧ୍ୟରୁ ଜଣେ। ଆପଣଙ୍କୁ ସେୟାର ମାର୍କେଟରୁ ଲାଭ ମିଳିବ। ଇନକମରେ ବୃଦ୍ଧି ହେବ। ହଠାତ ଧନର ପ୍ରାପ୍ତି ହେବ। ଆପଣଙ୍କ ସ୍ୱାସ୍ଥ୍ୟ ବହୁତ ଭଲ ରହିବ। ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ରହିବ। ଏହି କାରଣରୁ କେତେ ପ୍ରକାରର ଲାଭ ମିଳିବ। ସବୁଠାରୁ ଅଧିକ କାରବାରରେ ଲାଭ ମିଳିବ।

ସମାଜରେ ଆପଣଙ୍କର ମାନ ସମ୍ମାନ ବଢିବ। ଆସିବାକୁ ଥିବା ସମୟ ଆପଣଙ୍କ ପାଇଁ ଭଲ ରହିବ। ଚାକିରୀ କରୁଥିବା ଲୋକଙ୍କ ପ୍ରମୋସନ ମିଳିପାରେ। ଆପଣଙ୍କୁ ଚାକିରୀରେ ଅଧିକ ଦରମା ମିଳିବ। ମା ମା ଲକ୍ଷ୍ମୀଙ୍କର ନାମ ନେଇ ଯେକୌଣସି କାର୍ଯ୍ୟ ଆରମ୍ଭ କରନ୍ତି ତ ଆପଣଙ୍କ କାର୍ଯ୍ୟ ଭଲରେ ଭଲରେ ଶେଷ ହେବ। ଆପଣଙ୍କୁ ସେଥିରୁ ଅଧିକ ଲାଭ ମିଳିବ।

ମକର ରାଶି। ଏହି ରାଶିର ଜାତକଙ୍କୁ ଏହି ସମୟରେ ଉଚ୍ଚ ଅଧିକାରୀଙ୍କ ସାହାର୍ଯ୍ୟ ମିଳିବ। ମା ଲକ୍ଷ୍ମୀଙ୍କ କୃପାରୁ ମାନ ସମ୍ମାନ ବଢିବ। ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି। ନୂଆ ବ୍ୟକ୍ତିଙ୍କ ସହ ପରିଚୟ ହୋଇପାରେ। ଆପଣଙ୍କ ପାଇଁ ଆସିବାକୁ ଥିବା ସମୟ ବହୁତ ହିଁ ଭଲ ରହିବ। ବ୍ୟାପାର କରୁଥିବା ଲୋକଙ୍କୁ ଲାଭ ହେବ। ବ୍ୟାପାର କରୁଥିବା ଲୋକଙ୍କୁ ଉନ୍ନତି ହେବ। ସମୟ ସହିତ ନିଜ ଜୀବନରେ ସଫଳତା ମିଳିବ। ଆପଣ ନିଜ କାର୍ଯ୍ୟ କ୍ଷେତ୍ରରେ ପ୍ରଗତି କରିବେ। ପରିବାରରେ ବାତାବରଣ ଠିକ ରହିବ।

ମୀନ ରାଶି। ଏହି ରାଶିର ଲୋକଙ୍କ ଉପରେ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିଛି। ମା ଲକ୍ଷ୍ମୀଙ୍କ ବରଦାନ କାରଣରୁ ଆପଣ ସବୁ କାର୍ଯ୍ୟକୁ ସଫଳ କରିପାରିବେ। ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଆପଣ ଗଣିତ ହେବେ। ଆପଣ ନିଜ ଆତ୍ମବିଶ୍ୱାସକୁ ବ୍ୟବହାର କରି ସବୁ କାର୍ଯ୍ୟକୁ ସମ୍ପର୍ଣ୍ଣ କରିବେ ଯାହା ଦ୍ୱାରା ଆର୍ଥିକ ସ୍ଥିତି ଆପଣଙ୍କର ବଢିବ। ଆପଣଙ୍କୁ ଅନେକ ଗୁଡିଏ କାର୍ଯ୍ୟରେ ସଫଳତା ଦେଖିବାକୁ ମିଳିବ। ଆପଣ ନୂଆ ଘର ମଧ୍ୟ କିଣି ପାରନ୍ତି। ଆପଣଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ବହୁତ ମହତ୍ତ୍ୱପୂର୍ଣ୍ଣ ରହିବ। ପ୍ରେମ ସମ୍ପର୍କ ଆପଣଙ୍କର ମଧୁର ରହିବ। ଦାମ୍ଫତ୍ୟ ଜୀବନରେ ଖୁସି ଆସିବ। ଆପଣଙ୍କ ପରିବାରରେ ମଧ୍ୟ ଖୁସି ଦେଖିବାକୁ ମିଳିବ

ମେଷ ରାଶି। ଏହି ରାଶିର ଜାତକଙ୍କୁ ସଫଳତା ମିଳିବ। ଆପଣ ମା ଲକ୍ଷ୍ମୀଙ୍କ କୃପାରୁ ବହୁତ ଆଗକୁ ଗତି କରିବେ। କାର୍ଯ୍ୟ ସ୍ଥଳରେ ବରିଷ୍ଠ ଅଧିକାରୀଙ୍କ ସହିତ ସମ୍ବଦ୍ଧ ହୋଇପାରେ। ଆପଣ ନିଜ କାର୍ଯ୍ୟରେ ପ୍ରସନ୍ନ ରହିବେ। ଆପଣଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟ ଲାଭକାରୀ ସିଦ୍ଧ ହେବ। ତା ସହିତ ଘର ପରିବାରରେ ଖୁସି ନଜର ଆସିବ। ଘରେ କୌଣସି ବିବାହ କାର୍ଯ୍ୟ ହୋଇପାରେ।

ବିଦ୍ୟାର୍ଥୀ ମାନଙ୍କ ପାଇଁ ଏହି ବର୍ଷ ଭଲ ରହିବ। ତା ସହିତ ଅବିବାହିତ ଜାତକଙ୍କ ବିବାହ ବଂଦ୍ଧନରେ ବାନ୍ଧି ହେବେ। ଆପଣଙ୍କୁ ବିଦେଶ ଯାତ୍ରା କରିବାର ସୁଯୋଗ ମିଳିପାରେ। ନୂଆ ଚାକିରୀ ମଧ୍ୟ ମିଳିପାରେ। ଧନ ପ୍ରାପ୍ତିର ଯୋଗ ଅଛି। ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ସଫଳ ହେବ। ବଡ଼ ଭାଇ ଭଉଣୀଙ୍କ ଠାରୁ କିଛି ସାହାର୍ଯ୍ୟ ମିଳିପାରେ। ଲଭ ଲାଇଫ ମଧ୍ୟ ଭଲ ରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *