ପ୍ରଚୁର ଟଙ୍କା ରୋଜଗାର କରିବା ପାଇଁ ଏହି ଗୋଟିଏ କାମ କରନ୍ତୁ, ହେବ ଧନ ବର୍ଷା !
ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ପ୍ରଚୁର ଟଙ୍କା ରୋଜଗାର କରିବା ପାଇଁ ଏହି ଗୋଟିଏ କାମ କରନ୍ତୁ। ଧନର ବର୍ଷା ହେବ।
ବନ୍ଧୁଗଣ ପ୍ରତ୍ୟକ ମନୁଷ୍ୟ ଚାହିଁଥାନ୍ତି କି ନିଜର ଘର ପରିବାରକୁ ଖୁସିରେ ରଖିବା ପାଇଁ। କିନ୍ତୁ ସେହି ପ୍ରମାଣରେ ଅର୍ଥ ବ୍ୟକ୍ତିଙ୍କ ପାଖରେ ରହିନଥାଏ। ଯେତେ ରୋଜଗାର କଲେ ମଧ୍ୟ ସବୁବେଳେ ଅଭାବ ଦେଖାଦିଏ। ବର୍ତ୍ତମାନ ସମୟରେ ଅର୍ଥ ଯାହା ପାଖରେ ଅଛି ସବୁକିଛି ହିଁ ତା ପାଖରେ ଅଛି।ଆଜିର ଦୁନିଆରେ ଟଙ୍କା ହିଁ ସବୁକିଛି। ଏଥିପାଇଁ ଘର ପରିବାର ମଧ୍ୟରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପରସ୍ପର ମଧ୍ୟରେ ଅଧିକାଂଶ ସମୟରେ କଳି ଝଗଡା ମଧ୍ୟ ସୃଷ୍ଟି ହୋଇଥାଏ। ଯଦି ଆପଣଙ୍କ ଘରେ ଆର୍ଥିକ ଅସୁବିଧାରେ ସମୁଖୀନ ହେଉଛନ୍ତି ଯେତେ ରୋଜଗାର କଲେ ମଧ୍ୟ ଥାଳ ଭରୁନାହିଁ ତେବେ ଆଜିର ଏହି ପୋଷ୍ଟରେ କିଛି ଟିପ୍ସ କହୁଛେ ଏହାକୁ ବିଶ୍ୱାସର ସହ ନିଶ୍ଚୟ କରନ୍ତୁ ଦେଖିବେ କେବେବି ଧନର ଅଭାବ ରହିବ ନାହିଁ। ତେବେ ଆସନ୍ତୁ ଜାଣିବା।
ବନ୍ଧୁଗଣ ଆପଣ ଦିନସାରା କାମ କରି ଯେତେବେଳେ ଆପଣ ଖଟରେ ଶୋଇବାକୁ ଯାଉଛନ୍ତି ବା ବିଛଣାକୁ ଯାଉଛନ୍ତି ଶୋଇବା ପାଇଁ ତା ପୂର୍ବରୁ ଉତ୍ତର କିମ୍ବା ପୂର୍ବ ଦିଗକୁ ମୁଣ୍ଡ କରି ବସିବେ ଏବଂ ଦିନରୁ ୫ ଟି ତୁଳସୀ ପତ୍ର ତୋଳିକି ରଖିଥିବେ ଏବଂ ସେହି ପତ୍ରକୁ ଆପଣ ତକିଆ ତଳେ ରଖିଦିଅନ୍ତୁ। ରଖିବା ସମୟରେ ନିଜର ଇଷ୍ଟଦେବ କିମ୍ବା ଲକ୍ଷ୍ମୀ ନାରାୟଣଙ୍କୁ ଧ୍ୟାନ କରିକି ଶୋଇବେ। ଧ୍ୟାନ ରଖିବେ କି ଉତ୍ତର କିମ୍ବା ପୂର୍ବ ଦିଗକୁ ମୁଣ୍ଡ କରିକି ବସିବେ ଏବଂ ଦକ୍ଷିଣ କିମ୍ବା ପୂର୍ବ ଦିଗକୁ ମୁଣ୍ଡ କରି ଶୋଇବେ। ଏମିତି ସବୁଦିନ କରନ୍ତୁ।
ଏମିତି କରିବା ଦ୍ୱାରା ଦେଖିବେ କୁଆଡୁ ଟଙ୍କା ପଇସା ଆସିବ ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ। ଦେଖିବେ ଆପଣ ଯେଉଁ କାର୍ଯ୍ୟ କରୁଛନ୍ତି ଯେତେ ରୋଜଗାର କରୁଛନ୍ତି ଦେଖିବେ ଆପଣଙ୍କ ଥାଳ ଭରିଯିବ। ଅନାବଶ୍ୟକ ବାଜ୍ୟ ଖର୍ଚ୍ଚ ଆପଣଙ୍କର ହେବ ନାହିଁ ଏବଂ ଆର୍ଥିକ ସମସ୍ୟା ଆପଣଙ୍କର ଧୀରେ ଧୀରେ ଦୂର ହେବାକୁ ଲାଗିବ।
ଯଦି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ମତଭେଦ ଦେଖାଦେଉଛି ବା ଟିକେ ଟିକେ କଥାରେ କଳି ଝଗଡା ହେଉଛି ତ ଆପଣ ୨୧ ଦିନ ପର୍ଯ୍ୟନ୍ତ ଗୋଟିଏ ବ୍ରତ କରନ୍ତୁ। ଆପଣ ପ୍ରତ୍ୟକ ଦିନ ତୁଳସୀ ପତ୍ର ୫ ଟି ପକେଟରେ ରଖିବେ। ପ୍ରତି ୨୪ ଘଣ୍ଟାରେ ଏହାକୁ ଚେଞ୍ଜ ମଧ୍ୟ କରୁଥିବେ ଏବଂ ଇଶ୍ୱରଙ୍କୁ ଧ୍ୟାନ କରୁଥିବେ ଦେଖିବେ କିଛି ଦିନ ମଧ୍ୟରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପରସ୍ପରର ବୁଝାମଣା ଠିକ ରହିବ। ଏବଂ ଏହି ତୁଳସୀ ପତ୍ରକୁ ଏହିପରି ବ୍ୟବହାର କରିବା ଦ୍ୱାରା ଆପଣଙ୍କର ବ୍ୟାପାର ବାଣିଜ୍ୟରେ ମଧ୍ୟ ଉନ୍ନତି ହୋଇଥାଏ।
ଯେତେବେଳେ ଆପଣ ବାଣିଜ୍ୟରେ ଯାଉଛନ୍ତି ବା ବ୍ୟାପାର ଦୋକାନ କିମ୍ବା ଯେକୌଣସି କ୍ଷେତ୍ରରେ ଯାଆନ୍ତୁ ନାଁ କାହିଁକି ଠିକ ଏହିପରି ୫ଟି ତୁଳସୀ ପତ୍ରକୁ ନିଜ ମନୀପର୍ସରେ ରଖନ୍ତୁ ଅଥବା ନିଜ ପକେଟରେ ରଖନ୍ତୁ ଏବଂ ଠିକ ସେହିପରି ୨୪ ଘଣ୍ଟାରେ ଥରେ ଏହି ପତ୍ରକୁ ଚେଞ୍ଚ କରିନିଅନ୍ତୁ। ଦେଖିବେ ଆପଣଙ୍କର ଯେକୌଣସି ବ୍ୟାପାର ବାଣିଜ୍ୟରେ ନିଶ୍ଚିତ ଭାବରେ ଧନ ଉପାର୍ଜନ କରିପାରିବେ। କେବେବି ଥାଳ ଆପଣଙ୍କର ଅପୂର୍ଣ ରହିବ ନାହିଁ।
ଏହିପରି ପ୍ରତିଦିନ କରନ୍ତୁ ଦେଖିବେ ଆର୍ଥିକ ସମସ୍ୟା ଦୂର ହେବ ଏବଂ ଆପଣଙ୍କ ପାଖରେ କେବେବି ଧନର ଅଭାବ ରହିବ ନାହିଁ। ଯେତେ ଯାହା ହେଲେ ମଧ୍ୟ ଧନ ଆପଣଙ୍କ ପାଖରେ କିଛି ନାଁ କିଛି ନିଶ୍ଚିତ ଭାବରେ ରହିଥିବ। ତେଣୁ ବନ୍ଧୁଗଣ ଏହି ଉପାୟଟିକୁ ନିଶ୍ଚିତ ଭାବରେ କରିବେ। ଦେଖିବେ ଆପଣଙ୍କର ଧନର ଅଭାବ ରହିବ ନାହିଁ।