Excuse Me Odisha

ଯାହା କହିବୁ ସତ କହିବୁ

ଡିସେମ୍ବର ୧୬,ଗୁରୁବାର {ସଂକ୍ରାନ୍ତି} ଠାରୁ ଏହି ୫ଟି ରାଶିର ଭାଗ୍ୟ ଚମକିବ ! ସୂର୍ଯ୍ୟଙ୍କ ରାଶି ପରିବର୍ତନ !!

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୧୬ ଡିସେମ୍ବର ଗୁରୁବାର ଏହି ଥର ସଂକ୍ରାନ୍ତି ଠାରୁ ୫ ଟି ରାଶିର ଭାଗ୍ୟ ଚମକିବ।

ସୁର୍ଯ୍ୟ ଦେବଙ୍କର ରାଶି ପରିବର୍ତ୍ତନ ହେବାକୁ ଯାଉଛି ଯାହାକି କିଛି ରାଶି ମାନଙ୍କ ପାଇଁ ବହୁତ ହିଁ ଖୁସିର ସମୟ ଏବଂ ଜୀବନରେ କିଛି ନୂଆ ପରିବର୍ତ୍ତନ ଆଣି କରି ଆସୁଅଛି। ସୂର୍ଯ୍ୟଦେବ ଗୋଟିଏ ରାଶିରେ ଏକ ମାସ ରହିଥାନ୍ତି। ସୂର୍ଯ୍ୟଦେବଙ୍କର ଏହିପରି ରାଶି ପରିବର୍ତ୍ତନକୁ ସୁର୍ଯ୍ୟ ସଂକ୍ରାନ୍ତି ବୋଲି କୁହାଯାଏ। ଏହା ଯୋଗୁ ଅନେକ ରାଶିଙ୍କୁ ଭଲ ଫଳ ମିଳିଥାଏ। ତ ଏବେ ଆସନ୍ତୁ ଜାଣିବା କି ସୂର୍ଯ୍ୟଦେବଙ୍କର ରାଶି ପରିବର୍ତ୍ତନ କେଉଁ ରାଶି ମାନଙ୍କ ପାଇଁ ଲାଭକାରୀ ରହିବ

ବୃଷ ରାଶି। ସୂର୍ଯ୍ୟଦେବଙ୍କର ରାଶି ପରିବର୍ତ୍ତନ ଏହି ରାଶି ପାଇଁ ଭଲ ପରିଣାମ ନେଇ କରିଆସୁଅଛି। ଏହି ରାଶିର ଲୋକଙ୍କୁ ଚାକିରୀ ଏବଂ ବାଣିଜ୍ୟରେ ସଫଳତା ପ୍ରାପ୍ତ ହେବ। ଆପଣଙ୍କୁ ଅନେକ ଶୁଭ ଖବର ବି ମିଳିପାରେ।

ମିଥୁନ ରାଶି। ଏହି ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟଦେବଙ୍କର ରାଶି ପରିବର୍ତ୍ତନ ଅନେକ ସମସ୍ୟା ମାନଙ୍କର ସମାଧାନ ଆଣିକରି ଆସିବ। ଯଦି ଆପଣଙ୍କର କୌଣସି ରୋଗର ସମସ୍ୟା ରହିଅଛି ତ ସ୍ୱାସ୍ଥ୍ୟ ଗତ ଲାଭ ମିଳିବ। ପୁରୁଣା ରୋଗରୁ ଆରାମ ମିଳିବ। ପରିବାରରେ ଖୁସି ଲାଗି ରହିବ ଏବଂ ଜୀବନସାଥୀଙ୍କ ସହିତ ବୁଲିବାର ସୁଯୋଗ ପ୍ରାପ୍ତ ହେବ।

କନ୍ୟା ରାଶି। ଏହି ରାଶିର ଲୋକ ଭଗବାନଙ୍କୁ ସ୍ମରଣ କରିବେ। ଆଧ୍ୟାତ୍ମିକତା ପ୍ରତି ରୁଚି ବଢିବ। ସୂର୍ଯ୍ୟଦେବଙ୍କର ରାଶି ପରିବର୍ତ୍ତନ ଆପଣଙ୍କର ଜୀବନକୁ ଖୁସିରେ ଭରିବାକୁ ଯାଉଅଛି। ଯଦି ଆପଣ ଘର କିଣିବାକୁ ଚାହୁଁଛନ୍ତି ତେବେ ଏହା ପାଇଁ ଏହି ସମୟ ଉଚିତ ସମୟ ଅଟେ।

ଧନୁ ରାଶି। ସୂର୍ଯ୍ୟଦେବଙ୍କର ରାଶି ପରିବର୍ତ୍ତନ ଏହି ରାଶିଙ୍କ ପାଇଁ ଅନେକ ଖୁସି ନେଇ ଆସିବ। ସନ୍ତାନ ଜନିତ ସମସ୍ୟା ଦୂର ହେବ। ସନ୍ତାନ ମାନଙ୍କୁ ନେଇ ଯାହାବି ଆପଣଙ୍କର ଚିନ୍ତା ଥିଲା ତାହା ସବୁ ଦୂର ହେବାକୁ ଯାଉଅଛି ଏବଂ ବିଶେଷ କରି ବ୍ୟାପାରି ମାନଙ୍କୁ ଅଧିକରୁ ଅଧିକ ଲାଭ ଦେଖିବାକୁ ମିଳିବ। ବ୍ୟାପାରି ମାନେ ନିଜ ବ୍ୟାପାରକୁ ବଢ଼ାଇବା ପାଇଁ କୌଣସି ଯୋଜନା ପ୍ରସ୍ତୁତ କରିବେ ଓ ଏହା ଆପଣଙ୍କ ପାଇଁ ଲାଭକାରୀ ମଧ୍ୟ ରହିବ।

ମକର ରାଶି। ସୂର୍ଯ୍ୟଙ୍କର ତୁଳା ରାଶିକୁ ଆସିବା ଆପଣଙ୍କ ପାଇଁ ଖୁସି ଆଣିକରି ଆସୁଅଛି। ମକର ରାଶିର ଲୋକମାନଙ୍କ ପାଇଁ ଏହି ରାଶି ପରିବର୍ତ୍ତନ ମଙ୍ଗଳଦାୟକ ରହିବ। ଚାକିରୀ କ୍ଷେତ୍ରରେ ସାବଧାନତା ସହିତ କାମ କରନ୍ତୁ। ନିଜର ପରିଶ୍ରମ ଅନୁଯାୟୀ ଫଳ ପ୍ରାପ୍ତି ହେବ। ସ୍ୱାସ୍ଥ୍ୟ ଜନିତ ସମସ୍ୟାରୁ ଆରାମ ମିଳିବ। ଆପଣଙ୍କ ଠାରେ ସକ୍ରିୟତା ବଢିବ। ସୂର୍ଯ୍ୟଦେବଙ୍କର ରାଶି ପରିବର୍ତ୍ତନ ଏହି ରାଶି ପାଇଁ ବହୁତ ଖୁସିର ଆଉ ଆନନ୍ଦର ସମୟ ଆଣି କରି ଆସୁଅଛି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *