Excuse Me Odisha

ଯାହା କହିବୁ ସତ କହିବୁ

ମାଣବସା ଗୁରୁବାର ପରଠାରୁ ଏହି ୫ଟି ରାଶିର ଭାଗ୍ୟ ବଦଳିବ ! ଜାଣନ୍ତୁ କେଉଁ କେଉଁ ରାଶି !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମାଣ ବସା ଓଷା ୫ ଟି ରାଶି ହେବେ ଭାଗ୍ୟବାନ।

ପବିତ୍ର ମାଣ ବସା ଓଷା ଆଜିଠାରୁ ଏହି ୫ ଗୋଟି ରାଶିର ଭାଗ୍ୟ ବଦଳିବାକୁ ଯାଉଅଛି। ଧନବାନ ହେବେ ଏହି ୫ ଗୋଟି ରାଶି। ମା ଲକ୍ଷ୍ମୀଙ୍କର ଅପାର କୃପା ପ୍ରାପ୍ତ କରିବେ। ପ୍ରତ୍ୟକ ବ୍ୟକ୍ତି ନିଜ ଜୀବନରେ ଧନୀ ହେବାକୁ ଚାହିଁଥାଏ। କିନ୍ତୁ ଗ୍ରହ ମାନଙ୍କର ଚଳନ କାରଣରୁ ହିଁ ଭାଗ୍ୟର ଭବିଷ୍ୟତ ନିର୍ଭର କରିଥାଏ। ଗ୍ରହର ଚଳନ ଦ୍ୱାରା ହିଁ କୌଣସି ବ୍ୟକ୍ତିର ଭାଗ୍ୟ ସ୍ଥିର ହୋଇଥାଏ। ରାଶି ମାନଙ୍କର ଭାଗ୍ୟ ଗ୍ରହ ମାନଙ୍କର ଚଳନ ଉପରେ ହିଁ ନିର୍ଭର କରିଥାଏ। କୌଣସି ବ୍ୟକ୍ତି ନିଜ ଜୀବନରେ ବହୁତ କଠିନ ପରିଶ୍ରମ କରିଥାଏ କିନ୍ତୁ ତାକୁ କୌଣସି ଫଳ ପ୍ରାପ୍ତ ହୋଇନଥାଏ ଏବଂ ବେଳେ ବେଳେ ବିନା ପରିଶ୍ରମରେ ହିଁ ବ୍ୟକ୍ତିକୁ ବହୁତ କିଛି ମିଳିଯାଇଥାଏ। ଯାହା କେବଳ ଗ୍ରହ ମାନଙ୍କର ଚଳନ ଦ୍ୱାରା ହିଁ ସମ୍ଭବ ହୋଇପାରିଥାଏ।

ଯଦି କୌଣସି ବ୍ୟକ୍ତିର ଗ୍ରହର ଚଳନ ସଠିକ ଭାବରେ ହୋଇଥାଏ ତେବେ ସେହି ବ୍ୟକ୍ତିକୁ କମ ପରିଶ୍ରମରେ ଅଧିକ ଫଳ ପ୍ରାପ୍ତି ହୋଇଥାଏ ନଚେତ ଜଣେ ବ୍ୟକ୍ତି ଯେତେବି କଠିନ ପରିଶ୍ରମ କରୁ ନାଁ କାହିଁକି ତାକୁ କୌଣସି ଫଳ ପ୍ରାପ୍ତ ହୁଏନାହିଁ। ଆଜି ରାତି ଠାରୁ ରାଶି ଚକ୍ରର ୧୨ ଗୋଟି ରାଶି ମଧ୍ୟରୁ ଏଭଳି ୫ ଗୋଟି ରାଶି ଅଛନ୍ତି ଯେଉଁ ମାନଙ୍କ ଉପରେ ମା ଲକ୍ଷ୍ମୀଙ୍କର ବିଶେଷ କୃପାଦୃଷ୍ଟି ପଡ଼ିବାକୁ ଯାଉଅଛି। ତେବେ ଆସନ୍ତୁ ସେହି ୫ ଗୋଟି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ ଜାଣିବା।

ମେଷ ରାଶି। ଏହି ରାଶି ମାନଙ୍କ ଭବିଷ୍ୟତରେ ରାଜଯୋଗ ବନୁଅଛି। ଭବିଷ୍ୟତରେ ଏହି ରାଶି ମାନଙ୍କର କୌଣସି ଅଟକି ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ। ଏହି ରାଶିର ଲୋକଙ୍କୁ ନୂତନ ନୂତନ କାର୍ଯ୍ୟ କରିବା ନିମନ୍ତେ ସୁଯୋଗ ପ୍ରାପ୍ତ ହେବ। ଏହି ରାଶିର ଲୋକେ ନୂତନ ମିତ୍ର ବନାଇବେ ଏବଂ ଏହି ମିତ୍ର ମାନଙ୍କର ସମ୍ପୂର୍ଣ ସହଯୋଗ ମଧ୍ୟ ମିଳିବ। ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଲାଭ ମିଳିବ। ଆସନ୍ତା ସମୟରେ ଏହି ରାଶି ମାନଙ୍କର ଥିବା ଧନ ଜନିତ ସମସ୍ୟା ଦୂର ହେବ। ଏହି ରାଶି ମାନଙ୍କର ଜୀବନ ଧନଧାନ୍ୟରେ ପୂର୍ଣ୍ଣ ହେବ।

କର୍କଟ ରାଶି। ଏହି ରାଶିର ବୈବାହିକ ଜୀବନ ସୁଖମୟ ହେବ। ଏହି ରାଶିର ଲୋକଙ୍କର ପାରିବାରିକ ସମସ୍ୟା ଦୂର ହେବ। ଏହି ରାଶିର ଲୋକମାନେ ନିଜ ଜୀବନସାଥୀଙ୍କ ସହିତ ନିଜର ସମୟ ଅତିବାହିତ କରିବେ। ଭାଗ୍ୟର ପୂର୍ଣ୍ଣ ସହଯୋଗ ମିଳିବ। ଏହି ରାଶିର ବ୍ୟକ୍ତି ମାନଙ୍କୁ ଅଚାନକ କୌଣସି ଖୁସି ଖବର ପ୍ରାପ୍ତ ହେବ। ଭାଗ୍ୟର ସହଯୋଗରେ ଏହି ରାଶିର ଲୋକମାନେ ପ୍ରଗତି ଆଡ଼କୁ ଅଗ୍ରସର କରିବେ। ଆସନ୍ତା ସମୟରେ ଏହି ରାଶିର ଲୋକମାନଙ୍କୁ ଆକସ୍ମିକ ଭାବରେ ଧନଲାଭ ହେବ।

ସିଂହ ରାଶି। ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ଖୁବଶୀଘ୍ର ଶୁଭ ସମୟର ଆଗମନ ହେବାକୁ ଯାଉଅଛି। ଏହି ରାଶିର ବ୍ୟକ୍ତିମାନେ ଯେକୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବେ ସେଥିରେ ନିଶ୍ଚିତ ଭାବରେ ସଫଳତା ଲାଭ କରିବେ। ଏମାନଙ୍କ ଜୀବନରେ ମା ଲକ୍ଷ୍ମୀଙ୍କ କୃପା ଦୃଷ୍ଟିରୁ ଅନେକ କ୍ଷେତ୍ରରେ ଆର୍ଥିକ ସମସ୍ୟା ରହିବ ନାହିଁ। ଏହି ରାଶିର ବ୍ୟକ୍ତିମାନେ ଯଦି କୌଣସି କାର୍ଯ୍ୟର ସଫଳତା ପାଇବା ନିମନ୍ତେ ଆଶା ରଖିଥିବେ ତାହା ନିଶ୍ଚିତ ରୂପରେ ପାଇବେ। ବ୍ୟାପାର ଓ ବାଣିଜ୍ୟ ଉଭୟ କ୍ଷେତ୍ରରେ ଏହି ରାଶିର ବ୍ୟକ୍ତି ମାନଙ୍କୁ ଲାଭ ପ୍ରାପ୍ତ ହେବ। ବ୍ୟାପାରି ମାନେ ନିଜ ବ୍ୟାପାରରେ ଦୁଇ ଗୁଣା ଲାଭ ପାଇବେ ଏବଂ ଚାକିରୀ କରୁଥିବା ବ୍ୟକ୍ତିଙ୍କୁ ନିଶ୍ଚୟ ପ୍ରୋମସନ ମିଳିବ। ଏହି ରାଶିର ଲୋକଙ୍କୁ ସମାଜରେ ମାନ ସମ୍ମାନ ପ୍ରତିଷ୍ଠା ମିଳିବ। ଏବଂ ଲୋକମାନେ ଏମାନଙ୍କର ମାର୍ଗଦର୍ଶନ ପାଇବା ଦ୍ୱାରା ନିଜକୁ ଭାଗ୍ୟଶାଳୀ ମନେ କରିବେ।

ଧନୁ ରାଶି। ଏହି ରାଶି ଲୋକଙ୍କୁ ଭାଗ୍ୟର ସମ୍ପୂର୍ଣ ସହଯୋଗ ମିଳିବ। ଏମାନେ ନିଜର ଭାଗ୍ୟ ବଳରେ ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିବେ। ଏହି ରାଶିର ବ୍ୟକ୍ତିମାନେ ଯେକୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବେ ସେଥିରେ ସଫଳ ହେବେ। ଏହି ରାଶିର ଲୋକଙ୍କୁ ଆସନ୍ତା ସମୟରେ ଧନର କୌଣସି ସମସ୍ୟା ରହିବନାହିଁ ଏବଂ ଏମାନଙ୍କ ଜୀବନରେ ସୁଖ ଏବଂ ଶାନ୍ତି ପ୍ରତିଷ୍ଠା ହେବ।

କୁମ୍ଭ ରାଶି। ଏହି ରାଶିର ଜାତକ ଖୁବଶୀଘ୍ର ମାଲାମାଲ ହେବାକୁ ଯାଉଛନ୍ତି। ଏମାନଙ୍କ ଜୀବନରେ ଯଦି କୌଣସି ସମସ୍ୟା ଥିବ ତେବେ ଘଟିବାକୁ ଥିବା ଏହି ଶୁଭ ସଂଯୋଗ ଦ୍ୱାରା ସମସ୍ତ ସମସ୍ୟାର ସମାଧାନ ହୋଇଯିବ। ମା ଲକ୍ଷ୍ମୀ ଏବଂ ଭଗବାନ କୁବେର ମହାରାଜାଙ୍କ କୃପାରୁ ଏହି ରାଶି ଅନ୍ତର୍ଗତ ବ୍ୟକ୍ତିଙ୍କ ଜୀବନ ଧନଧାନ୍ୟରେ ପରିପୂର୍ଣ୍ଣ ହେବ। ଶୁଭ ସମୟର ଆଗମନ ହେବାକୁ ଯାଉଛି। କୋର୍ଟ କଚେରୀ ବିଷୟରେ ନିଷ୍ପତି ଆପଣଙ୍କର ପକ୍ଷରେ ରହିପାରେ। ସ୍ୱାସ୍ଥ୍ୟ ସମ୍ପୂର୍ଣ ଭଲ ରହିବ। ବ୍ୟାପାରି ମାନଙ୍କୁ ଲାଭ ପ୍ରାପ୍ତ ହେବ। ଚାକିରୀରେ କ୍ଷେତ୍ରରେ ଥିବା କୌଣସି ବି ବାଧା ବିଘ୍ନ ଦୁରୀଭୂତ ହେବ ଏବଂ ସମସ୍ୟା ଗୁଡିକକୁ ସହଜରେ ଆପଣ ସମାଧାନ କରିପାରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *