Excuse Me Odisha

ଯାହା କହିବୁ ସତ କହିବୁ

ଏହି ୩ ଟି ରାଶିର ଲୋକମାନେ ଦିନେ ନା ଦିନେ ହେବେ କୋଟିପତି !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏହି ୩ ଟି ରାଶିର ଲୋକମାନେ ଦିନେ ନା ଦିନେ ହେବେ କୋଟିପତି।

ବନ୍ଧୁଗଣ ଆଜିଠାରୁ ଏହି ୩ ଟି ରାଶିର ବ୍ୟକ୍ତିମାନେ ହେବେ ଧନବାନ। ଏମାନଙ୍କ ଉପରେ ମା ଲକ୍ଷ୍ମୀଙ୍କର ଅଶେଷ କୃପାଦୃଷ୍ଟି ବନି ରହିବ। ତେବେ ଆସନ୍ତୁ ଜାଣିବା କେଉଁ ୩ ଗୋଟି ରାଶି ହେବେ ଧନବାନ।

ବୃଷ ରାଶି। ବିଦ୍ୟା ଏବଂ ଶିକ୍ଷାରେ ଏହି ରାଶିର ଲୋକମାନଙ୍କୁ ଶୁଭ ଫଳ ମିଳିବ। ଆୟର ପରିମାଣ ବୃଦ୍ଧି ପାଇବ। ଆର୍ଥିକ ଆୟୋଜନ ମଧ୍ୟ ଠିକ ଭାବେ ସମ୍ପାଦିତ ହେବ। କେତେକ ପୁରୁଣା ବନ୍ଧୁଙ୍କ ସହ ସାକ୍ଷତ ହେବ। ଲୋଭରେ ଦୂରେଇ ରୁହନ୍ତୁ ନଚେତ ବହୁତ ବଡ଼ ଅସୁବିଧାରେ ପଡି ପାରନ୍ତି। ଆପଣଙ୍କର ଘରକୁ ଧନର ଆଗମନ ହେବ। ସମସ୍ତ ପ୍ରକାରର ଆର୍ଥିକ ସମସ୍ୟା ଦୁରୀଭୂତ ହେବ।

ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଜୀବନ ସୁଖମୟରେ କଟିବ ଏବଂ ଧନବାନ ହେବାର ବହୁତ ସମ୍ଭାବନା ରହିଛି। ଆପଣଙ୍କର ବ୍ୟବସାୟରେ ବହୁତ ଲାଭ ଦେଖିବାକୁ ମିଳିବ। କିନ୍ତୁ ଆପଣଙ୍କର କଥାବାର୍ତାକୁ ଟିକେ ନିୟନ୍ତ୍ରଣରେ ରଖନ୍ତୁ। ଆପଣଙ୍କୁ କୌଣସି ଦିଗରୁ ଆକ-ସ୍ମିକ ଧନଲାଭ ହୋଇପାରେ। ଆପଣ ଦିନେ ନା ଦିନେ ଜଣେ ଧନୀ ବ୍ୟକ୍ତି ଭାବେ ପରିଗଣିତ ହେବେ।

ତୁଳା ରାଶି। ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଧନର ନୂଆ ମାର୍ଗ ଖୋଲିଯିବ। ଅର୍ଥ ମିଳିବାର ସମ୍ଭାବନା ରହିଛି। ସନ୍ତାନ ତରଫରୁ ଶୁଭ ଖବର ମିଳିବାର ସମ୍ଭାବନା ରହିଛି। ମା ବାପା ମିତ୍ରଙ୍କ ଠାରୁ ପୂର୍ଣ୍ଣ ସହଯୋଗ ମିଳିବ। ଖର୍ଚ୍ଚ ବୃଦ୍ଧି ହେବାରୁ ମାନସିକ ଦୁ-ଶ୍ଚିନ୍ତା ବଢିବ। କିନ୍ତୁ ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଉପରେ ଧନର ବର୍ଷା ହେବ। ଖର୍ଚ୍ଚ ତ ଲାଗି ରହିବ କିନ୍ତୁ ଖର୍ଚ୍ଚ ଠାରୁ ଦୁଇଗୁଣା ଧନ ପ୍ରାପ୍ତି ହେବ। ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଘରକୁ ଧନର ଆଗମନ ହେବ ଏବଂ ଆପଣ ଦିନେ ନା ଦିନେ ଜଣେ ଧନୀ ବ୍ୟକ୍ତି ଭାବେ ପରିଗଣିତ ହେବେ।

କୁମ୍ଭ ରାଶି। ଏହି ରାଶିର ବ୍ୟକ୍ତି ମାନଙ୍କର ଆଗାମୀ ଭବିଷ୍ୟତ ଉଜ୍ଵଳମୟ ହେବ। ବ୍ୟବସାୟୀ ମାନେ ଅଧିକ ଲାଭ ପାଇବେ ଆମଦାନୀ ବଢିବାର ପ୍ରୟାସ ସଫଳ ହେବ। ବ୍ୟବସାୟୀଙ୍କ ବାହାରକୁ ଯାତ୍ରା କରିବାକୁ ପଡିପାରେ। ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ବୃଦ୍ଧି ପାଇବ। ଅନାବଶ୍ୟକ ଖର୍ଚ୍ଚ ଯୋଗୁ ମାନ-ସିକ ଦୁଶ୍ଚିନ୍ତା ବଢିବ। ପରିବାର ବର୍ଗ ଏବଂ ବନ୍ଧୁଙ୍କଠୁ ସହଯୋଗ ମିଳିବ।

ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଜୀବନ ବହୁତ ସୁଖମୟ ହେବ। ଆପଣଙ୍କର ସମସ୍ତ ଆର୍ଥିକ ସମସ୍ୟା ଦୂର ହେବ। ଆପଣ ନୂତନ ଘର ଜମିବାଡ଼ି ଯାନ ବାହନ କିଣି ପାରନ୍ତି। ଆପଣଙ୍କୁ ଆକସ୍ମିକ ଧନ ପ୍ରାପ୍ତ ହୋଇପାରେ। ମା ଲକ୍ଷ୍ମୀଙ୍କ କୃପାରୁ ଆପଣ ଦିନେ ନା ଦିନେ ଜଣେ ଧନୀ ବ୍ୟକ୍ତି ଭାବେ ପରିଗଣିତ ହେବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *