ଆପଣଙ୍କ ସ୍ତ୍ରୀ ଭିତରେ ଏପରି 3ଟି ଅଭଦ୍ର ଲକ୍ଷଣ ଥିଲେ ଆପଣ ହେବେ ମହାକୋଟିପତି .ନିଶ୍ଚୟ ପଢନ୍ତୁ !
ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସ୍ତ୍ରୀସ୍ତ୍ରୀ ମାନଙ୍କର ଏହି ୩ ଟି ଲକ୍ଷଣ ଭିକାରୀରୁ ବି କୋଟିପତି କରିଥାଏ।
ବନ୍ଧୁଗଣ ପ୍ରତ୍ୟକ ବ୍ୟକ୍ତି ପାଇଁ ବିବାହ ହେଉଛି ଏକ ସୁନ୍ଦର ଏବଂ ପବିତ୍ର ସମ୍ପର୍କ ଅଟେ କିନ୍ତୁ ଯଦି ବ୍ୟକ୍ତି ନିଜ ଜୀବନରେ ଭୁଲ ଜୀବନସାଥୀଟିଏ ବାଛିଥାଏ ତେବେ ସେହି ସମ୍ପର୍କ ସେତିକି ଅପବିତ୍ର ଏବଂ ବିବାଦପୂର୍ଣ୍ଣ ହୋଇଯାଇଥାଏ। କାରଣ ବିବାହ ଏପରି ଏକ ସମ୍ପର୍କ ଅଟେ ଯାହା ଦ୍ୱାରା ୨ ଟି ଲୋକ ୨ ଟି ପରିବାର ଏବଂ ୨ ଟି ସମ୍ପର୍କ ଯୋଡି ହୋଇରହିଥାନ୍ତି। କିନ୍ତୁ ଯଦି ଏପରି ସ୍ଥିତିରେ ଜଣଙ୍କ ଜୀବନରେ ଅତ୍ୟନ୍ତ ଖରାପ ଏବଂ ଦୁଃଖଦ ଅବସ୍ଥା ଆସିଥାଏ ତେବେ ତାର ପ୍ରଭାବ ଆଉ ଜଣଙ୍କ ଜୀବନ ଉପରେ ମଧ୍ୟ ଠିକ ସେହିପରି ପଡିଥାଏ।
ତେବେ ବନ୍ଧୁଗଣ ଆଜି ଆମେ ଏହି ପୋଷ୍ଟରେ ଜାଣିବା ସ୍ତ୍ରୀ ମାନଙ୍କର ଏପରି ଗୁଣ ବିଷୟରେ ଯେଉଁମାନେ କୌଣସି ଭିକାରୀ ବ୍ୟକ୍ତିକୁ ମଧ୍ୟ ରାଜା କରାଇଦେଇଥାନ୍ତି କାରଣ ଆମ ସମାଜରେ ଏପରି ମଧ୍ୟ ସ୍ତ୍ରୀ ରହିଛନ୍ତି ଯେଉଁମାନେ ଦୁଶ୍ଚରିତ୍ରା ଏବଂ ଅବଗୁଣରେ ଭରପୁର ରହିଥାନ୍ତି। ଏପରି ସ୍ତ୍ରୀ ସେମାନଙ୍କ ସ୍ୱାମୀ ଏବଂ ପରିବାରଙ୍କ ଜୀବନରେ କେବଳ ଦୁଃଖ ଏବଂ ପୀଡା ହିଁ ଦେଇଥାନ୍ତି। ତେବେ ଆସନ୍ତୁ ଜାଣିବା ସ୍ତ୍ରୀ ମାନଙ୍କର ଏପରି କିଛି ଗୁଣ ବିଷୟରେ ଯେଉଁମାନେ ସେମାନଙ୍କର ସ୍ଵାମୀଙ୍କୁ ରଙ୍କରୁ ବି ରାଜା କରାଇ ପାରିଥାନ୍ତି। ତେବେ ଆସନ୍ତୁ ଜାଣିବା।
ପ୍ରଥମ ଗୁଣଟି ହେଉଛି। ଆମ ଶାସ୍ତ୍ର ଅନୁସାରେ ଯେଉଁ ସ୍ତ୍ରୀ ସଚା ମନ ଏବଂ ବିଶ୍ୱାସରେ ଭଗବାନଙ୍କ ଶ୍ରଦ୍ଧା କରିଥାଏ ଭକ୍ତିପୂର୍ଣ ଭାବରେ ଭଗବାନଙ୍କ ପୂଜାପାଠ ଆଦି କରିଥାଏ ସେମାନଙ୍କ ସ୍ୱାମୀ ଏବଂ ପରିବାର ସର୍ବଦା ଧନବାନ ହୋଇଥାନ୍ତି। ମା ଲକ୍ଷ୍ମୀଙ୍କର କୃପା ମଧ୍ୟ ସର୍ବଦା ସେମାଙ୍କ ଉପରେ ରହିଥାଏ। ଏହା ସହିତ ସେହି ଘରର ବାତାବରଣ ମଧ୍ୟ ସକାରାତ୍ମକ ଏବଂ ଶାନ୍ତିପୂର୍ଣ ରହିଥାଏ।
ଦ୍ୱିତୀୟ ଗୁଣଟି ହେଉଛି। ଯେଉଁ ସ୍ତ୍ରୀ ଦୁଆର ମୁହଁକୁ ଆସିଥିବା ଗରିବ କିମ୍ବା ଭିକାରୀଙ୍କୁ କେବେବି ଖାଲି ହାତରେ ଫେରିଯିବାକୁ ଦେଇନଥାଏ ଏବଂ ସେମାନଙ୍କୁ ଦାନ ସ୍ୱରୂପ ଭିକ୍ଷାରେ କିଛି ନାଁ କିଛି ଦେଇଥାଏ ସେହି ସ୍ତ୍ରୀମାନଙ୍କର ଘର ସଦାସର୍ବଦା ଧନଧାନ୍ୟର ଭରପୁର ରହିଥାଏ। ବନ୍ଧୁଗଣ ଯେଉଁ ଘରେ ଏପରି ସ୍ତ୍ରୀ ରହିଥାନ୍ତି ସେହି ଘରେ କେବେବି ଦରିଦ୍ରତା ବାସ କରିନଥାଏ ଏବଂ ସେମାନଙ୍କ ସ୍ୱାମୀଙ୍କୁ ମଧ୍ୟ ବହୁତ ସାରା ଧନଲାଭ ହୋଇଥାଏ।
ତୃତୀୟ ଗୁଣଟି ହେଉଛି। ଯେଉଁ ସ୍ତ୍ରୀ ଘରର ସମସ୍ତ କାର୍ଯ୍ୟକୁ ସୁଖ ଶାନ୍ତି ପୂର୍ବକ ସମ୍ପର୍ଣ୍ଣ କରିଦେଇଥାଏ ଏବଂ ନିଜ ମନରେ କୌଣସି ବି ଭେଦ ଭାବ ବିନା ନିଜ ପରିବାରର ସମ୍ପୂର୍ଣ୍ଣ ରୂପରେ ସେବା କରିଥାଏ ସେହି ଘରେ କେବେବି ଦୁଃଖ କ୍ଳେଶ ବିବାଦ କଳି ଝଗଡା ଭଳି ସ୍ଥିତି ଉତ୍ପନ ହୋଇନଥାଏ। ଯାହା ଦ୍ୱାରା ଘରର ବାତାବରଣ ଶୁଦ୍ଧ ଏବଂ ସକାରାତ୍ମକ ଭରା ରହିଥାଏ ଏବଂ ସେହି ଘରେ ସର୍ବଦା ମା ଲକ୍ଷ୍ମୀ ବାସ କରିଥାନ୍ତି।