Excuse Me Odisha

ଯାହା କହିବୁ ସତ କହିବୁ

ପର ସ୍ତ୍ରୀ ସହ ଖରାପ ସମ୍ପର୍କ ରଖିଲେ, ମିଳିଥାଏ ଏହି ଯମଦ-ଣ୍ଡ !

ସେୟାର୍ କରନ୍ତୁ

ବନ୍ଧୁଗଣ, ବର୍ତ୍ତମାନ କଳିଯୁଗର ସମୟ।ଆପଣ ମାନେ ଅନୁଭବ କରିଥିବେ ଯେ ଆଜିର ସମୟରେ କୌଣସି ସମ୍ପର୍କର ମାନ୍ୟତା ନାହିଁ। ଅଧିକାଂଶ ମହିଳା ମାନେ ପ୍ରତ୍ୟେକଦିନ ଶାରୀରିକ ଓ ମାନସିକ ରୂପରେ ଶୋଷଣର ଶି-କାର ହୋଇଥାନ୍ତି। ଅନେକ ପୁରୁଷ ଅଛନ୍ତି, ଯେଉଁ ମାନେ ମହିଳାଙ୍କୁ କେବଳ ଉପଭୋଗ କରିବାର ବସ୍ତୁ ଭାବିଥାନ୍ତି।

ଏଭଳି ପୁରୁଷ ମାନେ ଜାଣି ରଖନ୍ତୁ ଯେ, ଆପଣଙ୍କୁ ବର୍ତ୍ତମାନ ସମୟରେ ଯେଉଁ ଆନନ୍ଦ ମିଳୁଛି, ମୃ-ତ୍ୟୁ ପରେ ଏହାର ପରିଣାମ କଣ ହେବାକୁ ଯାଉଛି।ଏଭଳି ହେବାର ସବୁଠାରୁ ବଡ଼ କାରଣ ହେଉଛି, ଆଜିକାଲି କାହା ପାଖରେ ଶାସ୍ତ୍ରର ଜ୍ଞାନ ନାହିଁ। ପର ସ୍ତ୍ରୀଙ୍କ ସହିତ କୌଣସି ପୁରୁଷ ସମ୍ବନ୍ଧ ରଖିଲେ, ମୃତ୍ୟୁ ପରେ ତାଙ୍କୁ କଣ ଦ-ଣ୍ଡ ମିଳିଥାଏ, ଆସନ୍ତୁ ସେହି ବିଷୟରେ ସମ୍ପୂର୍ଣ୍ଣ ବିସ୍ତାରରେ ଜାଣିବା।

ପର ସ୍ତ୍ରୀଙ୍କ ସହିତ ଯେଉଁ ପୁରୁଷ ସମ୍ବନ୍ଧ ରଖିଥାନ୍ତି ବା ତାଙ୍କୁ ଖରାପ ନଜରରେ ଦେଖିଥାନ୍ତି, ତାହେଲେ ନିଶ୍ଚିତ ଭାବରେ ସେହି ପୁରୁଷ ଲୋକର କୂଳ ନା-ଶ ହେବ। ଉଦାହରଣ ସ୍ୱରୂପ, ରାମାୟଣରେ ମାତା ସୀତାଙ୍କୁ ଅପ-ହରଣ କରିବା ପରେ ଲଙ୍କାଦେଶ ସମ୍ପୂର୍ଣ୍ଣ ଭସ୍ମ ହୋଇଗଲା। ମହାଭାରତରେ ରାଣୀ ଦ୍ରୌପଦୀଙ୍କ ଚିରହରଣ କରିବା ଦ୍ଵାରା ସମଗ୍ର କୌରବ ବଂଶର ନା-ଶ ହୋଇଥିଲା।

ଆଜିକାଲି ପର ସ୍ତ୍ରୀଙ୍କ ସହିତ ସମ୍ବନ୍ଧ ରଖିବା ଯୋଗୁଁ ଆଇ-ନଗତ ଦ-ଣ୍ଡ ମଧ୍ୟ ରହିଛି। ସ୍ତ୍ରୀଙ୍କୁ ଯ-ନ୍ତ୍ରଣା ଦେଲେ, ଏଥିପାଇଁ ପୁରୁଷଙ୍କୁ ଆଇ-ନଗତ ଦ-ଣ୍ଡ ମିଳିଥାଏ। ଗରୁଡ଼ ପୁରାଣ ଅନୁସାରେ, ପର ସ୍ତ୍ରୀଙ୍କ ସହିତ ସମ୍ବନ୍ଧ ରଖିବା ଘୋର ପାପ ବୋଲି ମାନା ଯାଇଛି।ଏଭଳି ପୁରୁଷ ମାନଙ୍କୁ ମୃ-ତ୍ୟୁ ପରେ ଯମଲୋକରେ ବହୁତ ଯ-ନ୍ତ୍ରଣା ଭୋଗ କରିବାକୁ ପଡ଼ିଥାଏ।

ଏହାସହିତ ଯମଲୋକରେ ଏଭଳି ପୁରୁଷଙ୍କ ଲି-ଙ୍ଗକୁ କ-ଟା ଯାଇ ତତଲା ଲୁହା ସହିତ ବାନ୍ଧି ଦିଆଯାଇଥାଏ। ଆଗାମୀ ଜନ୍ମରେ ଏମାନେ ସ୍ତ୍ରୀ ଯୋ-ନିରେ ହିଁ ଜନ୍ମ ହୋଇଥାନ୍ତି।ଗରୁଡ ପୁରାଣ ଅନୁସାରେ, ଯେଉଁ ସ୍ତ୍ରୀ ନିଜ ସ୍ଵାମୀ ବ୍ୟତୀତ ପର ପୁରୁଷଙ୍କ ସହିତ ସମ୍ପର୍କ ରଖିଥାଏ, ତାକୁ ଯମଲୋକରେ ଖୁବ୍ କଷ୍ଟ ଯ-ନ୍ତ୍ରଣା ମିଳିଥାଏ।

ଏହି ଦ-ଣ୍ଡ ଭୋଗ କରି ସାରିବା ପରେ ସେହି ସ୍ତ୍ରୀ ବାଦୁଡ଼ି ବା ଏଣ୍ଡୁଅ ଭାବରେ ଜନ୍ମ ନେଇଥାଏ। ଯେଉଁ ପୁରୁଷ ଅଳ୍ପ ବୟସ କନ୍ୟା ସହିତ ସମ୍ପର୍କ ରଖିଥାଏ, ତାକୁ ନ-ର୍କରେ ଅନେକ ଯନ୍ତ୍ର-ଣା ସହିବା ପରେ ଅଜଗର ସାପ ଜନ୍ମ ମିଳିଥାଏ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଲେଖାଟି କିପରି ଲାଗିଲା, ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମର ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *