Excuse Me Odisha

ଯାହା କହିବୁ ସତ କହିବୁ

ଧନୀ ହେବାରୁ କେହି ବି ଆପଣଙ୍କୁ ଅଟକାଇ ପାରିବେ ନାହିଁ ସ୍ୱୟଂ ବ୍ରହ୍ମା ବି ନୁହଁନ୍ତି। ଯଦି ଏହି ୩ ଟି ଜିନିଷ ଘରେ ରଖନ୍ତି।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଧନୀ ହେବାରୁ କେହିବି ଆପଣଙ୍କୁ ଅଟକାଇ ପାରିବେ ନାହିଁ ସ୍ୱୟଂ ବ୍ରହ୍ମା ବି ନୁହଁନ୍ତି। ଯଦି ଏହି ୩ ଟି ଜିନିଷ ଘରେ ରଖନ୍ତି।

ବନ୍ଧୁଗଣ ବାସ୍ତୁର ଆମ ଜୀବନରେ ବହୁତ ମହତ୍ୱପୂର୍ଣ୍ଣ ଭୂମିକା ରହିଛି। ଆମର ଘରର ବାସ୍ତୁ ଯଦି ସଠିକ ରହିଥାଏ ତେବେ ଏହି କ୍ଷେତ୍ରରେ ମାଟି ଛୁଇଁ ଦେଲେ ତାହା ସୁନା ପାଲଟି ଯାଏ। ଯଦି ଆମ ଘରର ବାସ୍ତୁ ଭୁଲ ରହିଥାଏ ତେବେ ସୁନା ଛୁଇଁ ଦେଲେ ମଧ୍ୟ ତାହା ମାଟି ହୋଇଯାଇଥାଏ। ଏହା କହିବାର ଅର୍ଥ ଅଟେ ଯେ ଯଦି ଆପଣଙ୍କ ଘରର ବାସ୍ତୁ ଠିକ ସକରାତ୍ମକ ଭରା ଅଟେ ତେବେ ଆପଣ ଯେଉଁ ଆଡେ ଯାଆନ୍ତୁ ନାଁ କାହିଁକି ସଫଳତା ନିଶ୍ଚୟ ମିଳିଥାଏ। ଯଦି ଆପଣଙ୍କ ଘରେ ବାସ୍ତୁର ଦୋଷ ଲାଗିଥାଏ ତେବେ ଆପଣଙ୍କର ବାସ୍ତୁର ପରିସ୍ଥିତି ବିଗିଡି ଯାଇଥାଏ। କୌଣସି କାମ କଲେ ସେଥିରେ ବର୍ବାଦ ହୋଇଯିବେ ଅସଫଳତା ଦେଖା ଦେଇଥାଏ। ତେବେ ଆସନ୍ତୁ ଜାଣିବା ଆପଣ ଘରେ କଣ ରଖିଲେ ଧନ ସମ୍ପତ୍ତିର ଲାଭ କରିବେ।

ବନ୍ଧୁଗଣ ବାସ୍ତୁର ମୁଖ୍ୟ ସ୍ଥାନ ହେଉଛି ଘରର ମୁଖ୍ୟ ଦ୍ୱାର ସକାରାତ୍ମକ ଶକ୍ତି ନକରାତ୍ମକ ଶକ୍ତି ଓ ଭଲ ଏବଂ ଖରାପ ଶକ୍ତି ଏହିସବୁ ଶକ୍ତି ଘରର ମୁଖ୍ୟ ଦ୍ୱାର ଦେଇ ହିଁ ଘରକୁ ପ୍ରବେଶ କରିଥାନ୍ତି। ଯଦି ଆପଣଙ୍କର ବାସ୍ତୁ ଟି ସଠିକ ଅଛି ତେବେ ଆପଣଙ୍କ ଘରକୁ ସକରାତ୍ମକ ଶକ୍ତି ବା କୁଲକ୍ଷ୍ମୀ ଘରକୁ ପ୍ରବେଶ କରିପାରିବ ନାହିଁ ଆଉ ସେହି ଦ୍ୱାର ପାଖରୁ ହିଁ ପଛକୁ ଫେରି ଆସିବ। ଘରର ମୁଖ୍ୟ ଦ୍ଵାରକୁ ମଜବୁତ କରି ଶକ୍ତିଶାଳୀ କରିବା ନିହାତି ଆବଶ୍ୟକ ଅଟେ। ଏହି ମୁଖ୍ୟ ଦ୍ଵାରକୁ କେବଳ ଦେବତା ମାନଙ୍କର ଅଲୌକିକ ଶକ୍ତି ଦ୍ୱାରା ହିଁ ମଜବୁତ କରିହୁଏ।

ଏଣୁ ଘରର ବାସ୍ତୁକୁ ସଠିକ କରିବା ପାଇଁ ବା ମଜବୁତ କରିବା ପାଇଁ ଗଣେଶ ଭଗବାନଙ୍କର ଗୋଟେ ଶ୍ରୀ ଯନ୍ତ୍ରଟିଏ ରଖିଦିଅନ୍ତୁ ଏହି ଯନ୍ତ୍ରରେ ଭଗବାନ ଗଣେଶଙ୍କର ସହିତ ଅନେକ ଦେବୀ ଓ ଦେବତାଙ୍କର ପ୍ରାଣ ସମାହିତ ରହିଥାଏ। ଏଥିପାଇଁ ଯେଉଁ ଘରେ ଭଗବାନ ଗଣେଶଙ୍କର ପ୍ରାଣ ସମାହିତ ରହିଥାଏ ଅନ୍ୟ ଦେବୀ ଓ ଦେବତା ମାନଙ୍କର ସମାହିତ ରହିଥାଏ ଆଉ ସେହି ଘରେ ବାସ୍ତୁଦୋଷ ଲାଗିବାର ସମ୍ଭାବନା ରହି ନଥାଏ ଏବଂ ସେହି ଘର ସର୍ବଦା ଅନ୍ନ ଏବଂ ଧନରେ ଭରି ରହିଥାଏ।

ଦ୍ୱିତୀୟ ଜିନିଷ ହେଉଛି ଯାହା ଯେତିକି ପବିତ୍ର ଅଟେ ସେତିକି ଚମତ୍କାରି ଅଟେ ଆଉ ସେତିକି ପ୍ରଭାବଶାଳୀ ମଧ୍ୟ ହୋଇଥାଏ ଏବଂ ସମସ୍ତ ଦେବୀ ଓ ଦେବତାଙ୍କର ଅତି ପ୍ରିୟ ଜିନିଷଟିଏ। ଏଣୁ ଧର୍ମଶାସ୍ତ୍ର ଏବଂ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କଉଡିର ମାଳା ହେଉଛି ଅତ୍ୟନ୍ତ ଶକ୍ତିଶାଳୀ ଜିନିଷ। ଯାହାକି ବାସ୍ତୁଦୋଷକୁ ଦୂର କରିବାରେ ସହାୟକ ହୋଇଥାଏ। ଏଣୁ ଯଦି ଘରର ମୁଖ୍ୟ ଦ୍ୱାର ଉପରେ ଗୋଟିଏ କଉଡିର ମାଳାଟିଏ ଟାଙ୍ଗି ଦିଅନ୍ତି ତେବେ ଏହାର ଚମତ୍କାରି ପ୍ରଭାବ ଯୋଗୁ ଘରକୁ ଅଲକ୍ଷ୍ମୀ ପ୍ରବେଶ କପାରିନଥାଏ ଏବଂ ଘରର ବାତାବରଣ ପବିତ୍ର ହୋଇଯାଏ। ଏହା ଦ୍ବାରା ଘରେ ଧନର ଅଭାବ କେବେବି ଦେଖାଦେଇନଥାଏ।

ତୃତୀୟ ଜିନିଷ ଟି ହେଉଛି ଦେବୀ ଓ ଦେବତାଙ୍କ ପାଖରେ ଲାଗିହୋଇଥିବା କୌଣସି ଜିନିଷ। ଯେପରି ବସ୍ତ୍ର ମାଳା ଅସ୍ତ୍ର ଶସ୍ତ୍ର ଇତ୍ୟାଦି ଏଣୁ ଯଦି ଆପଣ ଜୀବନରେ କେବେବି ଉନ୍ନତି କରିବା ପାଇଁ କିମ୍ବା ବ୍ୟବସାୟରେ ଉନ୍ନତି କରିବା ପାଇଁ କିମ୍ବା ରୋଜଗାର କରିବା ପାଇଁ ଚାହୁଁଥାନ୍ତି ତେବେ ଘରେ ହେଉ କିମ୍ବା ଦୁକାନ ଅଫିସ ସ୍ଥାନରେ ହେଉ ତେବେ ଭଗବାନଙ୍କୁ ସମର୍ପିତ ହୋଇଥିବା କୌଣସି ବି ଜିନିଷକୁ ଆଣି ଘରେ ହେଉ କିମ୍ବା ଦୁକାନ ଅଫିସ ସ୍ଥାନରେ ଅବଶ୍ୟ ରଖିଦିଅନ୍ତୁ। ଅବା ତମ୍ବାର ଏକ ଲୋଟାରେ ଭରି ତାହାକୁ ସାଲୁ କପଡ଼ାରେ ଗୋଡ଼ାଇ ଅତି କମରେ ହାତେ ଗାତ ଖୋଳି ପୋତି ଦିଅନ୍ତୁ। ଏହା ଦ୍ବାରା ଘରର ବାସ୍ତୁଦୋଷ ସମ୍ପୂର୍ଣ ଦୂର ହୋଇଯିବ। ଘରର ବାସ୍ତୁ ଭଲ ରହିଥାଏ। ଏଣୁ ଯେଉଁ ଘରର ବାସ୍ତୁ ଭଲ ରହିଥାଏ ଅବା କାରବାର ସ୍ଥାନରେ ଭଲ ରହିଥାଏ ନିରନ୍ତର ତାଙ୍କୁ ଲାଭ ହିଁ ଲାଭ ମିଳିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *