ଅଣ୍ଡା ଖାଇବା ପାପ କି ପୁଣ୍ୟ ହୋଇଥାଏ,ଭାଗବତ ଗୀତାରେ କଣ ଲେଖାଅଛି ! କଣ କହିଛନ୍ତି ଭଗବାନ ଶ୍ରୀକୃଷ୍ଣ !
ବନ୍ଧୁଗଣ ଯଦି ଆପଣ ବି ଅଣ୍ଡା ଖାଉଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ। ନଚେତ ଆପଣ ବହୁତ ବଡ଼ ପାପର ଭାଗିଦାର ହୋଇପାରନ୍ତି। ତେବେ ବନ୍ଧୁଗଣ ଆଜି ଏହି ପୋଷ୍ଟରେ ଜାଣିବା ଭଗବାନ ଶ୍ରୀକୃଷ୍ଣଙ୍କ ମତରେ ଅଣ୍ଡା ଖାଇବା ପାପ କିମ୍ବା ପୁଣ୍ୟ ହୋଇଥାଏ। ବନ୍ଧୁଗଣ ଆଜିକାଲିର ବ୍ୟକ୍ତିମାନେ ମାଛ ମାଂସ ଏବଂ ଅଣ୍ଡାକୁ ଖାଦ୍ୟ ରୂପେ ଖାଇବା ପାଇଁ ବେସି ପ୍ରାଧାନ୍ୟ ଦେଉଛନ୍ତି ଏବଂ ଦୁନିଆର ଅଧିକାଂଶ ଲୋକ ମାଂସାହାରି ହୋଇଥାନ୍ତି। ଭଗବାନ ଶ୍ରୀକୃଷ୍ଣଙ୍କ ମତରେ ଅଣ୍ଡା ଖାଇବା ପାପ କିମ୍ବା ପୁଣ୍ୟ ହୋଇଥାଏ ତାହା ଆଜି ଜାଣିବା।
ତେବେ ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣଙ୍କ ମତରେ ଆମ ଦୁନିଆରେ ଅନେକ ଲୋକ ନିଜର ସ୍ୱାସ୍ଥ୍ୟ ପାଇଁ ମାଂସ ମାଛ କିମ୍ବା ଅଣ୍ଡାର ସେବନ କରିଥାନ୍ତି ତ ଅନ୍ୟ କିଛି ବ୍ୟକ୍ତି ସ୍ୱାଦର ଲାଳସାରେ ଏହାର ସେବନ କରିଥାନ୍ତି। ତେବେ ଆପଣ ପ୍ରଥମେ ଜାଣି ନିଅନ୍ତୁକି ଭଗବାନ ଶ୍ରୀକୃଷ୍ଣଙ୍କ ମତରେ ଅଣ୍ଡା ସାକାହାରି କିମ୍ବା ମାଂସାହାରି ହୋଇଥାଏ। ଭଗବତ ଗୀତା ପୁରାଣ ଅନୁସାରେ ଅଣ୍ଡା ଏକ ପ୍ରକାରର ମାଂସାହାରି ଖାଦ୍ୟ ହୋଇଥାଏ। କାରଣ ଯେଉଁ ବ୍ୟକ୍ତି ମାଛ ମାଂସ ପରି ଅଣ୍ଡା ଖାଇଥାଏ ସେହି ବ୍ୟକ୍ତି ନିଜ ମନରେ ନିର୍ଦୟୀ ସ୍ୱାର୍ଥୀ ଓ କୁଚିନ୍ତା ଆଦି କରିଥାଏ ଏବଂ ଅଣ୍ଡା ଖାଉଥିବା ବ୍ୟକ୍ତି ଖୁବ ଶୀଘ୍ର ରୋଗା ଗ୍ରସ୍ତ ହେବା ସହ ମୃତ୍ୟୁ ମୁଖରେ ମଧ୍ୟ ଖୁବଶୀଘ୍ର ପଡ଼ିଥାନ୍ତି। କିନ୍ତୁ ଯେଉଁ ବ୍ୟକ୍ତିମାନେ ଶୁଦ୍ଧ ସାକାହାରି ହୋଇଥାନ୍ତି ସେମାନଙ୍କ ମନରେ ସର୍ବଦା ଦୟା ପ୍ରେମ ଭକ୍ତି ଏବଂ କ୍ଷମା ଆସିବା ସହ ସେମାନଙ୍କ ଶରୀରରେ ଖୁବ କମ ରୋଗ ବୈରାଗ ମଧ୍ୟ ଦେଖାଦେଇଥାଏ।
ଏହା ସହିତ ଯେଉଁ ବ୍ୟକ୍ତିମାନେ ଅଣ୍ଡା ଖାଇଥାନ୍ତି ସେମାନେ ଏକ ପ୍ରକାରର ହତ୍ୟାକାରୀ ହୋଇଥାନ୍ତି କାରଣ ଯେବେ ଅଣ୍ଡାକୁ ସଠିକ ପ୍ରଣାଳୀରେ ରଖାଯାଇଥାଏ ତେବେ ସେଥିରେ ନବଜାତ ଶିଶୁ ଉତ୍ପନ ହୋଇଥାଏ କିନ୍ତୁ ଆପଣ ମାନେ ଯେବେ ଏହି ଅଣ୍ଡାକୁ ଭାଙ୍ଗି ଖାଇ ଦେଇଥାନ୍ତି ତେବେ ଆପଣ ସେହି ନବଜାତ ଶିଶୁକୁ ମାରି ଦେଇଥାନ୍ତି ଯାହା ଏକ ପ୍ରକାରର ହତ୍ୟା ହୋଇଥାଏ। ଭଗବାନ ଶ୍ରୀକୃଷ୍ଣଙ୍କ ମତରେ ଯଦି ଆପଣ ନିରୋଗ ରହିବା ସହିତ ମନରେ ସକାରାତ୍ମକ ଚିନ୍ତାଧାରା ଆଣିବାକୁ ଚାହୁଁଥାନ୍ତି ତେବେ ପ୍ରକୃତି ଦ୍ୱାରା ନିର୍ଧାରିତ ନିର୍ମିତ ଫଳ ପନିପରିବା ଆଦିକୁ ଗ୍ରହଣ କରି ପାରନ୍ତି।
କିନ୍ତୁ ନିଜ ପେଟ ପାଇଁ ସ୍ୱାର୍ଥପର ମନ ଭାବରେ ଅଣ୍ଡା ମାଂସ ମାଛ ଆଦି ଖାଦ୍ୟକୁ ଖାଇବା ପାଇଁ ଜୀବ ହତ୍ୟା ଭଳି ଘୃଣ୍ୟ କର୍ମ କେବେବି କରନ୍ତୁ ନାହିଁ ନଚେତ ଏହା ଆପଣଙ୍କ ପାଇଁ ବହୁତ ବଡ଼ ପାପ ହୋଇଥାଏ। ଭଗବାନ ଶ୍ରୀକୃଷ୍ଣଙ୍କ ମତରେ ଯେପରି ଆପଣ କୌଣସି ଜୀବର ସନ୍ତାନକୁ ହତ୍ୟା କରି ଖାଉଛନ୍ତି ସେହିପରି ଯଦି କୌଣସି ବନ୍ୟ ଯିବ ଆସି ଆପଣଙ୍କ ସନ୍ତାନଙ୍କୁ ହତ୍ୟା କରି ଖାଇଥାଏ ତେବେ ଏହା କଣ ଠିକ ହେବ ଆମକୁ।