Excuse Me Odisha

ଯାହା କହିବୁ ସତ କହିବୁ

ଏହିସବୁ ଲକ୍ଷଣ ଦେଖାଗଲେ, ହୋଇପାରେ ନର୍ମାଲ ଡେଲିଭରି। ଜାଣି ରଖନ୍ତୁ, ୧୦୦% ଗ୍ୟାରେଣ୍ଟି !

ସେୟାର୍ କରନ୍ତୁ

ପ୍ରତ୍ୟେକ ମହିଳା ମାନଙ୍କର ବିବାହ କରିବା ଏକ ସ୍ବପ୍ନ ହୋଇଥାଏ। ପ୍ରତ୍ୟେକ ସ୍ତ୍ରୀଙ୍କର ମାଆ ହେବା ତାଙ୍କ ଅସ୍ତିତ୍ୱର ଚିହ୍ନ ଅଟେ ଏବଂ ସୌଭାଗ୍ୟର ଲକ୍ଷଣ ହୋଇଥାଏ। ଅନେକ ମହିଳା ମାନେ ବିବାହ ପରେ ମାଆ ହେବାକୁ ଇଛା ପ୍ରକାଶ କରିଥାନ୍ତି। ଆଉକିଛି ମହିଳା ବିବାହ ପରେ ମାଆ ହେବାକୁ ଆଗ୍ରହ ପ୍ରକାଶ କରି ନଥାନ୍ତି। ବେଳେବେଳେ ମହିଳା ମାନଙ୍କ ଠାରେ କିଛି ସମସ୍ୟା ରହିଥିବାରୁ, ସେମାନେ ମାଆ ହେବାରୁ ବଞ୍ଚିତ ହୋଇଥାନ୍ତି।

ଜଣେ ମହିଳା ଗର୍ଭ-ବତୀ ଥିବା ସମୟରେ ନିଜ ଗ-ର୍ଭରେ ୯ ମାସ ଧରି ଅନେକ ଯନ୍ତ୍ର-ଣା ସହି ଶିଶୁଟିକୁ ଜନ୍ମ ଦେଇଥାନ୍ତି। କିନ୍ତୁ ପ୍ରତ୍ୟେକ ମହିଳା ଶିଶୁଟିକୁ ଜନ୍ମ ଦେବା ପୂର୍ବରୁ ତାଙ୍କର ନର୍ମାଲ ଡେଲିଭରି ହେବ ନା ସିଜରିଂ ହେବ, ସେହି ବିଷୟକୁ ନେଇ ଭ-ୟରେ ରହିଥାନ୍ତି। ସେଥିପାଇଁ ଆପଣଙ୍କର ନର୍ମାଲ ବା ସିଜରିଂ ଡେଲିଭରି ହେବ କି ନାହିଁ, ତାହାର କିଛି ଲକ୍ଷଣ ଗୁଡ଼ିକ ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ।

୧/ ସାଧାରଣତଃ କହିବାକୁ ଗଲେ ଗର୍ଭ-ବତୀ ମହିଳାଙ୍କୁ ଗର୍ଭା-ବସ୍ଥା ସମୟରେ ଅଧିକ ପରି-ସ୍ରା ଲାଗିଥାଏ।ଯଦି ଜଣେ ଗର୍ଭ-ବତୀ ମହିଳାଙ୍କୁ ତାଙ୍କ ଗର୍ଭା-ବସ୍ଥାର ୮ ମାସ ପରେ ଅଧିକ ପରି-ସ୍ରା ଲାଗୁଛି, ତାହେଲେ ବୁଝି ନିଅନ୍ତୁ ଯେ ଏହା ନର୍ମାଲ ଡେଲିଭରି ହେବାର ଲକ୍ଷଣ ଅଟେ।

୨/ ଗର୍ଭ-ବତୀ ମହିଳାଙ୍କୁ ଗର୍ଭା-ବସ୍ଥାର ୯ ମାସ ପରେ ଯଦି ତାଙ୍କ ତଳଭାଗ ଓଜନିଆ ଲାଗିଥାଏ, ତାହେଲେ ବୁଝି ନିଅନ୍ତୁ ଯେ ତାଙ୍କର ପେଟର ତଳଭାଗକୁ ଶିଶୁଟି ଆସି ଯାଇଛି। ଏହା ନର୍ମାଲ ଡେଲିଭରି ହେବାର ଲକ୍ଷଣ ଅଟେ।

୩/ ଗର୍ଭା-ବସ୍ଥା ସମୟରେ ମହିଳାଙ୍କୁ ଆଁଠୁଗଣ୍ଠି ଯ-ନ୍ତ୍ରଣା ମଧ୍ୟ ଅନୁଭବ ହୋଇଥାଏ। ଯଦି ଗର୍ଭା-ବସ୍ଥାର ୮ ମାସ ପରେ ମଧ୍ୟ ଆପଣଙ୍କର ଅଣ୍ଟା ତଳ ଅଧିକ ଯ-ନ୍ତ୍ରଣା ହୁଏ, ତାହେଲେ ବୁଝି ନିଅନ୍ତୁ ଆପଣଙ୍କର ନର୍ମାଲ ଡେଲିଭରି ହେବ।

୪/ ଗର୍ଭ-ବତୀ ମହିଳାଙ୍କର ଗର୍ଭା-ବସ୍ଥାର ୮ ମାସ ପରେ ଯଦି ଶିଶୁଟିର ଗତି ଧୀରେ ଧୀରେ କମି ଯାଉଥିବାର ଅନୁଭବ ହୁଏ, ତାହେଲେ ବୁଝି ନିଅନ୍ତୁ ଯେ ଏହା ନର୍ମାଲ ଡେଲିଭରି ହେବାର ଲକ୍ଷଣ ଅଟେ।

ବନ୍ଧୁଗଣ ଯଦି ଆମ ଲେଖାଟି ଆପଣଙ୍କୁ ପସନ୍ଦ ଆସିଛି, ତାହେଲେ ତଳେ କମେଣ୍ଟ ବକ୍ସରେ ଆମକୁ ମତାମତ ଦିଅନ୍ତୁ। ଏହି ପୋଷ୍ଟକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଏହାସହିତ ଆମର ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *