Excuse Me Odisha

ଯାହା କହିବୁ ସତ କହିବୁ

୭ ଦିନ ଏମିତି କ୍ଷୀର ବନେଇ ପିଅନ୍ତୁ,ଅଣ୍ଟା-ଆଣ୍ଠୁଗଣ୍ଠି ବିନ୍ଧା,ରକ୍ତର ଅଭାବ,ଆଖିରୁ ଚଷମା, ସବୁକିଛି ହେବ ଦୂର

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ପିଲାଠୁ ବୁଢା ସମସ୍ତେ ପିଅନ୍ତୁ ଅଣ୍ଟା ବିନ୍ଧା ଆଣ୍ଠୁଗଣ୍ଠି ବିନ୍ଧା ରକ୍ତର ଅଭାବ ଆଖିରୁ ଚଷମା ଓଲ୍ହେଇ ଯିବ

ବାନ୍ଧିଗଣ ମାତ୍ର କିଛି ଦିନ ପାଇଁ ଏହି ପ୍ରକାରର କ୍ଷୀର ବନେଇ ପିଅନ୍ତୁ। ପିଲାଙ୍କ ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଏହି କ୍ଷୀର ଲାଭଦାୟକ ଅଟେ। ଏହି କ୍ଷୀର ଭିଟାମିନ ଏବଂ ମିନରାଲାନ୍ସରେ ଭରପୁର ଅଟେ। ଏହା ଏତେ ସ୍ୱାଦିଷ୍ଟ ଅଟେ କି ଆପଣ ପ୍ରତିଦିନ ପିଇଲେ ବି ଆପଣଙ୍କ ମନ ଭରିବ ନାହିଁ। ସହଜରେ ମିଳିପାରୁଥିବା ଜିନିଷରେ ଏହି କ୍ଷୀରକୁ ବନେଇବା ପାଇଁ ପଡିବ। ଶୀତ ଏହାକୁ ବନେଇ ସେବନ କରିବା ଦ୍ୱାରା ଏହା ଆମ ସ୍ୱାସ୍ଥ୍ୟ ପାଇଁ ଲାଭ ତ ପହଞ୍ଚାଇ ଥାଏ ତା ସହିତ ଗରମ ଗରମ ଏହାର ସେବନ କଲେ ମଜାଆସିଯାଏ। ତେବେ ଆସନ୍ତୁ ଜାଣିବା ଏହାର ସେବନ ଦ୍ୱାରା ଆମ ଶରୀରରେ କଣ କଣ ଫାଇଦା ପହଂଚାଇ ଥାଏ।

ଏହି ଉପଚାର ପାଇଁ ଆବଶ୍ୟକ ହୋଇଥାଏ ଲୋ ଫ୍ୟାଟ କ୍ଷୀର ଅର୍ଥାତ ଫ୍ୟାଟର ମାତ୍ରା କମ ଥିବ। ସେଥିପାଇଁ କ୍ଷୀରରୁ ପ୍ରଥମେ ସର ବାହାର କରିନିଅନ୍ତୁ। ଯଦି ଆପଣ ନିଜର ଓଜନ ବଢାଇବାକୁ ଚାହୁଁଥାନ୍ତି ତାହେଲେ ସର ବାହାର କରିବାର ଆବଶ୍ୟକତା ନାହିଁ। ଏଥିପାଇଁ ଗରମ କ୍ଷୀରକୁ ନିଅନ୍ତୁ ସେଥିରୁ ସର ବାହାର କରି ନିଅନ୍ତୁ। ଏଥିରେ ଶୁଖିଲା ଖୋଜୁରୀ ନିଅନ୍ତୁ। ଏଥିପାଇଁ ୫ ରୁ ୭ ଟି ଶୁଖିଲା ଖୋଜୁରୀକୁ କ୍ଷୀରରେ ଭିଯାଇ ୨ ରୁ ୩ ଘଣ୍ଟା ପାଇଁ ରଖିଦିଅନ୍ତୁ। ଏହି ଖୋଜୁରୀ ବହୁତ ହାଡ଼ ହୋଇଥାଏ ସେଥିପାଇଁ ଏହାକୁ ସହଜରେ ଖାଇ ହୋଇନଥାଏ। ସେଥିପାଇଁ ଏହି ଶୁଖିଲା ଖୋଜୁରୀକୁ ପାଣିରେ ହେଉ କିମ୍ବା କ୍ଷୀରରେ ହେଉ ବିଯାଇକି ରଖାଯାଇଥାଏ।

ଏହି ଖୋଜୁରୀରେ ନ୍ୟୁଟ୍ରାନ୍ସନ ଏବଂ ମିନରାଲାନ୍ସ ବିଷୟରେ ଯଦି ଆଲୋଚନା କରିବା ତେବେ ଗୋଟିଏ ଖୋଜୁରୀରେ ଆଇରନ ଫସଫରସ କ୍ୟାଲସିୟମ ଯିଙ୍କ ପୋଟାସିୟମ କପର ସଲଫ୍ଟ ମିଳିଥାଏ। ଏହା ଏଥିରେ ଭିଟାମିନ A C E B ରୁ ସବୁକିଛି ମିଳିଥାଏ। କ୍ଷୀର ସହିତ ଏହାର ସେବନ କରିବା ଦ୍ୱାରା ବାରମ୍ବାର ଆପଣଙ୍କୁ ଥଣ୍ଡା କାଶ ଛିଙ୍କ ଏବଂ ନିଦ ନାଆସିବା ଭଳି ସମସ୍ୟା ଦୂର ହୋଇଯାଏ। ଡାଇଜେସନ ଏଥିରୁ ଠିକ ରହିଥାଏ।

ଆପଣଙ୍କ ହାର୍ଟ ହେଲଦୀ ରହିଥାଏ। ଜଏଣ୍ଟପେନ ବା ଆଣ୍ଠୁଗଣ୍ଠି ବିନ୍ଧାରୁ ଆପଣଙ୍କୁ ଆରାମ ମିଳିଥାଏ। ଏହା ସ୍କିନ ଏବଂ କେଶ ପାଇଁ ମଧ୍ୟ ବହୁତ ଭଲ। କାରଣ ଏଥିରୁ ଭିଟାମିନ-A ଏବଂ E ମିଳିଥାଏ। ଏହା ସହିତ ଆମର ହିମଗ୍ଲୋବିନ ମାତ୍ରା ମଧ୍ୟ ବଢିଥାଏ। ଏମିନିଆ ଭଳି ସମସ୍ୟା ଦୂର ହୋଇଥାଏ କାରଣ ଏଥିରେ ଆଇରନ ଭରପୁର ମାତ୍ରାରେ ଥାଏ। ଏହି ଶୁଖିଲା ଖୋଜୁରୀରେ ଆଣ୍ଟିଫିସିୟଲ ସୁଇଟନେସ ନଥାଏ ବରଂ ଏଥିରେ ନେଚୁରାଲ ସୁଇଟନେସ ଥାଏ। ନହେଲେ ଆପଣ ଚାହିଁଲେ ସଫ୍ଟ ବାଲା ଖୋଜୁରୀ ମଧ୍ୟ ପ୍ରୟୋଗ କରିପାରିବେ। କିନ୍ତୁ ଧ୍ୟାନ ରଖିବେ ସେଥିରେ ଆଣ୍ଟିଫିସିୟଲ ସୁଇଟନେସ ମିଶା ଯାଇଥାଏ।

ଆପଣ କ୍ଷୀରରେ ମିଶାଇ ବା ପୂର୍ବରୁ ସେହି ଶୁଖିଲା ଖୋଜୁରୀରୁ ମଞ୍ଜି କାଢି ନିଅନ୍ତୁ ଏବଂ ଏହାକୁ ଭଲ ଭାବରେ ପାଣିରେ ଉଆସ କରିନିଅନ୍ତୁ। ଖୋଜୁରୀରେ ଭିଜା ଯାଇଥିବା କ୍ଷୀରରେ ବହୁତ ସାରା ନ୍ୟୁଟ୍ରିସନ ଥାଏ। ଏହାକୁ ମଧ୍ୟ ସେହି ଡ୍ରିଙ୍କରେ ପ୍ରୟୋଗ କରିବେ। ଏହି ଭିଜା ଯାଇଥିବା ଖୋଜୁରୀକୁ ଗ୍ରାଇଣ୍ଡିଙ୍ଗ କରିଦିଅନ୍ତୁ ଆପଣ ଚାହିଁଲେ ପାଣିର ବି ବ୍ୟବହାର କରିପାରିବେ। ସେହି କ୍ଷୀର ଏବଂ ଖୋଜୁରୀକୁ ଗ୍ରାଇଣ୍ଡିଙ୍ଗ କରି ପେଷ୍ଟ ବନେଇ ଦିଅନ୍ତୁ।

ଏହା ପରେ ଏଥିରେ କାବୁଲି ବାଦାମ ବା ଆଲମଣ୍ଡର ବ୍ୟବହାର କରିବେ କାରଣ ଏଥିରେ ବହୁତ ସାରା ଭିଟାମିନ ଏବଂ ମିନରାଲନସ ଥାଏ। ଏହାକୁ ଯଦି ଆପଣ ପ୍ରତିଦିନ ଖାଇବେ ତେବେ ଆପଣଙ୍କର ମେମରି ପାୱାର ବଢିଥାଏ। ଆଉ ଯଦି ଶରୀରରେ ଭିଟାମିନର ଅଭାବ ରହିଥାଏ ତ ଏହାର ସେବନ କରିବା ଦ୍ୱାରା ତାହା ପୂରଣ ହୋଇଯାଏ। ଏହି ବାଦାମକୁ ପ୍ରଥମେ ଛୋଟ ଛୋଟ ପିସରେ କାଟି ଦେବେ। ଏହା ପରେ ଗୋଟେ ପାତ୍ର ଗ୍ୟାସରେ ବସାଇ ସେଥିରେ ଅଢେଇ କପ କ୍ଷୀର ଢାଳନ୍ତୁ ଯେଉଁଥିରେ ସର ବାହାର କରିଥିବେ ସାଥିରେ ଯେଉଁ କ୍ଷୀରରେ ଖୋଜୁରୀ ମିଶାଇ ରଖିଥିଲେ ସେହି କ୍ଷୀରକୁ ବି ମଧ୍ୟ ଏଥିରେ ମିଶେଇ ଦିଅନ୍ତୁ ଏହା ପରେ ଏଥିରେ କଟା ହୋଇଥିବା ଆଲମଣ୍ଡ ବାଦାମ ମିଶେଇ ଦିଅନ୍ତୁ ଏହା ପରେ ଏଥିରେ ଅଳ୍ପ ହଳଦୀ ମିଶାଇ ଦିଅନ୍ତୁ।

କ୍ଷୀରରେ ହଳଦୀ ମିଶାଇ ପିଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଅଧିକ ଲାଭଦାୟକ ଅଟେ। ଆଣ୍ଠୁଗଣ୍ଠି ବିନ୍ଧା ପାଇଁ ହଳଦୀ ବାଲା କ୍ଷୀର ବହୁତ ଅଧିକ ଲାଭଦାୟକ ଅଟେ। ବଢୁଥିବା ବୟସ ସହ ହଳଦୀ ଵାଲା କ୍ଷୀର ପିଇବା ନିହାତି ଆବଶ୍ୟକ।

ଏଥିରେ ଏମିତି ପୋଷକ ତତ୍ତ୍ୱ ମିଳିଥାଏ ଯାହା ଆମ ହେଲତକୁ ବହୁତ ଅଧିକ ଲାଭକାରୀ ହୋଇଥାଏ। ଖାସ କରି ଯଦି ଆପଣ ଶୀତ ଦିନେ ଏମିତି କ୍ଷୀର ପିଇବେ ତେବେ ଏହା ଆପଣଙ୍କୁ ଥଣ୍ଡାରୁ ବଞ୍ଚାଇବ। ଏଥିରେ ଆପଣଙ୍କ ମାଂସପେଶୀ ମଜବୁତ ହେବ ଏହା ସହିତ ଆପଣଙ୍କ ସ୍କିନ ମଧ୍ୟ ଭଲ ରହିବ। ଆପଣ ଏହି କ୍ଷୀରରେ ଚିମୁଟାଏ ହଳଦୀ ଗୁଣ୍ଡ ମିଶାନ୍ତୁ ଏହା ପରେ ଏଥିରେ ଦେଢ଼ ଇଂଚ ସାଇଜର ଡାଲଚିନି କାଠ ପକେଇ ଦିଅନ୍ତୁ। ଏହା ଆପଣଙ୍କ ଇମୁନିଟିକୁ ବଢାଇଥାଏ ଆଉ ବିଭିନ୍ନ ପ୍ରକାରର ରୋଗରୁ ବଞ୍ଚାଇଥାଏ। ଏହିସବୁ ଭଲ ଭାବରେ ୨ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ। ୨ ମିନିଟ ପରେ ଆପଣ ଏଥିରେ ଖୋଜୁରୀର ପେଷ୍ଟକୁ ମିଶାନ୍ତୁ। ଏହି କ୍ଷୀର ଫୁଟିବା ପରେ ଆପଣ ଏହି ପେଷ୍ଟକୁ ମିଶାଇବେ ଏହାକୁ ମିଶାଇବା ପରେ ଆଉ କିଛି ସମୟ ପର୍ଯ୍ୟନ୍ତ ଏହାକୁ ଫୁଟାନ୍ତୁ। ଯେମିତି କ୍ଷୀର ବହଳିଆ ହୋଇଯିବ ଆଉ ଖୋଜୁରୀର ପେଷ୍ଟ ମଧ୍ୟ ଏଥିରେ ସିଜି ଯିବ।

ଯଦି ଆପଣ ଏହି କ୍ଷୀରକୁ ମିଠା କରିବା ପାଇଁ ଚାହାନ୍ତି ତେବେ ଆପଣ ଏଥିରେ ଅଳ୍ପ ମିଶ୍ରି ମଧ୍ୟ ପକେଇ ପାରିବେ। ଯଦି ମିଶ୍ରି ନାହିଁ ତେବେ ଚିନି ମଧ୍ୟ ମିଶାଇ ପାରିବେ। ୪ ରୁ ୫ ମିନିଟ ଫୁଟାଇବା ପରେ ଏନାର୍ଜୀ ଡ୍ରିଙ୍କ ବନି ପ୍ରସ୍ତୁତ ହୋଇଯିବ। ଏହା ପରେ ଯେଉଁ ଡାଲଚିନି ଖଣ୍ଡ ପକେଇଥିବେ ତାହାକୁ କାଢ଼ିଦେବେ। କାରଣ ଏଥିରେ ସମସ୍ତ ଫେବର କ୍ଷୀରକୁ ଆସି ସାରିଛି। ଏହି କ୍ଷୀରକୁ ଆପଣ ଗରମ ଗରମ କରି ପିଅନ୍ତୁ ବା ଏହାକୁ ଥଣ୍ଡା କରି ମଧ୍ୟ ପିଇ ପାରିବେ। ଏଥିରୁ ଆପଣଙ୍କ ସ୍ବାସ୍ଥ୍ୟକୁ ବହୁତ ସାରା ଫାଇଦା ମିଳିଥାଏ। ଏହି କ୍ଷୀରକୁ ଆପଣ କୌଣସି ସମୟରେ ପିଇ ପାରିବେ। ଆପଣ ଏହାକୁ ଦିନରେ ସକାଳେ ସନ୍ଧ୍ୟାରେ ରାତିରେ କେବେବି ପିଇ ପାରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *