Excuse Me Odisha

ଯାହା କହିବୁ ସତ କହିବୁ

ଡୁବି ଯାଇଥିବା ଟଙ୍କା ଘରେ ଆସି ଲେଉଟେଇ ଦେଇକି ଯିବେ ! ବାସ କର୍ପୂର ଜଳାଇ ଦିଅନ୍ତୁ ଏହି ସ୍ଥାନରେ !!

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଡୁବି ଯାଇଥିବା ଟଙ୍କା ଘରେ ଆସି ଲେଉଟେଇବେ। ବାସ କର୍ପୂର ଜଳେଇ ଦିଅନ୍ତୁ ଏହିଠାରେ।

ବନ୍ଧୁଗଣ ଚିନ୍ତା ତ ସେତେବେଳେ ହୋଇଥାଏ ଯେତେବେଳେ ଆପଣଙ୍କର ପରିଶ୍ରମର ଧନ କିଏ ନେଇଯାଏ ଏବଂ ଫେରେଇ ନଥାଏ। ତେଣୁ ବନ୍ଧୁଗଣ ପୁରୁଣା ଯୁଗରୁ କୁହାଯାଇଛି ଯେ ଯଦି ଆପଣଙ୍କ ପାଖରେ ଧନ ଅଛି ତେବେ କାହାକୁ କୁହନ୍ତୁ ନାହିଁ। ନହେଲେ ଲୋକଙ୍କ ପାଖରେ ବାହାନା ବହୁତ ଥାଏ ଆପଣଙ୍କ ଠାରୁ ପଇସା ନେବାର। ଯେତେବେଳେ ଯାଏଁ ସେମାନେ ଆପଣଙ୍କ ଠାରୁ ପଇସା ନେଇ ନଯାନ୍ତି ସେତେବେଳ ପର୍ଯ୍ୟନ୍ତ ଆପଣଙ୍କୁ ଭଗବାନ ବନେଇ ରଖିଥାନ୍ତି। ଏବେ ମାନିନିଅନ୍ତୁ କି ଆପଣଙ୍କ ଟଙ୍କା ଫସି ଗଲା ଡୁବି ଗଲା ଆପଣଙ୍କୁ ଲାଗୁଛି କି ପଇସା ମିଳିବ କି ନାହିଁ ଆପଣ ଚିନ୍ତାରେ ଅଛନ୍ତି ଆଉ ଏମିତି ପ୍ରାୟତଃ ସମସ୍ତଙ୍କ ସହିତ ହୋଇଥାଏ। ଏଥିପାଇଁ କୁହାଯାଏ କେବେ କାହାକୁ ଉଧାର ଦିଅନ୍ତୁ ନାହିଁ।

ତେବେ ଆମେ ଜାଣିବା କେମିତି ଆପଣଙ୍କୁ ଆପଣଙ୍କର ଉଧାର ଦେଇଥିବା ଟଙ୍କା ଫେରସ୍ତ ମିଳିବ। ତେବେ ଗୋଟିଏ କାମ କରନ୍ତୁ।

କୌଣସି ଶନିବାର ଅମାବାସ୍ୟା ପୂର୍ଣ୍ଣିମା ଗ୍ରହଣ ଦିନ ଏହି ଉପାୟ କରିବେ। ଏହି ଉପାୟ ପାଇଁ ୪ ଟି ଜିନିଷ ଦରକାର ହେବ। ପ୍ରଥମେ ଭୁଜ ପତ୍ର ଦ୍ୱିତୀୟରେ କର୍ପୂର ତୃତୀୟରେ ପାନପତ୍ର ଏବଂ ଚତୁର୍ଥରେ ହେଉଛି ତମ୍ବାର ପାତ୍ର। ପ୍ରଥମେ ତମ୍ବାର ପାତ୍ର ନେବେ ତା ଉପରେ ଗୋଟିଏ ପାନପତ୍ର ରଖିବେ। ପାନପତ୍ର ଉପରେ କର୍ପୂର ରଖିବେ ଏବଂ ଏହାକୁ ଜାଳିବେ ପତ୍ର ଜଳିଯିବ। ପୁରା ଜଳିବ ବା ଅଧା ଜଳିବ। ଯାହାବି ହେଲେ ଠିକ। ଆପଣ ସେହି ଜଳିଯାଇଥିବା କଳାକୁ ସଂଗ୍ରହ କରିବେ ଏବଂ ସେଥିରେ ସୋରିଷ ତେଲ ବା ଘିଅ ମିଶେଇ ଗୋଟିଏ ପେଷ୍ଟ କରିବେ ଏବଂ ସେହି କଳା ସାହାର୍ଯ୍ୟରେ ଭୋଜ ପତ୍ରରେ ଉଧାର ନେଇଥିବା ବ୍ୟକ୍ତିର ନାମ ଲେଖିବେ ଏବଂ ଏହା ପରେ ନିଜ ହାତରେ ୭ ଥର ଏହି ଭୋଜ ପତ୍ରକୁ ଥାପିବେ ଏବଂ ମନରେ କହିବେ କି ତୁ ମୋ ପଇସା ଶୀଘ୍ର ଫେରେଇ ଦେ। ଏହା ପରେ ଏହି ଭୋଜ ପତ୍ରକୁ ଧନ ରଖୁଥିବା ସ୍ଥାନରେ ବା ପୂଜା ସ୍ଥାନରେ ରଖିଦିଅନ୍ତୁ ଏବଂ ଏକ ଲାଲ ରଙ୍ଗର ଏକ ପଥର ଆଣନ୍ତୁ ନହେଲେ ଲାଲ ଇଟା ଆଣନ୍ତୁ। ଏହାକୁ ଭୋଜ ପତ୍ର ଉପରେ ଦବେଇକି ରଖନ୍ତୁ। ଆପଣ ଦେଖିବେ କିଛି ଦିନ ଭିତରେ ଆପଣଙ୍କୁ ସେହି ବ୍ୟକ୍ତି ଉଧାର ନେଇଥିବା ଟଙ୍କା ଫେରେଇ ଦେବ। ଏହି ଉପାୟ ନିଶ୍ଚୟ କରିକି ଦେଖନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *