Excuse Me Odisha

ଯାହା କହିବୁ ସତ କହିବୁ

ଏହି ୫ଟି ନାମର ପୁରୁଷ ଅତ୍ଯନ୍ତ ଭାଗ୍ୟଶାଳୀ,ଯାହା ଚାହାନ୍ତି ତାହା ମିଳିଥାଏ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏହି ୫ ଟି ନାମର ପୁଅ ଜନ୍ମରୁ ହିଁ ମାଲିକ ବନିବାର ଭାଗ୍ୟ ନେଇ ଜନ୍ମ ହୋଇଥାନ୍ତି।

ଚାଣକ୍ୟ ନୀତି ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ଵାରା ରଚିତ ଏକ ନୀତି ଗ୍ରନ୍ଥ ଅଟେ। ଯେଉଁଥିରେ ଜୀବନକୁ ସଫଳ ସୁଖମୟ ଏବଂ ସରଳ ବନାଇବା ପାଇଁ ଉପଯୋଗୀ ସୂଚନା ଦିଆଯାଇଛି। ଏହି ଗ୍ରନ୍ଥର ମୁଖ୍ୟ ଉଦେଶ୍ୟ ମାନବ ସମାଜକୁ ସମସ୍ତ କ୍ଷେତ୍ରରେ ବ୍ୟବହାରିକ ପ୍ରାଥମିକ ଶିକ୍ଷା ଦେବା। ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ। ଯିଏକି ତାଙ୍କ ନୀତି ବଳରେ ଚନ୍ଦ୍ରଗୁପ୍ତଙ୍କୁ ମର୍ଯ୍ୟଙ୍କୁ ରାଜ ଗାଦିରେ ବସାଇ ଦେଇଥିଲେ। ଆସନ୍ତୁ ଜାଣିବା ଆଚାର୍ଯ୍ୟ ଚାଣକ୍ୟଙ୍କର ଏମିତି ମହତ୍ୱପୂର୍ଣ୍ଣ ନୀତି ଯାହା ଆପଣଙ୍କର କାମରେ ଆସିବ। ବନ୍ଧୁଗଣ ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବହୁତ ଅମୂଲ୍ୟ ଏବଂ ଅଦ୍ଭୁତ ଜ୍ଞାନ ବିଷୟରେ ଜଣେଇବୁ। ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ। ଆସନ୍ତୁ ଜାଣିବା ଏହି ୫ ଟି ନାମର ପୁଅ ଜନ୍ମରୁ ହିଁ ମାଲିକ ବନିବାର ଭାଗ୍ୟ ନେଇ ଜନ୍ମ ହୋଇଥାନ୍ତି।

ବନ୍ଧୁଗଣ କୁହାଯାଏ କି ଏହି ୫ ଟି ଅକ୍ଷରରୁ କୌଣସି ବି ଅକ୍ଷରରେ ଆରମ୍ଭ ହେଉଥିବା ନାମର ବ୍ୟକ୍ତି ଜନ୍ମରୁ ହିଁ ମାଲିକ ହୋଇଥାନ୍ତୁ। ଯେତେବେଳେ ବ୍ୟକ୍ତିର ଜନ୍ମ ହୋଇଥାଏ ତାର ଜନ୍ମରୁ ହିଁ ନାମକରଣ କରାଯାଇଥାଏ। ଯେଉଁ ନାମକୁ ଜନ୍ମ ସମୟରେ ରଖାଯାଇଥାଏ ସେହି ନାମରେ ସମସ୍ତେ ସେହି ବ୍ୟକ୍ତିକୁ ଜାଣିଥାଏ। ଆଉ ସେହି ନାମରେ ଡାକିଥାଏ। ଆପଣ ସମସ୍ତେ ଏହା କହୁଥିବାର ଶୁଣୁ ଥିବେ କି ନାମରୁ କଣ ମିଳିବ। ଯାହାବି ଡାକିଦିଅ କିନ୍ତୁ ବାସ୍ତବରେ ଏହା ପୁରାପୁରି ଭଲ ସାବ୍ୟସ୍ତ ହୋଇଥାଏ। କାରଣ ଜଣେ ବ୍ୟକ୍ତିର ନାଁରେ ବହୁତ କିଛି ରଖାଯାଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନାମର ପ୍ରଥମ ଅକ୍ଷର ଜୀବନ ଉପରେ ବହୁତ ପ୍ରଭାବ ପକାଇଥାଏ। ନାମର ପ୍ରଥମ ଅକ୍ଷରରୁ ଆମକୁ ବହୁତ ଜ୍ଞାନ ମିଳିଥାଏ। ଯେବେବି ଯେଉଁ ବ୍ୟକ୍ତି ପଢିବାକୁ ଯାଇଥାଏ ତ ସର୍ବପ୍ରଥମେ ତାର ନାମକୁ ପଚାରା ଯାଇଥାଏ। ଏହାତ ସମସ୍ତେ ଜାଣିଛନ୍ତି କିନ୍ତୁ ଏପରି ଲୋକ ଥାନ୍ତି ଯେଉଁମାନେ ମାଲିକ ହେବା ପାଇଁ ଜନ୍ମ ନେଇଥାନ୍ତି। ଆଜି ଆମେ ଆପଣ ମାନଙ୍କୁ ଏପରି ନାମର ବ୍ୟକ୍ତି ବିଷୟରେ ଜଣେଇବୁ ଯେଉଁମାନେ ମାଲିକ ହେବା ପାଇଁ ସ୍ୱପ୍ନ ଦେଖିଥାନ୍ତି ଆଉ ସେହି ସ୍ୱପ୍ନକୁ ପୂରଣ କରିଥାନ୍ତି।

“C” ଅକ୍ଷରର ନାମ। ଲୋକେ କୁହନ୍ତି କି ଯେଉଁ ଲୋକମାନଙ୍କର ନାମ “C” ଅକ୍ଷରରୁ ଆରମ୍ଭ ହୋଇଥାଏ ଏମାନେ ଅଧିକ କାରବାର ବିଷୟରେ ଭାବିଥାନ୍ତି। ଏହି ଲୋକମାନେ ଅନ୍ୟ ମାନଙ୍କର କାମ କରିବାକୁ ପସନ୍ଦ କରନ୍ତି ନାହିଁ। ଏମାନେ ନିଜର କାରବାର କରିବା ପାଇଁ ବିଚାର କରନ୍ତି। ଏମାନଙ୍କର ଏହି ଅଭ୍ୟାସ ଯୋଗୁ ଏମାନେ ଚାକିରୀ କରନ୍ତି ନାହିଁ। ଏମାନେ ନିଜେ କାମ କରି ମାଲିକ ବନିଥାନ୍ତି।

“H” ନାମର ଲୋକ। ବନ୍ଧୁଗଣ ଯେଉଁମାନଙ୍କର ନାମର ପ୍ରଥମ ଅକ୍ଷର “H” ରୁ ଆରମ୍ଭ ହୋଇଥାଏ ସେମାନେ କିଛି ନାଁ କିଛି କାମକୁ ସବୁବେଳେ ଚାଲୁ କରିବାକୁ ବା ଧନ ନିବେଶ କରିବାକୁ ବିଚାର କରୁଥାନ୍ତି। ଏମାନେ କାରବାର କ୍ଷେତ୍ରରେ ଅଧିକ ପ୍ରସିଦ୍ଧ ଲାଭ କରନ୍ତି ଓ ଏମାନେ ନିଜର କାମ କରିବା ପାଇଁ ଅଧିକ ପସନ୍ଦ କରନ୍ତି।

“M” ଅକ୍ଷରରୁ ଆରମ୍ଭ ଥିବା ବ୍ୟକ୍ତି। ଯେଉଁମାନଙ୍କର ନାମର ପ୍ରଥମ ଅକ୍ଷର “M” ରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ବୁଦ୍ଧିମାନ ଏବଂ ଚତୁର ହୋଇଥାନ୍ତି। ଏମାନେ ପ୍ରତ୍ୟକ କାର୍ଯ୍ୟ ନିଜ ବୁଦ୍ଧିରେ କରିଥାନ୍ତି। ଏମାନେ ଅଧିକ ସାହସୀ ହୋଇଥାନ୍ତି। ଏମାନେ ନିଜେ ନିଜକୁ କୌଣସି ମାଲିକ ଠାରୁ କମ ଭାବନ୍ତି ନାହିଁ। ଏହି ଲୋକମାନେ ନିଜର କାରବାର କରିଥାନ୍ତି।

“S” ଅକ୍ଷର ନାମ। ଯେଉଁମାନଙ୍କର ନାମର ପ୍ରଥମ ଅକ୍ଷର “S” ରୁ ଆରମ୍ଭ ହୋଇଥାଏ ସେମାନେ ମାଲିକ ବନିବା ପାଇଁ ଜନ୍ମ ନେଇଥାନ୍ତି। ଏହି କଥା ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ କୁହାଯାଇଛି କି ଏହି ନାମର ଲୋକ ଜନ୍ମରୁ ହିଁ ମାଲିକ ହୋଇଥାନ୍ତି। ଏମାନେ ଆଗକୁ ଯାଇ ନିଜେ ନିଜର କାରବାର କରିଥାନ୍ତି। ଏମାନେ ଅନ୍ୟର କାମ କରିବାକୁ ପସନ୍ଦ କରନ୍ତି ନାହିଁ। ଏମାନେ ନିଜର ପୁରା ଜୀବନକୁ ବ୍ୟବସାୟକୁ ଆଗକୁ ବଢ଼ାବାରେ ଲଗାଇ ଦିଅନ୍ତି।

“V” ନାମର ଲୋକ। ଯେଉଁମାନଙ୍କର ନାମର ପ୍ରଥମ ଅକ୍ଷର “V” ରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ପରିଶ୍ରମି ହୋଇଥାନ୍ତି। ଏମାନଙ୍କର ବୁଦ୍ଧି ମଧ୍ୟ ବହୁତ ତେଜ ହୋଇଥାଏ। ଏହି ନାମର ଲୋକ ନିଜର କାମକୁ ଶୀଘ୍ର ପ୍ରାପ୍ତ କରିବା ପାଇଁ ବିଶ୍ୱାସ ରଖିଥାନ୍ତି। ଏହି ନାମର ଅଧିକାଂଶ ଲୋକ ବ୍ୟବସାୟ ସହ ଜଡ଼ି ହୋଇରହିଥାନ୍ତି। ଏପରି ଲୋକ ମାଲିକ ବନିକି ରହିଥାନ୍ତି।

ବନ୍ଧୁଗଣ ଯଦି ସ୍ତ୍ରୀକୁ ଘରର ଲକ୍ଷ୍ମୀ କୁହାଯାଏ ତେବେ ପୁରୁଷ ଘରର ପାଳନ କର୍ତା ଶ୍ରୀହରି ବିଷ୍ଣୁଙ୍କ ସମାନ ହୋଇଥାନ୍ତି। ମାଲକ୍ଷ୍ମୀଙ୍କୁ ମଧ୍ୟ ଶ୍ରୀହରିଙ୍କ ବିନା ସମ୍ପୂର୍ଣ୍ଣ ମାନାଯାଏନାହିଁ। ଯଦି ନାରୀଙ୍କୁ ଅନ୍ନପୂର୍ଣ୍ଣା କୁହାଯାଏ ତେବେ ପୁରୁଷ ସେହି ଅନ୍ନର ପ୍ରାପ୍ତିର ସ୍ରୋତ। ନାରୀ ଘରର ସଂସାର ବସାଇଥାଏ ତେବେ ପୁରୁଷ ସେହି ସଂସାରର ଭୋରଣ ପୋଷଣ କରିଥାଏ। ସମୁଦ୍ର ଶାସ୍ତ୍ରରେ ନାଁ କେବଳ ସ୍ତ୍ରୀ ବିଷୟରେ ବରଂ ପୁରୁଷ ବିଷୟରେ ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଲକ୍ଷଣ ବିଷୟରେ କୁହାଯାଇଛି। ଯେଉଁଥିରୁ ଆମେ ଜାଣି ପାରିବା କି କେଉଁ ପୁରୁଷ ଯାହାର ଭାଗ୍ୟ ସବୁବେଳେ ଉଜ୍ଵଳ ରହିଥାଏ ଏବଂ ଜୀବନରେ ସଫଳତା ପ୍ରାପ୍ତ କରିଥାଏ। ଭବିଷ୍ୟ ଶାସ୍ତ୍ରରେ ବ୍ରହ୍ମା ନିଜେ ଏହାର ଉଲ୍ଲେଖ କରି କହିଛନ୍ତି ପୁରୁଷର ଦେହର ଅଙ୍ଗ ଏବଂ ଆଚରଣରେ ଜାଣି ପାରିବେ କି ତାହାର ଭାଗ୍ୟ ତାହାର କେତେ ସାଥ ଦେବ। ତେବେ ଆସନ୍ତୁ ଜାଣିବା ପୁରୁଷର ଏହିପରି ଲକ୍ଷଣ ବିଷୟରେ ଯେଉଁଥିରୁ ଏହା ଜଣା ପଡିବ କି ସେ ଭାଗ୍ୟଶାଳୀ ନାଁ ନାହିଁ।

ଚୁଉଡା ମଥା। ଯଦି ପୁରୁଷର ମଥା ଏମତି ଚୁଉଡା ଯାହାକି ଆପଣଙ୍କ ହାତରେ ୪ ଟି ଆଙ୍ଗୁଳି ସହଜରେ ରହିପାରିବ ତ ଏପରି ପୁରୁଷଙ୍କୁ ଭାଗ୍ୟଶାଳୀ ମାନାଯାଏ। ତାହାର ଭାଗ୍ୟ ତାହାର ସାଥ ସବୁବେଳେ ଦେଇଥାଏ। ନୂତନ କାର୍ଯ୍ୟରେ ମଧ୍ୟ ତାଙ୍କୁ ସବୁବେଳେ ସଫଳତା ମିଳିଥାଏ। କିନ୍ତୁ ମଥା ଚୁଉଡା ଆଉ ସେଥିରେ କୌଣସି ବି ମାଡ଼ର ଚିହ୍ନ ଯେମିତି ଜଳିବାର ଚିହ୍ନ ପଡିଗଲେ ଖଣ୍ଡିଆ ହୋଇଯିବାର ଚିହ୍ନ ତ ଏପରି ପୁରୁଷଙ୍କୁ ସଫଳତା ପ୍ରାପ୍ତ କରିବାରେ ବହୁତ ସାରା କଠିନତାର ସାମ୍ନା କରିବାକୁ ପଡିଥାଏ। ଏହି କଥାର ଧ୍ୟାନ ରଖିବେ ମଥା ସର୍ବଦା ଚୁଉଡା ଏବଂ ସଫା ରହିବା ଦରକାର।

ଶରୀରରୁ ବହୁତ ଜୋରରେ ଗନ୍ଧ ଆସିବା। ଯେଉଁ ପୁରୁଷଙ୍କୁ ବହୁତ ଅଧିକ ଝାଳ ଆସେ କିମ୍ବା ଶରୀରରେ ବହୁତ ଅଧିକ ଚୁଟି ଥାଏ ଅଧିକ ସ୍ମେଲ ବାହାରେ ଏପରି ମଣିଷ ବହୁତ ସାରା କଠିନର ସାମ୍ନା କରିଥାନ୍ତି। ଏମାନଙ୍କର ମଙ୍ଗଳ ଗ୍ରହ ସବୁବେଳେ ଦୂଷିତ ରହିଥାଏ। ଏମାନଙ୍କର ପରିସ୍ଥିତି ସବୁବେଳେ ଅନିକୁଳ ରହେନାହିଁ। ଶାସ୍ତ୍ରରେ କୁହାଯାଇଛି ଯେ ବ୍ୟକ୍ତିକୁ ସବୁବେଳେ ସୁଗନ୍ଧିତ ଏବଂ ସ୍ୱଚ୍ଛ ରହିବା ଉଚିତ। ଯେଉଁଥିରେ ଆପଣଙ୍କର ବୃହସ୍ପତି ଗ୍ରହ ସବୁବେଳେ ଉଜ୍ଵଳ ରହିବେ। ଏଥିପାଇଁ ସବୁବେଳେ ଚନ୍ଦନର ଲେପ ପ୍ରୟୋଗ କରନ୍ତୁ।

ଆବାଜରେ ସ୍ପଷ୍ଟ। ଯେଉଁ ପୁରୁଷର ଆବାଜରେ ତେଜ ସ୍ପଷ୍ଟ ଜଣାପଡେ ଏପରି ବ୍ୟକ୍ତିଙ୍କ ସୁର୍ଯ୍ୟ ମଜବୁତ ରହିଥାଏ। ବ୍ୟକ୍ତି ଚାକିରୀ ଧନ ଐଶ୍ୱର୍ଯ୍ୟ ବ୍ୟାପାରକୁ ଶୀଘ୍ର ପ୍ରାପ୍ତ କରିଥାଏ। କୌଣସି ବି କ୍ଷେତ୍ରରେ ନିଜର ସଫଳତା ପ୍ରାପ୍ତ କରିଥାଏ। ଏବଂ ଏହାର ମୁକାବିଲା ଯେଉଁ ପୁରୁଷଙ୍କର ଆବାଜ ପତଳା ବା ଯେଉଁମାନଙ୍କର କଥା ସହଜରେ ବୁଝି ହୁଏନାହିଁ କିମ୍ବା ଶୁଣିବାରେ ଅସୁବିଧା ହୁଏ ତ ଏପରି ପୁରୁଷ ଜୀବନରେ ପଛରେ ରହିଯାନ୍ତି। ଏମାନଙ୍କୁ ସଫଳତା ପ୍ରାପ୍ତ କରିବାରେ ବହୁତ ଅଧିକ ସମୟ ଲାଗିଥାଏ।

ଆଖି କଳା ବଡ଼ ଏବଂ ଚମକଦାର ଏପରି ଦେଖାଯିବା। ଆମର ଆଖି ଆମର ବ୍ୟକ୍ତିତ୍ୱର ଦର୍ପଣ ହୋଇଥାଏ। ଏଥିପାଇଁ କୁହାଯାଏ ଆଖିରୁ ମଣିଷର ବ୍ୟକ୍ତିତ୍ୱ ଜଣାପଡେ। ଯଦି କୌଣସି ପୁରୁଷର ଆଖି କଳା ବଡ଼ ଏବଂ ଚମକଦାର ହୋଇଥାଏ ଭିତରକୁ ରହିଥାଏ କିମ୍ବା ଆଖିର ତଳେ କୌଣସି ପ୍ରକାରର କଳା ଦାଗ ରହିନଥାଏ ଏପରି ପୁରୁଷଙ୍କ ଉପରେ ସ୍ୱୟଂ ଭଗବାନ ଶ୍ରୀହରୀଙ୍କର କୃପା ରହିଥାଏ। ଏମାନଙ୍କର ସମୟ ସବୁବେଳେ ଚମକୁଥାଏ। ଏମାନଙ୍କର ପ୍ରତ୍ୟକ କାର୍ଯ୍ୟ ସଫଳ ହୁଏ। ଏମାନଙ୍କର ବୈବାହି ଜୀବନ ସୁଖରେ ବ୍ୟତୀତ ହୋଇଥାଏ।

ବାମ ପାଦର ଅନ୍ୟ ଆଙ୍ଗୁଠି ବୁଢା ଆଙ୍ଗୁଠି ଠାରୁ ବଡ଼। ଯଦି ଆପଣଙ୍କୁ ଜାଣିବାର ଅଛି କି କୌଣସି ବ୍ୟକ୍ତି ଭାଗ୍ୟଶାଳୀ ନାଁ ନାହିଁ ତ ଆପଣ ତାର ପାଦରୁ ଜାଣି ପାରିବେ। ଏଥିପାଇଁ ଆଗ କାଳରେ ଗୁରୁଜନ ମାନେ ସମ୍ପର୍କ ବାନ୍ଧିବା ଆଗରୁ ଝିଅ କିମ୍ବା ପୁଅର ପାଦ ଦେଖୁଥିଲେ ଏଥିରୁ ଦୁଇଟି କଥା ଜଣାପଡେ। ଯଦି ବାମ ପାଦର ଅନ୍ୟ ଆଙ୍ଗୁଠି ବଡ଼ ଆଙ୍ଗୁଠି ଠାରୁ ବଡ଼ ତ ସେହି ବ୍ୟକ୍ତି ବହୁତ ଭାଗ୍ୟଶାଳୀ ସହନଶୀଳ ଏବଂ ଭଲ ଗୁଣରେ ଭରପୁର ହୋଇଥାଏ। ଅନ୍ୟଟି ଚାଲିବାର ଢ଼ଙ୍ଗ। ଯଦି କୌଣସି ବ୍ୟକ୍ତି ଚାଲିବା ସମୟରେ ପାଦକୁ ଶବ୍ଦ କରି କରି କରି ଚାଲୁଥାଏ ତ ତାହାର ବ୍ୟକ୍ତିତ୍ୱକୁ ଭରସା କରାଯାଏନାହିଁ। ସେଥିରୁ ଆପଣ ଜାଣିପାରିବେ କି କୌଣସି ବ୍ୟକ୍ତିର ଭାଗ୍ୟ ବା ତାର ବ୍ୟକ୍ତିତ୍ୱ କିପରି ହୋଇଥାଏ। ଏହା ବ୍ୟତୀତ ବ୍ୟକ୍ତିର ସ୍ୱାଭାବରୁ ମଧ୍ୟ ତାହା ବିଷୟରେ ଜଣାପଡିଥାଏ

ଯେଉଁ ପୁରୁଷ ନିଜର ପ୍ରଶଂସା କରିନଥାଏ ଅଂହକାର କରିନଥାଏ ସେପରି ପୁରୁଷ ଉପରେ ସୂର୍ଯ୍ୟଦେବ ଅତ୍ୟନ୍ତ ପ୍ରସନ୍ନ ରହିଥାନ୍ତି। ଯେଉଁ ପୁରୁଷ ନିଜ ସ୍ତ୍ରୀର ପ୍ରଶଂସା କରିଥାନ୍ତି ତାଙ୍କ ଉପରେ ଶନିଦେବଙ୍କର କୃପା ରହିଥାଏ।

ଯେଉଁ ପୁରୁଷର ହସ ମନ ମହିଳା ପରି ହୋଇଥାଏ ତାଙ୍କ ଉପରେ ମା ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ରହିଥାଏ।

ଯଦି ଏହିସବୁ ଲକ୍ଷଣ ଯେଉଁ ପୁରୁଷଙ୍କ ପାଖରେ ଦେଖାଦିଏ ସେମାନେ ଅତ୍ୟନ୍ତହିଁ ଅବଶ୍ୟ ଭାଗ୍ୟଶାଳୀ ହୋଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *