Excuse Me Odisha

ଯାହା କହିବୁ ସତ କହିବୁ

ଆଜି ଭୟଙ୍କର ସୁର୍ଯ୍ୟପରାଗ | ୭ଟି ରାଶି ହେବେ କୋଟିପତି | ୫ଟି ରାଶି ହେବେ ଦରିଦ୍ର | ହାଣ୍ଡି ଛାଡ ସମୟ | ଜାଣନ୍ତୁ ସବୁକିଛି

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଆଜି ଭୟଙ୍କର ସୁର୍ଯ୍ୟ ପରାଗ ୭ ଟି ରାଶି ହେବେ ମାଲାମାଲ।

ବନ୍ଧୁଗଣ ୪ ଡିସେମ୍ବରକୁ ଲାଗିବାକୁ ଯାଉଛି ଶେଷ ସୁର୍ଯ୍ୟପରାଗ। ଆଜି ଭୟଙ୍କର ସୁର୍ଯ୍ୟ ପରାଗ ୭ ଟି ରାଶି ହେବେ ମାଲାମାଲ ୫ ଟି ରାଶିକୁ ହେବ କ୍ଷତି। ବନ୍ଧୁଗଣ ୪ ଡେସେମ୍ବର ୨୦୨୧ କୁ ଅମାବାସ୍ୟାରାତିକୁ ସୁର୍ଯ୍ୟପରାଗ ଲାଗିବାକୁ ଯାଉଛି। ଯାହାକି ବର୍ଷର ଶେଷ ଏବଂ ଦ୍ୱିତୀୟ ଗ୍ରହଣ ଅଟେ। ଆପଣଙ୍କୁ କହିଦେଉଛୁ ଯେ ଏହି ଗ୍ରହଣର ଶୁଭ ଏବଂ ଅଶୁଭ ପ୍ରଭାବ ରାଶି ମାନଙ୍କ ଉପରେ ଦେଖିବାକୁ ମିଳିବ। ୪ ଡେସେମ୍ବର ୨୦୨୧କୁ ଲାଗିବାକୁଥିବା ଏହି ସୁର୍ଯ୍ୟପରାଗ ଭାରତୀୟ ସମୟ ଅନୁସାରେ ୪ ଡେସେମ୍ବର ସକାଳ ୧୦ ଟା ବାଜି ୫୯ ମିନିଟରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୩ ଟା ବାଜି ୭ ମିନିଟ ପର୍ଯ୍ୟନ୍ତ ରହିବ। ଏହାର ସୁତକ କାଳ ୧୨ ଘଣ୍ଟା ପୂର୍ବରୁ ହିଁ ଆରମ୍ଭ ହୋଇଯିବ। ଏହି ଗ୍ରହଣର କୁଳ ଅବଧି ୪ ଘଣ୍ଟା ହେବ। ଏହି ସୁର୍ଯ୍ୟପରାଗ ଦକ୍ଷିଣ ଆମେରିକା ପ୍ରଶାନ୍ତ ମହାସାଗର ସାଉଥଆଫ୍ରିକା ଆଣ୍ଟଲାଟିକ ମହାଦୀପ ଏବଂ ଅଷ୍ଟ୍ରେଲିଆରେ ଦେଖାଦେବ। ଏହି ଗ୍ରହଣ ବର୍ଷର ଦ୍ୱିତୀୟ ସୁର୍ଯ୍ୟ ଗ୍ରହଣ। ଜ୍ୟୋତିଷ ଗଣନା ଅନୁସାରେ ଏହି ଗ୍ରହଣ ମାର୍ଗଶିର ମାସର କୃଷ୍ଣପକ୍ଷର ଅମାବାସ୍ୟା ତିଥି ଶନିବାର ଦିନ ଲାଗିବାକୁ ଯାଉଛି। ଏବଂ ଏହା ବିଛା ରାଶିରେ ଲାଗୁଛି। ଜ୍ୟୋତିଷ ମାନ୍ୟତା ଅନୁସାରେ ଗ୍ରହଣର ଏକ ଅଶୁଭ ସମୟ ଅବଧି ରହିଥାଏ। ଏଥିପାଇଁ ସେହି ସମୟରେ କିଛି ଜିନିଷ କରିବାକୁ ବର୍ଜିତ ମାନାଯାଏ।

ଆପଣଙ୍କୁ ଜଣେଇବାକୁ ଚାହିଁବାକୁ କି ଗ୍ରହଣ ସମୟରେ ବା ଗ୍ରହଣ ପରେ ମାନେ ସରିବା ଯାଏ ଆପଣ ଭଗବାନଙ୍କର ମୂର୍ତ୍ତିକୁ ଛୁଅନ୍ତୁ ନାହିଁ। ଗ୍ରହଣ ସମୟରେ ଆପଣ ଘରର ମନ୍ଦିରର କବାଟ ବନ୍ଦ ରଖନ୍ତୁ। ଯାହା ଦ୍ୱାରା ଗ୍ରହଣ ପ୍ରଭାବ ପଡିବ ନାହିଁ। ଗ୍ରହଣ ସମୟରେ ଗର୍ଭବତୀ ମହିଳାଙ୍କୁ ବାହାରକୁ ବାହାରିବା ଉଚିତ ନୁହେଁ କି ଦେଖିବା ମଧ୍ୟ ଉଚିତ ନୁହେଁ। ଗ୍ରହଣ ସମୟରେ ଭୋଜନ କରିବା ଉଚିତ ନୁହେଁ। ଏହା ସହିତ ସୁର୍ଯ୍ୟ ସହିତ ସମ୍ବଦ୍ଧିତ ମନ୍ତ୍ରର ଜପ କରିବା ଉଚିତ। ହନୁମାନ ଚାଳିସା ପାଠ କରିବା ଉଚିତ ଏବଂ ଭଗବାନ ଶିବଙ୍କର ମହମୃତ୍ୟୁଞ୍ଜୟ ମନ୍ତ୍ରକୁ ଜପ କରିବା ଉଚିତ। ଏହି ସୁର୍ଯ୍ୟପରାଗରେ କିଛି ରାଶି ଉପରେ ଏହାର ପ୍ରଭାବ ସକାରାତ୍ମକତା ଆଉ କିଛି ରାଶି ଉପରେ ନକରାତ୍ମକତା ପ୍ରଭାବ ଅବଶ୍ୟ ଦେଖିବାକୁ ମିଳିବ। କିନ୍ତୁ ଯଦି ଆପଣ କିଛି ଉପାୟ କରନ୍ତି ତେବେ ଆପଣ ଏହି ନକରାତ୍ମକ ପ୍ରଭାବ ଭୋଗିବେନି। ତ ଆସନ୍ତୁ ଜାଣିନେବା ଏହି ଗ୍ରହଣର ପ୍ରଭାବ କେଉଁ କେଉଁ ରାଶି ଉପରେ ପଡିବ। ଆଉ ଏହିସବୁରୁ ବଞ୍ଚିବା ପାଇଁ କେଉଁ ସବୁ ଉପାୟ କରିବା ଉଚିତ।

ମେଷ ରାଶି:

ଏହି ରାଶି ପାଇଁ ଏହି ସୁର୍ଯ୍ୟପରାଗ ବହୁତ ପ୍ରଭାବଶାଳୀ ରହିବ। କିନ୍ତୁ ଆପଣଙ୍କୁ ଟିକେ ସାବଧାନ ରହୁବାକୁ ହେବ। ଆପଣ ଗାଡି ବାହନ ଜିନିଷ ଠାରୁ ଟିକେ ସାବଧାନ ରୁହନ୍ତୁ। ଯଦି ଆପଣ ପୂଜା କରନ୍ତି ତ ଏହି ଗ୍ରହଣର ପ୍ରଭାବରୁ ବଞ୍ଚି ପାରିବେ। ସେଥିପାଇଁ ଆପଣଙ୍କୁ ହନୁମାନ ଚାଳିସା ପାଠ କରିବା ଉଚିତ।

ବୃଷ ରାଶି:

ଏହି ରାଶିର ଜାତକଙ୍କ ପାଇଁ ଏହି ସୁର୍ଯ୍ୟପରାଗର ପ୍ରଭାବ ବହୁତ ଅଶୁଭ ରହିବ। କାରଣ ଏହି ପରାଗ ଆପଣଙ୍କ ପାଇଁ ଟିକେ ଅଶୁଭ ରହିବ। ଯଦି ଆପଣ ବ୍ୟାପାର କରୁଛନ୍ତି ତ ସେଥିରେ ଟିକେ ଅସୁବିଧା ଆସିପାରେ ଏବଂ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଟିକେ ଅସନ୍ତୋଷ ଦେଖିବାକୁ ମିଳିବ। ଏହି ସୁର୍ଯ୍ୟପରାଗରୁ ବଞ୍ଚିବା ପାଇଁ ଆପଣଙ୍କୁ ଗ୍ରହଣ କାଳ ସମୟର ପୂର୍ବରୁ ହିଁ ଭଗବାନ ଗଣେଶଙ୍କର ପୂଜା ଆରାଧନା କରନ୍ତୁ ଏବଂ ଗଣେଶଙ୍କର ମନ୍ତ୍ର ଜପ କରନ୍ତୁ ତା ସହିତ ପୁରା ଗ୍ରହଣ ସମୟରେ ଆପଣ ଓଁ ଗଙ୍ଗ ଗଣପତେୟ ନମଃ ଜପ କରନ୍ତୁ।

ମିଥୁନ ରାଶି:

ଏହି ରାଶି ପାଇଁ ସୁର୍ଯ୍ୟପରାଗ ଭଲ ରହିବ। ଆପଣ ଋଣରୁ ମୁକ୍ତି ପାଇବା ପାଇଁ ନଜର ଆସିବେ। କିନ୍ତୁ ଆପଣ ବିପଦ ଠାରୁ ଦୂରେଇ ରୁହନ୍ତୁ। କାହା ସହିତ ବିବାଦ କରନ୍ତୁ ନାହିଁ। କାରଣ ଏହା ଆପଣଙ୍କ ପାଇଁ ଏତେ ବି ଶୁଭ ରହିବ ନାହିଁ। ବ୍ୟାପାର କ୍ଷେତ୍ରରେ ଟିକେ ଅସୁବିଧା ଆସିପାରେ। ଆପଣ ଚାକିରୀରେ ପଦନ୍ନତି କରିବା ସହିତ ସ୍ୟାଲେରିରେ ବି ମଧ୍ୟ ବୃଦ୍ଧି ହୋଇପାରେ। ଏହି ସୁର୍ଯ୍ୟପରାଗର ପ୍ରଭାବରୁ ବଞ୍ଚିବା ପାଇଁ ଓମ ନମଃ ଭଗବତେ ବାସୁଦେବାୟ ନମଃ ମନ୍ତ୍ରର ଜପ କରନ୍ତୁ। ଗ୍ରହଣ ପରେ ଦାନ ଦକ୍ଷିଣା କରିବା ଉଚିତ। ଆପଣ ଅନ୍ନ ବସ୍ତ୍ର ଏବଂ ତେଲ ଦାନ କରନ୍ତୁ।

କର୍କଟ ରାଶି:

ଏହି ରାଶିର ଏହି ସୁର୍ଯ୍ୟପରାଗ ବହୁତ ହିଁ ଶୁଭ ରହିବ। ଆପଣଙ୍କର କେତେକ କ୍ଷେତ୍ରରେ ଶୁଭ ହେବ। ଆର୍ଥିକ ମାମଲା ଆପଣଙ୍କର କ୍ଷତି ହେବ ଏଥିପାଇଁ ଆପଣ ଏହି ସୁର୍ଯ୍ୟପରାଗର ଅଶୁଭ ପ୍ରଭାବରୁ ରକ୍ଷା ପାଇବା ପାଇଁ ଭଗବାନ ଶିବଙ୍କର ଆରୋଧନା କରନ୍ତୁ। ତା ସହିତ ଧଳା ରଙ୍ଗର ବସ୍ତ୍ର ଏବଂ ଧଳା ରଙ୍ଗର ଜିନିଷ ଦାନ କରନ୍ତୁ। ଗ୍ରହଣ ସରିବା ପରେ ଓଁ ନମଃ ଶିବାୟ ମନ୍ତ୍ରର ଜପ କରନ୍ତୁ।

ସିଂହ ରାଶି:

ଏହି ରାଶିର ଜାତକଙ୍କ ପାଇଁ ଏହି ସୁର୍ଯ୍ୟପରାଗର ପ୍ରଭାବ ବହୁତ ହିଁ ଭଲ ରହିବ। ଆପଣ ପ୍ରେମ ସମ୍ବଦ୍ଧରେ ବହୁତ ଭଲ ରହିବେ। ଆପଣଙ୍କୁ ସନ୍ତାନ ପ୍ରାପ୍ତିର ଯୋଗ ବନୁଅଛି। ଆପଣଙ୍କୁ ଜମି ବାଡ଼ି ସମ୍ବଦ୍ଧିତ ମାମଲାରେ ଲାଭ ମିଳିବ। ନୂତନ ବାହନ କିଣି ପାରନ୍ତି। ଏଥିପାଇଁ ଏହି ସୁର୍ଯ୍ୟପରାଗର ପ୍ରଭାବରୁ ବଞ୍ଚିବା ପାଇଁ ଲାଲ ମସୁର ଡାଲି ଏବଂ ଲାଲ ବସ୍ତ୍ରର ଦାନ କରନ୍ତୁ। ଆପଣ ଏହି ସମୟରେ ଓମ ଆଦିତାୟ ନମଃ ମନ୍ତ୍ରର ଜପ କରନ୍ତୁ।

କନ୍ୟା ରାଶି:

ଏହି ରାଶିଙ୍କ ପାଇଁ ଏହି ସୁର୍ଯ୍ୟପରାଗ ପ୍ରଭାବରେ କିଛି କ୍ଷେତ୍ରରେ କିଛି ସଉଭ ହେବାକୁ ଯାଉଛି। ଆପଣ ନିଜ ପରିଶ୍ରମ ବଳରେ କେତେ ସାରା ମହତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳ ହେବେ। ବିଜନେସ ବ୍ୟାପାରରେ ନାମ ଅର୍ଜନ କରିବେ। ବଡ଼ ଅଧିକାରୀଙ୍କ ସହିତ ଭଲ ସମ୍ପର୍କ ରହିବ। ଏହି ସୁର୍ଯ୍ୟପରାଗର ଅଶୁଭ ପ୍ରଭାବରୁ ବଞ୍ଚିବା ପାଇଁ ସୁର୍ଯ୍ୟଦେବଙ୍କର ମନ୍ତ୍ରକୁ ଜପ କରିବାକୁ ହେବ। ଓଁ ସୂର୍ଯ୍ୟାୟ ନମଃ। ପରାଗ ସମୟରେ ମଧ୍ୟ ଭଗବାନ ଶ୍ରୀକୃଷ୍ଣଙ୍କ ମନ୍ତ୍ର ବି ଅଧିକ ଜପ କରିବା ଉଚିତ।

ତୁଳା ରାଶି:-

ଏହି ରାଶି ନିଜ ପରିବାରକୁ ନେଇ ଟିକେ ଚିନ୍ତିତ ରହିବେ। ଆପଣ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ପରିବାର ସହିତ ଆପଣ ବହୁତ ଖୁସିରେ ରହିବେ ଚିନ୍ତା କରୁଥିଲେ ମଧ୍ୟ। ଆପଣ ନିଜ ସ୍ୱାସ୍ଥ୍ୟ ପ୍ରତି ଟିକେ ସାବଧାନ ରୁହନ୍ତୁ। ଯେପରି କୌଣସି ସ୍ୱାସ୍ଥ୍ୟ ସମ୍ବଦ୍ଧିତ ସମସ୍ୟା ଦେଖିବାକୁ ନମିଳୁ। ଆପଣଙ୍କୁ ଏହି ସୁର୍ଯ୍ୟପରାଗରେ ବହୁତ ସକାରାତ୍ମକତା ଦେଖିବାକୁ ମିଳିବ। ଏଥିପାଇଁ ଆପଣଙ୍କୁ ମନେ ମନେ ଅଧିକତର ଓମ୍ ନମଃ ଭଗବତେ ବାସୁଦେବାୟ ନମଃ ମନ୍ତ୍ରର ଜପ କରିବା ଉଚିତ। କୃଷ୍ଣଙ୍କର ମନ୍ତ୍ର ମଧ୍ୟ ଜପ କରିବା ଉଚିତ। ମହାମୃତ୍ୟୁଞ୍ଜୟ ମନ୍ତ୍ର ମଧ୍ୟ ଜପ କରିବେ।

ବିଛା ରାଶି:-

ଏହି ରାଶି ଉପରେ ସୁର୍ଯ୍ୟପରାଗ ପଡ଼ିବାକୁ ଯାଉଛି ଏଥିପାଇଁ ଏହି ରାଶିର ଜାତକଙ୍କୁ ନିଜ ଉପରେ ବିଶେଷ ଭାବରେ ଧ୍ୟାନ ଦେବା ଉଚିତ। କାରଣ ଏହି ରାଶି ଉପରେ ହିଁ ଲାଗିବାକୁ ଯାଉଛି ଏହି ସୁର୍ଯ୍ୟପରାଗ ତ ଆପଣଙ୍କୁ ସାବଧାନ ରହିବା ଉଚିତ। ଆପଣଙ୍କର ଆର୍ଥିକ ସମସ୍ୟା ଏବଂ ପାରିବାରିକ ବିବାଦରେ ସାମ୍ନା କରିବାକୁ ପଡିପାରେ। ଗ୍ରହଣର ଏହି ଅଶୁଭ ପ୍ରଭାବରୁ ରକ୍ଷା ପାଇବା ପାଇଁ ସୁର୍ଯ୍ୟପରାଗ ସମୟରେ ହନୁମାନ ଚାଳିସାର ପାଠ କରିବା ଉଚିତ ଏବଂ ଅଧିକ ଥର ଆପଣ ଓମ୍ ହନୁ ହନୁମନ୍ତେ ନମଃ ଏହି ମନ୍ତ୍ରକୁ ଜପ କରନ୍ତୁ।

ଧନୁ ରାଶି:

ଏହି ରାଶିର ଜାତକଙ୍କୁ ଏହି ଅଶୁଭ ପ୍ରଭାବରୁ ବଞ୍ଚିବାକୁ ହେଲେ ଆପଣ ଦାନ ନିଶ୍ଚିତ କରିବା ଉଚିତ। କିନ୍ତୁ ଆପଣଙ୍କର ଅଧିକ ଧନ ଖର୍ଚ୍ଚ ହୋଇପାରେ। ଆପଣଙ୍କର ବ୍ୟୟ ଅଧିକ ହେବ। ଯଦି ଆପଣ ବିଦେଶ ଯାତ୍ରା କରନ୍ତି ତେବେ ସେଥିରେ ଅଧିକ ଖର୍ଚ୍ଚ ହେବ। ତେଣୁ ଆପଣ ତାହାକୁ କ୍ୟାନସେଲ କରନ୍ତୁ। ଆପଣଙ୍କର ବିମାରୀକୁ ନେଇ ହସ୍ପିଟାଲ ଖର୍ଚ୍ଚ ଅଧିକ ବଢ଼ିପାରେ। ଏଥିପାଇଁ ଆପଣ ଏହିସବୁକୁ ଧ୍ୟାନ ରଖନ୍ତୁ। କ୍ଷତି ଅଧିକ ହେବ। ଆପଣଙ୍କୁ କୋର୍ଟ କଚେରୀ ମାମଲାରେ ମଧ୍ୟ ଅଧିକ ସମସ୍ୟା ଦେଖିବାକୁ ମିଳିବ।

ମକର ରାଶି:

ଏହି ରାଶିର ଲୋକଙ୍କୁ ଏହି ସୁର୍ଯ୍ୟପରାଗ ପ୍ରଭାବରୁ ଲାଭ ଦେଖିବାକୁ ମିଳିବ। ଏହି ସୁର୍ଯ୍ୟପରାଗ ଆପଣଙ୍କ ପାଇଁ ବହୁତ ଶୁଭ ରହିବ। ଆପଣ ସ୍ରୋତ ପାଠ କରନ୍ତୁ। ଆପଣଙ୍କର ଆମଦାନୀ ଦୁଇଗୁଣା ହେବ। ଆପଣଙ୍କର ଯେଉଁ ସମସ୍ୟା ଥିଲା ତାହା ଟିକେ କମି ଆସିବ। ଧନ ଖର୍ଚ୍ଚରେ ମଧ୍ୟ କମି ଦେଖିବାକୁ ମିଳିବ। ଆପଣ ଉନ୍ନତି କରିବେ। ଏହି ସୁର୍ଯ୍ୟପରାଗର ଖରାପ ପ୍ରଭାବରୁ ବଞ୍ଚିବା ପାଇଁ ଭଗବାନଙ୍କର ଧ୍ୟାନ କରନ୍ତୁ। ଆପଣଙ୍କ ଚାକିରୀରେ ଦରମା ବଢ଼ିପାରେ। ଆପଣଙ୍କର ଅଟକି ରହିଥିବା ଧନ ଆପଣଙ୍କୁ ପ୍ରାପ୍ତ ହେବ। ଆପଣ ଭଗବାନ ଶିବ ଙ୍କର ମନ୍ତ୍ର ଜପ କରନ୍ତୁ।

କୁମ୍ଭ ରାଶି:

ଏହି ସୁର୍ଯ୍ୟପରାଗ ଆପଣଙ୍କ ରାଶି ଉପରେ ଦଶମ ଭାଗରେ ପଡୁଛି ଏଥିପାଇଁ ଆପଣଙ୍କୁ ଏହି ସୁର୍ଯ୍ୟପରାଗ ପରେ ତେଲର ଦାନ କରିବା ଉଚିତ। ଏମିତି କଲେ ଆପଣଙ୍କର ବ୍ୟାପାରରେ ଉନ୍ନତି ଦେଖିବାକୁ ମିଳିବ। ଆପଣଙ୍କୁ ଶୁଭ ପରିମାଣ ଦେଖିବାକୁ ମିଳିବ। କିନ୍ତୁ ଆପଣଙ୍କୁ ଉଧାର କରଜରୁ ବଞ୍ଚିବା ଉଚିତ। ଆପଣ ଏହି ସମୟରେ କାହାରିକୁ ଉଧାର କରଜ ଦିଅନ୍ତୁ ନାହିଁ। ଏହି ପ୍ରଭାବରୁ ରକ୍ଷା ପାଇଁ କଳା ତେଲ ଦାନ କରନ୍ତୁ। ଓମ୍ ଶନି ଶନିଶ୍ଚରାୟ ମନ୍ତ୍ରର ଜପ କରନ୍ତୁ।

ମୀନ ରାଶି:

ଏହି ରାଶିର ଜାତକଙ୍କ ପାଇଁ ଏହି ପ୍ରଭାବ ବହୁତ ଭଲ ରହିବ। ୪ ଡେସେମ୍ବରକୁ ଲାଗିବାକୁ ଥିବା ଏହି ସୂର୍ଯ୍ୟପରାଗ ବର୍ଷର ଶେଷ ସୂର୍ଯ୍ୟପରାଗ ଆପଣଙ୍କର ନବମ ଭାଗରେ ଲାଗିବ। ଏଥିପାଇଁ ଆପଣଙ୍କ ଭାଗ୍ୟରେ ଟିକେ ବୃଦ୍ଧି ଦେଖିବାକୁ ମିଳିବ। କିନ୍ତୁ ପିତାଙ୍କ ସମ୍ବଦ୍ଧରେ ଟିକେ ସମସ୍ୟା ଦେଖିବାକୁ ମିଳିବ। ଆପଣଙ୍କୁ ଧାର୍ମିକ ଯାତ୍ରାରେ ଲାଭ ହେବ। ଘରେ କୌଣସି ମହତ୍ୱପୂର୍ଣ୍ଣ କାର୍ଯ୍ୟ ହେବ। ଘରେ ଧନ ଇନକମ ଆୟରେ ବୃଦ୍ଧି ହେବ। ଗାଡି ବାହନ ଆଦି କିଣି ପାରନ୍ତି। ଚାକିରୀରେ ଆପଣଙ୍କୁ ପଦଉନ୍ନତି ମିଳିପାରେ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ବଦ୍ଧ ଭଲ ରହିବ। ଦାମ୍ଫତ୍ୟ ଜୀବନରେ ଖୁସି ଆସିବ। ସନ୍ତାନ ପ୍ରାପ୍ତିର ପ୍ରବଳ ଯୋଗ ରହିଛି। ଏହି ସୂର୍ଯ୍ୟପରାଗର ଅଶୁଭ ପ୍ରଭାବରୁ ବଞ୍ଚିବା ପାଇଁ ଆପଣଙ୍କୁ ହଳଦିଆ ରଙ୍ଗର ବସ୍ତୁ ଦାନ କରିବା ଉଚିତ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *