Excuse Me Odisha

ଯାହା କହିବୁ ସତ କହିବୁ

ଆଜି ସୂର୍ଯ୍ୟପରାଗ ( 04 December ) !! ହାଣ୍ଡିଛାଡ଼ ସଠିକ ସମୟ ,4ଟି ରାଶି ହେବେ କୋଟିପତି !! ବର୍ଷର ଶେଷ ସୂର୍ଯ୍ୟପରାଗ !!

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସୁର୍ଯ୍ୟ ପରାଗ ୪ ଡିସେମ୍ବର ୪ ଟି ରାଶି ଭାଗ୍ୟବାନ।

ବନ୍ଧୁଗଣ ଆପଣଙ୍କୁ ଜଣେଇ ଦେଉଛୁ କି ୨୦୨୧ର ପ୍ରଥମ ସୁର୍ଯ୍ୟପରାଗ ୧୦ ଜୁନକୁ ଥିଲା ଏବଂ ଏବେ ୨୦୨୧ର ୧୯ ନଭେମ୍ବରକୁ ଚନ୍ଦ୍ରଗ୍ରହଣ ଲାଗିଲା ଏବେ ଏହା ପରେ ୪ ଡିସେମ୍ବରକୁ ଶେଷ ସୁର୍ଯ୍ୟପରାଗ ଲାଗିବାକୁ ଯାଉଅଛି। ସୁର୍ଯ୍ୟପରାଗର ପର ଦିନ ମାନେ ୫ ଡିସେମ୍ବରକୁ ମଙ୍ଗଳ ଗ୍ରହ ବୃଷ ରାଶିରେ ଗୋଚର ହେବେ ମାନେ ମଙ୍ଗଳଗ୍ରହ ନିଜର ରାଶି ବଦଳେଇବେ। ଏହି ସମୟରେ ରାହୁ ଏବଂ କେତୁ ବକ୍ରି ସ୍ଥିତିରେ ରହିବେ। ଏହି ସମୟରେ ତୁଳାରେ ମଙ୍ଗଳ ରହିବେ। ଚନ୍ଦ୍ରମା ବୁଧ ଏବଂ ସୁର୍ଯ୍ୟ ଧନୁ ରାଶିର ରହିବେ। ମକର ଏବଂ କୁମ୍ଭ ରାଶିରେ ଶନି ରହିବେ। ତ ଏମିତିରେ କିଛି ରାଶିଙ୍କ ପାଇଁ ଏହି ଗ୍ରହଣ ବହୁତ ହିଁ ଶୁଭ ରହିବ। କିଛି ରାଶି ଏହିଥର ମାଲାମାଲ ରହିବେ। ୪ ଡିସେମ୍ବରକୁ ଲାଗିବାକୁଥିବା ଏହି ସୁର୍ଯ୍ୟପରାଗ ବର୍ଷର ଶେଷ ସୁର୍ଯ୍ୟପରାଗ ଅଟେ। ରାହୁ କେତୁ ବକ୍ରି ଅବସ୍ଥାରେ ରହିବେ। ଏହାର ପ୍ରଭାବ ସବୁ ରାଶିରେ ରହିବ। ଭାରତରେ ଗ୍ରହଣର କେବଳ ଉପଛାୟା ରହିବ। ସୁତକ ସମୟକୁ ମାନିବେ ନାହିଁ କିନ୍ତୁ ପୂଜା ପାଠ କରିବେ ନାହିଁ କୌଣସି ଶୁଭ କାର୍ଯ୍ୟ ମଧ୍ୟ ହେବନାହିଁ। ମନ୍ଦିର ମଧ୍ୟ ବନ୍ଦ ରହିବ। ବିଧିବିଧାନର ନିୟମ ଶେଷ ହେଲା ପରେ ମନ୍ଦିରର କବାଟ ଖୋଲାଯିବ। ଏହି ସମୟରେ ଘରେ ମଧ୍ୟ ପୂଜାପାଠ କରାଯାଏ ନାହିଁ। ଜ୍ୟୋତିଷଙ୍କ ଦୃଷ୍ଟିରୁ ଏହି ଗ୍ରହଣ ବହୁତ ମହତ୍ୱପୂର୍ଣ୍ଣ ଅଟେ। ଏହି ଗ୍ରହଣ ଅମବାସ୍ୟାରେ ପଡୁଛି।

ଏହି ଗ୍ରହଣରେ ଦୁଇଟି ବଡ଼ ଗ୍ରହ ଅସ୍ତ ହେବେ ବୁଧ ଏବଂ ଚନ୍ଦ୍ରମା ସାମିଲ ହେବେ ତ ବହୁତ ଭୟଙ୍କର ମାନାଯାଏ ଏହି ଗ୍ରହଣକୁ ତ ବନ୍ଧୁଗଣ ୧୯ ନଭେମ୍ବରରେ ଚନ୍ଦ୍ରଗ୍ରହଣ ଗଲା ଏବଂ ୪ ଡିସେମ୍ବରରେ ସୁର୍ଯ୍ୟପରାଗ ଲାଗିବ ତେବେ ୧୫ ଦିନ ଭିତରେ ଦୁଇଟି ଗ୍ରହଣ ଲାଗୁଛି। ଏଥିପାଇଁ ଏହି ଗ୍ରହଣ କିଛି ଅଜବ ସଂଯୋଗ ନେଇ ଆସୁଛି। ୪ ଡିସେମ୍ବର ଶନିବାର ଅଟେ ତ ଏହି ଦିନ ସୁର୍ଯ୍ୟପରାଗ ଲାଗୁଛି ତ ଜ୍ୟୋତିଷ ଦୃଷ୍ଟିରେ ଏହା ବହୁତ ଖରାପ ପ୍ରଭାବ ନେଇଆସୁଛି। ଆଉ ଏମିତି କିଛି ରାଶି ମଧ୍ୟ ଅଛନ୍ତି ଯେଉଁମାନେ ଗ୍ରହଣରେ ମାଲାମାଲ ହେବାକୁ ଯାଉଛନ୍ତି। ବହୁତ ଅଧିକ ଭୟଙ୍କର ହେବ ଏହି ସୁର୍ଯ୍ୟପରାଗ। ତେଣୁ ବହୁତ ସାବଧାନ ରହିବାକୁ ହେବ। ଆସନ୍ତୁ ଜାଣିବା କେଉଁ ରାଶି ଉପରେ କେଉଁ ପ୍ରକାରର ପ୍ରଭାବ ରହିବ ଏହି ସୁର୍ଯ୍ୟପରାଗର। କେଉଁ କାର୍ଯ୍ୟ କରିବା ଉଚିତ ଆଉ କେଉଁ କାର୍ଯ୍ୟ କରିବା ଅନୁଚିତ। ଆପଣଙ୍କୁ ଗ୍ରହଣ ସମୟରେ କିଛି ସାବଧାନତା ମାନିବାକୁ ପଡିବ ଏବଂ ଗ୍ରହଣ ପରେ ବି କିଛି କାମ କରିବା ବହୁତ ଜରୁରୀ। ଆସନ୍ତୁ ଜାଣିବା କେଉଁ ରାଶି ଉପରେ କେଉଁ ପ୍ରକାର ପ୍ରଭାବ ରହିବ ଏହି ସୂର୍ଯ୍ୟପରାଗରେ କେଉଁ କାମ କରିବା ଉଚିତ। ଆଉ କେଉଁ କାମ କରିବା ଅନୁଚିତ

ସୁର୍ଯ୍ୟପରାଗ ଶେଷ ହେବା ପରେ ଶୁଦ୍ଧ ଜଳରେ ସ୍ନାନ କରିକି କୌଣସି କାର୍ଯ୍ୟ କରନ୍ତୁ। ଗ୍ରହଣ ସମୟରେ ଇଷ୍ଟ ଦେବଙ୍କୁ ଧ୍ୟାନ କରନ୍ତୁ ଏବଂ ମନ୍ତ୍ର ଜପ କରନ୍ତୁ। ସୁର୍ଯ୍ୟପରାଗ ସମୟରେ ଧାତୁ ଏବଂ ପିତ୍ତଳର ଦାନ କରନ୍ତୁ। ଗ୍ରହଣ ସମୟରେ ଖାଦ୍ୟକୁ ହଟାଇ ଦେଇ ସତେଜ ଖାଦ୍ୟ ଖାଆନ୍ତୁ। ନଚେତ ଗ୍ରହଣ ପୂର୍ବରୁ ରନ୍ଧା ଯାଇଥିବା ଖାଦ୍ୟରେ ତୁଳସୀ ପତ୍ର ପକେଇଦିଅନ୍ତୁ ଏବଂ ସେହି ଖାଦ୍ୟ ଗ୍ରହଣ ପରେ ଖାଆନ୍ତୁ।

ଗ୍ରହଣ ପରେ ଗାଈକୁ ସବୁଜ ଘଆ ଖାଇବାକୁ ଦିଅନ୍ତୁ। ଗରିବକୁ ବସ୍ତ୍ର ଦାନ କରନ୍ତୁ।

ଏବେ ଆସନ୍ତୁ ଜାଣିବା ଗ୍ରହଣର ସମୟ କଣ ରହିବ। ଗ୍ରହଣର ସମୟ ହେଉଛି ୪ ଡିସେମ୍ବର ସକାଳ ୧୦ ଟା ବାଜି ୫୯ ମିନିଟରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୩ ଟା ବାଜି ୭ ମିନିଟ ପର୍ଯ୍ୟନ୍ତ ରହିବ। ପୁରା ୪ ଘଂଟା ୮ ମିନିଟ ପର୍ଯ୍ୟନ୍ତ ଏହି ସୁର୍ଯ୍ୟପରାଗ ରହିବ। ଯାହାକି ବହୁତ ପ୍ରଭାବଶାଳୀ ସୁର୍ଯ୍ୟପରାଗ ଅଟେ। ସୁତକ କାଳ ଗ୍ରହଣର ଗୋଟିଏ ଦିନ ଆଗରୁ ମାନେ ୩ ଡିସେମ୍ବର ରାତି ୧୦ ଟା ବାଜି ୫୯ ମିନିଟରେ ଆରମ୍ଭ ହେବ। ଗ୍ରହଣ ସମାପ୍ତ ହେଲେ ସୁତକ କାଳ ମଧ୍ୟ ସମାପ୍ତ ହେବ। ଏହି ସମୟରେ ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଶନିବାର ଦିନ ଏହି ସୁର୍ଯ୍ୟପରାଗ ଲାଗୁଛି ତେଣୁ ଏହା ଭୟଙ୍କର ରହିବ। ତେଣୁ ଆପଣ ସାବଧାନ ରୁହନ୍ତୁ। ଏହି ସମୟରେ ବାଳକ ଏବଂ ବୃଦ୍ଧ ବ୍ୟକ୍ତିଙ୍କୁ ଛାଡି ଅନ୍ୟ କାହାକୁ ମଧ୍ୟ ଭୋଜନ କରିବା ଉଚିତ ନୁହେଁ। ଗ୍ରହଣ ସମୟରେ ଶୋଇବା ବା ଭୋଜନ କରିବା ଉଚିତ ନୁହେଁ। ଚାକୁ ଛୁରୀରେ ପନିପରିବା କାଟନ୍ତୁ ନାହିଁ। ଏହା ଗର୍ଭବତୀ ମହିଳାମାନଙ୍କ ପାଇଁ ଶୁଭ ନୁହେଁ। ମାନ୍ୟତା ଅନୁସାରେ ଭଗବାନ ଙ୍କ ମୂର୍ତ୍ତିକୁ ଛୁଅନ୍ତୁ ନାହିଁ ପୂଜା ପାଠ କରନ୍ତୁ ନାହିଁ ଫୁଲ ଫଳ ତୋଳିବା ବର୍ଜିତ ଅଟେ। ଗର୍ଭବତୀ ମହିଳାଙ୍କୁ ଗ୍ରହଣ ସମୟରେ ବାହାରକୁ ଆସିବା ଉଚିତ ନୁହେଁ। ଗ୍ରହଣ ସମୟରେ ଭୋଜନ ବନେଇବା ଉଚିତ ନୁହେଁ। ଗ୍ରହଣର ପ୍ରଭାବରୁ ବଞ୍ଚିବା ପାଇଁ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ କିମ୍ବା ଶୁଣନ୍ତୁ। ଏହା ବ୍ୟତୀତ ଗରିବଙ୍କୁ ଦାନ କରନ୍ତୁ। ଏପରି କଲେ ଗ୍ରହଣର ଖରାପ ପ୍ରଭାବରୁ ବଞ୍ଚିପାରିବେ। ଏବେ ଆସନ୍ତୁ ଜାଣିନେବା ଗ୍ରହଣରେ କେଉଁ ରାଶି ହେବାକୁ ଯାଉଛନ୍ତି ମାଲାମାଲ ଆଉ ଗ୍ରହଣର ପ୍ରଭାବ କଣ ରହୁଛି।

ମେଷ ରାଶି। ଏହି ସୁର୍ଯ୍ୟପରାଗ ଆପଣଙ୍କ ପାଇଁ ବହୁତ ଭଲ ରହିବ। ଧନ ସହିତ ଜଡ଼ିତ ସମସ୍ୟା ଦୂର ହେବ। ଜମି ସମ୍ବଦ୍ଧିତ ସମସ୍ୟା ଦୂର ହେବ। ଏହା ସହିତ କିଛି ମାର୍ଗ ମଧ୍ୟ ଆପଣଙ୍କୁ ମିଳିବ। ଏହି ପରାଗରେ ଆପଣଙ୍କୁ ସଫଳତା ମିଳିବ। ତା ସହିତ ପରିବାର ସମାଜରେ ଆପଣାଙ୍କୁ ଖୁସି ସହିତ ମାନ ସମ୍ମାନ ପ୍ରାପ୍ତ ହେବ। ଚାକିରୀରେ କୌଣସି ଅସୁବିଧା ହେବ ନାହିଁ ନୂତନ ଚାକିରୀ ମଧ୍ୟ ଆପଣଙ୍କୁ ମିଳିପାରେ।

ମିଥୁନ ରାଶି। ଆପଣଙ୍କ ପାଇଁ ଏହି ପରାଗ ବହୁତ ଶୁଭ ରହିବ। ଧନ ଦୌଲତ ପ୍ରାପ୍ତି ହେବ। କେତେ ପ୍ରକାରର ସଫଳତା ମଧ୍ୟ ମିଳିବ। ଆପଣ ଚେଷ୍ଟା କଲେ ସବୁ ପ୍ରକାରର ସଫଳତା ମିଳିବ। କେତେ ପ୍ରକାରର ଶୁଭ କାର୍ଯ୍ୟ ଆପଣ ଆପଣଙ୍କର କାର୍ଯ୍ୟ କ୍ଷେତ୍ରରେ କରିବେ। ଆପଣଙ୍କୁ ପ୍ରଶଂସା ମିଳିବ। ପୁରୁଣା ମିତ୍ରଙ୍କ ସହିତ ଦେଖା ହୋଇପାରେ। ଆପଣଙ୍କର ବୈବାହିକ ଜୀବନ ଭଲ ରହିବ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଭଲ ବୁଝାମଣା ରହିବ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ବିଶେଷ ଲାଭ ମିଳିବ

କନ୍ୟା ରାଶି। ଖର୍ଚ୍ଚରେ କମି ଦେଖିବାକୁ ମିଳିବ। ଟଙ୍କାର ଆବଶ୍ୟକ ପଡ଼ିଲେ ଆପଣଙ୍କୁ ଟଙ୍କା ସଙ୍ଗେ ସଙ୍ଗେ ମିଳିଯିବ। ଆପଣଙ୍କ ଆର୍ଥିକ ସ୍ଥିତିରେ ବହୁତ ସୁଧାର ଆସିବ। ଆପଣଙ୍କ ଜୀବନରେ ସଫଳତାର ନୂଆ ରାସ୍ତା ଖୋଲିବାକୁ ଯାଉଅଛି। ଏହି ସୂର୍ଯ୍ୟପରାଗ ଆପଣଙ୍କ ପାଇଁ ବହୁତ ଲକି ରହିବ। ଆପଣଙ୍କୁ ଏହି ପ୍ରଭାବ ଧନରେ ମାଲାମାଲ ବନାଇବ। କାରଣ ଏହି ସୁର୍ଯ୍ୟପରାଗରେ ଆପଣଙ୍କୁ ସେୟାର ମାର୍କେଟରେ ଲାଭ ମିଳିବ। ଆପଣଙ୍କ ପ୍ରେମ ସମ୍ବଦ୍ଧରେ ମଧୁରତା ସେଖିବାକୁ ମିଳିବ।

ବୃଷ ରାଶି। ଏହି ରାଶିର ଜାତକଙ୍କର ରାଜଯୋଗର ସମ୍ଭାବନା ବନୁଅଛି। ଏହି ସୂର୍ଯ୍ୟପରାଗ ଠାରୁ ଏହି ରାଶିର ବ୍ୟକ୍ତି ମାନଙ୍କର କୌଣସି ଅଟକି ରହିଥିବା କାର୍ଯ୍ୟ ପୁର୍ଣ ହେବ। ଏହି ରାଶିର ଲୋକଙ୍କୁ ନୂତନ କାର୍ଯ୍ୟ କରିବା ନିମନ୍ତେ ନୂଆ ନୂଆ ସୁଯୋଗ ପ୍ରାପ୍ତ ହେବ। ଏହି ରାଶିର ଲୋକମାନେ ନୂତନ ମିତ୍ର ବନାଇବେ। ଏବଂ ଏହି ମିତ୍ର ମାନଙ୍କର ସମ୍ପୂର୍ଣ ସହଯୋଗ ମଧ୍ୟ ମିଳିବ। ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଲାଭ ମିଳିବ। ଆସନ୍ତା ସମୟରେ ଏହି ରାଶିର ଲୋକଙ୍କ ଜୀବନରେ ଥିବା ଧନ ସମସ୍ୟା ଦୁରୀଭୂତ ହେବ। ଏବଂ ଏମାନଙ୍କର ଜୀବନ ଧନଧାନ୍ୟରେ ପରିପୂର୍ଣ୍ଣ ରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *