ଯେଉଁ ଘରେ ଏହି ୩ ଟି ଫୋଟ ନଥାଏ,ସେହି ଘରେ ମା ଲକ୍ଷ୍ମୀ ପାଦ ରଖନ୍ତି ନାହିଁ।
ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଯେଉଁ ଘରେ ଏହି ୩ ଟି ଫୋଟ ନଥାଏ ସେହି ଘରେ ମା ଲକ୍ଷ୍ମୀ ପାଦ ରଖନ୍ତି ନାହିଁ।
ବନ୍ଧୁଗଣ ବାସ୍ତୁଶାସ୍ତ୍ରରେ କିଛି ଏମିତି ଜିନିଷ କୁହାଯାଇଛି ଯାହାକୁ ଘରେ କିଛି ସ୍ଥାନରେ ରଖିବା ଦ୍ୱାରା ଘରେ ସବୁ ଅସୁବିଧା ଦୂର ହୋଇଥାଏ। ଘର ପରିବାର ବିଜନେସରେ ବୃଦ୍ଧି ପାଇଥାଏ। ଆଜି ଆମେ ଆପଣାଙ୍କୁ ଜଣେଇବୁ ଭଗବାନଙ୍କର ୩ ଟି ମୂର୍ତି ଯାହାକୁ ଘରେ ଉଚିତ ସ୍ଥାନରେ ରଖିବା ଦରକାର। ଯାହାକୁ ଘରେ ରଖିବା ଦ୍ୱାରା ଘରେ ବୃଦ୍ଧି ହୋଇଥାଏ ଆଉ ବହୁତ ସାରା ଅସୁବିଧା ଦୂର ହୋଇଥାଏ।
ହନୁମାନଙ୍କ ଫୋଟ। ବନ୍ଧୁଗଣ ଘରକୁ ଦକ୍ଷିଣ ପଶ୍ଚିମ ଦିଗରେ ପଞ୍ଚମୁଖୀ ହନୁମାନଙ୍କ ଫୋଟ ଲଗାଇବା ଭଲ। ଆପଣଙ୍କ ଦକ୍ଷିଣ ପଶ୍ଚିମ କୋଣରେ ଫୋଟକୁ ଏମିତି ଲଗାନ୍ତୁ ଯେଉଁଠି ଭଗବାନ ହନୁମାନଙ୍କ ମୁହଁ ଦକ୍ଷିଣ ଦିଗ ଆଡ଼କୁ ରହିବ। ଏମିତି କରିବା ଦ୍ୱାରା ଘରକୁ କୌଣସି ବି ଅଶୁଭ ଶକ୍ତି ପ୍ରେବେଶ କରିପାରିବ ନାହିଁ। ଆଉ ପରିବାରରେ ସୁଖ ସମୃଦ୍ଧି ବନିରହିବ।
ଭଗବାନ ଗଣେଶଙ୍କର ଫୋଟ। ଭଗବାନ ଗଣେଶ ସବୁ ରୂପରେ ତ ମଙ୍ଗଳକାରୀ ହୋଇଥାନ୍ତି କିନ୍ତୁ ଧନ ଆଉ ସୁଖର ବାଧାକୁ ଦୂର କରିବା ପାଇଁ ନୃତ୍ୟ କରୁଥିବା ଭଗବାନ ଗଣେଶଙ୍କର ଫୋଟ କିମ୍ବା ମୂର୍ତି ରଖିବା ଶୁଭ ମାନାଯାଏ। ଭଗବାନ ଗଣେଶଙ୍କର ଏହି ପ୍ରତିମାକୁ ଏହି ପ୍ରକାରରେ ରଖନ୍ତୁ କି ଗଣେଶଙ୍କର ମୁହଁ ମୁଖ୍ୟ ଦ୍ୱାର ଆଡ଼କୁ ରହିବ।
ଯଦି ଘରେ ମା ଲକ୍ଷ୍ମୀଙ୍କର ମୂର୍ତି ଅଛି ତ ଆମର ବହୁତ ସାରା ଅସୁବିଧା ଦୂର ହୋଇଥାଏ। କିନ୍ତୁ ମା ଲକ୍ଷ୍ମୀଙ୍କ ସହିତ ଭଗବାନ କୁବେରଙ୍କର ଫୋଟ ରହିବା ବି ବହୁତ ଜରୁରୀ ଅଟେ। ଏହା ଏଥିପାଇଁ ମା ଲକ୍ଷ୍ମୀ ଧନ ଦେଇଥାନ୍ତି କିନ୍ତୁ ଆୟୁ ବିନା ଧନର ସୁଖ ସମ୍ଭବ ନାହିଁ। କୁବେର ଭଗବାନ ବ୍ୟକ୍ତିକୁ ଆୟୁ ପ୍ରଦାନ କରିଥାନ୍ତି। ସେଥିପାଇଁ ଘରେ ମା ଲକ୍ଷ୍ମୀଙ୍କ ସହିତ ଭଗବାନ କୁବେରଙ୍କର ଫୋଟ ମଧ୍ୟ ରଖନ୍ତୁ।
ଭଗବାନ କୁବେର ଉତ୍ତର ଦିଗର ସ୍ୱାମୀ ଅଟନ୍ତି। ସେଥିପାଇଁ କୁବେରଙ୍କର ଫୋଟ ଏହି ପ୍ରକାରରେ ଲଗାନ୍ତୁ କି କୁବେରଙ୍କର ମୁହଁ ଉତ୍ତର ଦିଗ ଆଡ଼କୁ ରହିଥିବ।
ବନ୍ଧୁଗଣ ଏହି ୩ ଟି ମୂର୍ତ୍ତିକୁ ଘରେ ରଖିବା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।