Excuse Me Odisha

ଯାହା କହିବୁ ସତ କହିବୁ

ପୁତ୍ର ସନ୍ତାନ ହେବା ପାଇଁ ଜାଣନ୍ତୁ ଅତି ସରଳ ଉପାୟ ! ୧୦୦% ଗ୍ୟାରେଣ୍ଟି ସହିତ !

ସେୟାର୍ କରନ୍ତୁ

ସମାଜରେ ପ୍ରାୟତଃ ସମସ୍ତେ ପୁଅ ସନ୍ତାନ ହେଉ ବୋଲି ଆଶା ରଖିଥାନ୍ତି। ଆଜିକାଲି ପୁଅମାନେ ନିଜ ବାପା ମାଆଙ୍କୁ ଯେତେ କଷ୍ଟ ଦେଲେ ମଧ୍ୟ ସେମାନଙ୍କ ମନରେ ପୁଅ ପ୍ରତି ଏକ ନିଆରା ଭାବନା ରହିଥାଏ। ଆଉକିଛି ମହିଳା ମାନେ ଆଶା ରଖି ମଧ୍ୟ ସେମାନଙ୍କର ପୁଅ ସନ୍ତାନ ହୋଇ ନଥାଏ। ଶାସ୍ତ୍ରରେ କିଛି ଗୁରୁତ୍ଵପୂର୍ଣ୍ଣ ତଥ୍ୟ ବିଷୟରେ ବର୍ଣ୍ଣନା କରାଯାଇଛି। ଯାହାଦ୍ଵାରା କୌଣସି ମହିଳା ପୁତ୍ର ସନ୍ତାନ ପ୍ରାପ୍ତ କରି ପାରିବେ।

ମହିଳା ମାନଙ୍କର ମାସିକ ଧର୍ମରୁ ମହିଳାଙ୍କ ମାତୃତ୍ଵ ଲାଭ କରିବା ବିଷୟରେ ଜଣା ପଡ଼ିଥାଏ।ଶାସ୍ତ୍ର ଅନୁସାରେ ଋତୁସ୍ରାବର ୪-୧୬ ଦିନ ମଧ୍ୟରେ ସ୍ବାମୀ ଓ ସ୍ତ୍ରୀଙ୍କୁ ସଠିକ ଭାବରେ ସହବାସ କରିବା ଉଚିତ, ଏହାଦ୍ବାରା ମହିଳା ଜଣକ ଗର୍ଭବତୀ ହେବାର ସମ୍ଭାବନା ରହିଥାଏ।

ପୁତ୍ର ସନ୍ତାନ ପ୍ରାପ୍ତି ହେବାର ସମୟ : –

୧/ ମହର୍ଷି ପରାସରଙ୍କ ଗଣନା ଅନୁସାରେ କୁହାଯାଇଛି, ଯେଉଁ ମହିଳାଙ୍କ ରାଶିରେ ଲଗ୍ନାଧିପତି ଯଦି ପଞ୍ଚମ ଭାଗ କିମ୍ବା କେନ୍ଦ୍ରଭାଗ ୧, ୪,୭, ୧୦ ଭାଗରେ ଥାଆନ୍ତି,ତାହେଲେ ତାଙ୍କୁ ନିଶ୍ଚିତ ରୂପରେ ପୁତ୍ର ସନ୍ତାନ ପ୍ରାପ୍ତି ହୋଇଥାଏ। ଏହାଛଡା ଲଗ୍ନ ଚତୁର୍ଥ, ସପ୍ତମ, ନବମ, ଦଶମ ଭାଗରେ ରହିଥିଲେ, ନିଶ୍ଚିତ ରୂପରେ ପୁତ୍ର ପ୍ରାପ୍ତି ହୋଇଥାଏ।

୨/ ଯଦି ଆପଣଙ୍କ ଜାତକରେ ଲଗ୍ନର ନବମ ସ୍ଥାନରେ ବୃହସ୍ପତି ଥାଆନ୍ତି କିମ୍ବା ବୃହସ୍ପତି ଠାରୁ ନବମରେ ଶୁକ୍ର ଥାଆନ୍ତି,ସେହି କ୍ଷେତ୍ରରେ ସନ୍ତାନ ପ୍ରାପ୍ତି ହେବା ଡେରି ହୋଇଥାଏ। ଅର୍ଥାତ ୩୭ରୁ ୪୦ ବର୍ଷ ବୟସରେ ପୁତ୍ର ସନ୍ତାନ ପ୍ରାପ୍ତି ହୋଇଥାଏ।

ପୁତ୍ର ସନ୍ତାନ ପ୍ରାପ୍ତି ହେବାରେ ସୃଷ୍ଟି ହେଉଥିବା ସମସ୍ୟାର ପ୍ରତିକାର –

୧/ ମହିଳା ମାନଙ୍କୁ ଏମାନଙ୍କର ମାସିକ ଧର୍ମର ସମୟ ପରିବର୍ତ୍ତନ କରିବାକୁ ପଡ଼ିବ। ଯଦି କୌଣସି ମହିଳାଙ୍କର ଋତୁସ୍ରାବ ପୂର୍ବମାସର ଶୁକ୍ଳପକ୍ଷରେ ହୋଇଥାଏ, ତାହେଲେ ଏହି ମାସ ସେହି ମହିଳାଙ୍କର କୃଷ୍ଣପକ୍ଷରେ ଋତୁସ୍ରାବ ହେବା ଆବଶ୍ୟକ। ଏଥିପାଇଁ ପ୍ରଥମେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ।

୨/ ଋତୁସ୍ରାବ ହେବାର ୪ ଦିନରୁ ୧୬ ଦିନ ମଧ୍ୟରେ ରହିଥିବା ଯୁଗ୍ମ ଦିନ, ଯେପରି ୪,୬,୮, ୧୦,୧୨,୧୪, ୧୬ ଦିନ ଗୁଡ଼ିକରେ ସହବାସ କଲେ ପୁତ୍ର ସନ୍ତାନ ପ୍ରାପ୍ତି ହୋଇଥାଏ। ଏହାଛଡା ଆଯୁଗ୍ମା ଦିନ ଯେପରି ୫,୭,୯,୧୧,୧୩,୧୫ ଦିନ ଗୁଡ଼ିକରେ ସହବାସ କଲେ କନ୍ୟା ସନ୍ତାନ ପ୍ରାପ୍ତି ହୋଇଥାଏ।

୩/ କୌଣସି ମହିଳା ଯେତେବେଳେ ଗର୍ଭବତୀ ହେବାର ଜାଣନ୍ତି, ତାହେଲେ ଶୁକ୍ଳପକ୍ଷର ପ୍ରତ୍ୟେକ ସୋମବାର ଦିନ ଗୋଟେ କର୍ପୁର ନେଇ ତାକୁ ଦୁଇଫାଳ କରନ୍ତୁ। ଗୋଟିଏ ଫାଳ କର୍ପୁରକୁ ନିଜ ଶୋଇବା ଘରେ ପୂର୍ବାଭିମୁଖୀ ହୋଇ ଜାଳନ୍ତୁ। ପରଦିନ ଆଉ ଗୋଟେ ଫାଳକୁ ମନ୍ଦିରକୁ ଭୋଗ ସହିତ ପୂଜା ପାଇଁ ଦିଅନ୍ତୁ।

ବନ୍ଧୁଗଣ ଯଦି ଆମ ଲେଖା ଆପଣଙ୍କୁ ପସନ୍ଦ ଆସିଛି, ତାହେଲେ ତଳେ କମେଣ୍ଟ କରନ୍ତୁ। ଏହି ପୋଷ୍ଟକୁ ସମସ୍ତଙ୍କୁ ସେୟାର କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *