Excuse Me Odisha

ଯାହା କହିବୁ ସତ କହିବୁ

ସ୍ତ୍ରୀର ଏହି ଗୋଟିଏ ଭୁଲ ପାଇଁ,ଘରେ ସବୁବେଳେ ଅଭାବ/ଦରିଦ୍ରତା ଲାଗି ରହିଥାଏ ! ଜାଣନ୍ତୁ କଣ ସେହି ଭୁଲ !

ସେୟାର୍ କରନ୍ତୁ

ବିବାହ ସମୟରେ ହେଉ ବା ବିବାହ ପରେ, ପ୍ରତ୍ୟେକ ବିବାହିତା ସ୍ତ୍ରୀ ଗହଣାରେ ସଜେଇ ହୋଇଥାନ୍ତି। ଆପଣମାନେ ପ୍ରାୟତଃ ଦେଖିଥିବେ କି ମହିଳାମାନେ ଗୋଡ ମୁଦି ପିନ୍ଧିଥାନ୍ତି। ଏହି ଗୋଡ ମୁଦିକୁ ଭୁଲ ଭାବରେ ପରିଧାନ କରିବା ଦ୍ୱାରା ସ୍ବାମୀ ଉପରେ ଅନେକ ବିପଦ ମାଡି ଆସିଥାଏ। ଘରେ ଛୋଟ ଛୋଟ କଥାରେ ବିବାଦ ସୃଷ୍ଟି ହୋଇଥାଏ। ସ୍ବାମୀ ମାନେ ସର୍ବଦା ଋଣର ଭାରରେ ଚିନ୍ତାଗ୍ରସ୍ତ ରହିଥାନ୍ତି। ଗୋଡ ମୁଦି ପିନ୍ଧିବାର ସଠିକ ଉପାୟ, ଆସନ୍ତୁ ସେହି ବିଷୟରେ ଜାଣିବା।

ଜଣେ ବିବାହିତା ନାରୀ ଗହଣାରେ ନିଜକୁ ସଜେଇବା ମଧ୍ୟରେ ଗୋଡ ମୁଦି ମଧ୍ୟ ପିନ୍ଧିଥାନ୍ତି। ଜଣେ ମହିଳାଙ୍କର ଗର୍ଭାଶୟ ଉତ୍ତମ ରଖିବା ସହିତ ରକ୍ତଚାପ ଏହି ଗୋଡ ମୁଦି ଦ୍ଵାରା ନିୟନ୍ତ୍ରଣ ହୋଇଥାଏ। ପ୍ରତ୍ୟେକ ମହିଳା ଗୋଡ ମୁଦି ପିନ୍ଧିବା ଉଚିତ। ଏହା ସର୍ବଦା ମନକୁ ଶାନ୍ତ ରଖିଥାଏ। କିନ୍ତୁ ଏହି ଗୋଡ ମୁଦି ଭୁଲ ଭାବରେ ପିନ୍ଧିବା ଅନୁଚିତ।

୧/ କେବେବି ଗୋଡ ମୁଦି ଢିଲା ପିନ୍ଧିବା ଉଚିତ ନୁହେଁ । ଗୋଡ ମୁଦି ଗୋଡ଼ରୁ ବାହାରିବା ଅଶୁଭ ହୋଇଥାଏ। ଏହାଦ୍ବାରା ସ୍ଵାମୀଙ୍କ ଉପରେ ବିପଦ ମାଡି ଆସିଥାଏ। ଘରର ଆର୍ଥିକ ସଙ୍କଟ ଦେଖା ଦେଇଥାଏ। ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଲାଗି ରହିଥାଏ ଓ ସମ୍ପର୍କ ଖରାପ ହୋଇଥାଏ।

୨/ ମହିଳାମାନଙ୍କୁ ନିଜ ଗୋଡ ମୁଦି କାହାକୁ ଦେବା ଉଚିତ ନୁହେଁ। ଏପରି କରିବା ସ୍ଵାମୀଙ୍କ ପାଇଁ ହାନିକାରକ ସାବ୍ୟସ୍ତ ହୋଇଥାଏ। ଏହାସହିତ ରୋଗଗ୍ରସ୍ତ ହୋଇ ପାରନ୍ତି। ପରିବାରର ଲୋକଙ୍କ ସ୍ବାସ୍ଥ୍ୟ ପ୍ରଭାବିତ ହୋଇଥାଏ। ସାମାନ୍ୟ କଥାରେ ବିବାଦ ଉତ୍ପନ୍ନ ହୋଇଥାଏ। ଘରେ ଅଶାନ୍ତି ବାତାବରଣ ସୃଷ୍ଟି ହୁଏ।

୩/ ମହିଳା ମାନଙ୍କୁ କେବେବି ତମ୍ବାର ଗୋଡ ମୁଦି ପିନ୍ଧିବା ଉଚିତ ନୁହେଁ। ଏହାଦ୍ବାରା ସନ୍ତାନ ହେବା ସମୟରେ ଋତୁସ୍ରାବ ହୋଇଥାଏ। ଯଦି ଆପଣଙ୍କ ଗୋଡ ମୁଦି ଫାଟି ଯାଇଛି, ତାହେଲେ ତାହାକୁ କାଢି ନୂଆ ଗୋଡ ମୁଦି ପରିଧାନ କରନ୍ତୁ। କିନ୍ତୁ କିଛି ମହିଳାମାନେ ଫାଟି ଯାଇଥିବା ଗୋଡ ମୁଦିକୁ ଆଉଥରେ ପିନ୍ଧି ଦେଇଥାନ୍ତି। କିନ୍ତୁ ଏଭଳି କରିବା ଉଚିତ ନୁହେଁ।କହିବାକୁ ଗଲେ ତମ୍ବାର କୌଣସି ଜିନିଷ ପରିଧାନ କରିବା ଉଚିତ ନୁହେଁ। ଏହା ଶରୀର ଉପରେ ପ୍ରଭାବ ପକାଇଥାଏ।

ବନ୍ଧୁଗଣ ଯଦି ଆମର ପୋଷ୍ଟଟି ଆପଣଙ୍କୁ ଭକ ଲାଗିଥାଏ, ତାହେଲେ ଆମକୁ କମେଣ୍ଟ କରନ୍ତୁ। ଏହାକୁ ସମସ୍ତଙ୍କ ସହିତ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମର ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *