Excuse Me Odisha

ଯାହା କହିବୁ ସତ କହିବୁ

ନିଜ ଘର ବାଡ଼ିରେ ଯଦି ଏହି ଗଛ ଅଛି,ତା ହେଲେ ସାବଧାନ ହୋଇଯାଆନ୍ତୁ ! ଆସିପରେ ଅକାଳ ମୃତ୍ୟୁ ! ଜାଣନ୍ତୁ କେଉଁ କେଉଁ ଗଛ !

ସେୟାର୍ କରନ୍ତୁ

ପ୍ରାୟତଃ ସମସ୍ତଙ୍କ ଘରର ବାଡ଼ିବାଗିଚାରେ ଅନେକ ପ୍ରକାରର ଗଛ ରହିଥାଏ। କିନ୍ତୁ କିଛି ଏଭଳି ଗଛ ରହିଛି, ଯାହା ଘର ପାଖରେ ରହିବା ଅଶୁଭ ହୋଇଥାଏ। ଏହି ଗଛ ଘର ପାଖରେ ରହିଲେ, ଘରେ ସର୍ବଦା ବିବାଦ ଲାଗି ରହିଥାଏ। ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇଥାଏ। ଆସନ୍ତୁ ସେହି ଗଛ ବିଷୟରେ ଜାଣିବା।

୧/ କଣ୍ଟା ଜାତୀୟ ଗଛ –

ଘର ଭିତରେ ବା ବଗିଚାରେ କୌଣସି କଣ୍ଟା ଜାତୀୟ ଗଛ ଲଗାଇବା ଉଚିତ ନୁହେଁ। ସକାଳୁ ଉଠି ପ୍ରଥମେ ସେହି କଣ୍ଟା ଗଛ ଉପରେ ନଜର ପଡ଼ିଲେ, ଘୋର ଅନିଷ୍ଠ ହୋଇଥାଏ। ଏହାଦ୍ବାରା ଘରେ ଅଭାବ ଦେଖା ଦେଇଥାଏ। ତେଣୁ ଘର ପାଖରେ କଣ୍ଟା ଗଛ ଲଗାନ୍ତୁ ନାହିଁ।

୨/ କନିଅର ଗଛ –

ଏହି ଗଛକୁ ଘରର ପାଖାପାଖି ଲଗାନ୍ତୁ ନାହିଁ। ଘରର କିଛି ଦୂରରେ ଏହି ଗଛକୁ ଲଗାଇ ପାରିବେ। କାରଣ ଏହି ଗଛ ଘର ପାଖରେ ରହିବା ଦ୍ୱାରା ଘରର କୌଣସି ବ୍ୟକ୍ତିଙ୍କର ଅକାଳ ମୃତ୍ୟୁ ହେବାର ସମ୍ଭାବନା ରହିଥାଏ।

୩/ ବରଗଛ ଓ ଅଶ୍ୱତ୍ଥ ଗଛ –

ଘରର ପାଖାପାଖି ଏହି ଦୁଇଟି ଗଛ ରହିଲେ, ଘର ପାଇଁ ବିପଦ ଅଟେ। ବରଗଛ ଓ ଅଶ୍ୱତ୍ଥ ଗଛକୁ ସାଙ୍ଗରେ ପାଖାପାଖି ଲଗାନ୍ତୁ ନାହିଁ। ଏହି ଦୁଇଟି ଗଛ ପାଖାପାଖି ଲଗା ଯିବା ଘର ପାଇଁ ଘୋର ଅନିଷ୍ଠ ସାବ୍ୟସ୍ତ ହୋଇଥାଏ।

ତେବେ ବନ୍ଧୁଗଣ ଯଦି ଆପଣଙ୍କ ଘର ସାମ୍ନାରେ ଏହିସବୁ ଗଛ ରହିଛି, ତାହେଲେ ଯଥାଶୀଘ୍ର ଦୂର କରିବାକୁ ପ୍ରୟାସ କରନ୍ତୁ। ଏଭଳି କରିବା ଦ୍ଵାରା ଘରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ ଏବଂ ଆପଣ ଖୁସିରେ ଜୀବନ ଅତିବାହିତ କରିବେ।

ଯଦି ଆପଣଙ୍କୁ ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ ଏବଂ ସମସ୍ତଙ୍କୁ ସେୟାର କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *