Excuse Me Odisha

ଯାହା କହିବୁ ସତ କହିବୁ

ପାନ ପତ୍ର ଭଲ କରିଥାଏ ମୁଣ୍ଡ ବିନ୍ଧା କାଶ ଆଣ୍ଠୁଗଣ୍ଠି ବିନ୍ଧା କବଚ | ୧୦୦ ପ୍ରକାରର ରୋଗ ଭଲ କରେ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମୁଣ୍ଡ ବିନ୍ଧା କାଶ ଆଣ୍ଠୁଗଣ୍ଠି ବିନ୍ଧା କବଚ ୧୦୦ ପ୍ରକାରର ରୋଗ ଭଲ କରେ ପାନପତ୍ର।

ଅନେକ ଲୋକ ନିଶା ପରି ପାନର ସେବନ କରିଥାନ୍ତି। ଅନେକ ଲୋକ ଖାଦ୍ୟ ଖାଇବା ପରେ ପାନ ଖାଇବାକୁ ପସନ୍ଦ କରିଥାନ୍ତି। ତା ମାନେ ନୁହେଁ ଯେ ଆପଣ ଜର୍ଦା ଖଇର ପକେଇ ଖାଇବାକୁ କହୁଛୁ। କେବଳ ଗୋଟିଏ ପାନପତ୍ର ଯେଉଁଥିରେ କିଛି ବି ମିଶି ନଥିବ। ଏମିତି ଅନେକ ଲୋକ ଖାଇବାକୁ ପସନ୍ଦ କରନ୍ତି। କାରଣ ଖାଦ୍ୟ ଭଲସେ ହଜମ ହୋଇଥାଏ ଏବଂ ଆମର ପାଚନ ତନ୍ତ୍ର ସବୁବେଳେ ଠିକ ରହିଥାଏ। ପାନପତ୍ର ନାଁ କେବଳ ପୂଜା ସଂସ୍କୃତି ଆଦିରେ ବ୍ୟବହୃତ ହୋଇଥାଏ ବନ୍ଧୁଗଣ ଏଥିରୁ ଅନେକ ପ୍ରକାରର ଔଷଧୀୟ ଗୁଣ ମିଳିଥାଏ। ଆୟୁର୍ବେଦରେ ପାନତ୍ରର ଅଧିକ ମହତ୍ୱପୂର୍ଣ୍ଣ ଅଛି। ହଜାର ପ୍ରକାରର ରୋଗକୁ ଏହା ଆମ ଶରୀରରୁ ଦୂର କରିଥାଏ।

ବନ୍ଧୁଗଣ ଯେଉଁମାନଙ୍କୁ କଷ୍ଠିକାଠିନ୍ୟ ଭଳି ସମସ୍ୟା ଅଛି ସେମାନେ ଗୋଟେ ପାନପତ୍ର ପ୍ରତିଦିନ ସକାଳୁ ଚୋବାଇ ଖାଆନ୍ତୁ କିମ୍ବା ରାତିରେ ଗୋଟିଏ ପାନପତ୍ର ପାଣିରେ ପକେଇ ଦିଅନ୍ତୁ ସକାଳୁ ସେହି ପାଣିକୁ ପିଇ ଦିଅନ୍ତୁ। ଏହା ପରେ ଭେଦେଇ ଥିବା ପାନପତ୍ରକୁ ଚୋବାଇ ଚୋବାଇ ଖାଇ ନିଅନ୍ତୁ। କବଜ ବା କଷ୍ଠିକାଠିନ୍ୟ ଭଳି ସମସ୍ୟାକୁ ଦୂର କରିବା ପାଇଁ ପାନପତ୍ର ଏକ ରାମବାଣ ଘରୋଇ ଉପଚାର ଅଟେ।

ବନ୍ଧୁଗଣ ଏହି ପତ୍ରରେ ଆଣ୍ଟିଅକ୍ସିଡେଣ୍ଟ ଗୁଣ ଥାଏ। ଯାହା ଆମର କାଶ ଭଳି ସମସ୍ୟାକୁ ଦୂର କରିବା ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ। ଗୋଟିଏ ପାନପତ୍ରକୁ ଯଦି ଆପଣ ପ୍ରତିଦିନ ଚୋବାଇ ଚୋବାଇ ଖାଆନ୍ତି ତେବେ ଆପଣଙ୍କର ପୁରୁଣାରୁ ପୁରୁଣା କାଶ ଭଳି ସମସ୍ୟା ଭଲ ହୋଇଥାଏ। ଏଥିରେ ଆଣ୍ଟିଅକ୍ସିଡେଣ୍ଟ ଗୁଣ ସହିତ ଆଣ୍ଟିସେଫ୍ଟଟିକ ଗୁଣ ମଧ୍ୟ ଥାଏ। ଯାହା ଦ୍ୱାରା ମୁହଁ ସମ୍ବଦ୍ଧିତ ଅନେକ ସାରା ରୋଗକୁ ଦୂର କରିଥାଏ।

ଆପଣଙ୍କ ଦାନ୍ତରେ କଷ୍ଟ ହେଉ କିମ୍ବା ଆପଣଙ୍କ ଦାନ୍ତରେ ପୋକ ଲାଗିଥାଉ ମାଢ଼ି ଫୁଲି ଥାଉ କିମ୍ବା ପାଇରୀୟା ଭଳି କୌଣସି ରୋଗ ହେଉ ପାଟି ସମ୍ବଦ୍ଧିତ ଅନେକ ପ୍ରକାରର ରୋଗକୁ ଭଲ କରିଥାଏ ଏହି ପାନପତ୍ର ବା ପାନପତ୍ରର ରସ। ଚବେଇ ଚବେଇ ଖାଇପାରିବେ ବା ଆପଣ ପାନପତ୍ରର ରସ ମଧ୍ୟ ସେବନ କରିପାରିବେ। ଏହା ଆଣ୍ଠୁଗଣ୍ଠି ବ୍ୟଥା ପାଇଁ ମଧ୍ୟ ବହୁତ ଅଧିକ ଲାଭଦାୟକ ହୋଇଥାଏ। ଆପଣ ଏହାକୁ ଚବେଇ ଚବେଇ ଖାଇପାରିବେ ବା ଆପଣ ପାନପତ୍ରର ରସ ମଧ୍ୟ ସେବନ କରିପାରିବେ ବା ଆପଣ ଏହି ପତ୍ରକୁ ପାଣିରେ ଫୁଟେଇ ମଧ୍ୟ ଏହି ପାଣିର ସେବନ କରିପାରିବେ। ଯଦି ପାନ ସହିତ ଚିନି ଦାନା ସଦୃଶ ଚୁର୍ଣ ମିଶାଇ ଆପଣ ପ୍ରତିଦିନ ଖାଇବେ ତେବେ ଆପଣଙ୍କ ଶରୀରରେ କ୍ୟାଲସିୟମର ଅଭାବ ରହିବ ନାହିଁ।

ବନ୍ଧୁଗଣ ଯଦି ଆପଣଙ୍କର ଗଳା ବସିଯାଇଛି ବା ଥର୍ଟ ଇଂଫେକ୍ସନ ହୋଇଅଛି କିମ୍ବା ଆପଣଙ୍କର ପାଟିରେ କୌଣସି ପ୍ରକାରର ଇଂଫେକ୍ସନ ହୋଇଅଛି ତେବେ ଆପଣ ଗୋଟିଏ ପାନପତ୍ରକୁ ଏକ ଗ୍ଲାସ ପାଣିରେ ଭଲ ଭାବରେ ଫୁଟାଇ ଗ୍ଲାଗରିଂ କରିପାରିପାରିବେ। ଦେଖିବେ ଏମିତି କଲେ ଆପଣଙ୍କ ବସି ଯାଇଥିବା ଗଳା ଠିକ ହୋଇଯିବ। ଆପଣଙ୍କ କଣ୍ଠ ସ୍ୱର ଭଲ ରହିବ।

ପାନପତ୍ରର ରସ ନିଜ ମୁହଁରେ ଲଗାନ୍ତୁ ଦେଖିବେ ଆପଣଙ୍କ ଚେହେରାରେ କୌଣସି ପ୍ରକାରର ସମସ୍ୟା ରହିବ ନାହିଁ। ବ୍ୟୁଟି ପ୍ରଡକ୍ଟ ଭାବେ ଏହା ମଧ୍ୟ ବ୍ୟବହାର କରାଯାଇଥାଏ।

ଏହା ଆମ ମସ୍ତିଷ୍କ ପାଇଁ ମଧ୍ୟ ବହୁତ ଅଧିକ ଲାଭଦାୟକ ହୋଇଥାଏ। ଏହା ଆମ ମେମରିକୁ ବୁଷ୍ଟ କରିଥାଏ। ସେଥିପାଇଁ ଏହାକୁ ମସ୍ତିଷ୍କ ପାଇଁ ଟ୍ରନିଂ କୁହାଯାଏ।

ମୁଣ୍ଡ ବିଦ୍ଧାକୁ ଦୂର କରି ଆମକୁ ଫ୍ରେସ ଅନୁଭବ କରାଇଥାଏ। ଆପଣ ଗୋଟିଏ ପାନତ୍ରକୁ ଛିଡାଇ ଗ୍ରାଇଣ୍ଡିଙ୍ଗ କରିନିଅନ୍ତୁ ବା ବାଟି ଏହାର ରସ ବାହାର କରିନିଅନ୍ତୁ। ଏବଂ ଏହି ରସକୁ ମୁହଁରେ ଲଗାନ୍ତୁ। ଦେଖିବେ ଆପଣଙ୍କ ଚେହେରାରେ ଚମକ ଆସିବ। ଯଦି ଆପଣଙ୍କର ମୁଣ୍ଡ ବିନ୍ଧା ଭଳି ସମସ୍ୟା ଅଛି ତେବେ ଅଳ୍ପ ଏହାକୁ ନିଜ ମଥାରେ ଲଗାନ୍ତୁ ଦେଖିବେ ତୁରନ୍ତ ମୁଣ୍ଡ ବ୍ୟଥା ଭଲ ହୋଇଯିବ।

ଯଦି ଆପଣଙ୍କ ନାକରୁ ରକ୍ତ ବହିବା ଭଳି ସମସ୍ୟା ଅଛି ତେବେ ଏହି ପତ୍ରକୁ ଶୁଙ୍ଘି ନିଅନ୍ତୁ ଦେଖିବେ ରକ୍ତ ବହିବା ବନ୍ଦ ହୋଇଯିବ।

ତେବେ ବନ୍ଧୁଗଣ ଏହିପରି କ୍ଷେତ୍ରରେ ଆପଣ ପାନପତ୍ର କିମ୍ବା ପାନପତ୍ରର ରସକୁ ପ୍ରୟୋଗ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *