Excuse Me Odisha

ଯାହା କହିବୁ ସତ କହିବୁ

ଆଜିଠାରୁ ଏହି ୫ଟି ରାଶିର ଭାଗ୍ୟରେ ହେବ ପରିବର୍ତ୍ତନ, ମିଠା ବାଣ୍ଟିବାକୁ ପ୍ରସ୍ତୁତ ହୋଇ ଯାଆନ୍ତୁ

ସେୟାର୍ କରନ୍ତୁ

ବନ୍ଧୁଗଣ, ଆପଣମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ।ଜ୍ୟୋତିଷ ମାନଙ୍କ ଗଣନା ଅନୁସାରେ, ପ୍ରତ୍ୟେକଦିନ ଗ୍ରହ ନକ୍ଷତ୍ର ଗୁଡ଼ିକର ଚଳନରେ ପରିବର୍ତ୍ତନ ହୋଇଥାଏ। ଏହି ପରିବର୍ତ୍ତନ ଦ୍ଵାରା ବ୍ୟକ୍ତିର ଜୀବନ ପ୍ରଭାବିତ ହୋଇଥାଏ।ଆଜିଠାରୁ ଶୁକ୍ର ଏବଂ ଶନିଙ୍କ ପ୍ରଭାବରୁ ୫ଟି ରାଶିର ଲୋକଙ୍କ ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି। ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡ଼ିକ ବିଷୟରେ।

ମେଷ ରାଶି –

ଶୁକ୍ର ଓ ଶନି ଗ୍ରହ ଚଳନର ପ୍ରଭାବ ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଆପଣ କୌଣସି କଠିନ ନିଷ୍ପତ୍ତି ବେବାରେ ସମର୍ଥ ହେବେ। କାର୍ଯ୍ୟକ୍ଷେତ୍ରରେ ଆପଣ କିଛି ନୂଆ ପରିବର୍ତ୍ତନ କରି ପାରନ୍ତି। ଏହାସହିତ ଆପଣଙ୍କର ପଦୋନ୍ନତୀ ହୋଇପାରେ। ବ୍ୟବସାୟରେ ଆପଣ ଲାଭବାନ ହେବେ। ଜାତୀୟ ସ୍ତର ପ୍ରତିଯୋଗିତାରେ ଆପଣ ସଫଳତା ଅର୍ଜନ କରିବେ। କୋର୍ଟ କଚେରୀ ମାମଲା ଆପଣଙ୍କ ସପକ୍ଷରେ ରହିବ।

ମିଥୁନ ରାଶି –

ପରିବାର ଲୋକଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ସନ୍ତାନଙ୍କ ପକ୍ଷରୁ ସୁଖଦ ସମାଚାର ପାଇବେ। କାର୍ଯ୍ୟକ୍ଷେତ୍ରରେ ମହିଳା କର୍ମଚାରୀ ବରିଷ୍ଠ ଅଧିକାରୀଙ୍କ ଠାରୁ ପ୍ରଶଂସିତ ହେବେ।ଆପଣଙ୍କ ଅନୁସାରେ ସମୟ ଓ ସ୍ଥିତି ପରିବର୍ତ୍ତନ ହୋଇପାରେ।ଅଚାନକ ଆପଣଙ୍କୁ ଧନଲାଭ ହୋଇପାରେ। କୌଣସି କାର୍ଯ୍ୟ କରିବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ।

ସିଂହ ରାଶି –

ଆପଣଙ୍କୁ ସବୁ କ୍ଷେତ୍ରରେ ପରିବାର ତଥା ବନ୍ଧୁଙ୍କ ସହଯୋଗ ପ୍ରାପ୍ତ ହେବ।ଆପଣ ନିଜ କଠିନ ପରିଶ୍ରମ ବଳରେ ଘରର ଆର୍ଥିକ ସ୍ଥିତି ସୁଦୃଢ କରିବେ। ବ୍ୟବସାୟରେ ଆସୁଥିବା ସମସ୍ତ ବାଧାବିଘ୍ନ ଦୂର ହୋଇଯିବ। ଆପଣଙ୍କୁ କୌଣସି ସୁଖଦ ସମାଚାର ମିଳିପାରେ। ପରୀକ୍ଷା, ପ୍ରତିଯୋଗିତା, ମାଲିମକଦ୍ଦମା ଆଦିରେ ଉତିର୍ଣ୍ଣ ହେବେ। ମାନସିକ ରୂପରେ ଚିନ୍ତିତ ରହି ପାରନ୍ତି।

କନ୍ୟା ରାଶି –

ଏହି ଗ୍ରହ ପରିବର୍ତ୍ତନ ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ବ୍ୟବସାୟରେ ଅଧିକ ଲାଭବାନ ହେବେ।ଆର୍ଥିକ ମାନ୍ଦାବସ୍ଥା ସୃଷ୍ଟି ହୋଇପାରେ। କାର୍ଯ୍ୟକ୍ଷେତ୍ରରେ କିଛି ଭୁଲ ବୁଝାମଣା ହୋଇପାରେ। ପୈତୃକ ସମ୍ପତ୍ତିକୁ ନେଇ ଚାଲିଥିବା ବିବାଦର ସମାଧାନ ହୋଇଯିବ।ପରିବାର ଲୋକଙ୍କ ଠାରୁ ସହଯୋଗ ପ୍ରାପ୍ତ କରିବେ। ଅଯଥା ବିବାଦରେ ସାମିଲ ହୁଅନ୍ତୁ ନାହିଁ।

ମକର ରାଶି –

ଏହି ଗ୍ରହ ଚଳନର ପ୍ରଭାବ ଲାଭଦାୟକ ସାବ୍ୟସ୍ତ ହେବ। ସାଧାରଣ କଥାକୁ ନେଇ ବିରକ୍ତ ହୁଅନ୍ତୁ ନାହିଁ। ଶାରୀରିକ ଏବଂ ମାନସିକ ରୂପରେ ଆପଣ ନିଜକୁ ସୁସ୍ଥ ଅନୁଭବ କରିବେ।କିଛି ନୂଆ କାର୍ଯ୍ୟ କରିବା ପାଇଁ ଆପଣ ଯୋଜନା କରି ପାରନ୍ତି। ପ୍ରେମୀ ଯୁଗଳଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଅନୁକୂଳ ରହିଛି।ଆପଣ କୌଣସି ପାରିବାରିକ ସମାରୋହରେ ଯୋଗଦାନ କରିବେ।

ତେବେ ବନ୍ଧୁଗଣ ଆଶା କରୁଛୁ, ଆପଣମାନଙ୍କୁ ଏହି ଲେଖାଟି ପସନ୍ଦ ଆସିଥିବ। ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ।ଅଧିକ ପୋଷ୍ଟ ପଢ଼ିବା ପାଇଁ ତଳେ ଆମ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *