Excuse Me Odisha

ଯାହା କହିବୁ ସତ କହିବୁ

କାହାଠାରୁ ଠାରୁ ଗୋଟିଏ ଟଙ୍କା ବି ନେବା ପୂର୍ବରୁ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ଥରେ ପଢନ୍ତୁ

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଲୋକଙ୍କ ଠାରୁ ୧ ପଇସା ବି ନେବା ପୂର୍ବରୁ ଏହି ପୋଷ୍ଟଟିକୁ ନିଶ୍ଚୟ ପଢ଼ନ୍ତୁ।

ଅଧିକ ଲୋଭ କରିବା ଲୋକମାନେ ତଥା ଅନ୍ୟର ଧନ ନେଇ ତାକୁ ଫେରସ୍ତ ନକରିବା ଲୋକଙ୍କ ବିଷୟରେ ଭଗବାନ ଶ୍ରୀକୃଷ୍ଣ ବହୁତ ଭଲ ମହତ୍ତ୍ୱପୂର୍ଣ୍ଣ ଉଅଦେଶ ଦେଇଛନ୍ତି। ଭଗବାନ ଶ୍ରୀକୃଷ୍ଣ ଭଗବତ ଗୀତାରେ ସମ୍ପୂର୍ଣ୍ଣ ଜୀବନର ସାର ଦେଇଛନ୍ତି। ଭଗବାନ ଶ୍ରୀକୃଷ୍ଣ ମନୁଷ୍ୟର ଭଲ ଏବଂ ଖରାପ କର୍ମର ପରିଣାମ ବିଷୟରେ ଭଗବତ ଗୀତାରେ ସମସ୍ତ ମନୁଷ୍ୟ ଜାତିକୁ ଏହି ମହତ୍ତ୍ୱପୂର୍ଣ୍ଣ ଉପଦେଶ ଦେଇଛନ୍ତି। ଭଗବାନ ଶ୍ରୀକୃଷ୍ଣ ଅଧିକ ଲୋଭୀ ଏବଂ ଅଧିକ ଧନର ଲୋଭ କରିବା ଲୋକଙ୍କ ବିଷୟରେ ଅର୍ଜୁନଙ୍କୁ କହିଛନ୍ତି ତ୍ରିବିଧ୍ୱଂ ନରର୍କସ୍ୟଦେଙ୍ଗ ଦ୍ୱାରଂ ନାଶନମାତ୍ମନ। କାମଙ୍ଗ କ୍ରୋଧସ୍ଥଥା।ଲୋଭସ୍ତରୋମାଦେତରତେୟଂ ତ୍ୟଯେତ। ଏହି ଶ୍ଳୋକ ଅନୁସାରେ ଇଛା କ୍ରୋଧ ଏବଂ ଲୋଭ ଏହା ନର୍କକୁ ନେଇଯାଉଥିବା ମାର୍ଗ ଅଟେ। ଲୋକ ଏହି ମାର୍ଗର କାରକ ଅଟନ୍ତି। ଏହି ରାସ୍ତାରେ ଚାଲୁଥିବା ମନୁଷ୍ୟ ସିଧା ହିଁ ନର୍କରେ ପହଂଚି ଥାଏ।

ଭଗବାନ ଶ୍ରୀକୃଷ୍ଣ କୁହନ୍ତି। ଯେତେବେଳେ ଜଣେ ମନୁଷ୍ୟ ଅଧିକ ଲୋଭ କରିଥାଏ ନିଜ ରୋଜଗାରରେ ସନ୍ତୁଷ୍ଟ ନହୋଇ ଅନ୍ୟକୁ ଧୋକା ଦେଇ ଧନର ଲୋଭ ରଖିଥାଏ ତାକୁ ସମ୍ପୂର୍ଣ ଜୀବନରେ ସୁଖ ଶାନ୍ତିର ପ୍ରାପ୍ତି ହୋଇନଥାଏ ସେ ମନୁଷ୍ୟ ଧୀରେ ଧୀରେ ନର୍କ ଆଡ଼କୁ ଯାଇଥାଏ। ଯେଉଁ ମନୁଷ୍ୟ ଅନ୍ୟର ଧନ କବ୍ଜା କରିନେଇଥାଏ ତାକୁ ପରବର୍ତୀ ଜନ୍ମରେ ସେହି ମନୁଷ୍ୟର ବଳଦ କୁକୁର କିମ୍ବା ଦାସ ହୋଇ ଜନ୍ମ ନେବାକୁ ପଡିଥାଏ ଯେଉଁ ମନୁଷ୍ୟର ଧନ କବ୍ଜା କରିଥାଏ। ଭଗବାନ ଶ୍ରୀକୃଷ୍ଣ ଅଧିକ ଲୋଭୀ ଲୋକଙ୍କ ବିଷୟରେ ବିସ୍ତାର ଭାବରେ କହିଛନ୍ତି ଏମିତି ଲୋକ ସମୟ ସହିତ ନିଜର ପରିବାର ପ୍ରତି ପ୍ରେମ ବି କମ ହେବାକୁ ଲାଗିଥାଏ। ଯେବେ ମନୁଷ୍ୟ ଅନୁଚିତ ଭାବରେ ଧନ ପ୍ରାପ୍ତ କରିଥାଏ ସେତେବେଳେ ତାର କର୍ମ ବନିଯାଇଥାଏ। ଯେଉଁ ମନୁଷ୍ୟ ଅନୁଚିତ ଭାବରେ ଧନ ପ୍ରାପ୍ତ କରିଥାଏ ସେ ମନୁଷ୍ୟର ଏବଂ ନିଜ ପରିବାର ପ୍ରତି ମତଭେଦ ହୋଇଥାଏ। ସେ ବ୍ୟକ୍ତିକୁ ନର୍କରେ ଦିଆଯାଉଥିବା ଯନ୍ତ୍ରଣାର ଅନୁଭଵ ଏହି ଜନ୍ମରେ ହେବାକୁ ଲାଗିଥାଏ। ଏହିପରି ମନୁଷ୍ୟ ବଢୁଥିବା ବୟସ ସହିତ ଏମିତି ଅବସ୍ଥାରେ ପହଂଚି ଯାଇଥାନ୍ତି ନିଜ ଦ୍ୱାରା କରିଥିବା ସମ୍ପୂର୍ଣ ଅର୍ଜିତ ଧନବି ଖର୍ଚ୍ଚ ହୋଇଯାଏ ଏବଂ ତା ଦ୍ୱାରା କରାଯାଇଥିବା ସବୁ କାରୀୟ ଏବଂ କର୍ମ ବି ନଷ୍ଟ ହୋଇଯାଏ ଆଉ ସେ ବ୍ୟକ୍ତି ପାଖରେ କିଛି ବି ବଂଚିକି ରହେ ନାହିଁ।

ବାସୁଦେବ କୁହନ୍ତି ଅତ୍ୟଧିକ ଲୋଭୀ ଏବଂ ଅନୈତିକ ଭାବରେ ଧନ ରୋଜଗାର କରୁଥିବା ବ୍ୟକ୍ତି କୂଅରେ ରହୁଥିବା ବେଙ୍ଗ ସହିତ ସମାନ ହୋଇଥାନ୍ତି। ନିଜ ସହିତ ପରିବାରକୁ ବି ମଧ୍ୟ ସଫଳ ଦେଇପାରନ୍ତି ନାହିଁ। ତା ଦ୍ୱାରା କରାଯାଇଥିବା ଲୋଭର ପରିଣାମ ତାର ପରିବାରକୁ ବି ମଧ୍ୟ ଭୋଗିବାକୁ ପଡିଥାଏ। ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି ହେ ଅର୍ଜୁନ ଯାହା ଆମର ଅଟେ ତାକୁ ଆମକୁ ନେବା ଉଚିତ କିନ୍ତୁ ଯାହାର ଅନ୍ୟର ତା ପାଖରୁ କବ୍ଜା କରିଆଣିବା ଭାବନା ରଖୁଥିବା ମନୁଷ୍ୟ ସ୍ୱୟଂ ଗୋଟେ ରାକ୍ଷସ ସହିତ ସମାନ ଅଟେ। ଏହି ପୃଥିବୀରେ ସ୍ଵୟଂ ଦ୍ୱାରା ରୋଜଗାର କରୁଥିବା ଧନକୁ ନେଇ ସନ୍ତୁଷ୍ଟ ରହିବା ଉଚିତ ଏମିତି କଲେ ଏହି ପୃଥିବୀର ଲୋକ ସ୍ୱର୍ଗକୁ ପ୍ରାପ୍ତ କରିବା ସହିତ ସମାନ ହୋଇଥାଏ। କିନ୍ତୁ ଯଦି ଅନ୍ୟର ଧନକୁ କବ୍ଜା କରିବାର ଭାବନା ରଖୁଛନ୍ତି ତ ଏହି ଜନ୍ମରେ ଯାହାବି କମେଇଛ ତାକୁ ବି ହରେଇ ଦେବ ଏବଂ କେବେବି ସୁଖୀ ଜୀବନ ଅର୍ଜିତ କରିପାରିବ ନାହିଁ। ଅନ୍ୟର ଧନକୁ ମାଟି ଭାବୁଥିବା ମନୁଷ୍ୟ ଏହି ସଂସାରରେ ଶାନ୍ତିରେ ଶୋଇପାରେ ଆଉ ସଂସାରର ସବୁ ସୁଖକୁ ଭୋଗ କରିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *