Excuse Me Odisha

ଯାହା କହିବୁ ସତ କହିବୁ

ଏପରି ପୁଅଙ୍କୁ ପାଇବା ପାଇଁ ଝିଅମାନେ ପାଗଳ ହୋଇଯାନ୍ତି | ଭାଗ୍ୟଶାଳୀ ପୁରୁଷର ଲକ୍ଷଣ |

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଭାଗ୍ୟଶାଳି ପୁରୁଷଙ୍କ ୪ ଟି ମୁଖ୍ୟ ଲକ୍ଷଣ। କୋଟିପତି ବନିଥାନ୍ତି।

ବନ୍ଧୁଗଣ ଯଦି ସ୍ତ୍ରୀକୁ ଘରର ଲକ୍ଷ୍ମୀ କୁହାଯାଏ ତେବେ ପୁରୁଷ ଘରର ପାଳନ କର୍ତା ଶ୍ରୀହରି ବିଷ୍ଣୁଙ୍କ ସମାନ ହୋଇଥାନ୍ତି। ମାଲକ୍ଷ୍ମୀଙ୍କୁ ମଧ୍ୟ ଶ୍ରୀହରିଙ୍କ ବିନା ସମ୍ପୂର୍ଣ୍ଣ ମାନାଯାଏନାହିଁ। ଯଦି ନାରୀଙ୍କୁ ଅନ୍ନପୂର୍ଣ୍ଣା କୁହାଯାଏ ତେବେ ପୁରୁଷ ସେହି ଅନ୍ନର ପ୍ରାପ୍ତିର ସ୍ରୋତ। ନାରୀ ଘରର ସଂସାର ବସାଇଥାଏ ତେବେ ପୁରୁଷ ସେହି ସଂସାରର ଭୋରଣ ପୋଷଣ କରିଥାଏ। ସମୁଦ୍ର ଶାସ୍ତ୍ରରେ ନାଁ କେବଳ ସ୍ତ୍ରୀ ବିଷୟରେ ବରଂ ପୁରୁଷ ବିଷୟରେ ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଲକ୍ଷଣ ବିଷୟରେ କୁହାଯାଇଛି। ଯେଉଁଥିରୁ ଆମେ ଜାଣି ପାରିବା କି କେଉଁ ପୁରୁଷ ଯାହାର ଭାଗ୍ୟ ସବୁବେଳେ ଉଜ୍ଵଳ ରହିଥାଏ ଏବଂ ଜୀବନରେ ସଫଳତା ପ୍ରାପ୍ତ କରିଥାଏ। ଭବିଷ୍ୟ ଶାସ୍ତ୍ରରେ ବ୍ରହ୍ମା ନିଜେ ଏହାର ଉଲ୍ଲେଖ କରି କହିଛନ୍ତି ପୁରୁଷର ଦେହର ଅଙ୍ଗ ଏବଂ ଆଚରଣରେ ଜାଣି ପାରିବେ କି ତାହାର ଭାଗ୍ୟ ତାହାର କେତେ ସାଥ ଦେବ। ତେବେ ଆସନ୍ତୁ ଜାଣିବା ପୁରୁଷର ଏହିପରି ଲକ୍ଷଣ ବିଷୟରେ ଯେଉଁଥିରୁ ଏହା ଜଣା ପଡିବ କି ସେ ଭାଗ୍ୟଶାଳୀ ନାଁ ନାହିଁ।

ଚୁଉଡା ମଥା। ଯଦି ପୁରୁଷର ମଥା ଏମତି ଚୁଉଡା ଯାହାକି ଆପଣଙ୍କ ହାତରେ ୪ ଟି ଆଙ୍ଗୁଳି ସହଜରେ ରହିପାରିବ ତ ଏପରି ପୁରୁଷଙ୍କୁ ଭାଗ୍ୟଶାଳୀ ମାନାଯାଏ। ତାହାର ଭାଗ୍ୟ ତାହାର ସାଥ ସବୁବେଳେ ଦେଇଥାଏ। ନୂତନ କାର୍ଯ୍ୟରେ ମଧ୍ୟ ତାଙ୍କୁ ସବୁବେଳେ ସଫଳତା ମିଳିଥାଏ। କିନ୍ତୁ ମଥା ଚୁଉଡା ଆଉ ସେଥିରେ କୌଣସି ବି ମାଡ଼ର ଚିହ୍ନ ଯେମିତି ଜଳିବାର ଚିହ୍ନ ପଡିଗଲେ ଖଣ୍ଡିଆ ହୋଇଯିବାର ଚିହ୍ନ ତ ଏପରି ପୁରୁଷଙ୍କୁ ସଫଳତା ପ୍ରାପ୍ତ କରିବାରେ ବହୁତ ସାରା କଠିନତାର ସାମ୍ନା କରିବାକୁ ପଡିଥାଏ। ଏହି କଥାର ଧ୍ୟାନ ରଖିବେ ମଥା ସର୍ବଦା ଚୁଉଡା ଏବଂ ସଫା ରହିବା ଦରକାର।

ଶରୀରରୁ ବହୁତ ଜୋରରେ ଗନ୍ଧ ଆସିବା। ଯେଉଁ ପୁରୁଷଙ୍କୁ ବହୁତ ଅଧିକ ଝାଳ ଆସେ କିମ୍ବା ଶରୀରରେ ବହୁତ ଅଧିକ ଚୁଟି ଥାଏ ଅଧିକ ସ୍ମେଲ ବାହାରେ ଏପରି ମଣିଷ ବହୁତ ସାରା କଠିନର ସାମ୍ନା କରିଥାନ୍ତି। ଏମାନଙ୍କର ମଙ୍ଗଳ ଗ୍ରହ ସବୁବେଳେ ଦୂଷିତ ରହିଥାଏ। ଏମାନଙ୍କର ପରିସ୍ଥିତି ସବୁବେଳେ ଅନିକୁଳ ରହେନାହିଁ। ଶାସ୍ତ୍ରରେ କୁହାଯାଇଛି ଯେ ବ୍ୟକ୍ତିକୁ ସବୁବେଳେ ସୁଗନ୍ଧିତ ଏବଂ ସ୍ୱଚ୍ଛ ରହିବା ଉଚିତ। ଯେଉଁଥିରେ ଆପଣଙ୍କର ବୃହସ୍ପତି ଗ୍ରହ ସବୁବେଳେ ଉଜ୍ଵଳ ରହିବେ। ଏଥିପାଇଁ ସବୁବେଳେ ଚନ୍ଦନର ଲେପ ପ୍ରୟୋଗ କରନ୍ତୁ।

ଆବାଜରେ ସ୍ପଷ୍ଟ। ଯେଉଁ ପୁରୁଷର ଆବାଜରେ ତେଜ ସ୍ପଷ୍ଟ ଜଣାପଡେ ଏପରି ବ୍ୟକ୍ତିଙ୍କ ସୁର୍ଯ୍ୟ ମଜବୁତ ରହିଥାଏ। ବ୍ୟକ୍ତି ଚାକିରୀ ଧନ ଐଶ୍ୱର୍ଯ୍ୟ ବ୍ୟାପାରକୁ ଶୀଘ୍ର ପ୍ରାପ୍ତ କରିଥାଏ। କୌଣସି ବି କ୍ଷେତ୍ରରେ ନିଜର ସଫଳତା ପ୍ରାପ୍ତ କରିଥାଏ। ଏବଂ ଏହାର ମୁକାବିଲା ଯେଉଁ ପୁରୁଷଙ୍କର ଆବାଜ ପତଳା ବା ଯେଉଁମାନଙ୍କର କଥା ସହଜରେ ବୁଝି ହୁଏନାହିଁ କିମ୍ବା ଶୁଣିବାରେ ଅସୁବିଧା ହୁଏ ତ ଏପରି ପୁରୁଷ ଜୀବନରେ ପଛରେ ରହିଯାନ୍ତି। ଏମାନଙ୍କୁ ସଫଳତା ପ୍ରାପ୍ତ କରିବାରେ ବହୁତ ଅଧିକ ସମୟ ଲାଗିଥାଏ।

ଆଖି କଳା ବଡ଼ ଏବଂ ଚମକଦାର ଏପରି ଦେଖାଯିବା। ଆମର ଆଖି ଆମର ବ୍ୟକ୍ତିତ୍ୱର ଦର୍ପଣ ହୋଇଥାଏ। ଏଥିପାଇଁ କୁହାଯାଏ ଆଖିରୁ ମଣିଷର ବ୍ୟକ୍ତିତ୍ୱ ଜଣାପଡେ। ଯଦି କୌଣସି ପୁରୁଷର ଆଖି କଳା ବଡ଼ ଏବଂ ଚମକଦାର ହୋଇଥାଏ ଭିତରକୁ ରହିଥାଏ କିମ୍ବା ଆଖିର ତଳେ କୌଣସି ପ୍ରକାରର କଳା ଦାଗ ରହିନଥାଏ ଏପରି ପୁରୁଷଙ୍କ ଉପରେ ସ୍ୱୟଂ ଭଗବାନ ଶ୍ରୀହରୀଙ୍କର କୃପା ରହିଥାଏ। ଏମାନଙ୍କର ସମୟ ସବୁବେଳେ ଚମକୁଥାଏ। ଏମାନଙ୍କର ପ୍ରତ୍ୟକ କାର୍ଯ୍ୟ ସଫଳ ହୁଏ। ଏମାନଙ୍କର ବୈବାହି ଜୀବନ ସୁଖରେ ବ୍ୟତୀତ ହୋଇଥାଏ।

ବାମ ପାଦର ଅନ୍ୟ ଆଙ୍ଗୁଠି ବୁଢା ଆଙ୍ଗୁଠି ଠାରୁ ବଡ଼। ଯଦି ଆପଣଙ୍କୁ ଜାଣିବାର ଅଛି କି କୌଣସି ବ୍ୟକ୍ତି ଭାଗ୍ୟଶାଳୀ ନାଁ ନାହିଁ ତ ଆପଣ ତାର ପାଦରୁ ଜାଣି ପାରିବେ। ଏଥିପାଇଁ ଆଗ କାଳରେ ଗୁରୁଜନ ମାନେ ସମ୍ପର୍କ ବାନ୍ଧିବା ଆଗରୁ ଝିଅ କିମ୍ବା ପୁଅର ପାଦ ଦେଖୁଥିଲେ ଏଥିରୁ ଦୁଇଟି କଥା ଜଣାପଡେ। ଯଦି ବାମ ପାଦର ଅନ୍ୟ ଆଙ୍ଗୁଠି ବଡ଼ ଆଙ୍ଗୁଠି ଠାରୁ ବଡ଼ ତ ସେହି ବ୍ୟକ୍ତି ବହୁତ ଭାଗ୍ୟଶାଳୀ ସହନଶୀଳ ଏବଂ ଭଲ ଗୁଣରେ ଭରପୁର ହୋଇଥାଏ। ଅନ୍ୟଟି ଚାଲିବାର ଢ଼ଙ୍ଗ। ଯଦି କୌଣସି ବ୍ୟକ୍ତି ଚାଲିବା ସମୟରେ ପାଦକୁ ଶବ୍ଦ କରି କରି କରି ଚାଲୁଥାଏ ତ ତାହାର ବ୍ୟକ୍ତିତ୍ୱକୁ ଭରସା କରାଯାଏନାହିଁ। ସେଥିରୁ ଆପଣ ଜାଣିପାରିବେ କି କୌଣସି ବ୍ୟକ୍ତିର ଭାଗ୍ୟ ବା ତାର ବ୍ୟକ୍ତିତ୍ୱ କିପରି ହୋଇଥାଏ। ଏହା ବ୍ୟତୀତ ବ୍ୟକ୍ତିର ସ୍ୱାଭାବରୁ ମଧ୍ୟ ତାହା ବିଷୟରେ ଜଣାପଡିଥାଏ

ଯେଉଁ ପୁରୁଷ ନିଜର ପ୍ରଶଂସା କରିନଥାଏ ଅଂହକାର କରିନଥାଏ ସେପରି ପୁରୁଷ ଉପରେ ସୂର୍ଯ୍ୟଦେବ ଅତ୍ୟନ୍ତ ପ୍ରସନ୍ନ ରହିଥାନ୍ତି। ଯେଉଁ ପୁରୁଷ ନିଜ ସ୍ତ୍ରୀର ପ୍ରଶଂସା କରିଥାନ୍ତି ତାଙ୍କ ଉପରେ ଶନିଦେବଙ୍କର କୃପା ରହିଥାଏ।

ଯେଉଁ ପୁରୁଷର ହସ ମନ ମହିଲା ପରି ହୋଇଥାଏ ତାଙ୍କ ଉପରେ ମା ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ରହିଥାଏ।

ଯଦି ଏହିସବୁ ଲକ୍ଷଣ ଯେଉଁ ପୁରୁଷଙ୍କ ପାଖରେ ଦେଖାଦିଏ ସେମାନେ ଅତ୍ୟନ୍ତହିଁ ଅବଶ୍ୟ ଭାଗ୍ୟଶାଳୀ ହୋଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *