Excuse Me Odisha

ଯାହା କହିବୁ ସତ କହିବୁ

ଆଣ୍ଠୁଗଣ୍ଠି ବିନ୍ଧା,ଓଜନ,ଡାଇବେଟିସ୍ ଆଦି ୧୫ଦିନରେ ଭଲ କରିବାର ଘରୋଇ ଉପାୟ !

ସେୟାର୍ କରନ୍ତୁ

ଆଜିର ଆମେ ଆପଣ ମାନଙ୍କ ପାଇଁ ଗୋଟିଏ ଘରୋଇ ଉପଚାର ନେଇ ଆସିଛୁ ଯାହାର ପ୍ରୟୋଗରେ ଡାଇବେଟିସ ଆଣ୍ଠୁ ଗଣ୍ଠି ବିନ୍ଧା ଥଣ୍ଡା କାଶ ୧୫ ଦିନରେ କମିବ ଓଜନ। ଚମତ୍କାରୀ ପତ୍ର।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏମିତି ଔଷଧୀୟ ପତ୍ର ବିଷୟରେ ଜଣେଇବୁ ଯାହା ଆପଣଙ୍କ ଶରୀର ପାଇଁ ଏତେ ଲାଭଦାୟକ ଯେ ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ୟ୍ଯ ହୋଇଯିବେ। ଏହା ଆପଣଙ୍କ ଶରୀରରୁ ଅନେକ ପ୍ରକାରର ରୋଗ ଦୂର କରିଥାଏ। ତେବେ ଆସନ୍ତୁ ଜାଣିବା ଆଜିର ଏହି ରେମିଡ଼ି ବିଷୟରେ। ଆଜି ଏହି ରେମିଡ଼ି ପାଇଁ ଯେଉଁ ପତ୍ରର ଆବଶ୍ୟକତା ପଡିବ ତାହା ଅଟେ ତେଜପତ୍ର। ଏହି ପତ୍ର ଆପଣଙ୍କର ଖାଦ୍ୟର ସ୍ୱାଦ ବଢ଼ାଇବା ସହିତ ଆପଣଙ୍କୁ ଅନେକ ପ୍ରକାରର ରୋଗରୁ ବଞ୍ଚାଇଥାଏ। ଏହି ପତ୍ର ଆପଣଙ୍କ ଶରୀର ପାଇଁ ବହୁତ ଅଧିକ ଚମତ୍କାରୀ ଅଟେ। ଏହା ଔଷଧୀୟ ଗୁଣରେ ଭରପୁର ଅଟେ। ଆଣ୍ଟିମାଇକ୍ରୋବାଲ ଆଣ୍ଟି ଫୋଙ୍ଗଲ ଆଣ୍ଟିବ୍ୟାକ୍ଟେରିୟଲ ପ୍ରପଟିର ଗନ୍ତାଘର ଅଟେ। ଏହି ପତ୍ର ଆପଣଙ୍କ ଦାନ୍ତରେ କଷ୍ଟ ହେଉ ଡାଇବେଟିସ ହେଉ ବା ଭୁଲିଯିବା ଭଳି ରୋଗ ହେଉ ତେଜପତ୍ର ସେହି ସମସ୍ତ ରୋଗକୁ ଦୂର କରିଥାଏ। ଏହି ଗଛର ନାମ ଅଟେ। ତମାଲୁ ଗଛ। ଏହି ଗଛର ପତ୍ରକୁ ଶୁଖାଇ ତେଜପତ୍ର କରାଯାଏ। ବାତ ନାଶକ କଫ ନାଶକ କଷ୍ଟ ନାଶକ ଏବଂ ପାଚକ ହୋଇଥାଏ। ଏହି ପତ୍ରକୁ ଆୟୁର୍ବେଦରେ ଗଭୀର ରୋଗ ପାଇଁ ତେଜପତ୍ର ଚୂନ ବା ପାଉଡରର ପ୍ରୟୋଗ କରାଯାଇଥାଏ।

ପ୍ରଥମ କଥା। ଯେଉଁ ଲୋକ ନିଜର ଓଜନ କମ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ପ୍ରତିଦିନ ସକାଳୁ ତେଜପତ୍ର ପାଣି ପିଇବା ଆବଶ୍ୟକ। ଏହାକୁ ବନାଇବାର ପଦ୍ଧତି। ପ୍ରଥମେ ଏକ ଗ୍ଲାସ ପାଣି ଏକ ପତ୍ରକୁ ନିଅନ୍ତୁ ଏବଂ ଏହି ପାଣିରେ ୩ ରୁ ୪ ଟି ତେଜପତ୍ରକୁ ଧୋଇ ପକାଇ ଦିଅନ୍ତୁ ଏବଂ ଏହାକୁ ଫୁଟାନ୍ତୁ। ଆପଣ ଚାହିଁଲେ ଏହି ପତ୍ରକୁ ରାତି ସାରା ଭିଜେଇ ରଖିପାରିବେ। ତା ପର ଦିନ ସକାଳୁ ଏହାକୁ ଗ୍ୟାସର ବସାଇ ଫୁଟାନ୍ତୁ। ସର୍ବଦା ଏହାକୁ ସକାଳେ ଉଷୁମ ଉଷୁମ ହିଁ ଖାଲି ପେଟରେ ପିଅନ୍ତୁ। ତେବେ ଯାଇ ଶରୀରରେ ଜମା ହୋଇଥିବା ଚର୍ବି ଶୀଘ୍ର କମିଥାଏ। ଓଜନ କମ କରିବା ସହିତ ଏହା ଆପଣଙ୍କର ଜଏଣ୍ଟ ପେନ ବା ଆଣ୍ଠୁଗଣ୍ଠି ବିନ୍ଧା ପାଇଁ ମଧ୍ୟ ବହୁତ ଅଧିକ ଲାଭଦାୟକ ହୋଇଥାଏ। ଆଣ୍ଠୁଗଣ୍ଠି ବିନ୍ଧା ହେଉ ଅଣ୍ଟା ବିନ୍ଧା ହେଉ ବା ମାଂସପେଶୀରେ କଷ୍ଟ ହେଉ ତେଜପତ୍ର ପାଣି ଯଦି ସେବନ କରିବେ ତେବେ ବିଶ୍ୱାସ କରନ୍ତୁ ପୁରୁଣାରୁ ପୁରୁଣା ଆଣ୍ଠୁଗଣ୍ଠି ବିନ୍ଧାରୁ ଆପଣ ମୁକ୍ତି ପାଇପାରିବେ। ଆପଣ ଏହି ପତ୍ରକୁ ଫୁଟାଇ ଟିକେ ଥଣ୍ଡା କରି ଛାଣି ୧୫ ଦିନ ପିଅନ୍ତୁ। ଡେଖିବେ ଆପଣଙ୍କର ଓଜନ କେତେ କମ ହେବାକୁ ଲାଗିବ।

ପ୍ରତିଦିନ ଆପଣ ତେଜ ପତ୍ରକୁ ନିଜର ଖାଦ୍ୟରେ ବ୍ୟବହାର କରନ୍ତୁ। ଯଦି ଆପଣ ଏହାର ଚୂର୍ଣ୍ଣ ବନେଇ ସେବନ କରିବେ ତେବେ ଆପଣଙ୍କର ଆଲଯାଇମ ଭଳି ରୋଗ ଦୂର ହୋଇଥାଏ। ଯେଉଁମାନଙ୍କୁ ଭୁଲିବା ରୋଗ ଅଛି ବା ସ୍ମରଣ ଶକ୍ତିର ଅଭାବ ରହିଛି କିମ୍ବା ଯେଉଁ ମାନଙ୍କର ମେମରି ପାୱାର କମ ହୋଇଯାଇଅଛି ତେବେ ସେମାନଙ୍କ ପାଇଁ ଏହା ବହୁତ ଅଧିକ ଲାଭଦାୟକ ଅଟେ। ଏକ ଚାମଚ ତେଜପତ୍ରର ଚୁର୍ଣ୍ଣ ନେଇ ଦହି ସହିତ ମିଶାଇ ପିଅନ୍ତୁ ଘୋଳ ଦହି କିମ୍ବା ପାଣିରେ ମିଶାଇ ପିଅନ୍ତୁ ଦେଖିବେ ଭୁଲିବା ରୋଗ ଠିକ ହୋଇଯିବ। ଇନ୍ଫ୍ଲଲିଟିକୁ ଉନ୍ନତ କରିଥାଏ। ଇନ୍ଫ୍ଲଲିଟିକୁ ପ୍ରବ୍ଲେମକୁ ଦୂର କରିଥାଏ। ଏହି ପତ୍ରର ତେଲ ମଧ୍ୟ ମାର୍କେଟରେ ମିଳେ। ତାହାକୁ ଯଦି ଆପଣ ନିଜ ଆଣ୍ଠୁ ଗଣ୍ଠିରେ ମାଲିସ କରିବେ ତେବେ ବହୁତ ଆରାମ ମିଳିଥାଏ। ଥଣ୍ଡା କାଶରୁ ମଧ୍ୟ ତେଜପତ୍ର ବହୁତ ଅଧିକ ଲାଭଦାୟକ ଅଟେ। ୧୦ ରୁ ୧୫ ଟି ତେଜପତ୍ରକୁ ଗ୍ରାଇଣ୍ଡିଙ୍ଗ କରି ତାହାର ଗୁଣ୍ଡ କରି ତାହାକୁ ଚଲେଇ ପ୍ରସ୍ତୁତ କରନ୍ତୁ। ଏହି ଗୁଣ୍ଡକୁ କୌଣସି ବି ଡ଼ବାରେ ରଖିଦିଅନ୍ତୁ। ପ୍ରତିଦିନ ଅଧ ଚାମଚରୁ ୧ ଚାମଚ ତେଜପତ୍ର ଗୁଣ୍ଡର ନିହାତି ସେବନ କରନ୍ତୁ।

ବନ୍ଧୁଗଣ ଯେଉଁମାନଙ୍କୁ ଦାନ୍ତରେ କଷ୍ଟ ହେଉଅଛି ବା ଦାନ୍ତ ଦାନ୍ତକୁ ସଫା କରିବାକୁ ଚାହୁଁଛନ୍ତି ତେବେ ଏହି ଚୁର୍ଣ୍ଣରେ ଦାନ୍ତ ସଫା କରନ୍ତୁ। ଦେଖିବେ ଦାନ୍ତ ସମ୍ବଦ୍ଧିତ ଅନେକ ରୋଗ ଦୂର ହୋଇଯିବ। ବା ଦାନ୍ତ ମୋତି ଭଳି ଚମକି ଉଠିବ। ଦାନ୍ତ ଧଳା ପାଇଁ ମଧ୍ୟ ଏହା ବହୁତ ଲାଭଦାୟକ ଅଟେ।

ଆପଣ ଚାହିଁଲେ ଏହାର ପାଉଡର ପାଣିରେ ମିଶାଇ ପିଇପାରିବେ। ଯାହା ଦ୍ୱାରା ଆପଣଙ୍କର ମୋଟାପଣ ଦୂର ହେବ।

ଯେଉଁ ମାନଙ୍କୁ ମଧୁମେହ ବା ଡାଇବେଟିସ ଅଛି ସେମାନଙ୍କୁ ମଧ୍ୟ ଏହାର ସେବନ କରିବା ଆବଶ୍ୟକ। ବ୍ଲଡ଼ସୁଗାରଲେବୁଲକୁ କଣ୍ଟ୍ରୋଲ କରିଥାଏ। ତେଜପତ୍ର ପାଣି ସହିତ ଏହାର ସେବନ କରିପାରିବେ ବା ଦହି ସହିତ ମଧ୍ୟ ତେଜପତ୍ରର ପାଉଡର ମିଶାଇ ସେବନ କରି ପାରିବେ। ଏକ ତାଟିଆ ଦହିରେ ଆପଣଙ୍କୁ ଅଧ ଚାମଚ ତେଜପତ୍ର ଗୁଣ୍ଡ ମିଶାଇ ସେବନ କରିବାକୁ ହେବ। କୌଣସି ବି ଉପାୟରେ ଆପଣ ତେଜପତ୍ରର ସେବନ କରିପାରିବେ। ଆପଣଙ୍କର ସୁଗାର ଲେବୁଲ କଣ୍ଟ୍ରୋଲରେ ରହିପାରିବ। ଆପଣଙ୍କର ସ୍ମରଣ ଶକ୍ତି ବଢିବ ସାଥିରେ ଡାଇବେଟିସ ଆଣ୍ଠୁ ଗଣ୍ଠି ବିନ୍ଧା ଥଣ୍ଡା କାଶ ୧୫ ଦିନରେ ଭଲ ହେବା ସହିତ ଓଜନ ମଧ୍ୟ କମିଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *