Excuse Me Odisha

ଯାହା କହିବୁ ସତ କହିବୁ

ମାର୍ଗଶୀର ମାସ ପ୍ରତ୍ୟେକ ଗୁରୁବାର ଦିନ କରନ୍ତୁ ଏହି ୫ଟି କାମ ଘରେ ହେବ ଧନର ବର୍ଷା !!

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମାର୍ଗଶିର ମାସ ଗୁରୁବାର ଦିନ କରନ୍ତୁ ୫ ଟି ଘରେ ହେବ ଧନ ଆଉ ଟଙ୍କାର ବର୍ଷା।

ବନ୍ଧୁଗଣ ଆଜିର ଦୁନିଆରେ ସମସ୍ତ ଲୋକ ନିଜର ଆବଶ୍ୟକତାକୁ ପୁରଣ କରିବା ପାଇଁ ଧନର ଆଶା ରଖିଥାନ୍ତି। ଏହି ସମୟରେ ଅନେକ ଲୋକ ଅଛନ୍ତି ବହୁତ ଟଙ୍କା ପଇସା ରୋଜଗାର କରିଥାନ୍ତି କିନ୍ତୁ ଶେଷରେ ଟଙ୍କା ଟିଏ ମଧ୍ୟ ସଞ୍ଚୟ କରି ରଖିପାରନ୍ତି ନାହିଁ। କେଉଁଠି ନାଁ କେଉଁଠି ଖର୍ଚ୍ଚ ହୋଇଯାଇଥାଏ ଯେଉଁଥି ପାଇଁ ସେମାନଙ୍କୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ଧନ ସେହି ଲୋକଙ୍କ ପାଖରେ ଥାଏ ଯେଉଁମାନଙ୍କ ଉପରେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ତେଣୁ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ମା ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରିବା ସହିତ କେତେକ ନୀତିନିୟମକୁ ମଧ୍ୟ ପାଳନ କରିବା ଉଚିତ ତେବେ ଆଜିର ଏହି ପୋଷ୍ଟ ମାଧ୍ୟମରେ ଜାଣିବା ମାର୍ଗଶିର ମାସ ପ୍ରତ୍ୟକ ଗୁରୁବାର ଦିନ କେଉଁ ୫ ଟି ନିୟମ କରିବା ଦ୍ୱାରା ସମସ୍ତ ଆର୍ଥିକ ସମସ୍ୟା ଗୁଡିକର ଅନ୍ତ ହେବା ସହିତ ଘରେ ଧନର ବର୍ଷା ହୋଇଥାଏ। ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ।

ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ ପ୍ରତ୍ୟକ ଗୁରୁବାର ଦିନ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କର ପୂଜା କରିବା ଉଚିତ। ଏହା କରିବା ଦ୍ୱାରା ଆପଣଙ୍କର ସମସ୍ତ ସମସ୍ୟା ଗୁଡିକର ଅନ୍ତ ଘଟିଥାଏ।

ଗୁରୁବାର ଦିନ ହଳଦୀ ରଙ୍ଗର ବସ୍ତ୍ର ପିନ୍ଧନ୍ତୁ। ଏହା ସହିତ ମା ଲକ୍ଷ୍ମୀଙ୍କୁ ହଳଦୀ ରଙ୍ଗର ଫଳ ଏବଂ ପୁଷ୍ପ ଏବଂ ନୈବେଦ୍ୟ ଅର୍ପଣ କରନ୍ତୁ।

ଗୁରୁବାର ଦିନ ଆପଣ ହଳଦୀ ପାଣିରେ ସ୍ନାନ କରନ୍ତୁ। ଏବଂ ଗୋଟିଏ କଦଳୀ ଗଛ ମୂଳରେ ହଳଦୀ ପାଣି ଅର୍ପଣ କରନ୍ତୁ। ଏହା ଦ୍ବାରା ଆପଣଙ୍କର ଘରକୁ କେବଳ ଧନ ହିଁ ଧନ ଆସିଥାଏ।

ଧନର ଅଭାବକୁ ଦୂର କରିବା ପାଇଁ ଗୁରୁବାର ଦିନ ଉପବାସ ପାଳନ କରନ୍ତୁ। ଉପବାସ ପାଳନ କରିବା ସହିତ ଗରିବ କିମ୍ବା ଭିକାରୀଙ୍କୁ ହଳଦିଆ ଜିନିଷ ଦାନ କରନ୍ତୁ। ଏହା କରିବା ଦ୍ୱାରା ମା ଲକ୍ଷ୍ମୀ ଆପଣଙ୍କ ଗୃହରେ ବାସ କରିଥାନ୍ତି।

ଗୁରୁବାର ଦିନ ଆପଣ ତୁଳସୀ ଗଛର ପୂଜା କରିବା ସମୟରେ ତୁଳସୀ ଗଛ ମୂଳରେ କଞ୍ଚା କ୍ଷୀର ଅର୍ପଣ କରନ୍ତୁ। ଏବଂ ଆପଣଙ୍କର ବୃହସ୍ପତି ଗ୍ରହକୁ ଶକ୍ତିଶାଳୀ କରିବା ପାଇଁ ଭଗବାନ ଶିବଙ୍କୁ ହଳଦିଆ ରଙ୍ଗର ପୁଷ୍ପ ଅର୍ପଣ କରନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କର ବୃହସ୍ପତି ଗ୍ରହ ମଜବୁତ ହୋଇଥାଏ।ଏବଂ ସମସ୍ତ ଗ୍ରହ ଦୋଷ କଟି ଯାଇଥାଏ।

ତେବେ ବନ୍ଧୁଗଣ ଆପଣ ଗୁରୁବାର ଦିନ ଏହିସବୁ ନିୟମର ପାଳନ କରନ୍ତୁ ଦେଖିବେ ସମସ୍ତ ଆର୍ଥିକ ସମସ୍ୟା ଦୂର

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *