Excuse Me Odisha

ଯାହା କହିବୁ ସତ କହିବୁ

ଭାଗ୍ୟଶାଳୀ ସ୍ତ୍ରୀଙ୍କ ଶରୀରରେ ଏହି ଅଙ୍ଗରେ ଥାଏ କଳାଯାଇ।

ସେୟାର୍ କରନ୍ତୁ

ଆଜିର ଏହି ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଭାଗ୍ୟଶାଳୀ ସ୍ତ୍ରୀଙ୍କ ଶରୀରରେ ଏହି ଅଙ୍ଗରେ ଥାଏ କଳାଯାଇ

ବନ୍ଧୁଗଣ ହିନ୍ଦୁ ଧର୍ମରେ ଶୁଭ ଅଶୁଭକୁ ବହୁତ ମହତ୍ୱ ଦିଆଯାଇଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଣିଷର ରାଶି ଏବଂ ତାଙ୍କର ଜାତକକୁ ଦେଖିଲେ ତାର ସ୍ୱଭାବ ଏବଂ ଭବିଷ୍ୟତ ବିଷୟରେ ବହୁତ କିଛି କଥା ଜାଣିହେବ। ମଣିଷ ଶରୀରରେ ଥିବା କଳାଯାଇ ବା କିଛି ଚିହ୍ନର ମଧ୍ୟ ବହୁତ କିଛି ଅର୍ଥ ରହିଥାଏ। ସମୁଦ୍ର ଶାସ୍ତ୍ରରେ ମଣିଷ ଶରୀରରେ ଥିବା ଚିହ୍ନ ବା ତାର ଅଙ୍ଗକୁ ଆଖି ଆଗରେ ରଖି ତାର ବର୍ତ୍ତମାନ ଏବଂ ଭବିଷ୍ୟ କାଳ ବିଷୟରେ ବହୁତ କିଛି ତଥ୍ୟ ଦିଆଯାଇଛି। ଆମ ଶରୀରରେ ଥିବା କିଛି ଚିହ୍ନ ପାଇଁ ଆମ ସୌଭାଗ୍ୟର ପ୍ରତୀକ ହୋଇଥାଏ ଓ ଅନ୍ୟ କିଛି ଚିହ୍ନ ଆମ ପାଇଁ ଦୁର୍ଭାଗ୍ୟର ପ୍ରତୀକ ହୋଇଥାଏ। ବନ୍ଧୁଗଣ ସମୁଦ୍ର ଶାସ୍ତ୍ର ଅନୁସାରେ ଆଜି ଆମେ ଆପଣ ମାନଙ୍କୁ ମଣିଷ ଶରୀରରେ ଥିବା ଏପରି କିଛି ଚିହ୍ନ ବା ଅଙ୍ଗ ବିଷୟରେ ଜଣେଇବୁ ଯାହା ସେହି ମଣିଷ ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାଏ। ଯେଉଁ ମଣିଷ ପାଖରେ ଏହି ସବୁ ଚିହ୍ନ ଥାଏ ସେମାନେ ନିଜ ଜୀବନରେ ସୁଖ ଶାନ୍ତି ପାଇଥାନ୍ତି। ତେବେ ଆସନ୍ତୁ ଜାଣିବା।

ଯେଉଁ ମଣିଷ ମାନଙ୍କର ମୁହଁ ଗୋଲ ହୋଇଥାଏ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି। ଭଲ ଚାକିରୀ ଏବଂ ଭଲ ଜୀବନସାଥୀ ପାଇଥାନ୍ତି। ଏହା ସହିତ ନିଜ ଜୀବନରେ ସୁଖ ସମୃଦ୍ଧି ପାଇଥାନ୍ତି। ଏହି ମଣିଷ ମାନେ କେବେବି କୌଣସି ଅସୁବିଧାର ସମ୍ମୁଖୀନ କରିନଥାନ୍ତି।

ନାକରେ କଳାଯାଇ। ଯେଉଁ ମାନଙ୍କର ନାକରେ କଳାଯାଇ ଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି। ଏମାନେ ନିଜ ଜୀବନରେ ବହୁତ ଉନ୍ନତି କରିଥାନ୍ତି। ଏମାନେ ନିଜ କଷ୍ଟରେ ସଫଳତା ପାଇବାରେ ବିଶ୍ୱାସ ରଖିଥାନ୍ତି। ଏହି ଲୋକମାନଙ୍କୁ ସମସ୍ତେ ସ୍ନେହ ଓ ଆଦର କରିଥାନ୍ତି।

ଯେଉଁ ମାନଙ୍କର କାନ ବଡ଼ ହୋଇଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି। ଏହି ମଣିଷ ମାନେ କେବେବି ଦାରିଦ୍ରତାର ସାମ୍ନା କରିନଥାନ୍ତି। ଏମାନେ ନିଜ ଜୀବନରେ ବହୁତ ଧନ ଅର୍ଜନ କରି ଏକ ସୁଖମୟ ଜୀବନ ଅତିବାହିତ କରିଥାନ୍ତି।

ସୁନ୍ଦରତା ମାମଲାରେ ଚନ୍ଦା ଲୋକ ଭଲ ନଜର ଆସିନଥାନ୍ତି ହେଲେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚନ୍ଦା ଲୋକମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ଏମାନେ ସମସ୍ତ କ୍ଷେତ୍ରରେ ସଫଳତା ପାଇଥାନ୍ତି ଓ ନିଜ ଜୀବନରେ ବହୁତ ଧନ ଅର୍ଜନ କରିଥାନ୍ତି।

ବହୁତ କମ ଲୋକଙ୍କ ଦାନ୍ତ ମଝିରେ ଗ୍ୟାପ ଥାଏ। ଏହି ଦାନ୍ତରେ କିଛି ଲୋକ ସୁନ୍ଦର ନଜର ଆସିଥାନ୍ତି ତ ଆଉ କିଛି ଲୋକ ଅସୁନ୍ଦର। ହେଲେ ଯେଉଁ ମାନଙ୍କର ଏମିତି ଦାନ୍ତ ଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି। ଏହି ଲୋକମାନେ ନିଜ ଜୀବନରେ ବହୁତ ସୁଖ ଏବଂ ସମୃଦ୍ଧିର ଅତିବାହିତ କରିଥାନ୍ତି।

କୌଣସି ମଣିଷର ବିଭିନ୍ନ ଅଙ୍ଗରେ କଳାଯାଇ ଥିବାର ଅଲଗା ଅଲଗା ଅର୍ଥ ଥାଏ। କିନ୍ତୁ କିଛି ବିଶେଷ ସ୍ଥାନରେ କଳାଯାଇ ଥିଲେ ଜୀବନରେ କିଛି ବିଶେଷ ପ୍ରଭାବ ପଡିଥାଏ। ସୁଖ ସମୃଦ୍ଧି ସଫଳତା କିମ୍ବା ଅସଫଳତା ଦୁଃଖୀ କିମ୍ବା ନିରାଶା ଇତ୍ୟାଦି ପଛରେ କେତେ ଥର ଶରୀରରେ ଥିବା ଏହି କଳାଯାଇର ମହତ୍ତ୍ୱପୂର୍ଣ୍ଣ ଭୂମିକା ଥାଏ। ଶରୀରରେ କିଛି ଅଙ୍ଗରେ କଳାଯାଇ ଥିଲେ ଏହା ଶୁଭ ହୋଇଥାଏ। ତ ଶରୀରର ଆଉ କୌଣସି ଜାଗାରେ କଳାଯାଇ ଥିଲେ ଅଶୁଭ ମାନାଯାଇଥାଏ। ଶରୀରରେ ଅଲଗା ଅଲଗା ଜାଗାରେ କଳାଯାଇ ଥିଲେ ଏହା ଅଲଗା ଅଲଗା ଅର୍ଥ ହୋଇଥାଏ। ଯାହାର ସିଧା ପ୍ରଭାବ ଭାଗ୍ୟ ଉପରେ ପଡିଥାଏ। ଏହି ବିଷୟରେ ସମୁଦ୍ର ଶାସ୍ତ୍ରରେ ବିସ୍ତାର ଭାବରେ ଉଲ୍ଲେଖ ରହିଛି। ତେବେ ଆସନ୍ତୁ ଜାଣିବା ଶରୀରରେ କେଉଁ ଅଙ୍ଗରେ କଳାଯାଇ ଥିଲେ ଶୁଭ ହୋଇଥାଏ ଏବଂ କେଉଁ ଜାଗାରେ କଳାଯାଇ ଥିଲେ ଅଶୁଭ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ରରେ ସ୍ତ୍ରୀ ଶରୀରରେ ବାମ ଏବଂ ପୁରୁଷ ଶରୀରରେ ଡାହାଣ ପଟେ କଳାଯାଇ ଥିଲେ ଶୁଭ ଏବଂ ଲାଭ ହୋଇଥାଏ। ତା ସହିତ ଏହାର ମଧ୍ୟ ମାନ୍ୟତା ଅଛି କି ଶରୀରରେ ଅଧିକ କଳାଯାଇ ଥିଲେ ଅଶୁଭ ହୋଇଥାଏ।

ମୁଣ୍ଡ କିମ୍ବା ମଥା ଉପରେ କଳାଯାଇ।କେତେ ଥର ଆମର ମୁଣ୍ଡ ଉପରେ ଚୁଟିର ତଳେ କଳାଯାଇ ଥାଏ।ଯାହାକି ଚୁଟି କାଟି ଲଣ୍ଡା ହେଲେ ଯାଇ ଦେଖାଯାଏ ଯେଉଁ ବ୍ୟକ୍ତିଙ୍କ ମୁଣ୍ଡର ମଝିରେ କିମ୍ବା ତାଳୁ ଉପରେ କଳାଯାଇ ଥାଏ ସେହି ବ୍ୟକ୍ତି ପୁରୁଷ ହେଉ କିମ୍ବା ସ୍ତ୍ରୀ ଧନବାନ ପ୍ରତିଷ୍ଠିତ ଲୋକପ୍ରିୟ ହେବା ସହ କେତେକ ମହତ୍ୱପୂର୍ଣ୍ଣ ରାଜର ମଧ୍ୟ ଅଧିକାରୀ ହୋଇଥାଏ। ଜୀବନରେ ନିଜେ ସବୁ କାମରେ ସଫଳତା ପ୍ରାପ୍ତ କରେ। କିନ୍ତୁ ତାଳୁକୁ ଛାଡି ମୁଣ୍ଡର ଅନ୍ୟ କୌଣସି ମାନେ ପଛ ଭାଗ କିମ୍ବା ଡାହାଣ ଭାଗରେ କଳାଯାଇ ଥିଲେ ଏହା ଭଲ ପରିଣାମ ହୋଇନଥାଏ। ସେମାନଙ୍କର ଜୀବନ ସାମାନ୍ୟ ହୋଇଥାଏ। ବ୍ୟକ୍ତିଙ୍କ ମଥାରେ କଳାଯାଇ ଥିଲେ ତାଙ୍କ ଜୀବନ ସଙ୍ଘର୍ଷ ମୟ ହୋଇଥାଏ।

କାନ ଉପରେ କଳାଯାଇ। କାନ ଉପରେ କଳାଯାଇ ଥିଲେ ବୁଦ୍ଧିମାନ ଏବଂ ଚତୁର ବୋଲି ଏହା ସଂକେତ ଦେଇଥାଏ। ଏହି ଲୋକମାନେ ନିଜ ବୁଦ୍ଧିରେ ଧନବାନ ହୋଇଥାନ୍ତି କିନ୍ତୁ ଏମାନଙ୍କର ଖର୍ଚ୍ଚ ବହୁତ ଅଧିକ ଅଟେ। ଏମାନେ ପଇସା ଖର୍ଚ୍ଚ କରିବା ସମୟରେ ଆଗ ପଛ କିଛି ଭାବନ୍ତି ନାହିଁ।

ଆଖିପୋତା ଉପରେ କଳାଯାଇର ଉପସ୍ଥିତି ସେ ଉଚ୍ଚ ବିଚାର ଏବଂ ଭାବନା ପ୍ରବକଣତା ବ୍ୟକ୍ତି ହୋଇଥାଏ।ଆଖିର ତଳେ କଳାଯାଇ ଥିବା ବ୍ୟକ୍ତି ସେତେ ବଳବାନ ହୋଇନଥାନ୍ତି। ସେମାନଙ୍କ ଜୀବନରେ ପ୍ରାୟ ଘାତ ପ୍ରତିଘାତ ଚାଲିଥାଏ।

ମୁହଁର ବାମ ପଟେ କଳାଯାଇ ଥିଲେ ଏହାକୁ ଶୁଭ ମାନାଯାଏ ନାହିଁ। ମୁହଁରେ ଡାହାଣ ପଟେ ମୁହଁରେ ସାମ୍ନାରେ କିମ୍ବା ମୁହଁରେ ମଝିରେ ଥିବା କଳାଯାଇ ଐଶ୍ୱର୍ଯ୍ୟ ଶାଳୀ ଜୀବନର ଅଧିକ ଶୁଭ ଅଟେ।

ବାମ ପଲକରେ ଥିବା କଳାଯାଇର କିଛି ବିଶେଷ ମହତ୍ୱ ହୋଇନଥାଏ କିନ୍ତୁ ଡାହାଣ ପଲକ ଉପରେ ଥିଲେ ବ୍ୟକ୍ତିର ପ୍ରକୃତି ଧାର୍ମିକ ହୋଇଥାଏ। ସେହି ବ୍ୟକ୍ତି ଦାନ ବିର ଏବଂ ଧନବାନ ହୋଇଥାନ୍ତି।

ନାକ ଗାଲ ଓଠ ଜିଭ ତଥା ଥଡି ଉପରେ କଳାଯାଇ। ଶରୀରର ଏହି ସବୁ ଅଙ୍ଗରେ କଳାଯାଇ ଥିଲେ ଚେହେରାର ସୌନ୍ଦର୍ଯ୍ୟ ବଢିଯାଏ। ଏବଂ ବିଶେଷ କଥା ଏହା କି ଏହି ଜାଗାରେ କଳାଯାଇ ଥିଲେ ବହୁତ ଶୁଭ ବୋଲି ମାନାଯାଏ। ଦୁଇ ଗାଲରେ କଳାଯାଇ ଥିବା ବ୍ୟକ୍ତି ଧନବାନ ବୁଦ୍ଧିବାନ ଏବଂ ସୁନ୍ଦର ହୋଇଥାଏ।

ନାକ ଉପରେ କଳାଯାଇଥିଲେ ବ୍ୟକ୍ତିର ନିୟମିତ ନିୟମର ପାଳନ କରେ। ପରିଶ୍ରମୀ ମଧ୍ୟ ଅଟେ ତା ସହିତ ରାଗ ମଧ୍ୟ ଅଧିକ ଆସେ।

ଥଡି ଉପରେ କଳାଯାଇ ଥିଲେ ବ୍ୟକ୍ତି ଭାଗ୍ୟଶାଳୀ ଏବଂ ମିଳାମିଶା ପରି ହୋଇଥାନ୍ତି। ସମାଜରେ ଏମାନଙ୍କର ଭଲ ସମ୍ମାନ ଥାଏ।

ଜିଭର ଅଗ୍ର ଭାଗରେ କଳାଯାଇ ଥିଲେ ବ୍ୟକ୍ତି ନିଜର ବାଣୀରେ କାହାକୁ ବି ବସ କଲା ଭଳି କ୍ଷମତା ରଖିଥାନ୍ତି।

ଓଠରେ କଳାଯାଇ ଥିଲେ ବ୍ୟକ୍ତି କାମୁକ ପ୍ରିୟ ହୋଇଥାନ୍ତି।

ଓଠର ତଳ ଭାଗରେ କଳାଯାଇକୁ ଅଶୁଭ ମାନାଯାଏ।

ଛାତି ଉପରେ ବା ପେଟରେ କଳାଯାଇ ଥିଲେ। ଛାତି ଉପରେ କଳାଯାଇ ଥିଲେ ବ୍ୟକ୍ତି ନିଜ ପରିଶ୍ରମରେ ଭରପୁର ଟଙ୍କା ରୋଜଗାର କରିଥାଏ। ତା ସହିତ ଏମାନେ ସଚ୍ଚା ପ୍ରେମ କରିଥାନ୍ତି। ପରିବାରକୁ ମଧ୍ୟ ଭଲ ପାଇଥାନ୍ତି।

ପିଠିରେ କଳାଯାଇ ଥିଲେ ଏହାକୁ ଭଲ ବୋଲି ମାନାଯାଏ। ଏମାନେ ନିଡ଼ମ୍ବର ହୋଇଥାନ୍ତି। ଏମାନଙ୍କର ସ୍ମରଣ ଶକ୍ତି ଭଲ ହୋଇଥାଏ। ଠିକ ସମୟରେ ଠିକ ନିଷ୍ପତି ନେଇ ଜୀବନରେ ସଫଳତା ପ୍ରାପ୍ତ କରିଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *