Excuse Me Odisha

ଯାହା କହିବୁ ସତ କହିବୁ

ସ୍ତ୍ରୀ ର ଏହି ୪ଟି ଅଙ୍ଗରେ କଳାଜାଇ ଥିଲେ, ତାଙ୍କ ସ୍ଵାମୀମାନେ ହୋଇଥାନ୍ତି କୋଟିପତି !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସ୍ତ୍ରୀର ଏହି ୪ ଟି ଅଙ୍ଗରେ ଥିଲେ କଳାଯାଇ ସ୍ୱାମୀ ପରିବାର ହୋଇଥାନ୍ତି କୋଟିପତି।

ବନ୍ଧୁଗଣ ସ୍ତ୍ରୀର ଏହି ଅଙ୍ଗରେ ରହିଥିଲେ କଳାଯାଇ ସେମାନଙ୍କ ସ୍ୱାମୀ ହୋଇଥାନ୍ତି କୋଟିପତି। ବନ୍ଧୁଗଣ ସମୁଦ୍ର ଶାସ୍ତ୍ର ଅନୁସାରେ ଭାଗ୍ୟଶାଳୀ ନାରୀ ମାନଙ୍କର ଲକ୍ଷଣ ସାଧାରଣ ନାରୀମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭାବରେ ଅଲଗା ହୋଇଥାଏ। ପ୍ରାଚୀନ ସମୁଦ୍ର ଶାସ୍ତ୍ର ଅନୁଯାୟୀ ଅନେକ ମହିଳା ଜନ୍ମରୁ ବହୁତ ଭାଗ୍ୟବାନ ଅଟନ୍ତି ସେମାନେ ନିଜର ଭାଗ୍ୟ ସହିତ ଜନ୍ମ ହୋଇଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମହିଳା ମାନଙ୍କର ଶରୀରରେ ଏପରି କିଛି ଚିହ୍ନ ରହିଥାଏ ଯାହା ସେମାନଙ୍କ ସ୍ୱାମୀ ଏବଂ ପରିବାରର ଭାଗ୍ୟ ଭବିଷ୍ୟତ ଏବଂ ଜୀବନଶୈଳୀ ବିଷୟରେ ଦର୍ଶାଇଥାଏ। ସେହିଭଳି ଭାବରେ ପ୍ରତ୍ୟକ ନାରୀ ମାନଙ୍କ ଶରୀରରେ କୌଣସି ନାଁ କୌଣସି ଅଙ୍ଗରେ କଳାଯାଇ ନିଶ୍ଚିତ ଭାବରେ ରହିଥାଏ। ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶରୀରରେ କଳାଯାଇ ବିଷୟରେ ଅନେକ କଥା ବର୍ଣ୍ଣନା କରାଯାଇଛି। ସେହିପରି ଭାବରେ ନାରୀରର କେଉଁ ଅଙ୍ଗରେ କଳାଯାଇ ରହିବା ତାଙ୍କ ସ୍ବାମୀ ଏବଂ ପରିବାର ପାଇଁ ଶୁଭ ହୋଇଥାଏ ଏହା ମଧ୍ୟ ବର୍ଣ୍ଣିତ ରହିଛି। ତେବେ ଆଜିର ଏହି ପୋଷ୍ଟ ମାଧ୍ୟମରେ ଆମେ ଜାଣିବା ଯେ ସ୍ତ୍ରୀର କେଉଁ ଅଙ୍ଗରେ କଳାଯାଇ ରହିଲେ ତାଙ୍କ ସ୍ବାମୀ ଧନୀ ହୋଇଥାନ୍ତି।

ଯେଉଁ ମହିଳା ମାନଙ୍କ ପାଦରେ କଳାଯାଇ ରହିଥାଏ ସେମାନେ ବହୁତ ବୁଦ୍ଧିମାନ ମହିଳା ଅଟନ୍ତି। ଏମାନେ ସବୁବେଳେ ନିଜ ସ୍ୱାମୀ ଏବଂ ପରିବାରର ମଙ୍ଗଳ କାମନା କରିଥାନ୍ତି। ଏହି ନାରୀମାନେ ବହୁତ କମ ପଇସାରେ ନିଜ ପରିବାରକୁ ହସ ଖୁସିରେ ରଖିଥାନ୍ତି। ଏପରି ମହିଳାମାନେ ଖାସ କରି ମା ଲକ୍ଷ୍ମୀଙ୍କର ଅତି ପ୍ରିୟ ହୋଇଥାନ୍ତି। ଏମାନଙ୍କର ସ୍ୱାମୀ ଏବଂ ପରିବାର ଧନୀ ହୋଇଥାନ୍ତି। ଏବଂ ଏପରି ମହିଳାମାନେ ସବୁବେଳେ ଗରିବ ଏବଂ ଅସହାୟ ଲୋକଙ୍କୁ ସାହାର୍ଯ୍ୟ କରିବା ପାଇଁ ଆସିଥାନ୍ତି।

ଯେଉଁ ମହିଳା ମାନଙ୍କର ନାଭିର ତଳ ଭାଗରେ କିମ୍ବା ଚାରି ପାଖରେ କେଉଁଠି କଳାଯାଇ ଚିହ୍ନ ରହିଥାଏ ତେବେ ସେହି ନାରୀ ନିଜ ପରିବାର ଏବଂ ତାଙ୍କ ସ୍ୱାମୀଙ୍କ ପାଇଁ ବହୁତ ଭାଗ୍ୟବାନ ଅଟନ୍ତି। ଏମାନେ ଯେଉଁ ଘରେ ପାଦ ରଖନ୍ତି ସେହି ଘର ମା ଲକ୍ଷ୍ମୀଙ୍କ କୃପାରୁ ଧନର ବର୍ଷା ହୋଇଥାଏ।

ଯେଉଁ ମହିଳା ମାନଙ୍କ ନାକରେ କଳାଯାଇ ରହିଥାଏ ସେମାନେ ସବୁବେଳେ ଭାଗ୍ୟବାନ ହୋଇଥାନ୍ତି। ସେମାନେ ଯେଉଁ ଘରକୁ ବିବାହ କରି ଯିବେ ସେହି ଘରେ କେବଳ ହିଁ କେବଳ ଧନର ବର୍ଷା ହେବ। ଏହି ମହିଳା ମାନଙ୍କ ପାଖରେ ଟଙ୍କା ସଞ୍ଚୟ କରିବାର କ୍ଷମତା ଅଧିକ ରହିଥିବାରୁ ତାଙ୍କ ସ୍ବାମୀ ଏବଂ ପରିବାରର ଲୋକମାନଙ୍କୁ ଭବିଷ୍ୟତରେ ଟଙ୍କାର ଅଭାବକୁ ସାମ୍ନା କରିବାକୁ ପଡିନଥାଏ।

ଯେଉଁ ମହିଳାଙ୍କ ମଥାର ମଧ୍ୟ ଭାଗରେ କଳାଯାଇ ଚିହ୍ନ ରହିଥାଏ ସେମାନେ ବହୁତ ଧନୀ ହେବା ସହିତ ସେମାନେ ଯାହାକୁ ବିବାହ କରିବେ ସେମାନେ ମଧ୍ୟ ବହୁତ ଶୀଘ୍ର ଧନୀ ହୋଇଯିବେ। ସେମାନେ ନିଜର ଜୀବନରେ ଟଙ୍କାର ଅଭାବର ସମୁଖୀନ ହୁଅନ୍ତି ନାହିଁ। ଏବଂ ଏଥି ସହିତ ଏହି ମହିଳାମାନେ ନିଜ ଘର ପରିବାର ପାଇଁ ଲକ୍ଷ୍ମୀମତ ହୋଇଥାନ୍ତି। ଏମାନଙ୍କ ପାଇଁ ସ୍ୱାମୀଙ୍କ ବ୍ୟବସାୟରେ କେବଳ ଲାଭ ହିଁ ଲାଭ ହୋଇଥାଏ।

ତେବେ ବନ୍ଧୁଗଣ ଯେଉଁ ମହିଳାଙ୍କ ଏହି ଅଙ୍ଗରେ କଳାଯାଇ ଥାଏ ସେମାନଙ୍କ ସ୍ୱାମୀ ହୋଇଥାନ୍ତି ଧନୀ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *